Daily Archives

February 21, 2020

କାଠ ଅଙ୍ଗାରର ଚାହିଦା ଏବେ ବି ରହିଛି: କୋରାପୁଟ ଜିଲା ଓ ପଡୋଶୀ ଜିଲ୍ଲାରେ ବିପୁଳ ପରିମାଣର ବିକ୍ରି ହେଉଛି

ଜୟପୁର: ରୋଷଇ କରି ଖାଇବା ପାଇଁ ଲୋକେ ପୂର୍ବରୁ ଜାଳେଣି ପାଇଁ କାଠ ବ୍ୟବହାର କରି ଆସୁଥିଲେ। ତାପରେ ଏହି କାଠକୁ ଜଙ୍ଗଲରେ ଜାଳି ଅଙ୍ଗାର ଭାବେ ପ୍ରସ୍ତୁତି କରି ଏଥିରେ ରୋଷଇ କରୁଥିଲେ। ଯୁଗ ବଦଳିଲା। ଏହା ସାଙ୍ଗକୁ କେନ୍ଦ୍ର ସରକାର ଉଜ୍ଜଳା ଯୋଜନାରେ ଦୁର୍ଗମ ଗାଁରୁ ଆରମ୍ଭ କରି ସହରର ବସ୍ତି…
ଅଧିକ ଖବର ଦେଖନ୍ତୁ...

ଭାରତରୁ ଯିବାକୁଥିବା ସ୍ୱତନ୍ତ୍ର ବିମାନକୁ ଉହାନରେ ଅବତରଣ ଅନୁମତି ଦେବାରେ ବିଳମ୍ବ କରୁଛି ଚୀନ୍

ନୂଆଦିଲ୍ଲୀ: ଚୀନରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉହାନରୁ ଉଦ୍ଧାର ପାଇଁ ଯିବାକୁ ଥିବା ସ୍ୱତନ୍ତ୍ର ବିମାନକୁ ଅବତରଣ ଅନୁମତି ଦେବାରେ ଚୀନ ବିଳମ୍ବ କରୁନାହିଁ | କିଛି ଏଭଳି କହି ନିଜ ଦୋଷ ଲୁଚାଇବାକୁ ଚେଷ୍ଟା କରିଛନ୍ତି ଚୀନ ବୈଦେଶିକ ମନ୍ତ୍ରୀ | ମିଳିଥିବା ସୂଚନା ମୁତାବକ ଭାରତରୁ ଉହାନକୁ…
ଅଧିକ ଖବର ଦେଖନ୍ତୁ...

ଛାତିରେ ଯନ୍ତ୍ରଣା ଅନୁଭବ ହେଉଛି କି? ହୋଇପାରନ୍ତି ହୃଦ୍‌ଘାତର ଶିକାର,ଏଭଳି ପରିସ୍ଥିତିରେ କରନ୍ତୁ ଏହି ୪ଟି କାମ

ଭାରତରେ ଅଧିକ ଲୋକ ହୃଦ୍‌ଘାତରେ ମୃତ୍ୟୁବରଣ କରୁଛନ୍ତି । ପ୍ରତିଦିନ କିଏ ନା କିଏ ହୃଦ୍‌ଘାତରେ ମୃତ୍ୟୁବରଣ କରୁଥିବାର ଖବର ସାମ୍ନାକୁ ଆସୁଛି । ଖାସ୍‌ କରି ଗ୍ରୀଷ୍ମଋତୁରେ ଏହାର ସଂଖ୍ୟା ଏବେ ବଢ଼ିବାରେ ଲାଗିଛି । ତେବେ ହୃଦ୍‌ଘାତ ପୂର୍ବରୁ ଛାତିରେ ହେଉଥିବା ଯନ୍ତ୍ରଣାକୁ କିଭଳି ଦୂର କରି…
ଅଧିକ ଖବର ଦେଖନ୍ତୁ...

ଦୁଇଟି ମୁଣ୍ଡ ଥିବା ବାଛୁରୀ ଜନ୍ମକୁ ନେଇ ଚର୍ଚ୍ଚା, ଦେଖିବା ପାଇଁ ଜମିଲା ଭିଡ଼

ପାରସଲାଇ(ତାମିଲନାଡୁ): ଦକ୍ଷିଣ ଭାରତରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ତାମିଲନାଡୁରେ ରହୁଥିବା କୃଷକ ଭାସ୍କରଙ୍କ ଘରେ ଦୁଇଟି ମୁଣ୍ଡ ଥିବା ବାଛୁରୀ ଜନ୍ମ ନେବା ପରେ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି। ଜନ୍ମ ନେଇଥିବା ବାଛୁରୀର ୪ଟି ଆଖି, ଦୁଇଟି ମୁହଁ ଏବଂ ୨ଟି କାନ…
ଅଧିକ ଖବର ଦେଖନ୍ତୁ...

