Daily Archives

February 20, 2020

ଅ, ଆ ଜାଣି ନ ଥିବା ଗାଁ ଶୁକରିଗୁଡା, ଗାଁରେ ସମସ୍ତେ ନିରକ୍ଷର

କୋରାପୁଟ: କୃଷ୍ଣ ପାଙ୍ଗୀଙ୍କର ବୟସ ୧୨ ଟପିଲାଣି। କିନ୍ତୁ ଏ ପର୍ଯ୍ୟନ୍ତ ସେ ବିଦ୍ୟାଳୟ ହତା ମାଡି ନାହାନ୍ତି। ଲେଖିବା, ପଢିବା ଦୂରର କଥା, ନିଜ ଦସ୍ତଖତ ବି କରି ପାରୁ ନାହାନ୍ତି ଏହି ବାଳକ। ପୁଣି ସିଏ ଏକା ନୁହଁନ୍ତି, ତାଙ୍କ ଗାଁର ସମସ୍ତ ପିଲାଙ୍କ ଅବସ୍ଥା ସମାନ। କେହି ବି ପାଠ ପଢି…
ଅଧିକ ଖବର ଦେଖନ୍ତୁ...

୧୬ ନମ୍ବର ଜାତୀୟ ରାଜପଥରେ ଓଭରବ୍ରିଜ୍‌ କାମ ତୁରନ୍ତ ଆରମ୍ଭ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ/ଭଦ୍ରକ: ଭଦ୍ରକ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରଜାପଥର ଆଖୁଆପଦାଠାରୁ ଭଦ୍ରକର ରାଣୀତାଲ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହେବାକୁ ଥିବା ଫ୍ଲାଏ ଓଭରବ୍ରିଜ୍‌ ଓ ଅଣ୍ଡର ପାସ୍‌ ନିର୍ମାଣ କାମ ଏବେ ସୁଦ୍ଧା କର୍ତ୍ତୃପକ୍ଷ ଆରମ୍ଭ କରୁ ନାହାନ୍ତି। ଏହା ଦ୍ଵାରା ଲୋକମାନେ ନାହିଁ ନଥିବା…
ଅଧିକ ଖବର ଦେଖନ୍ତୁ...

ସବୁବେଳେ ହେଉଥିବା ଥକାପଣ ଦେଇଥାଏ ଏହି ଶାରୀରିକ ସମସ୍ୟାର ସଙ୍କେତ

ବ୍ୟସ୍ତବହୁଳ ଜୀବନରେ କାମର ଚାପ ରହୁଥିବାରୁ ଥକାପଣ ଅନୁଭବ ହେବା ଏକ ସାଧାରଣ କଥା । କିନ୍ତୁ ଯଦି ଏହି ଥକାପଣ ଶୋଇବା ପରେ, ଚା’ପିିବା ପରେ ମଧ୍ୟ ଯାଉ ନାହିଁ ତେବେ ଏହା କ୍ରୋନିକ୍‌ ଫାଟିଗ୍ୟୁ ସିନ୍‌ଡ଼୍ରମର ଲକ୍ଷଣ ବୋଲି ଜାଣି ନିଅନ୍ତୁ । ଯଦି ଶରୀରରେ ଏହି ସମସ୍ୟାର ସୃଷ୍ଟି ହୋଇଥାଏ ତେବେ…
ଅଧିକ ଖବର ଦେଖନ୍ତୁ...

ମହିଳା ଶୌଚାଳୟରେ କ୍ୟାମେରା ଲୁଚାଇ ଧରା ପଡ଼ିଲେ ଆଇଆଇଟି ମାଡ୍ରାସର ଆସିଷ୍ଟାଣ୍ଟ ପ୍ରଫେସର

ଚେନ୍ନାଇ: ଆଇଆଇଟି ମାଡ୍ରାସର ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଆସୁଥିବା ଆସିଷ୍ଟାଣ୍ଟ ପ୍ରଫେସର ମହିଳାମାନଙ୍କ ଶୌଚାଳୟରେ ମୋବାଇଲ ଫୋନ ରଖି ଅଶ୍ଲୀଳ ଭିଡିଓ ଉତ୍ତୋଳନ କରିବାର ଉଦ୍ୟମ କରିବା ଘଟଣା ଏବେ ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ ନମ୍ବର ମାଗିଲେ କବୀର ବେଦୀ, ନିଜ ନମ୍ବର ଦେବା ପରିବର୍ତ୍ତେ ଏଭଳି କାମ କଲେ ସନ୍ନି ଲିଓନ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନ୍ ନିଜ ଫିଲ୍ମ ଏବଂ ମ୍ୟୁଜିକ୍ ଭିଡିଓ ସହ ନିଜ ବ୍ୟବହାରକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ଅଭିନୟ ସହିତ ତ‌ାଳ ଦେଇ ସମସ୍ତଙ୍କ ସହ ସେ କରୁଥିବା ବ୍ୟବହାରକୁ ନେଇ ଲୋକେ ଅନେକ ସମୟରେ ତାଙ୍କର ପ୍ରଶଂସା କରିଥାନ୍ତି। ଏବେ ପୁଣି ଥରେ ନିଜର ସେଭଳି ଏକ…
ଅଧିକ ଖବର ଦେଖନ୍ତୁ...

