Daily Archives

February 15, 2020

୬ ଲୁଟେରା ଗିରଫ, ୧ ଲକ୍ଷ ୮୮ ହଜାର ଟଙ୍କା ସହ ୨ ମୋବାଇଲ ଓ ୨ ମୋଟର ସାଇକେଲ ଜବତ

ଖଡିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଥାନା ପୁଲିସ ୬ ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ୧ ଲକ୍ଷ ୮୮ ହଜାର ୧୬୦ ଟଙ୍କା ଜବତ କରିଛି। ପୁଲିସ ଏଥିସହ ୨ଟି ମୋବାଇଲ ଓ ୨ଟି ମୋଟର ସାଇକେଲ ମଧ୍ୟ ଜବତ କରିଛି। ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ବିରଞ୍ଚି ପ୍ରସାଦ…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଚଳାଇ ସ୍କୁଲରେ ପହଞ୍ଚିବା ପରେ ହେଲମେଟ ଭିତରୁ ବାହାରିଥିଲା ସାପ! ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି…

ନୂଆଦିଲ୍ଲୀ: ବିଭିନ୍ନ ପ୍ରଜାତିର ସାପକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସିଥାଏ। ନିକଟରେ ସାପକୁ ନେଇ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ଶିକ୍ଷକ ସୌଭାଗ୍ୟବଶତଃ ସାପ ଦଂଶନରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ସୋସିଆଲ ମିଡିଆରେ ଚାଇଲ୍ଡ ପର୍ଣ୍ଣ ପୋଷ୍ଟ କରି ଫସିଲେ ଯୁବକ

ମୁମ୍ବାଇ: ମୁମ୍ବାଇରେ ସାଇବର ପୁଲିସ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଓ ଅନ୍ୟ ସାତଟି ଦଫାରେ ମାମଲା ରୁଜୁ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାମ ହୃଦୟ ପଟେଲ(୩୮) ଓ  ସେ ସେଣ୍ଟ୍ରାଲ ମୁମ୍ବାଇରେ ରହୁଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତର ସୋସିଆଲ ସାଇଟ୍‌ରେ ଚାଇଲ୍ଡ…
ଅଧିକ ଖବର ଦେଖନ୍ତୁ...

ମଦ୍ୟପ ଡ୍ରାଇଭରର ଉନ୍ମତ କାଣ୍ଡ: ସିରିଜ ଦୁର୍ଘଟଣା ଘଟାଇ ବାରିପଦାରେ ଚାଞ୍ଚଲ୍ୟ ଖେଳାଇଲା

ବାରିପଦା: ବାରିପଦାରେ ଭୟର ବାତାବରଣ ଖେଳାଇଲା ମଦ୍ୟପ ଡ୍ରାଇଭର। ଆଜି ରାତି ପ୍ରାୟ ୯.୪୫ ରେ ଜେଏଚ-୦୫ ବିସି ୩୩୬୮ ନମ୍ବର ବିଶିଷ୍ଟ ମାରୁତି ସୁଜୁକି ସ୍ୱିଫ୍ଟ କାର ଚଳାଉଥିବା ଡ୍ରାଇଭର ଅଶୋକ ଦାସ ବାରିପଦା ସହରକୁ ବାଲେଶ୍ବର ଗୋଲେଇ ଆଡୁ ଦ୍ରୁତ ଗତିରେ ଆସିବା ବାଟରେ ଏକାଧିକ ଲୋକଙ୍କୁ ଧକ୍କା…
ଅଧିକ ଖବର ଦେଖନ୍ତୁ...

ଟ୍ରାଫିକ୍‌ରେ ଛିଡ଼ା ହୋଇଥିବା ଏକ ଗାଡ଼ିରୁ ଦେଖନ୍ତୁ କିଭଳି ଆଖୁ ଚୋରାଇ ଖାଉଛନ୍ତି ଟ୍ରକ୍‌ରେ ଯାଉଥିବା ଦୁଇ ହାତୀ

ନୂଆଦିଲ୍ଲୀ: ସମୟସମୟରେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ପୋଷ୍ଟ ହୋଇଥାଏ, ଯାହାକୁ ଦେଖିବାକୁ  ମଜାଦାର ହୋଇଥାଏ। ଏମିତି ଏକ ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ବନସେବା ଅଧିକାରୀ ଏହି ଭିଡିଓକୁ ପୋଷ୍ଟ କରିବାର କିଛିସମୟ…
ଅଧିକ ଖବର ଦେଖନ୍ତୁ...