ବିବାହ ବନ୍ଧନରେ ଆବଦ୍ଧ ହେବେ ରିଚା ଚଢ଼ା-ଅଲ୍ଲୀ ଫଜଲ! ଅପ୍ରେଲ ୧୫ରେ ଦେବେ ବିବାହ ଭୋଜି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିଆ-ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କ ବିବାହକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଏବେ ଆଉ ଜଣେ କଳାକାର ଯୋଡ଼ିଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅଭିନେତ୍ରୀ ରିଚା ଚଢ଼ା ଓ ଅଭିନେତା ଅଲ୍ଲୀ ଫଜଲ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଖାନାରେ ରୋଗୀମାନଙ୍କୁ ଔଷଧ ଦେଉଥିଲେ ମାନସିକ ରୋଗରେ ପୀଡ଼ିତ ଥିବା ଯୁବକ, ଏଭଳି ଭାବେ ସାମ୍ନାକୁ ଆସିଲା ଘଟଣା

ଛତ୍ରପୁର: ମଧ୍ୟପ୍ରଦେଶର ଛତ୍ରପୁରରେ ଥିବା ଜିଲ୍ଲା ଡାକ୍ତରଖାନାରେ ଘଟିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମାନସିକ ରୋଗରେ ପୀଡ଼ିତ ଥିବା ଜଣେ ଯୁବକ ଏକାଧିକ ରୋଗୀଙ୍କୁ ଔଷଧ ଲେଖି ଦେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଡାକ୍ତରଙ୍କ ଚ୍ୟାମ୍ବରରେ ବସି ଯୁବକଜଣକ…
ଅଧିକ ଖବର ଦେଖନ୍ତୁ...

ଜେକେ କାଗଜ କଳ ଷ୍ଟୋର ରୁମରେ ଅଗ୍ନିକାଣ୍ଡ

ରାୟଗଡ଼ା: ଜେକେ କାଗଜ କଳ ଷ୍ଟୋର ରୁମରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ଅଗ୍ନିକାଣ୍ଡକୁ ଆୟତ୍ତ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଅଗ୍ନିକାଣ୍ଡରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନାହିଁ। ଆଜି…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌-ମ୍ୟାକ୍ସ ପିକ୍‌ଅପ୍‌ ଭ୍ୟାନ୍‌ ମୁହାଁମୁହିଁ: ୩ ମୃତ, ୭ ଗୁରୁତର

ଉଲୁଣ୍ଡା: ଟ୍ରକ୍‌ ଓ ମ୍ୟାକ୍ସ ପିକ୍‌ଅପ୍‌ ଭ୍ୟାନ୍‌ ମୁହାଁମୁହିଁ ହୋଇଛି। ସୋନପୁରରୁ ସମ୍ବଲପୁର ଦେଇଯାଇଥିବା ରାଜ୍ୟ ରାଜପଥର ପଣ୍ଡକିଟାଲ ଓ ମେଟାକାନୀ ମଧ୍ୟରେ ହୋଇଥିବା ଦୁର୍ଘଟଣରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେହିପରି ୭ ଜଣ ଗୁରତର ହୋଇଛନ୍ତି। ମୃତକମାନେ ହେଲେ ଉଲୁଣ୍ଡା…
ଅଧିକ ଖବର ଦେଖନ୍ତୁ...

ଆଖି ମରା ପରେ ଇଣ୍ଟରନେଟ୍‌ରେ ଛାଇଲା ପ୍ରିୟା ପ୍ରକାଶଙ୍କ ‘ଫ୍ଲାଇଂ କିସ୍‌’ ଭିଡିଓ

ନୂଆଦିଲ୍ଲୀ:  ଆଖି ମାରି ଚର୍ଚ୍ଚାରେ ଥିବା ମାଲାୟାଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶ ଭାରିୟର୍‌ଙ୍କ କଥା ମନେ ଅଛି? ସେ ନିକଟରେ ସୋସିଆଲ୍‌ ମିଡିଆରେ ତାଙ୍କ କୌତୂକିଆ ଚୁମ୍ବନ ପାଇଁ ଚର୍ଚ୍ଚାରେ ଅଛନ୍ତି। ଆଜ୍ଞା ହଁ, ପ୍ରିୟା ତାଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ଏକ ଏକ ‘ଫ୍ଲାଇଂ କିସ୍‌’ ଦଉଥିବାର…
ଅଧିକ ଖବର ଦେଖନ୍ତୁ...

ଅଭିନେତ୍ରୀ ରଶିକା ଆଗାସେଙ୍କ ବିବାଦୀୟ ବୟାନ- ‘ମେଁ ହିନ୍ଦୁ ହୁଁ ଔର୍ ଶର୍ମିନ୍ଦା ହୁଁ’

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ, ଏନଆରସି ଏବଂ ଏନପିଆରକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଛି। ଦିଲ୍ଲୀର ଶାହିନ୍ ବାଗ୍ ହେଉ ବା କୋଲକାତାର ପାର୍କ ସର୍କସ୍ ମଇଦାନ ହେଉ, ହଜାର ହଜାର ସଂଖ୍ୟାର ଲୋକ ଧାରଣାରେ ବସି ରହିଛନ୍ତି। ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶ ଦୁଇ…
ଅଧିକ ଖବର ଦେଖନ୍ତୁ...