Daily Archives

February 16, 2020

ଦିଲ୍ଲୀ ମେଟ୍ରୋରେ ପୁଣି ଅସଦାଚରଣର ଶିକାର ହେଲେ ମହିଳା; ସାହାଯ୍ୟ କରିବା ବଦଳରେ ନିରବଦ୍ରଷ୍ଟା ସାଜିଲେ ସହଯାତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋରେ ମହିଳାଙ୍କ ସହିତ ଅସଦାଚରଣ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଣିଥରେ ମେଟ୍ରୋରେ ଜଣେ ମହିଳାଙ୍କୁ ଅସଦାଚରଣ କରାଯିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ବ୍ଲୁ ଲାଇନ୍‌ ମେଟ୍ରୋରେ ଘଟିଥିବା କୁହାଯାଉଛି। ମେଟ୍ରୋରେ ଅସଦାଚରଣର ଶିକାର ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଇସ୍ରାଏଲର ସେନା ପୋଷ୍ଟ କଲା ‘ହଟ୍‌ ସେଲଫି’; ଟୁଇଟର ବ୍ୟବହାରକାରୀ ରଖିଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସକ୍ରିୟ ଥିବା ଇସ୍ରାଏଲର ସେନା ରବିବାର ଏକ ‘ହଟ୍‌ ସେଲଫି’ ପୋଷ୍ଟ କରିବା ନେଇ ଚାଞ୍ଚଲ୍ୟ ଖେଳି ଯାଇଛି। ଇସ୍ରାଏଲ ସେନାର ଟୁଇଟର ଆକାଉଣ୍ଟରେ ଜଣେ ମହିଳା ସେଲଫି ନେଉଥିବା ପୋଷ୍ଟ କରାଯାଇଛି। ଟୁଇଟରରେ ମହିଳାଙ୍କ ସେଲଫି ନେବାର ଏଭଳି ଫଟୋ ଦେଖିବା ପରେ…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣା: କନ୍‌ଷ୍ଟେବଳ ନିଲମ୍ବିତ

ଭୁବନେଶ୍ୱର: ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣାରେ ‘ଏସ୍‌ଏସ୍‌ବି’ର କନ୍‌ଷ୍ଟେବଳ ପ୍ରମୋଦ ବେହେରା ଚାକିରିରୁ ନିଲମ୍ବିତ ହୋଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଆଜି କଳ୍ପନା ଛକ ନିକଟରେ ଜଣେ ଯୁବତୀ ଏକାକୀ ଚାଲି ଚାଲି ଯାଉଥିବା ବେଳେ ବିନା ୟୁନିଫର୍ମରେ ପ୍ରମୋଦ ବେହେରା ଅସଦାଚରଣ କରିଥିବା…
ଅଧିକ ଖବର ଦେଖନ୍ତୁ...

ଇରାନର ସେନା କମାଣ୍ଡରଙ୍କୁ ମାରିଥିବା ହଣ୍ଟର କିଲର ଡ୍ରୋନ କିଣିବାକୁ ଭାରତର ଯୋଜନା

ନୂଆଦିଲ୍ଲୀ : ଗତ ଜାନୁଆରି ମାସରେ ଆମେରିକା ସେନାର ଡ୍ରୋନ ଆକ୍ରମଣରେ ଇରାନର କୁଦସ ଫୋର୍ସର କମାଣ୍ଡର ମେଜର ଜେନେରାଲ ଆସିଫ ସୁଲେମାନି ନିହତ ହୋଇଥିଲେ । ଏହି ଡ୍ରୋନର ଦକ୍ଷତା ଦେଖି ସମଗ୍ର ବିଶ୍ୱ ଚକିତ ହୋଇଯାଇଥିଲା । ଏହି ଡ୍ରୋନର ନାଁ ହେଉଛି ହଣ୍ଟର କିଲର । ଏହି ପରି ଏକ ଡ୍ରୋନ କିଣିବାକୁ…
ଅଧିକ ଖବର ଦେଖନ୍ତୁ...

