Daily Archives

February 18, 2020

ପୁଣି ଦ୍ୱିଶତକ ହାସଲ କଲେ ରାହୁଲ ଦ୍ରାବିଡ଼ଙ୍କ ପୁଅ ସମିତ, ୨ ମାସରେ ୨ଟି ଦ୍ୱିଶତକ

ନୂଆଦିଲ୍ଲୀ: ‘ଦ ବଲ’ ନାମରେ ଜଣାଶୁଣା ଭାରତୀୟ କ୍ରିକେଟ୍‌ର ପୂର୍ବତନ ବ୍ୟାଟସ୍‌ମ୍ୟାନ୍‌ ରାହୁଲ ଦ୍ରାବିଡ଼ଙ୍କ ପୁଅ ସମିତ ଅଳ୍ପ ବୟସରୁ କ୍ରିକେଟ୍‌ ପିଚ୍‌ରେ ନିଜର ପ୍ରତିଭା ଦେଖାଇଛନ୍ତି। ଭାରତୀୟ କ୍ରିକେଟ୍‌ ଟିମ୍‌ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କ ପୁଅ ସମିତ ବିଦ୍ୟାଳୟସ୍ତରୀୟ ୧୪…
ଅଧିକ ଖବର ଦେଖନ୍ତୁ...

ବଜେଟରେ ଶିକ୍ଷା ଓ ଦକ୍ଷତା ବିକାଶକୁ ଗୁରୁତ୍ୱ, ବ୍ୟୟବରାଦ ୨୨ ହଜାର ୬୩୧ କୋଟି

ଭୁବନେଶ୍ବର: ଶିକ୍ଷା ଓ ଦକ୍ଷତା ବିକାଶକୁ ସରକାର ଚଳିତ ବଜେଟରେ ପ୍ରାଧାନ୍ୟ ଦେଇଛନ୍ତି । ତେଣୁ କରି ଗୁଣାତ୍ମକ ଶିକ୍ଷା ଏବଂ ନିଯୁକ୍ତି ଉପଯୋଗୀ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଚଳିତ ବଜେଟରେ ଶିକ୍ଷା ପାଇଁ ୨୨ ହଜାର ୬୩୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଯେଉଁଥିରେ ଆଦର୍ଶ ବିଦ୍ୟାଳୟ…
ଅଧିକ ଖବର ଦେଖନ୍ତୁ...

ସରକାରଙ୍କ ଫୋକସରେ ଧର୍ମପୀଠ : ଶ୍ରୀଜଗନ୍ନାଥ, ଲିଙ୍ଗରାଜ, ତାରାତାରିଣୀ ଓ ସମଲେଶ୍ୱରୀ ପୀଠ ପାଇଁ ବଜେଟରେ ବ୍ୟୟବରାଦ

ଭୁବନେଶ୍ବର : ଚଳିତ ବଜେଟରେ ଆଉ ଏକ ବିଶେଷତ୍ବ ହେଉଛି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ସ୍ୱତନ୍ତ୍ର ବ୍ୟୟବରାଦ କରାଯାଇଛି । ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ପରିଣତ କରିବା ପାଇଁ ବୃହତ ଯୋଜନାକୁ ଅର୍ଥ ମଂଜୁର କରିଛନ୍ତି ସରକାର । ଏଥିପାଇଁ ‘ଅବଢ଼ା’ ଯୋଜନା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଈଶ୍ବରଙ୍କୁ ଆରାଧନା କରିବେ। ମନରେ ସକରାତ୍ମକ ଭାବନା ଆସିବ। ଅନ୍ୟମାନଙ୍କୁ ସାହାଯ୍ୟ କରି‌େବ। ଆୟର ନୂଆ ବାଟ ଖୋଲିବ। ବୃଷ: କାମବେଳେ ମନକୁ ଶାନ୍ତ ରଖନ୍ତୁ। ଭାଗ୍ୟ ଉପରେ ସ˚ପୂର୍ଣ୍ଣ ଭରସା କରନ୍ତୁ ନାହିଁ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରା। ମିଥୁନ: ଜୀବନସାଥୀଙ୍କ…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟରେ ବିଚାରପତି ନିଯୁକ୍ତି ଏକ ନିରନ୍ତର ପ୍ରକ୍ରିୟା; ପୂର୍ବ ସୁପାରିସ୍‌ ଫଳାଫଳକୁ ଅପେକ୍ଷା ନ କରି ନୂତନ…

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟ ହାଇକୋର୍ଟମାନଙ୍କରେ ଖାଲି ପଡ଼ୁଥିବା ବିଚାରପତିମାନଙ୍କ ସଂଖ୍ୟାକୁ ନେଇ ଆଜି ନିଜର ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି, ଦେଶର ଶୀର୍ଷତମ ଅଦାଲତ ସୁପ୍ରିମ୍‌ କୋର୍ଟ। ଆଜି (ମଙ୍ଗଳବାର) ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌ କେ କୌଲ ଓ ଜଷ୍ଟିସ୍‌…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ବଜେଟ୍‌ : ୧ ଲକ୍ଷ ୫୦ ହଜାର କୋଟିର ବ୍ୟୟବରାଦ, ୨୫ ହଜାର ୭୦୦ କୋଟି ଋଣ କରିବେ ସରକାର

