Daily Archives

February 22, 2020

ବିଭିନ୍ନ ଦାବିରେ ତେଜିଲା କେନ୍ଦୁପତ୍ର କର୍ମଚାରୀ ସଂଘ, ୧୧ ମାର୍ଚ୍ଚରେ ରାସ୍ତା ଅବରୋଧ, ୨ରୁ ଆନ୍ଦୋଳନ

ସମ୍ବଲପୁର: କେନ୍ଦୁପତ୍ର କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ମାର୍ଚ୍ଚ ମାସ ୧୧ ତାରିଖରେ ରାସ୍ତା ଅବରୋଧର ଘୋଷଣା କରାଯାଇଛି। ସମ୍ବଲପୁର ଡିଭିଜନ ଅନ୍ତର୍ଗତ ଉଲୁଣ୍ଡା, ଭଟଲି ଛକ, ଯୁଯୁମୁରା, ଅଇଁଠାପାଲି ଛକମାନଙ୍କରେ କେନ୍ଦୁପତ୍ର…
ଅଧିକ ଖବର ଦେଖନ୍ତୁ...

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ସମ୍ବଲପୁର: ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ମହିଳା ଥାନାରେ ଅଭିଯୋଗ ହୋଇଛି। ଟାଉନ୍‌ ଥାନା ଅନ୍ତର୍ଗତ ଗୋଲବଜାରସ୍ଥିତ ଏକ ଲୁଗା ଦୋକାନରେ କାମ କରୁଥିବା ଜଣେ ଯୁବତୀ(୨୬)ଙ୍କୁ ତାଙ୍କର ଜଣେ ସହକର୍ମୀ ବିବାହ ପ୍ରତିଶ୍ରୁତି ଦେଇ ୩ ବର୍ଷ ହେବ ଶାରୀରିକ…
ଅଧିକ ଖବର ଦେଖନ୍ତୁ...

ଖରା ଦିନେ ଏହି ୪ଟି ପାନୀୟ ପିଉଛନ୍ତ କି? ହୋଇ ଯାଆନ୍ତୁ ସାବଧାନ

ଖରାଦିନ ଆସିବା ମାତ୍ରେ ଲୋକମାନେ ଲସି, ଜୁସ୍‌ ଇତ୍ୟାଦି ପିଇବା ଆରମ୍ଭ କରି ଦେଇଥାନ୍ତି । ଖରାଦିନେ ଶରୀରରୁ ଜଳୀଅଂଶ କମି ଯାଉଥିବାରୁ ଅଧିକ ମାତ୍ରରେ ପାନୀୟଜଳ ପିଇବା ମଧ୍ୟ ଜରୁରୀ । କିନ୍ତୁ ଖରାଦନେ ଆପଣ ପିଉଥିବା ପାନୀୟଗୁଡ଼ିକ ଆପଣଙ୍କ ଶରୀର ପାଇଁ ଲାଭଦାୟକ କି ନୁହଁ,ତାହା ଆପଣ ଜାଣିଛନ୍ତି…
ଅଧିକ ଖବର ଦେଖନ୍ତୁ...

୬ବର୍ଷୀୟ ଶିଶୁ ସହ ଏକାଧିକ ଥର ଦୁଷ୍କର୍ମ କରିବା ପରେ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲା ୩୦ବର୍ଷୀୟ ଯୁବକ

ଅଗରତାଲା : ଏଇ କିଛି ବର୍ଷ ମଧ୍ୟରେ ଦୁଷ୍କର୍ମର ବିଭିନ୍ନ ଘଟଣା ସାମ୍ନାକୁ ଆସି ସାରିଛି। ରୋକିବା ପାଇଁ ଅନେକ କଡ଼ା ଆଇନ ତିଆରି କରାଯାଉଥିଲେ ମଧ୍ୟ ପ୍ରତିଦିନ ଦେଶର ଭିନ୍ନ ଭିନ୍ନ କୋଣରେ ଦୁଷ୍କର୍ମ ହେଉଥିବା ଖବର ସାମ୍ନାକୁ ଆସୁଛି। ଏବେ ପୁଣି ସେଭଳି ଏକ ଘଟଣା ଘଟିଛି ତ୍ରିପୁରାରେ। ଜଣେ…
ଅଧିକ ଖବର ଦେଖନ୍ତୁ...

ସନ୍ନି ଲିଓନିଙ୍କୁ ନମ୍ବର ମାଗିବା ଖବର ଜାଣି କଡ଼ା ପ୍ରତିକ୍ରିୟା ରଖିଲେ କବୀର ବେଦୀ, ଟୁଇଟ୍ କରି ଜଣାଇଲେ ପ୍ରକୃତ ଘଟଣା

ମୁମ୍ବାଇ: କିଛି ଦିନ ତଳେ ଦିଗ୍ଗଜ ଅଭିନେତା କବୀର ବେଦୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଥିଲା। ଡବୁ ରତନାନୀଙ୍କ ଏକ ଇଭେଣ୍ଟରେ ସେ ଅଭିନେତ୍ରୀ ସନ୍ନି ଲିଓନିଙ୍କୁ ତାଙ୍କ ଫୋନ ନମ୍ବର ମାଗିଥିଲେ ଏବଂ ସନ୍ନି ତାଙ୍କ ପରିବର୍ତ୍ତେ ତାଙ୍କ ସ୍ବାମୀଙ୍କ ନମ୍ବର ଦେଇଥିଲେ ବୋଲି ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...

