Daily Archives

February 19, 2020

ପରୀକ୍ଷା ଆରମ୍ଭରୁ ବିଭ୍ରାଟ : ବିଜାତଳା ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ରାତିରେ ହେଲା ଏସ୍‌ଓଏସ୍‌ସି ପରୀକ୍ଷା

ରାଇରଙ୍ଗପୁର : ପରୀକ୍ଷା ଆରମ୍ଭରୁ ବିଭ୍ରାଟ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଇରଙ୍ଗପୁରରେ। ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଦ୍ୱାରା ପରିଚାଳିତ ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ସାର୍ଟିଫିକେଟ ପରୀକ୍ଷା ରାତିରେ ହୋଇଥିବାର ସୂଚନା ମିଳିଛି। ବିଜାତଳା ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଏଭଳି…
ଅଧିକ ଖବର ଦେଖନ୍ତୁ...

ଜେଏନ୍‌ୟୁ ଦେଶଦ୍ରୋହ ମାମଲା: କେଜ୍ରିଓ୍ଵାଲ କହିଲେ- ସଂପର୍କିତ ବିଭାଗକୁ ମୋକଦ୍ଦମା ଖୁବ୍‌ଶୀଘ୍ର ଫଇସଲା ପାଇଁ କହିବି

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ୨୦୧୬ ଫେବ୍ରୁଆରି ୯ରେ କଥିତ ରୂପେ ଦେଶବିରୋଧୀ ଶ୍ଲୋଗାନ ଦେବା ମାମଲାରେ ଆଇନଗତ ପ୍ରକ୍ରିୟା ସାମାନ୍ୟ ଆଗକୁ ବଢ଼ିଥିବା ଜଣାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଦେଶଦ୍ରୋହ ମାମଲାରେ ଜେଏନ୍‌ୟୁ ଛାତ୍ର ସଂଘର ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

ରିଲିଜର ୪୦ଦିନ ପରେ ‘ତାନାଜୀ’ ଦେଖି ଏଭଳି ପ୍ରତିକ୍ରିୟା ରଖିଲେ ବଲିଉଡ୍ ଅଭିନେତା ରିତିକ୍ ରୋଶନ

ମୁମ୍ବାଇ: ୪୦ଦିନ ପୂର୍ବରୁ ସାରା ଦେଶରେ ରିଲିଜ୍ ହୋଇଥିଲା ଫିଲ୍ମ ‘ତାନାଜୀ’। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତା ଅଜୟ ଦେବଗନ୍, ସୈଫ୍ ଅଲ୍ଲୀ ଖାନ୍ ଏବଂ ଅଭିନେତ୍ରୀ କାଜୋଲ। ଫିଲ୍ମଟି ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ‘ଛପାକ୍’ ଫିଲ୍ମ ସହ ରିଲିଜ୍ ହୋଇଥିବା ବେଳେ କଡ଼ା…
ଅଧିକ ଖବର ଦେଖନ୍ତୁ...

ଏହି ୫ଟି ସମସ୍ୟା ଥିବା ଲୋକଙ୍କ ପାଇଁ ବାଦାମ ଖାଇବା ବିଷ ସାବ୍ୟସ୍ତ ହୋଇପାରେ

ଆଗରୁ ଆମେ ଅନେକ ଥର ବାଦାମର ଫାଇଦା ବିଷୟରେ ଜଣାଇ ଆସିଛୁ । ଏଥିରେ ଅଧିକ ପାରିମାଣରେ କ୍ୟାଲ୍‌ସିୟମ୍‌,ଫସ୍‌ଫରସ୍‌, ଭିଟାମିନ୍‌ 'ଇ',ଫାଇବର ଏବଂ ଆଣ୍ଟି-ଅକ୍ସିଡାଣ୍ଟ ରହିଥାଏ ଯାହା ଶରୀରକୁ ପୋଷଣ ଯୋଗାଇବା ସହ ସୁସ୍ଥ ରଖିଥାଏ । ପ୍ରତିଦିନ ୩ରୁ ୪ଟା ବାଦାମ ଖାଇବା ଶରୀର ପାଇଁ ଭଲ କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ପାଳିତ ହିନ୍ଦୁ ଝିଅକୁ ମନ୍ଦିରରେ ବିବାହ କରାଇ ଚର୍ଚ୍ଚାରେ ମୁସଲିମ୍ ପରିବାର, ସାରା ଦେଶ କରୁଛି ପ୍ରଶଂସା

ନୂଆଦିଲ୍ଲୀ: କେରଳରେ ରହୁଥିବା ଏକ ମୁସଲିମ୍ ପରିବାର ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି। ଏବେ ବି ଜାତି-ଧର୍ମକୁ ନେଇ ଲୋକେ ପରସ୍ପର ସହ ଝଗଡ଼ା କରିବା ସହ ଦେଶର ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ପାଳିତ ହିନ୍ଦୁ ଝିଅକୁ ହିନ୍ଦୁ ରୀତିନୀତିରେ ବିବାହ କରିବା ଖବର…
ଅଧିକ ଖବର ଦେଖନ୍ତୁ...

