Daily Archives

February 18, 2020

ଜଗା ପରେ ଆଉ ଜଣେ ଚର୍ମ ରୋଗ ଆକ୍ରାନ୍ତ ବାଳିକା ନନ୍ଦିନୀ

ଶେରଗଡ଼ (ସୁବ୍ରତ ପଣ୍ଡା): ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଗୋଠଗାଁର ଜଗା ପ୍ରଧାନ ଭୟଙ୍କର ଚର୍ମ ରୋଗରେ ଆକ୍ରାନ୍ତ ହୋଇ କଷ୍ଟ ପାଉଥିବା ଖବର ପ୍ରକାଶ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ପ୍ରଶାସନ ଜଗାର ଚିକିତ୍ସା ଦାୟିତ୍ୱ ନେଇ ଭୁବନେଶ୍ୱର ଏମସ୍‌ (ଅଖିଳ ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ଭ୍ୟାଲେଣ୍ଟାଇନ ଡେ’ରେ ହୋଇଥିଲା ବିବାହ, ଦୁଇଦିନ ପରେ ନବବଧୂ କନ୍ୟା ସନ୍ତାନକୁ ଦେଲେ ଜନ୍ମ ! ଉଭୟ ପରିବାର ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସି ସାରିବଣି କି ଏହି ଘଟଣା ବାସ୍ତବରେ ଘଟିଛି ନା କାଳ୍ପନିକ? ତେବେ ଏଭଳି ଏକ ଘଟଣା ହରିୟାଣାର ଅମ୍ବାଲା ସହରରେ ଘଟିଥିବା ଜଣାପଡ଼ିଛି।  ମନମୋହନ ନଗରରେ ଫେବ୍ରୁଆରି ୧୪ ତାରିଖ ଅର୍ଥାତ ଭ୍ୟାଲେଣ୍ଟାଇନ ଡେ’ରେ ଜଣେ ୨୦ବର୍ଷୀୟ ଯୁବତୀଙ୍କର…
ଅଧିକ ଖବର ଦେଖନ୍ତୁ...

ସାକ୍ଷାତ୍‌କାରରେ ତାଙ୍କ ନାମ ନେଇଥିବାରୁ ହିମାଂସଙ୍କ ଉପରେ କମ୍ପିଲେ ନେହା

ମୁମ୍ବାଇ: ନେହା କକ୍କର ଓ ହିମାଂସ କୋହଲିଙ୍କ ପ୍ରେମ କାହାଣୀ ବିଷୟରେ କାହାକୁ ବା ଅଛପା। ଗୋଟାଏ ସମୟରେ ଦୁହେଁ ପତି-ପତ୍ନୀଙ୍କ ପରି ସବୁ ସ୍ଥାନରେ ଏକତ୍ର ନଜର ଆସୁଥିଲେ। କିନ୍ତୁ କିଛି ଦିନର ପ୍ରେମ କାହାଣୀ ପରେ ସେମାନଙ୍କ ସଂପର୍କରେ ପୂର୍ଣ୍ଣଛେଦ ପଡ଼ିଥିଲା। ଏହା ଭିତରେ ନେତା ଅଦିତ୍ୟ…
ଅଧିକ ଖବର ଦେଖନ୍ତୁ...

ଚିନାବାଦାମ ଖାଆନ୍ତୁ, ଫୁସଫୁସକୁ ସୁସ୍ଥ ରଖନ୍ତୁ

ଟ୍ରେନରେ ଯିବାବେଳେ ହେଉ କିମ୍ବା ଅବସର ସମୟରେ ଚିନାବାଦାମ ଖାଇବାର ମଜା କିଛି ନିଆରା। ଏହା ଯେମିତି ସ୍ବାଦିଷ୍ଟ ସେମିତି ସ୍ବାସ୍ଥ୍ୟ ପାଇଁ ବେଶ ଲାଭଦାୟକ | ତେବେ ଆପଣ ଜାଣିଛନ୍ତି କି ଏହି ଚିନାବାଦାମ ନିୟମିତ ଖାଇବା ଦ୍ବାରା ଆମ ଶରୀରର ବହୁ ସମସ୍ୟା ଦୂର ହୋଇଯାଇଥାଏ | ଏହାକୁ ନିୟମିତ ସେବନ…
ଅଧିକ ଖବର ଦେଖନ୍ତୁ...

ଏହି ସିନେମାରୁ ବଲିଉଡରେ ଡେବ୍ୟୁ କରିବେ ଶାହରୁଖ ଖାନଙ୍କ ଝିଅ ସୁହାନା !

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଶାହରୁଖ୍ ଖାନଙ୍କ ଝିଅ ସୁହାନା ଖାନ୍ କେଉଁ ସିନେମାରୁ ଅଭିନୟ କ୍ୟାରିଅର୍ ଆରମ୍ଭ କରିବେ ତାକୁ ନେଇ ବେଶ୍ କିଛି ମାସ ହେଲା ଚର୍ଚ୍ଚା  ହେଉଛି। ଏଭଳି ସମୟରେ ଏକ  ଖବର ଶୁଣିବାକୁ ମିଳିଛି।  ଚର୍ଚ୍ଚା ଅନୁଯାୟୀ ଜଣାଶୁଣା ନିର୍ମାତା ନିର୍ଦ୍ଦେଶକ କରଣ…
ଅଧିକ ଖବର ଦେଖନ୍ତୁ...