ଆମେରିକା ଦ୍ୱାରା ପ୍ରସ୍ତାବିତ ଇଣ୍ଟିଗ୍ରେଟେଡ ଏୟାର ଡିଫେନ୍ସ ସିଷ୍ଟମର ଉଚ୍ଚ ମୂଲ୍ୟକୁ ନେଇ ଭାରତ ଚିନ୍ତାରେ

ନୂଆଦିଲ୍ଲୀ : ଭାରତକୁ ଏକ ଇଣ୍ଟିଗ୍ରେଟେଡ ଏୟାର ଡିଫେନ୍ସ ସିଷ୍ଟମ ବିକ୍ରି ଲାଗି ଆମେରିକା ପ୍ରସ୍ତାବ ଦେଇଥିଲେ ମଧ୍ୟ ଏହା ଆବଶ୍ୟକତାଠାରୁ ଅଧିକ ମହଙ୍ଗା ବୋଲି ଭାରତ ବିଚାର କରୁଛି । ଏପରି ହେଲେ ଅନ୍ୟ ବିକଳ୍ପ ଦେଖିବାକୁ ଭାରତ ଚିନ୍ତା କରୁଛି ବୋଲି ଭାରତ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟ ସରକାର କାର୍ଯ୍ୟକ୍ରମର ନାମ ବଦଳାଇଲେ; ‘କେମ୍‌ଛୋ ଟ୍ରମ୍ପ୍‌’ ହେବ ‘ନମସ୍ତେ ପ୍ରେସିଡେଣ୍ଟ୍‌ ଟ୍ରମ୍ପ୍‌’

ନୂଆଦିଲ୍ଳୀ: ଗତ ସେପ୍ଟେମ୍ବରରେ ହଷ୍ଟନ୍‌ରେ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ହାୱଡି ମୋଦୀ’ ପରି ଫେବ୍ରୁଆରି ୨୪ରୁ ଅହମ୍ମଦାବାଦ୍‌ଠାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ‘କେମ୍‌ଛୋ ଟ୍ରମ୍ପ୍‌’ କାର୍ଯ୍ୟକ୍ରମ ହେବାର ଥିଲା। ମାତ୍ର ଗୁଜୁରାଟ ସରକାର ନିକଟରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କ୍ୟାରିଅରରେ ଆଗକୁ ବଢ଼ିବା ପାଇଁ ସୁଯୋଗ। କୌଣସି କାମରେ ବାହାରକୁ ଯିବାକୁ ପଡ଼ିପାରେ। ସାମାଜିକ କାର୍ଯ୍ୟରେ ସାମିଲ ହେବେ। ବୃଷ: ଜୀବନରେ ପରିବର୍ତ୍ତନ ଆସିପାରେ। ନୂଆ ଲୋକଙ୍କ ସହିତ ସାବଧାନତାର ସହ ଚଳନ୍ତୁ। ଅନ୍ୟ ସହରରେ ବ୍ୟବସାୟ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇପାରନ୍ତି।…
ଅଧିକ ଖବର ଦେଖନ୍ତୁ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ୨ ନାବାଳକ ଛାତ୍ରଙ୍କ ଦୁଷ୍କର୍ମ ଅଭିଯୋଗ

କୁଚିଣ୍ଡା: ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ନିଜର ସହପାଠୀ ଓ ଯୁକ୍ତ ୨ରେ ପଢୁଥିବା ଜଣେ ଛାତ୍ରଙ୍କ ଦ୍ୱାରା ଆଜି ଦୁଷ୍କର୍ମର ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଅଞ୍ଚଳରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମହୁଲପାଲି ଥାନାର ଏକ…
ଅଧିକ ଖବର ଦେଖନ୍ତୁ...

ଚଳିତବର୍ଷ ମାର୍ଚ୍ଚରେ ଲୋକାର୍ପିତ ହୋଇପାରେ ପାହାଡ ଉପରେ ପ୍ରଥମଥର ୧୦୦ କିଲୋମିଟର ବେଗରେ ଗଡିବାକୁ ଥିବା ଟ୍ରେନ୍‌

ନୂଆଦିଲ୍ଲୀ: ଆଗାମୀ ୫ବର୍ଷ ଭିତରେ ପ୍ରଥମ ଥର ପାଇଁ ପାହାଡ଼ ଉପରେ ଏପରି ଟ୍ରେନ୍‌ ଗଡ଼ିବ ଯାହାକି ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ଗତି କରିବ। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ରେଳ ଧାରଣାର ଘୋଷଣା କରିଥିଲେ। ୨୦୧୫ରେ ଏହା ରେଳ ବିଭାଗକୁ ପଠାଯାଇଥିଲା। ମାର୍ଚ୍ଚ ୨୦୨୦ରେ ଏହି…
ଅଧିକ ଖବର ଦେଖନ୍ତୁ...