ଜୟପୁରରେ ଯବାନଙ୍କ ମରଶରୀରକୁ ଶ୍ରଦ୍ଧାଞ୍ଜଳୀ : ଶୋଭାଯାତ୍ରରେ ପାଛୋଟିଲେ, ତୋପ ସାଲାମୀରେ ଦେଲେ ବିଦାୟ

ଜୟପୁର : ଯବାନଙ୍କ ମରଶରୀରକୁ ଶୋଭାଯାତ୍ରାରେ ପାଛୋଟିଲେ। ଅମର ରହେ ବୀର ଯବାନ କୃଷ୍ଣ ସାହୁ ଧ୍ବନୀରେ କମ୍ପିଲା ସାରା ଜୟପୁର। ଆଉ ତୋପସଲାମୀ ଦେଇ ଜୁଇ ନିଆଁରେ ବୀର ଯବାନଙ୍କୁ ଶେଷ ବିଦାୟ ଦେଲେ। ସ୍ଥାନୀୟ ଆଇନ ବିଦ୍ୟାଳୟ ନିକଟରେ ଯବାନଙ୍କ ମରଶରୀରକୁ ପାଛୋଟି ନେବାକୁ ପୁଲିସ, ବିଏସଏଫ ଓ…
ଅଧିକ ଖବର ଦେଖନ୍ତୁ...

ରୋଷେଇ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ

ଭବାନୀପାଟଣା: ମୁଖିଗୁଡା ସେକ୍ଟର-୩ କ୍ୱାଟର ନମ୍ବର ବିବିପି-୧୭ରେ ରୋଷେଇ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ନାଗେଶ୍ୱରୀ ଜାନୀ। ସେ ଇନ୍ଦିରାବତୀ ମହାବିଦ୍ୟାଳୟ ଜୟପାଟଣରେ ଯୁକ୍ତ ୨ରେ ପଢୁଥିଲେ।…
ଅଧିକ ଖବର ଦେଖନ୍ତୁ...

ରଙ୍ଗୋଲିଙ୍କ ଚାଞ୍ଚଲ୍ୟକର ଖୁଲାସା: କଙ୍ଗନାଙ୍କୁ ଘରକୁ ଡ଼ାକି ଏହି କାମ କରିବା ପାଇଁ ଧମକାଇଥିଲେ ଜାଭେଦ ଅଖତାର

ମୁମ୍ବାଇ: ପୁଣି ଥରେ ବିବାଦୀୟ ଟୁଇଟ୍ କରି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ। ପୂର୍ବରୁ ସେ ଅନେକ ବଲିଉଡ୍ ଅଭିନେତ୍ରୀଙ୍କୁ ଟାର୍ଗେଟ କରି ସାରିଥିବା ବେଳେ ଏବେ ସେ ବଲିଉଡର ଦିଗ୍ଗଜ କଣ୍ଠଶିଳ୍ପୀ ଜାଭେଦ ଅଖତାରଙ୍କୁ ଟାର୍ଗେଟ…
ଅଧିକ ଖବର ଦେଖନ୍ତୁ...

ଉଦାହରଣ ସୃଷ୍ଟି କଲେ କେରଳ ଯୁବକ: ପିଏଚଡି କରି ମଧ୍ୟ ଏହି କାରଣ ପାଇଁ ଚଳାଉଛନ୍ତି ଅଟୋ

ତିରୁବନନ୍ତପୁରମ୍: କେରଳର ଅଜିତ୍ କେପିଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ପାଠ ପଢ଼ା ସହ ସେ ଯେଉଁଭଳି ଭାବରେ ଅଟୋ ଚଳାଇବା ଜାରି ରଖିଛନ୍ତି, ତାହା ଏବେ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି। ଛୋଟ ବେଳେ ସେ କେବଳ ଦଶମ ପର୍ଯ୍ୟନ୍ତ ପା‌ଠ ପଢ଼ିବାର ସ୍ବପ୍ନ ଦେଖୁଥିବା ସହ ଦଶମ ପରେ ଅଟୋ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନେବା ପରେ ଭାବବିହ୍ବଳ କଲା ଭଳି ଟୁଇଟ୍ କଲେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ୱାତୀ…

ନୂଆଦିଲ୍ଲୀ: ମହିଳାମାନଙ୍କ ଅଧିକାର ଏବଂ ସୁରକ୍ଷା ପାଇଁ ଲଢ଼େଇ କରି ଆସୁଥିବା ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ବାତୀ ମଲିୱାଲ୍ ଏବେ ନିଜ ସ୍ବାମୀ ନବୀନ ଜୟହିନ୍ଦଙ୍କଠାରୁ ଛାଡ଼ପତ୍ର ନେଇଛନ୍ତି। ସ୍ବାତୀଙ୍କ ସ୍ବାମୀ ଆମ୍ ଆଦମୀ ପାର୍ଟି(ଆପ୍)ର ନେତା ହୋଇଥିବା ସହ ହରିୟାଣାର ପ୍ରଦେଶ ଆପ୍…
ଅଧିକ ଖବର ଦେଖନ୍ତୁ...