ଭୁବନେଶ୍ୱର : ଓଡ଼ିଶାର ଅର୍ଥମନ୍ତ୍ରୀ ଆଜି ବିଧାନସଭାରେ ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । ଏହା ମଧ୍ୟରୁ ଓଡ଼ିଶା ସରକାରଙ୍କ ରାଜସ୍ୱ ସଂଗ୍ରହ ୧ ଲକ୍ଷ ୨୪ ହଜାର ୩୦୦ କୋଟି ରହିବା ଅଟକଳ କରାଯାଉଛି । ଅବଶିଷ୍ଟ ୨୫ ହଜାର ୭୦୦ କୋଟି ଋଣ ଓ ଅନ୍ୟାନ୍ୟ ସୁତ୍ରରୁ ଆଦାୟ…
ଅଧିକ ଖବର ଦେଖନ୍ତୁ...

ପୋଷା ଘୋଡ଼ାକୁ ନେଇ ବିମାନରେ ଯାତ୍ରା କଲେ ମହିଳା

ନୂଆଦିଲ୍ଲୀ: ବିମାନରେ ଯାତ୍ରା କରିବା ପ୍ରତ୍ୟେକ ଲୋକଙ୍କ ସ୍ୱପ୍ନ ହୋଇଥାଏ। କିନ୍ତୁ କେବେ ଆପଣ କୌଣସି ଜୀବକୁ ବିମାନରେ ଯାତ୍ରା କରୁଥିବା ଦେଖିବାକୁ ପାଇଛନ୍ତି। ଆମେରିକାରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ଆମେରିକାର ଏୟାରଲାଇନ୍‌ ବିମାନରେ ଜଣେ ମହିଳା ନିଜ ପୋଷା ଘୋଡ଼ା ସହିତ…
ଅଧିକ ଖବର ଦେଖନ୍ତୁ...

ବଢ଼ିଲା ବିଧାୟକଙ୍କ ହାତ ପାଣ୍ଠି, ୧ କୋଟିରୁ ବୃଦ୍ଧି ପାଇ ୩ କୋଟି ହେଲା

ଭୁବନେଶ୍ବର: ଚଳିତ ବଜେଟରେ ସରକାର ବିଧାୟକଙ୍କ ହାତ ପାଣ୍ଠି ବୃଦ୍ଧି କରିଛନ୍ତି । ବିଧାୟକଙ୍କ ହାତପାଣ୍ଠି ୧ କୋଟିରୁ ବଢାଇ ୩ କୋଟି କରାଯାଇଛି । ବଜେଟ ଉପସ୍ଥାପନ ବେଳେ  ଏମଏଲଏ ଲ୍ୟାଡ ବୃଦ୍ଧି ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ସାଂସଦଙ୍କ ହାତ ପାଣ୍ଠି ୨ କୋଟିରୁ…
ଅଧିକ ଖବର ଦେଖନ୍ତୁ...

ବକେୟା ବିଦ୍ୟୁତ୍‌ ବିଲ୍‌ ବାବଦରେ ଗୋଟିଏ ଦିନରେ ୨ କୋଟି ଟଙ୍କା ସଂଗ୍ରହ କଲା ୱେସ୍କୋ

ସମ୍ବଲପୁର: ବକେୟା ବିଦ୍ୟୁତ୍‌ ସଂଗ୍ରହ କରିବା ନେଇ ୱେସ୍କୋ ଆଜିଠାରୁ ଧରପଗଡ଼ ଆରମ୍ଭ କରିଛି। ଗୋଟିଏ ଦିନରେ ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାରେ ବକେୟା ବିଦ୍ୟୁତ୍‌ ବିଲ୍‌ ବାବଦରେ ୨ କୋଟି ଟଙ୍କାରୁ ଅଧିକ ଆଦାୟ କରିଥିବା ଜଣାଯାଇଛି। ୱେସ୍କୋ ମହାପ୍ରବନ୍ଧକ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ମାଟ୍ରିକ ପରୀକ୍ଷା: ଜୟପୁର ଜୋନ୍‌ରେ ୪୪,୯୯୧ ଛାତ୍ରଛାତ୍ରୀଙ୍କ ଭାଗ୍ୟ ପରୀକ୍ଷା, ବୁଲିବେ…

ଜୟପୁର: ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା (ବିଏସଇ) ୨୦୨୦ ବୁଧବାର ଠାରୁ ଆରମ୍ଭ ହେବ। ଏହି ପରୀକ୍ଷା ଆସନ୍ତା ମାର୍ଚ୍ଚ ୨ ତାରିଖରେ ଶେଷ ହେବ। ଜୟପୁର ଜୋନରେ ଥିବା ୪ଟି ଜିଲ୍ଲା ଯଥା କୋରାପୁଟ, ମାଲକାନଗିରି, ରାୟଗଡା ଓ ନବରଙ୍ଗପୁର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...