ଅମିତାଭ ବଚ୍ଚନଙ୍କୁ କ୍ଷମା ମାଗିଲେ ଅମର ସିଂହ , ଭିଡିଓରେ କହିଲେ ଝଗଡ଼ାର ବାସ୍ତବ କାରଣ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି(ଏସ୍ପି)ର ପୂର୍ବତନ ନେତା ତଥା ରାଜ୍ୟସଭା ସାଂସଦ  ଅମର ସିଂହ ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କୁ କ୍ଷମା ମାଗିଛନ୍ତି। ସେ ନିଜ ଟୁଇଟର ହ୍ୟାଣ୍ଡେଲ୍‌ରେ ଅମିତାଭ ବଚ୍ଚନଙ୍କ ପରିବାର ପ୍ରତି ନିଜର ବ୍ୟବହାରକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। Today is my…
ଅଧିକ ଖବର ଦେଖନ୍ତୁ...

ସାମ୍ନାକୁ ଆସିଲା କରୋନାର ସତ, ଲ୍ୟାବରୁ ହିଁ ବ୍ୟାପିଛି ଏହି ଭୟଙ୍କର ଭୂତାଣୁ !

ନୂଆଦିଲ୍ଲୀ: ଚୀନରେ କାୟା ମେଳାଇଥିବା କରୋନା ଭାଇରସରେ ସଂକ୍ରମଣ ହୋଇ ଏଯାବତ୍ ୧୮ ଶହରୁ ଅଧିକ ଲୋକଙ୍କର ଜୀବନ ଗଲାଣି । ଏହି ଭୟଙ୍କର ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛି । ଏପରିକି ବିଶ୍ୱର ବଡ ବଡ ଖ୍ୟାତନାମା ବୈଜ୍ଞାନିକମାନେ ଏହି ଘାତକ ଭୂତାଣୁକୁ ରୋକିବା ପାଇଁ ଅନେକ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ କୋଟିଆବାସୀ, ବିନା ଦୋଷରେ ପୁଲିସ ମାଡ ମାରିଥିବା ଅଭିଯୋଗ

କୋରାପୁଟ: ପୁଣି ଚର୍ଚ୍ଚାକୁ ଆସିଛି କୋଟିଆ। ଏଥର ଆନ୍ଧ୍ର ସହ ବିବାଦ କିମ୍ବା କୌଣସି ଉନ୍ନୟନମୂଳକ କାମକୁ ନେଇ ନୁହେଁ। ବରଂ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ। ନକ୍ସଲ ଲିଙ୍କ ସନ୍ଦେହରେ ପୁଲିସ ଲୋକଙ୍କୁ ଉଠାଇ ଦେଇ ନିସ୍ତୁକ ପିଟୁଥିବା କୋଟିଆବାସୀ ଅଭିଯୋଗ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ବଜେଟ ଯୋଜନାବଦ୍ଧ ରାସ୍ତା ପ୍ରଦର୍ଶିତ କରୁ ନାହିଁ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରାଜ୍ୟ ଅଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ସେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ମୋଟ ବଜେଟ ୧ ଲକ୍ଷ ୫୦ ହଜାର କୋଟି ଟଙ୍କା ରଖିଛନ୍ତି। ତେବେ ରାଜ୍ୟ ସରକାରଙ୍କ ବଜେଟକୁ ନେଇ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ବର୍ଷେ ତଳେ ଛାତିକୁ ପଥର କରି ସହିଦ୍ ସ୍ୱାମୀଙ୍କୁ ବିଦାୟ ଦେଇଥିଲେ ବୀରାଙ୍ଗନା, ଏବେ ସେନାରେ ନିଯୁକ୍ତି ଲାଗି ପ୍ରସ୍ତୁତ…

ଡେରାଡୁନ୍ : ଗତବର୍ଷ ଆଜିର ଦିନରେ ଭାରତମାତାର ଜଣେ ବୀର ସନ୍ତାନ ବୀରଗତି ପ୍ରାପ୍ତ କରିଥିଲେ । ଏହାଠାରୁ ଅଧିକ ଦୁଃଖଦାୟକ ଥିଲା ତାଙ୍କ ସାହସୀ ପତ୍ନୀଙ୍କ ବକ୍ତବ୍ୟ । ମନରେ ବେଦନାର ପାହାଡ, ଆଖିରେ ଅଶ୍ରୁର ଜୁଆର ଥାଇ ବି ସେ ସ୍ୱାମୀଙ୍କୁ ସଲାମ୍ କରି ‘ଆଇ ଲଭ୍ ୟୁ’ କହି ବିଦାୟ ଦେଇଥିଲେ ।…
ଅଧିକ ଖବର ଦେଖନ୍ତୁ...