Daily Archives

February 16, 2020

ବିକାଶ ବାଟ ଓଗାଳିଛି ‘ମୁରାନ୍‌ ଡ୍ୟାମ’, ଦୁର୍ଦିନରେ କାଳ କାଟୁଛନ୍ତି ୨୦ ଖଣ୍ଡ ଗାଁ

ଜୟପୁର (ଶ୍ରୀକାନ୍ତ ସାହୁ): ମୁରାନ୍‌ ଡ୍ୟାମ। ଭାରତର ସର୍ବବୃହତ ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ ବହୁମୁଖୀ ପ୍ରକଳ୍ପରେ ରହିଥିବା ଡ୍ୟାମ ମଧ୍ୟରୁ ଅନ୍ୟତମ ଡ୍ୟାମ। ଏହି ପ୍ରକଳ୍ପରେ ମୋଟ ୩ଟି ଡ୍ୟାମ ରହିଥିବା ବେଳେ ପୋଡାଗଡ ଓ କାପୁର ମଧ୍ୟ ଅନ୍ୟତମ। ମୁରାନ ଡ୍ୟାମଟି କୋରାପୁଟ, ବୋରିଗୁମ୍ମା ଓ…
ଅଧିକ ଖବର ଦେଖନ୍ତୁ...

୧୦୫ ବର୍ଷ ବୟସରେ ବୃଦ୍ଧା ଚତୁର୍ଥ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ରଖିଲେ ଏତିକି ପ୍ରତିଶତ ମାର୍କ…

ନୂଆଦିଲ୍ଲୀ: ଶିକ୍ଷା ପ୍ରାପ୍ତ କରିବା ପାଇଁ କୌଣସି ବୟସ ନଥାଏ ବୋଲି କଥାରେ ଅଛି। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଭାଗୀରଥୀ ଆମ୍ମା। କେରଳରେ ବସବାସ କରୁଥିବା ୧୦୫ ବର୍ଷର ଭାଗୀରଥୀ ଆମ୍ମା ଏହି ପରିଣତ ବୟସରେ ଚତୁର୍ଥ ଶ୍ରେଣୀ ପରୀକ୍ଷାରେ ଖୁବ୍‌ ଭଲ ନମ୍ବର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବୟସ ତୁଳନାରେ ଶରୀରକୁ ଅଧିକ ସତେଜ ରଖିବା ପାଇଁ ଚାହୁଁଛନ୍ତି କି, ଖାଦ୍ୟ ସହ କରନ୍ତୁ ଏସବୁ ଜିନିଷ

ସମସ୍ତେ ନିଜ ଶରୀରକୁ ସତେଜ ରଖିବାକୁ ଚାହିଁ ଥାଆନ୍ତି। ଯଦି ଆପଣ ଆପଣଙ୍କ ବୟସ ତୁଳନାରେ ଶରୀରକୁ ଅଧିକ ସତେଜ ରଖିବା ପାଇଁ ଚାହୁଁଛନ୍ତି ତେବେ ମୁଖ୍ୟତଃ ନିମ୍ନରେ ଥିବା ଏହି ୫ଟି ଅଭ୍ୟାସକୁ ଖାଦ୍ୟରେ ସାମିଲ କରନ୍ତୁ। ଏହା ଦ୍ଵାରା ଆପଣ ଆପଣଙ୍କ ଶରୀରକୁ ସୁସ୍ଥ ଏବଂ ସେତଜ ରଖିପାରିବେ ବୋଲି…
ଅଧିକ ଖବର ଦେଖନ୍ତୁ...

ଓଏଏସ ପାହ୍ୟାକୁ ପଦୋନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ଓଡ଼ିଶା ରାଜସ୍ୱ ସେବା ସଂଘ

ଭୁବନେଶ୍ୱର : ରାଜ୍ୟ ସରକାର ୨୫୦ ଜଣ ଓଡ଼ିଶା ରାଜସ୍ୱ ସେବା (ଓଆରଏସ)ର ଅଧିକାରୀଙ୍କୁ ଏକକାଳୀନ ପଦୋନ୍ନତି ଦେଇ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ରେ ସାମିଲ କରିଥିବାରୁ ଓଡ଼ିଶା ରାଜସ୍ୱ ସେବା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦିଆଯାଇଛି । ସଂଘର ସଭାପତି ପୁରନ୍ଦର…
ଅଧିକ ଖବର ଦେଖନ୍ତୁ...

ଦେଖନ୍ତୁ, କିପରି ଭଜନ ଶୁଣିବା ପାଇଁ ଗୁମ୍ଫାରୁ ବାହାରି ଆସନ୍ତି ମା’ ଭାଲୁ ସହିତ ତା’ର ଦୁଇ ଛୁଆ…

ଭୋପାଳ: ଶୀର୍ଷକ ପଢ଼ି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ କି ଭଜନ ଶୁଣିବା ପାଇଁ ଗୁମ୍ଫାରୁ କିପରି ଭାଲୁ ବାହାରି ଆସିଥାଆନ୍ତି? ଏପରି ବାସ୍ତବରେ ହୋଇଥାଏ ନା କାଳ୍ପନିକ? ଆଜ୍ଞା ହଁ ଏଭଳି ଘଟଣା ବାସ୍ତବରେ ଘଟୁଛି। ଆମର ଦେଶରେ ଥିବା ଆଧ୍ୟାତ୍ମିକ ଶକ୍ତି  ପୀଠ ଓ ଅନେକ ପ୍ରାଚୀନ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରି ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ, ଏଭଳି ଉତ୍ତର ରଖିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ରବିବାର ସଂଧ୍ୟାରେ ତୃତୀୟ ଥର ଲାଗି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଦ୍ବାୟିତ୍ବ ନେବାପରେ ଅରବିନ୍ଦ କେଜ୍ରିୱାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଟୁଇଟ କରି ଲେଖିଛନ୍ତି ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଅରବିନ୍ଦ…
ଅଧିକ ଖବର ଦେଖନ୍ତୁ...

