Daily Archives

February 19, 2020

ବଜାରକୁ ପ୍ରଥମ ୫ଜି ସ୍ମାର୍ଟଫୋନ ଆଣିବାକୁ ଯାଉଛି ରିୟଲମି, ଫେବ୍ରୁଆରି ୨୪ରେ କରିବ ଲଞ୍ଚ

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ପାଇଁ ୫ଜି ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି ଚାଇନିଜ୍ ସ୍ମାର୍ଟଫୋନ କମ୍ପାନି ରିୟଲମି। ଫୋନର ବଜାର ଦାମ୍ ୫୦,୦୦୦ଟଙ୍କା ରଖାଯିବ ବୋଲି ବୁଧବାର କମ୍ପାନି ପକ୍ଷରୁ କୁହାଯାଇଛି। ୨୦୧୮ରେ ମାର୍କେଟକୁ ଆସିଥିବା ରିୟଲମି ପ୍ରଥମ କରି ୫ଜି ସ୍ମାର୍ଟଫୋନ…
ଅଧିକ ଖବର ଦେଖନ୍ତୁ...

କେତେବେଳେ ବି ଘଟିପାରେ ଦୁର୍ଘଟଣା : ବିରୂପା ପୋଲରେ ଭାଙ୍ଗି ଯାଇଛି ସୁରକ୍ଷା ବାଡ, ମରାମତି ପାଇଁ ନିଘା ନାହିଁ

ଭୁବନେଶ୍ବର:  ପ୍ରତିଦିନ ୧୬ ନମ୍ବର ଜାତୀୟ ରାଜପଥ ଦେଇ ହଜାର ହଜାର ଯାନବାହନ ଚଳାଚଳ କରନ୍ତି । କାରଣ ରାଜ୍ୟର ଦୁଇଟି ପ୍ରମୁଖ ସହର  ଓ ରାଜ୍ୟବାସୀଙ୍କ ଦୁଇଟି ଜୀବନ ରେଖା କୁହାଯାଉଥିବା  କଟକ ଆଉ ଭୁବନେଶ୍ୱରକୁ ଏହି ରାସ୍ତା ଯୋଡ଼ୁଛି  । ହେଲେ ଏହି ଯାନବାହନବହୁଳ ଚଳାଚଳ ରାସ୍ତାରେ  ଯାତ୍ରା…
ଅଧିକ ଖବର ଦେଖନ୍ତୁ...

କଟକ ଡମପଡ଼ା ବାଁଆରା ଠାରେ ପ୍ରତିଷ୍ଠା ହେବ ଜଗତଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହେବ ଜଗତଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ। ଆଜି ଗୃହରେ ଜଗତଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଓଡ଼ିଶା ବିଧେୟକ-୨୦୨୦ ପାରିତ ହୋଇଯାଇଛି। ୧୦୦ ଏକର ପରିବ୍ୟାପ୍ତ ଜମିରେ କଟକ ଜିଲ୍ଲା ଡମପଡ଼ା ନିକଟ ବାଁଆରା ଠାରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ। ସାମାଜିକ,…
ଅଧିକ ଖବର ଦେଖନ୍ତୁ...

ଡାଇମଣ୍ଡ ପ୍ରିନସେସ ଜାହାଜରେ ଥିବା ଆଉ ଜଣେ ଭାରତୀୟଙ୍କୁ କରୋନା ଭାଇରସ ସଂକ୍ରମଣ, ମୋଟ ସଂଖ୍ୟା ୭ରେ ପହଞ୍ଚିଲା

ନୂଆଦିଲ୍ଲୀ : ଜାପାନର ୟାକାହାମା ଉପକୂଳରେ ଅଟକି ରହିଥିବା ଡାଇମଣ୍ଡ ପ୍ରିନସେସ ଜାହାଜରେ ଆଉ ଦୁଇ ଭାରତୀୟଙ୍କଠାରେ କରୋନା ଭାଇରସ ଚିହ୍ନଟ ହୋଇଛି । ଏହାକୁ ମିଶାଇ ଏହି ଜାହାଜରେ ଥିବା ମୋଟ ୧୩୮ ଜଣ ଭାରତୀୟଙ୍କ ମଧ୍ୟରୁ ୭ ଜଣଙ୍କଠାରେ କରୋନା ଭାଇରସ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସ୍ପଷ୍ଟ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନ: ଆଶୁତୋଷ କିଲାକାଙ୍କୁ ହରାଇ ଗଙ୍ଗାଧର ପୁଆଲା ନୂଆ ଅଧ୍ୟକ୍ଷ