ସରୋଗେସି ପ୍ରକ୍ରିୟାରେ ମା’ ହୋଇଥିବାରୁ ଶିଳ୍ପାଙ୍କୁ ଟାର୍ଗେଟ କଲେ ରଙ୍ଗୋଲି, ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ…

ମୁମ୍ବାଇ: ଦ୍ବିତୀୟ ଥର ପାଇଁ ମାଆ-ବାପା ବନିଛନ୍ତି ବଲିଉଡ୍‌ ସୁନ୍ଦରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ବ୍ୟବସାୟୀ ସ୍ବାମୀ ରାଜ କୁନ୍ଦ୍ରା। ପୂର୍ବରୁ ତାଙ୍କର ଏକ ପୁଅ ଥିବା ବେଳେ ଶିଳ୍ପା ପୁଣି ଥରେ ସରୋଗେସିି ପ୍ରକ୍ରିୟାରେ ଏକ କନ୍ୟା ସନ୍ତାନକୁ ସ୍ବାଗତ କରିଛନ୍ତି। ଗତକାଲି ଏହି ଖବରଟି…
ଅଧିକ ଖବର ଦେଖନ୍ତୁ...

ଇପିଏଫଓ ନିୟମରେ ବଡ ପରିବର୍ତ୍ତନ : ଏଣିକି ସରକାରୀ ଚାକିରିଆଙ୍କ ଭଳି ବେସରକାରୀ କର୍ମଚାରୀ ବି ପାଇବେ ଏହି ସୁବିଧା

ନୂଆଦିଲ୍ଲୀ: ଘରୋଇ ଅନୁଷ୍ଠାନରେ କାମ କରୁଥିବା ଚାକିରିଆଙ୍କ ପାଇଁ ଖୁସି ଖବର । ଏଣିକି ସରକାରୀ ଚାକିରିଆଙ୍କ ଭଳି ଘରୋଇ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କୁ ମିଳିବ ଆଡଭାନ୍ସ ପେନସନ ଭଳି ସୁବିଧା । ଏ ନେଇ ଖୁବ୍ ଶୀଘ୍ର ଘୋଷଣା କରିପାରେ ଏମ୍ପ୍ଲଇଜ୍ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀର ଜନ୍ମଦିନରେ ଲିଭିଗଲା ସ୍ବାମୀର ଜୀବନ ଦୀପ, ଅଧାରେ ରହିଗଲା ସବୁ ବଚନ

ହାଇଦ୍ରାବାଦ୍: ସ୍ତ୍ରୀର ଜନ୍ମଦିନରେ ଲିଭି ଯାଇଛି ସ୍ବାମୀର ଜୀବନ ଦୀପ। ସାତ ଜନମ ପାଇଁ ଦୁହେଁ ସାଥୀରେ ରହିବା ପାଇଁ କଥା ଦେଇଥିଲେ ମଧ୍ୟ ଅଧା ବାଟରେ ଏକା କରି ଚାଲିଯାଇଛି ସ୍ବାମୀ। ଜନ୍ମଦିନକୁ ସ୍ମରଣୀୟ କରିବାକୁ ଘରେ ଯୋଜନା କରୁଥିବା ସ୍ତ୍ରୀ ପାଇଁ ନିଜ ଜନ୍ମଦିନଟି ସବୁଦିନ ପାଇଁ ଅଶୁଭ…
ଅଧିକ ଖବର ଦେଖନ୍ତୁ...

ସରୋଗେଟ୍ ମା’ ବନିବାକୁ ଆସିଥିବା ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିବା ଉଦ୍ୟମ କରି ଗିରଫ ହେ‌ଲେ ବୃଦ୍ଧ

ହାଇଦ୍ରାବାଦ୍:  ୬୪ବର୍ଷ ବୟସରେ ବାପା ହେବାକୁ ଇଚ୍ଛା କରିଥିଲେ ବୃଦ୍ଧ। ଏ ନେଇ ସେ ଜଣେ ମହିଳାଙ୍କୁ ସରୋଗେଟ୍ ମା’ କରିବା ପାଇଁ ଟଙ୍କା ଦେଇ ଚୁକ୍ତି କରିଥିଲେ । କିନ୍ତୁ  ତାଙ୍କର ମନ ପରିବର୍ତ୍ତନ ହେବା ସହ ସେ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ଉଦ୍ୟମ କରିଥିଲେ। ତାଙ୍କର ଏଭଳି…
ଅଧିକ ଖବର ଦେଖନ୍ତୁ...

୫୨ ବର୍ଷୀୟ ବରକୁ ୨୮ ବର୍ଷୀୟା କନ୍ୟା: ଜାଣନ୍ତୁ କେମିତି ହୋଇଥିଲା ଟ୍ରମ୍ପ୍‌-ମେଲାନିଆଙ୍କ ପ୍ରେମ ?

ନୂଆଦିଲ୍ଳୀ: ଆସନ୍ତା ୨୪ ତାରିଖରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ । ଭାରତ ଗସ୍ତରେ ଟ୍ରମ୍ପ ଦମ୍ପତି ପ୍ରେମର ପ୍ରତୀକ ଆଗ୍ରାରେ ତାଜମହଲ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ଆଉ ଏହାରି ଭିତରେ ପୁଣି ଚର୍ଚ୍ଚାକୁ ଫେରିଛି…
ଅଧିକ ଖବର ଦେଖନ୍ତୁ...