Daily Archives

February 17, 2020

ଫେବ୍ରୁଆରୀ ୨୨ରୁ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ

ଭୁବନେଶ୍ବର : ଆସନ୍ତା ଫେବ୍ରୁଆରୀ ୨୨ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ବର ଓ କଟକରେ ଆୟୋଜନ ହେଉଛି ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ । ଏହାର ପ୍ରଥମ ସିଜନ୍ ପାଇଁ ଇଣ୍ଡିଆନ୍ ଅଏଲ୍ ମୁଖ୍ୟ ପ୍ରାୟୋଜକ ହୋଇଥିବାବେଳେ ଗେଲ୍ ଓ ଓଏନଜିସି ମଧ୍ୟ ଏହାର ସମର୍ଥନ କରୁଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଡାଇମଣ୍ଡ ପ୍ରିନସେସ ଜାହାଜରେ ଥିବା ଆଉ ୨ ଭାରତୀୟଙ୍କୁ କରୋନା ଭାଇରସ ସଂକ୍ରମଣ

ନୂଆଦିଲ୍ଲୀ : ଜାପାନର ୟାକାହାମା ଉପକୂଳରେ ଥିବା କ୍ରୁଜ ଜାହାଜ ଡାଇମଣ୍ଡ ପ୍ରିନସେସରେ ଆଉ ଦୁଇ ଭାରତୀୟଙ୍କଠାରେ କରୋନା ଭାଇରସ ଚିହ୍ନଟ ହୋଇଛି । ଏହାକୁ ମିଶାଇ ଏହି ଜାହାଜରେ ଥିବା ମୋଟ ୧୩୮ ଜଣ ଭାରତୀୟଙ୍କ ମଧ୍ୟରୁ ୬ ଜଣଙ୍କଠାରେ କରୋନା ଭାଇରସ ଥିବା ସ୍ପଷ୍ଟ ହୋଇଯାଇଛି । ଅନ୍ୟପକ୍ଷରେ…
ଅଧିକ ଖବର ଦେଖନ୍ତୁ...

ସ୍ବାମୀଙ୍କ ଦ୍ବାରା ଘରୋଇ ହିଂସାର ଶିକାର ହେଲେ ମହିଳା ହକି ଟିମ୍‌ର ପୂର୍ବତନ ଅଧିନାୟିକା

ଅମ୍ରିତସର: ପଞ୍ଜାବର କପୁରତାଲାରେ ଏକ ଘରୋଇ ହିଂସା ଘଟିଥିବା ଦେଖିବାକୁ ମିଳିଛି। ଅର୍ଜୁନ ପୁରସ୍କାର ବିଜୟିନୀ ଭାରତୀୟ ମହିଳା ହକି ଟିମ୍‌ର ଅଧିନାୟିକାଙ୍କୁ ତାଙ୍କ ସ୍ବାମୀ ମାରଧର କରିଥିବା ଅଭିଯୋଗ ହୋଇଛି। ମହିଳା ହକି ଖେଳାଳି ଜଣକ ଅଭିଯୋଗ ଆଣି କହିଛନ୍ତି ଯେ ଗତ ନଭେମ୍ବର ମାସରେ…
ଅଧିକ ଖବର ଦେଖନ୍ତୁ...

ବସ୍‌ରେ ବସିଥିବା ପର୍ଯ୍ୟଟକଙ୍କ ପୋଷାକକୁ ଦାନ୍ତରେ କାମୁଡ଼ି ବାହାରକୁ ଟାଣିବା ବେଳେ ବାଘ ଭିଡିଓ ଭାଇରାଲ୍‌

ରାୟପୁର: ଛତିଶଗଡ଼ର ରାୟପୁରରେ ଥିବା ନନ୍ଦନବନ ଜଙ୍ଗଲ ସଫାରୀରେ ଦେଖିବାକୁ ମିଳିଛି ଏକ ଲୋମଟାଙ୍କୁରା ଦୃଶ୍ୟ। ଏକ ପର୍ଯ୍ୟଟନ ବସ୍‌ରେ ଜଣେ ପର୍ଯ୍ୟଟକଙ୍କ ପୋଷାକକୁ ଏକ ବାଘଟି ବାହାରେ ରହି କାମୁଡ଼ି କାମୁଡ଼ି ଯାଉଥିବାର ଦେଖିବାକୁ ମିଳିଛି। ଏହି ଘଟଣା ବନ ବିଭାଗର ସୁରକ୍ଷା ବ୍ୟବସ୍ଥାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଆମେରିକାରୁ ଭାରତ ଫେରି ସଂଗୀତ ଶିକ୍ଷକଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣିଲେ ପୀଡ଼ିତା

ମୁମ୍ବାଇ: ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ମୁମ୍ବାଇର ଜଣେ ୫୫ ବର୍ଷିଅ ଗିଟାର୍‌ ଶିକ୍ଷକଙ୍କୁ ଗିରଫ କରାଯାଇଛି। ଆମେରିକାରରେ ପ୍ରାୟ ଏକ ଦଶନ୍ଧି ରହିବା ପରେ ଭାରତ ଫେରିଥିବା ଏହି ଛାତ୍ରୀ ଜଣଙ୍କ ତାଙ୍କର ପୂର୍ବତନ ଶିକ୍ଷକଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣିବା ପରେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଇଣ୍ଟର୍‌ନେଟ୍‌ରେ ଘୂରିଲା ଅଜବ ଭିଡିଓ: ‘କିଚେନ୍‌ ସିଙ୍କ୍‌’କୁ ‘ବାଥ୍‌ ଟବ୍‌’ ପରି ବ୍ୟବହାର କରି ଭାଇରାଲ୍‌ ହେଲେ ଯୁବକ