ରାୟଗଡ଼ା: ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେଡିର ବିଜୟ ହୋଇଛି । କଂଗ୍ରେସର ଆଶୁତୋଷ କିଲାକାଙ୍କୁ ହରାଇ ବିଜେଡିର ଗଙ୍ଗାଧର ପୁଆଲା ନୂଆ ଅଧ୍ୟକ୍ଷ ହୋଇଛନ୍ତି। ୨୧ ଜଣ ସଦସ୍ୟଙ୍କ ମଧ୍ୟରୁ ବିଜୁ ଜନତା ଦଳ (ବିଜେଡି)ର ଗଙ୍ଗାଧର ପୁଆଲାଙ୍କ ସପକ୍ଷରେ ୧୩ ସଦସ୍ୟ ଭୋଟ ଦେଇଛନ୍ତି। ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

ଭାରତ ଗସ୍ତ ଆରମ୍ଭ ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ବୟାନକୁ କେନ୍ଦ୍ର କରି ଟୁଇଟରରେ ଆରମ୍ଭ ହେଲା ବିତର୍କର ଝଡ଼

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଦୁଇ ଦିନିଆ ଭାରତଗସ୍ତ ଆରମ୍ଭ କରିବାର ଅବ୍ୟବହିତ ପୂର୍ବରୁ ଆଜି ଓ୍ଵାଶିଂଟନ୍‌ ଠାରେ ଦେଇଥିବା ବିବୃତିକୁ କେନ୍ଦ୍ର କରି ଏବେ ଟୁଇଟରରେ ଏକ ବିତର୍କର ଝଡ଼ ଆରମ୍ଭ ହୋଇଯାଇଛି। #WATCH US President Donald Trump in…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂଜାପାଠରେ ସମୟ ବିତିବ। ଅପରିଚିତ ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ପାଇବେ। ବେପାରୀଙ୍କୁ ଧନଲାଭ। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି। ବୃଷ: ନିଜକୁ ଏକୁଟିଆ ଅନୁଭବ କରିବେ। ମିତ୍ରଙ୍କ ଠାରୁ ଖୁସି ଖବର ମିଳିପାରେ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। ବେପାରରେ…
ଅଧିକ ଖବର ଦେଖନ୍ତୁ...

ପରୀକ୍ଷାରେ କପି ରୋକିବାକୁ ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ, ହଲ ଭିତରକୁ ଯାଇପାରିବନି ଖଣ୍ଡେ ବି କାଗଜ

ଭୁବନେଶ୍ବର: କପିକୁ ନେଇ ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ। ଏବେ ହଲକୁ ପିଲା ନେଇପାରିବେନି ଖଣ୍ଡିଏ ବି କାଗଜ। ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହୋଇସାରିଥିବା ବେଳେ ପ୍ରଥମ ଦିନ ମାତୃଭାଷା ବିଷୟରେ କପି କରି ୫ ଜଣ ଛାତ୍ର ଧରାପଡ଼ିଛନ୍ତି। ଏଭଳି ପରିସ୍ଥିତିରେ କପି ରୋକିବାକୁ କଠୋର ଆଭିମୁଖ୍ୟ ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ଗଛକୁ ଶକ୍ତ ଧକ୍କା ଦେଲା ମୋଟର ସାଇକେଲ୍‌, ଜୀବନ ହାରିଲେ ଯୁବକ

ପାଇକସାହି: ଗଛକୁ ଶକ୍ତ ଧକ୍କା ଦେଇ ଆଜି ଜଣେ ମୋଟର ସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଛି। ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ଦୀନବନ୍ଧୁପୁର ଗାଁରେ ବୁଧବାର ପୂର୍ବାହ୍ନରେ ଏହି ଘଟଣା ଘଟିଛି। ମୃତକଙ୍କ ନାମ ସରୋଜ ନାୟକ (୨୬)। ତାଙ୍କ ଘର ଅରଖକଟା ଗାଁ। ସୂଚନା ଅନୁସାରେ ଆଜି…
ଅଧିକ ଖବର ଦେଖନ୍ତୁ...

ବିଶ୍ବର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ ଦେଖିବାକୁ ଗାଙ୍ଗୁଲି ବ୍ୟଗ୍ର : ଟୁଇଟ୍ କରି ପୁରୁଣା ସ୍ମୃତି ତାଜା କଲେ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଆସନ୍ତା ୨୪ ତାରିଖ ଦିନ ଉଦଘାଟନ କରିବେ ଗୁଜରାଟରେ ନିର୍ମାଣ ହୋଇଥିବା ବିଶ୍ୱର ସବୁଠାରୁ ବଡ କ୍ରିକେଟ୍ ଷ୍ଟାଡିୟମ୍  ।  ଅହମ୍ମଦାବାଦ ନିକଟସ୍ଥ ମୋଟେରାରେ ନିର୍ମିତ ହୋଇଥିବା ଏହି  ବଡ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ…
ଅଧିକ ଖବର ଦେଖନ୍ତୁ...