ସେସ୍କୋ ପରେ ଏବେ ସାଉଥକୋର ବିଜୁଳି କାଟ୍ ଅଭିଯାନ, ଉପଭୋକ୍ତାଙ୍କ ଉପରେ ବାକି ପଡ଼ିଛି ୧୪ଶହ କୋଟି ଟଙ୍କାର ବିଲ୍

ଭୁବନେଶ୍ବର: ବିଜୁଳି ବିଲ୍ ବକେୟାର ରଖିଥିବା ଉପଭୋକ୍ତାଙ୍କ ଲାଇନ୍ କାଟିବା ପ୍ରକ୍ରିୟା ଆରମ୍ଭ କରିଛି ସାଉଥକୋ କର୍ମଚାରୀ । ଏଥିପାଇଁ ୧୨ଶହଟି ଟିମ୍ ନିଯୁକ୍ତ ହୋଇଛନ୍ତି । ସାଉଥକୋ ଅଧିନରେ ଆସୁଥିବା ୮ଟି ଜିଲ୍ଲାରେ ଏହି ବିଜୁଳି କାଟ୍ ଅଭିଯାନ ଆରମ୍ଭ ହୋଇଛି । ସାଉଥକୋ ଅଧିନରେ ଆସୁଥିବା ୮ଟି…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ୍‌: ଚୀନ ଫେରନ୍ତା ୪୦୬ ଜଣ ଭାରତୀୟଙ୍କ ରକ୍ତ ନମୁନା ନେଭେଟିଭ୍‌

ନୂଆଦିଲ୍ଲୀ: ଚୀନ୍‌ର ଉହାନ୍‌ରୁ ଫେରିଥିବା ସମସ୍ତ ୪୦୬ ଜଣ ଭାରତୀୟଙ୍କ ରକ୍ତ ନମୂନା ପରୀକ୍ଷାରୁ ଜଣାପଡ଼ିଛି ଯେ, ସେମାନେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ନାହାନ୍ତି। ଏହି ସମସ୍ତ ଲୋକଙ୍କୁ ଆଇଟିବିପିର ଏକ ଭିନ୍ନ  କେନ୍ଦ୍ରରେ ରଖାଯାଇଥିଲା। ଏମାନଙ୍କୁ ସୋମବାର ଠାରୁ ଘରକୁ ଯିବାପାଇଁ…
ଅଧିକ ଖବର ଦେଖନ୍ତୁ...

ଶାରୀରିକ ସମ୍ବନ୍ଧ ରଖୁଥିବା ବେଳେ ଧାରୁଆ ବ୍ଲେଡ୍‌ରେ ଗଳା କାଟି ପତ୍ନୀଙ୍କୁ ହତ୍ୟା କରିଥିଲା ସ୍ୱାମୀ

ନୂଆଦିଲ୍ଲୀ: ଶାରୀରିକ ସମ୍ବନ୍ଧ ସମୟରେ ସ୍ୱାମୀ ପତ୍ନୀଙ୍କ ଗଳା କାଟି ହତ୍ୟା କରିଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏହି ହତ୍ୟାକାଣ୍ଡ ଘଟାଇବା ପରେ ହତ୍ୟାକାରୀ ସ୍ୱାମୀ ନିଜ ଦୋଷ ସ୍ୱୀକାର କରିଥିବା ପୁଲିସ ସୂତ୍ରରୁ ପ୍ରକାଶ। ୨୧ବର୍ଷୀୟ ଅଭିଯୁକ୍ତ ମର୍ସିଲୋ ଅରୋଜୋକୁ ପୁଲିସ ଏହି…
ଅଧିକ ଖବର ଦେଖନ୍ତୁ...

ମା’-ଝିଅଙ୍କ ହତ୍ୟାକାଣ୍ଡ: ଡେମୋ ଦେଖାଇବା ବେଳେ ଡମି ଉପରେ ବୋଲେରୋ ସହ ଚଢ଼ାଗଲା ଇନୋଭା, ଅନୁପଙ୍କ ସହ ଆଉ କିଏ ଥିଲେ କି?

ଭୁବନେଶ୍ୱର: ମା’-ଝିଅଙ୍କ ହତ୍ୟାକାଣ୍ଡ ଘଟଣାରେ ଏବେ ଏକ ନୂଆ ମୋଡ ଆସିଛି । ହତ୍ୟା ଘଟଣାରେ ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କ ଆଉ କିଛି ବ୍ୟକ୍ତି ସାମିଲ ଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଆଜି ଘଟଣାସ୍ଥଳରେ ରାୟଗଡ ପୋଲିସ ପ୍ରତିକାତ୍ମକ ଦୃଶ୍ୟ ତିଆରି କରିଥିଲା । ବର୍ଦ୍ଧନ ଟପ୍ପୋର…
ଅଧିକ ଖବର ଦେଖନ୍ତୁ...