Daily Archives

February 21, 2020

କାରରେ ବିମାନବନ୍ଦରକୁ ଯାଉଥିବା ବେଳେ ଗାଡ଼ି ରଖି ଅଭିନେତ୍ରୀ ଚାହତଙ୍କୁ ଏଭଳି କାମ କରିବାକୁ ବାଧ୍ୟ କଲା ଚାଳକ

ମୁମ୍ବାଇ: ବିଭିନ୍ନ ହିନ୍ଦୀ ଧାରାବାହିକରେ କାମ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଚାହତ୍ ଖାନ୍ନା ଏବେ ନିଜ ସହ ଘଟିଥିବା ଏକ ଘଟଣାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବିମାନବନ୍ଦରକୁ ଯାଉଥିବା ସମୟରେ ଜଣେ କ୍ୟାବ୍ ଚାଳକ ତାଙ୍କ ସହ ଯେଉଁଭଳି ଭାବରେ ବ୍ୟବହାର କରିଥିଲେ ସେ ବିଷୟରେ ଜଣାଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ଉଠିଲା ଶ୍ରୀଲିଙ୍ଗରାଜଙ୍କ ମହାଦୀପ, ଶିବମନ୍ତ୍ରରେ କମ୍ପିଲା ଏକାମ୍ର କ୍ଷେତ୍ର

ଭୁବନେଶ୍ୱର: ଯାହା ଆଶା କରାଯାଉଥିଲା, ତାହା ହିଁ ହୋଇଛି। ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଏଥର ମଧ୍ୟ କୌଣସି କେଁ ଦେଖିବାକୁ ମିଳି ନାହିଁ। ଉପଯୁକ୍ତ ସମନ୍ଵୟ ଯୋଗୁଁ ରାତି ୯ଟା ୪୫ରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିଛି। ଏହା ପୂର୍ବରୁ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି…
ଅଧିକ ଖବର ଦେଖନ୍ତୁ...

ବିଶପ ଫ୍ରାଙ୍କୋ ମୁଲାକାଲ୍‌ଙ୍କ ବିରୋଧରେ ଆଉ ଜଣେ ନନ୍‌ ଆଣିଲେ ‌ଯୌନ ନିର୍ଯାତନା ଅଭିଯୋଗ

ତିରୁବନନ୍ତପୁରମ୍‌: କେରଳର ବିଶପ ଫ୍ରାଙ୍କୋ ମୁଲାକାଲ୍‌ଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଆଉ ଜଣେ ନନ୍‌। ବିଶପ ତାଙ୍କୁ ଆଲିଙ୍ଗନ ଓ ଚୁମ୍ବନ କରୁଥିଲେ ବୋଲି ନନ୍‌ ଜଣକ ପୁଲିସ୍‌ରେ ଅଭିଯୋଗ ଆଣିଛନ୍ତି। ପୂର୍ବରୁ ପ୍ରାଙ୍କୋ ମୁଲାକାଲ୍‌ଙ୍କ ବିରୋଧରେ ଦୁଷ୍କର୍ମ…
ଅଧିକ ଖବର ଦେଖନ୍ତୁ...

ଗୁପ୍ତେଶ୍ୱର ପୀଠରେ ଜାଗର: ୫୦ ହଜାର ଶ୍ରଦ୍ଧାଳୁଙ୍କ ଭିଡ, ଆନ୍ଧ୍ର-ଛତିଶଗଡ଼-ତେଲେଙ୍ଗାନାରୁ ବି ଭକ୍ତ ପହଞ୍ଚିଲେ

ଜୟପୁର: ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଆଜି କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ାରେ ଥିବା ଗୁପ୍ତେଶ୍ୱର ପୀଠରେ ପ୍ରାୟ ୫୦ ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି। ଗୁପ୍ତେଶ୍ୱରଙ୍କ ଦର୍ଶନ କରିବାକୁ ଅଭିବକ୍ତ କୋରାପୁଟଜିଲ୍ଲା ସମେତ ପଡୋଶୀ ଛତିଶଗଡର ବସ୍ତର, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା,…
ଅଧିକ ଖବର ଦେଖନ୍ତୁ...

ବଡଦାଣ୍ଡରେ ଭିକ ମାଗୁଥିବା ସାଙ୍ଗ ଶ୍ରୀଜିତକୁ ସାହାଯ୍ୟର ହାତ ବଢାଇଲେ ପୁଲିସ କମିସନର ସୁଧାଂଶୁ

ଭୁବନେଶ୍ବର: କୁହାଯାଏ ବନ୍ଧୁତ୍ବ ହେଉଛି ଜୀବନର ଶ୍ରେଷ୍ଠ ସମ୍ପଦ । ବିପଦ ବେଳେ କିଏ ସାହାଯ୍ୟ କରୁ ବା ନକରୁ କିନ୍ତୁ ପ୍ରକୃତ ବନ୍ଧୁ ସାହା ହେବାକୁ ଧାଇଁଆସେ, ଆଖିରୁ ଲୁହ ପୋଛି ଦିଏ । ଆଉ ସେହି କଥାକୁ ସତ ପ୍ରମାଣିତ କରିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ । ଦୀର୍ଘ ଦିନ ପରେ ବି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ରାଜନୀତିରେ ଅର୍ଥ ଲାଭର ସୁଯୋଗ। ବ୍ୟବସାୟରେ ନୂଆ ଯୋଜନା କରିପାରନ୍ତି। ପ୍ରେମ ସମ୍ପର୍କରେ ମଧୁରତା ବଢ଼ିବ। ବୃଷ: ଆତ୍ମବିଶ୍ବାସ ବୃଦ୍ଧିି। ବନ୍ଧୁଙ୍କ ଠାରୁ ସହଯୋଗ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ବେରୋଜଗାରଙ୍କୁ ନିଯୁକ୍ତି ସୁଯୋଗ। ମିଥୁନ: ପୂଜାପାଠରେ ଅଧିକ ସମୟ ବିତିବ।…
ଅଧିକ ଖବର ଦେଖନ୍ତୁ...