୧୪ବର୍ଷ ଜେଲଦଣ୍ଡ ପରେ ଡାକ୍ତରୀ ଡିଗ୍ରି ହାସଲ କଲେ ଅଭିଯୁକ୍ତ,ଏବେ ଲୋକଙ୍କ ସେବା କରୁଛନ୍ତି

ବେଙ୍ଗାଲୁରୁ: କଥାରେ ଅଛି ‘ନିଜ ଉପରେ ଆତ୍ମବିଶ୍ୱାସ ଥିଲେ ସମସ୍ତ କାମ ସମ୍ଭବ ହୋଇଥାଏ।’ ଏମିତି ଏକ ଘଟଣା କର୍ଣ୍ଣାଟକର କଲବୁରାଗିରେ ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତିି ୧୪ ବର୍ଷ ଜେଲ ଦଣ୍ଡପରେ ଡାକ୍ତରୀ ଡିଗ୍ରି ହାସଲ କରିଛନ୍ତି। Kalaburagi:Subhash Patil who was…
ଅଧିକ ଖବର ଦେଖନ୍ତୁ...

ପେଚା ସହିତ ଟିକ୍‌ଟକ୍‌ ଭିଡିଓ କରିବା ଯୁବତୀଙ୍କୁ ମହଙ୍ଗା ପଡ଼ିଲା, ଗଣିବାକୁ ପଡ଼ିଲା ତଣ୍ଡ

ସୁରଟ: ଗୁଜୁରାଟରେ ଜଣେ ଯୁବତୀଙ୍କୁ ଟିକ୍‌ଟକ୍‌ ଭିଡିଓ କରିବା ମହଙ୍ଗା ପଡ଼ିଛି। ଏହି ଯୁବତୀ ପେଚା ସହିତ କରୁଥିବା ଏକ ଟିକ୍‌ଟକ୍‌ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଉକ୍ତ ଯୁବତୀ ଜଣକ ପେଚାକୁ ଧରି ଗୀତ ଗାଉଥିବା ଦେଖିବାକୁ ମିଳିଛି। ଯୁବତୀ ଓ ପେଚାଙ୍କ ଏହି…
ଅଧିକ ଖବର ଦେଖନ୍ତୁ...

ବସ୍‌ରେ ୧୧କେଭି ବିଦ୍ୟୁତ୍‌ ତାର ଲାଗିବା ଘଟଣା: ଏସ୍‌ସିବିରେ ଜୀବନ ହାରିଲେ ଆଉ ଜଣେ, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

କଟକ/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ନିର୍ବନ୍ଧ ଲାଗି ବରପକ୍ଷକୁ ନେଇ ଯାଉଥିବା ବସରେ ବିଦ୍ୟୁତ ତାର ଲାଗିବା ଘଟଣାରେ ଶନିବାର ଆଉ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ ହେଲେ ମହାଲକ୍ଷ୍ମୀ ରେଡ୍ଡୀ (୫୫)। ଆଜି ରାତି ସାଢ଼େ ୮ଟାରେ ମହାଲକ୍ଷ୍ମୀଙ୍କର…
ଅଧିକ ଖବର ଦେଖନ୍ତୁ...

ପୁଲଓ୍ଵାମାରେ ସହିଦ ହୋଇଥିବା ଯବାନଙ୍କ ପତ୍ନୀ ପରିବା ବିକ୍ରି କରୁଥିବା ଦେଖି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ତୁରନ୍ତ…

ନୂଆଦିଲ୍ଲୀ: ଗତକାଲି ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣକୁ ବର୍ଷେ ପୂରିଛି। ୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖ ଦିନ ଜମ୍ମୁ ଓ କଶ୍ମୀରର ପୁଲଓ୍ଵାମାଠାରେ ଆତଙ୍କବାଦୀ ଆକ୍ରମଣରେ ୪୦ଜଣ ଯବାନ ସହିଦ ହୋଇଥିଲେ। ଏହି ସମୟରେ ସହିଦଙ୍କ ପରିବାରକୁ ଅନେକ ଆଡୁ ସାହାଯ୍ୟ ଓ ପ୍ରତିଶ୍ରୁତି ମିଳିଥିଲା।…
ଅଧିକ ଖବର ଦେଖନ୍ତୁ...

ମାର୍ଚ୍ଚ ୩୧ ପରେ ଅଚଳ ହୋଇଯାଇପାରେ ୧୭ କୋଟି ପାନକାର୍ଡ, ଚେତାବନୀ ଦେଲା ଆୟକର ବିଭାଗ

ନୂଆଦିଲ୍ଲୀ: ପାନକାର୍ଡଧାରୀଙ୍କ ପାଇଁ ବଡ ଖବର । ଯଦି ଆପଣଙ୍କ ପାଖରେ ପାନକାର୍ଡ ଅଛି ତେବେ ଏହି ଖବର ଆପଣଙ୍କ ପାଇଁ । ଦେଶର ୧୭ କୋଟି ପାନକାର୍ଡ ଉପରେ ଏବେ ସଂକଟର କଳାବାଦଲ ଘୂରି ବୁଲୁଛି । ତେବେ ଏହି ସଂକଟକୁ ଦୂର କରିବାକୁ ଆୟକର ବିଭାଗ ମାର୍ଚ୍ଚ ୩୧ ଯାଏଁ ଡେଡଲାଇନ ଦେଇଛି । ଅଥାର୍ତ…
ଅଧିକ ଖବର ଦେଖନ୍ତୁ...