ୱାଶିଂଟନ: ପୂର୍ବରୁ ଇଣ୍ଟର୍‌ନେଟ୍‌ରେ ଅନେକ ଅଜବ ଭିଡିଓ ସବୁ ଦେଖିବାକୁ ମିଳିଛି। ନିକଟରେ ମଧ୍ୟ ସେହିପରି ଏକ ମଜାଦାର୍‌ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓରେ ଦେଖିବାକୁ ମିିଳିଛି ଯେ ଜଣେ ଯୁବକ ରୋଷେଇ ଘରେ ଥିବା ଏକ ‘ସିଙ୍କ୍‌’କୁ ବାଥ୍‌ଟବ୍‌ ପରି ବ୍ୟବହାର କରି ସେଥିରେ…
ଅଧିକ ଖବର ଦେଖନ୍ତୁ...

ହିମାଚଳ ପ୍ରଦେଶରେ ଦେଖିବାକୁ ମିଳିଲା ବିରଳ ତୁଷାର ଚିତା, ଭାଇରାଲ୍‌ ହେଲା ଭିଡିଓ

ସିମ୍‌ଲା: ହିମାଚଳ ପ୍ରଦେଶର ସ୍ପିତି ଜିଲ୍ଲାରେ ଏକ ବିରଳ ତୁଷାର ଚିତା ବାଘ ଦେଖିବାକୁ ମିଳିଛି। ବାଘଟିର ଏକ ଭିଡିଓ ଏବେ ସୋସିଆଲ୍‌ ମିିଡିଆରେ ଭାଇରାଲ୍‌ ହୋଇଛି। ଭାରତୀୟ ବନ ସେବାର ସୁୁଶାନ୍ତ ନନ୍ଦ ତାଙ୍କ ଟ୍ବିଟ୍‌ର ଆକାଉଣ୍ଟ୍‌ରେ ଭିଡିଓଟିକୁ ସେୟାର୍‌ କରିବା ପରେ ଏହାକୁ ବହୁ ଗ୍ରହଣୀୟତା…
ଅଧିକ ଖବର ଦେଖନ୍ତୁ...

ଆଠମଲିକ: ଛାତରେ ବିରି ଶୁଖାଇବା ବେଳେ ତଳେ ପଡ଼ି ଜଣେ ମୃତ

ପାଇକସାହି: ଆଠମଲିକ ବ୍ଳକ ଠାକୁରଗଡ ଥାନା ଜଳେଶ୍ବର ଗ୍ରାମର ବିନୋଦ ଦେହୁରୀ (୪୮) ଛାତରୁ ପଡ଼ି ମୃତ୍ୟୁ ବରଣ କରିଛନ୍ତି । ପୁଲିସ କହିବା ଅନୁଯାୟୀ ବିନୋଦ ଛାତ ଉପରେ ବିରି ଶୁଖାଇବାକୁ ଯାଇ ଥିବା ବେଳେ ତାଙ୍କ ଗୋଡ ଖସିଯିବା ଯୋଗୁ ସେ ତଳେ ପଡ଼ି ଯାଇଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

ଆଠଗଡ଼ : ପୁଲିସକୁ ଅଟକ ରଖିଲେ କୁସପଙ୍ଗୀ ଗ୍ରାମବାସୀ

ଆଠଗଡ଼ : ଆଠଗଡ଼ ଗୁରୁଡ଼ିଝାଟିଆ ଥାନା କୁସପଙ୍ଗୀ ଗାଁରେ ଆଜି ଗ୍ରାମବାସୀ ଗାଡ଼ି ସହ ପୁଲିସ କର୍ମଚାରୀଙ୍କୁ ଅଟକ ରଖିଛନ୍ତି । ମଦ ବେପାରୀଙ୍କୁ ଧରିବା ପାଇଁ ପୁଲିସ ଗାଁକୁ ଯାଇଥିବାବେଳେ ଗ୍ରାମବାସୀ ପୁଲିସକୁ ଅଟକ ରଖିଥିଲେ । ପୁଲିସ ଗତକାଲି ମଦ ବିକିବା ଅଭିଯୋଗରେ ୪ ଜଣଙ୍କୁ ଉଠାଇ ନେଇଥିଲା ।…
ଅଧିକ ଖବର ଦେଖନ୍ତୁ...

ବାପ ଦ୍ବାରା ଦୁଷ୍କର୍ମର ଶିକାର ହୋଇ କନ୍ୟା ସନ୍ତାନକୁ ଜନ୍ମଦେଲା ନାବାଳିକା ଝିଅ

ଅମ୍ରିତସର: ପଞ୍ଜାବରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ୧୫ ବର୍ଷୀୟା ନାବାଳିକା ନିଜ ୪୫ ବର୍ଷିଅ ବାପ ଦ୍ବାରା ଦୁଷ୍କର୍ମର ଶିକାର ହେବା ପରେ ଏକ ପିଲାକୁ ଜନ୍ମ ଦେଇଥିବା ଅଭିଯୋଗ ହୋଇଛି। ଏପରି ଲଜ୍ଜାକର ଘଟଣା ପଞ୍ଜାବର ପଟିଆଲା ଜିଲ୍ଳାରେ ଘଟିଛି। ଅଭିଯୁକ୍ତ ବାପ ନାମରେ ପୁଲିସ୍‌…
ଅଧିକ ଖବର ଦେଖନ୍ତୁ...