ପୁତୁରା ସହ ୫ ମିନିଟ୍‌: ମା-ଝିଅ ହତ୍ୟା ଅଭିଯୋଗରେ ଗିରଫ ଅନୁପଙ୍କୁ ଭେଟିଲେ ପୁତୁରା ସଂଗ୍ରାମ ସାଏ 

ଝାରସୁଗୁଡ଼ା:  ସେହି ୫ ମିନିଟରେ ଅନୁପ ସାଏ ତାଙ୍କ ସଂପର୍କୀୟଙ୍କ ସହିତ କ’ଣ କଥା ହେଲେ ଏବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରାୟଗଡ଼ ପୁଲିସର ପରବର୍ତ୍ତୀ ପଦକ୍ଷେପ କଣ ହେବ, ପୁଲିସ ଆଗକୁ ଅନୁପଙ୍କ ପରିବାର ଉପରେ କଣ ପଦକ୍ଷେପ ନେବ,  କିଛି ଏମିତି ଚର୍ଚ୍ଚା ଉଭୟଙ୍କ ଭିତରେ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଏହି ସବୁ କାରରେ ୪୩ ହଜାର ଟଙ୍କାର ରିହାତି ଦେଉଛି ମାରୁତି ସୁଜୁକି

ମୁମ୍ବାଇ: ରାସ୍ତାରେ ଗଡିବ ଇକୋ-ଫ୍ରେଣ୍ଡଲି କାର । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଆଗାମୀ କିଛି ବର୍ଷ ମଧ୍ୟରେ ରାସ୍ତାରେ ଇକୋ-ଫ୍ରେଣ୍ଡଲି କାର୍ ଚାଲୁଥିବାର ଆପଣ ଦେଖିବାକୁ ପାଇବେ । କିଛି ଏଭଳି ଘୋଷଣା କରିଛି ଭାରତୀୟ ଅଟୋମୋବାଇଲ ବଜାରରେ ଦୀର୍ଘ ୩୭ବର୍ଷ ଧରି କାୟା ବିସ୍ତାର…
ଅଧିକ ଖବର ଦେଖନ୍ତୁ...

ପୁଣି ଟ୍ରାଙ୍କୁଲାଇଜ୍‌ ହେଲା ବାଘୁଣୀ ‘ସୁନ୍ଦରୀ’: ଦୁଇ ବର୍ଷରେ ତୃତୀୟ ଥର ପାଇଁ କରାଗଲା ଟ୍ରାଙ୍କୁଲାଇଜ୍‌, ବେକରୁ…

ଅନୁଗୁଳ: ସାତକୋଶିଆ ବାଘୁଣୀ ‘ସୁନ୍ଦରୀ’କୁ ନେଇ ଆସିଛି ଆଉ ଏକ ବଡ଼ ଖବର। ପୁଣି ଥରେ ବାଘୁଣୀ ସୁନ୍ଦରୀକୁ କରାଯାଇଛି ଟ୍ରାଙ୍କୁଲାଇଜ୍‌। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତ ଦୁଇ ବର୍ଷ ମଧ୍ୟରେ ‘ସୁନ୍ଦରୀ’କୁ ତିନି ତିନି ଥର ଟ୍ରାଙ୍କୁଲାଇଜ୍‌ କରାଯାଇସାରିଲାଣି। ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇର ଶିବ ମନ୍ଦିରରେ ରୋଶନ ପରିବାର ସହ ମିଶି ପୂଜାର୍ଚ୍ଚନା କଲେ ହ୍ରତିକ୍‌ଙ୍କ ପତ୍ନୀ ସୁଜାନେ

ମୁମ୍ବାଇ: ଆଜି ମହାଶିବରାତ୍ରୀ। ଆଜିର ପବିତ୍ର ଦିନରେ ମୁମ୍ବାଇର ଏକ ଶିବ ମନ୍ଦିରରେ ଏକାଠି ପୂଜାର୍ଚ୍ଚନା କରିଛନ୍ତି ବଲିଉଡ୍‌ ଷ୍ଟାର୍‌ ହ୍ରିତିକ୍‌ ରୋଶନ ଓ ତାଙ୍କର ପୂରା ପରିବାର। ବାପା ରାକେଶ ରୋଶନ, ମାଆ ପିଙ୍କି ରୋଶନ, ପୂୂର୍ବତନ ପତ୍ନୀ ସୁଜାନେ, ଦୁଇ ପିଲା ରେହାନ ଏବଂ ରିଦାନଙ୍କ ସହ…
ଅଧିକ ଖବର ଦେଖନ୍ତୁ...