ନିଆରା ବିବାହ, ୪ଟି ଭାଷାରେ ମନ୍ତ୍ର ପାଠ କରାଯିବା ସହ ସାଥ୍ ଫେରା ପାଇଁ ଲାଗିଲା ୪ଘଣ୍ଟା ସମୟ

ଭୋପାଳ: ନିଜର ବିବାହ ଦିନକୁ ଖାସ୍ ଏବଂ ଚର୍ଚ୍ଚିତ କରାଇବା ପାଇଁ ସମସ୍ତେ ଚେଷ୍ଟା କରିଥାନ୍ତି। କେହି କେହି ଅତି ସାଧାରଣ ଭାବରେ ବିବାହ କରିବାକୁ ପସନ୍ଦ କରିଥାନ୍ତି ତ କେହି କେହି ନିଜ ବିବାହରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥାନ୍ତି। ପୂର୍ବରୁ ବିବାହକୁ ନେଇ ଅନେକ ଭିନ୍ନ ଭିନ୍ନ ଖବର…
ଅଧିକ ଖବର ଦେଖନ୍ତୁ...

ମୁଁ ତୁମକୁ ମୋ ଜୀବନ ଠାରୁ ଅଧିକ ଭଲ ପାଇବା ପରେ ବି ମୋତେ ଧୋକା ଦେଲ… ୬ଫର୍ଦ୍ଦ କ‌ାଗଜରେ ଏଭଳି କିଛି ଲେଖି…

ମୁମ୍ବାଇ: ଜୁନ୍ ୩, ୨୦୧୩ରେ ହଠାତ୍ ଅଭିନେତ୍ରୀ ଜିଆ ଖାନଙ୍କ ଆତ୍ମହତ୍ୟା କରିବା ଖବର ସମସ୍ତଙ୍କୁ ଦୋହଲାଇ ଦେଇଥିଲା। ସେ ତାଙ୍କ ପ୍ରେମିକ ସୁରଜ ପାଞ୍ଚୋଲିଙ୍କ ପାଇଁ ଆତ୍ମହତ୍ୟା ଭଳି ପଦକ୍ଷେପ ନେଉଥିବା କଥା ଲେଖିବା ସହ ୬ଫର୍ଦ୍ଦ କାଗଜରେ ନିଜ ମନର ଦୁଃଖକୁ ଲେଖିଥିଲେ। ସେ ଛାଡ଼ି ଯାଇଥିବା…
ଅଧିକ ଖବର ଦେଖନ୍ତୁ...

ଏଆଇଏମ୍ଆଇଏମ୍ ନେତାଙ୍କ ବିବାଦୀୟ ବୟାନ: ଆମେ ୧୫କୋଟି ମୁସଲିମ୍ ୧୦୦କୋଟି ହିନ୍ଦୁମାନଙ୍କ ଉପରେ ଭାରି ପଡ଼ିବୁ

ନୂଆଦିଲ୍ଲୀ: ଏଆଇଏମ୍ଆଇଏମର ବରିଷ୍ଠ ନେତା ବାରିସ୍ ପଠାନ୍ ହିନ୍ଦୁମାନଙ୍କ ବିରୋଧରେ ଦେଇଥିବା ବୟାନକୁ ନେଇ ବିବାଦରେ ରହିଛନ୍ତି। ଏକ ଜନସଭାକୁ ସମ୍ବୋଧନ କରି ହିନ୍ଦୁ ଧର୍ମର ଲୋକମାନଙ୍କ ପାଇଁ ସେ ନିଜର ଯେଉଁ ବୟାନ ଦେଇଛନ୍ତି, ତାହା ତାଙ୍କୁ ଏବେ ବିବାଦରେ ଛନ୍ଦିଛି। ଜନସଭାର ଏକ ଭିଡିଓ ଏବେ…
ଅଧିକ ଖବର ଦେଖନ୍ତୁ...

ଟଙ୍କା ପାଇଁ ପର୍ଣ୍ଣ ଷ୍ଟାର ପାଲଟିଲେ ହଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଷ୍ଟିଭେନ୍ ସ୍ପିଲବର୍ଗଙ୍କ ଝିଅ

ନୂଆଦିଲ୍ଲୀ: ଓସ୍କାର ଜିତି ସାରିଥିବା ୧୧ଟି ହଲିଉଡ ଫିଲ୍ମର ନିର୍ମାତା ଷ୍ଟିଭେନ୍ ସ୍ପିଲବର୍ଗଙ୍କ ଝିଅ ମିକାଏଲା ପର୍ଣ୍ଣ ଷ୍ଟାର ଭାବରେ ନିଜର କ୍ୟାରିୟର ଆରମ୍ଭ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ଏକ ସାକ୍ଷାତକାରରେ ଏ ନେଇ ଖୁଲାସା କରିଛନ୍ତି ମିକାଏଲା। ନିଜକୁ ଆର୍ଥିକ ସ୍ତରରେ ସ୍ବଚ୍ଛଳ…
ଅଧିକ ଖବର ଦେଖନ୍ତୁ...