Daily Archives

February 23, 2020

ଉଦାହରଣ ସାଜିଛି ମହାଦେଇପୁଟ ଆଶ୍ରମ ବିଦ୍ୟାଳୟ, ନାଚଗୀତ‌ ଓ ଖେଳକୁଦ ମାଧ୍ୟମରେ ଶିକ୍ଷା

କୋରାପୁଟ(ପତିତପାବନ ସାହୁ): ନାଚ‌ଗୀତ ହେଉଛି। ଏହା ଭିତରେ ବି ଚାଲିଛି ପାଠପଢା। ନାଚି ଖେଳି ପିଲାମାନେ ପଢୁଛନ୍ତି, ବଢୁଛନ୍ତି। ଏମିତି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳୁଛି କୋରାପୁଟ ସହର ନିକଟସ୍ଥ ମହାଦେଇପୁଟ ଆଶ୍ରମ ବିଦ୍ୟାଳୟରେ। ନୃତ୍ୟଗୀତ, ଖେଳକୁଦ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପଢାଇ…
ଅଧିକ ଖବର ଦେଖନ୍ତୁ...

କେରଳରୁ ମିଳିଲା ପାକିସ୍ତାନ ନିର୍ମିତ ୧୪ଟି ଗୁଳି

ତିରୁବନନ୍ତପୁରମ୍‌: କେରଳର କୁଥାଲୁପୁଝାରୁ ପାକିସ୍ତାନରେ ନିର୍ମିତ ୧୪ଟି ଗୁଳି ମିଳିଥିବା ସୂଚନା ମିଳିଛି। ଏହି ପାକିସ୍ତାନ ନିର୍ମିତ ଗୁଳି ମିଳିବା ଘଟଣାର ଯାଞ୍ଚ ପାଇଁ ଏନ୍‌ଆଇଏଙ୍କ ସାହାଯ୍ୟରେ ସେନା ଗୁଇନ୍ଦା ବିଭାଗ କେରଳରେ ପହଞ୍ଚିଛି । ସୂଚନାଯୋଗ୍ୟ, ରବିବାର ବାଇକ୍‌ରେ ଯାଉଥିବା…
ଅଧିକ ଖବର ଦେଖନ୍ତୁ...

ଭୃସଙ୍ଗ ପତ୍ର ସେବନ ଦ୍ୱାରା ଶରୀରରୁ ଦୂର ହୋଇଥାଏ ଏହିସବୁ ରୋଗ…

ଆମ ଘର ବାଡ଼ିବଗିଚାରେ ଅନେକ ଔଷଧୀୟ ବୃକ୍ଷ ଓ ପତ୍ର ରହିଥାଏ। କିନ୍ତୁ ଏସବୁର ଔଷଧୀୟ ଗୁଣ ବିଷୟରେ ଆମେ ଜାଣି ପାରି ନଥାଉ। ଏମିତି ଏକ ବୃକ୍ଷ ଅନେକଙ୍କ ବାଡ଼ିରେ ରହିଛି। ଏହି ବୃକ୍ଷର ନାମ ହେଉଛି ଭୃସଙ୍ଗ। ଭୃସଙ୍ଗ ପତ୍ରକୁ ଲୋକମାନେ ଛଣାଛଣି ପାଇଁ କିମ୍ବା କେତେକ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର…
ଅଧିକ ଖବର ଦେଖନ୍ତୁ...

ରୋମାଣ୍ଟିକ୍‌ ହୋଇଗଲେ ରାସ୍ତା ମଝିରେ: ସ୍ୱାମୀଙ୍କୁ ଲିପ୍‌-ଲକ୍‌ ଚୁମ୍ବନ ଦେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ମୁମ୍ବାଇରେ ବସବାସ କରୁଥିବା ଟେଲିଭିଜନ୍‌ର ଜଣାଶୁଣା ମଡେଲ ତଥା ଅଭିନେତ୍ରୀ ଦ୍ରାଷ୍ଟି ଧାମିଙ୍କ ଅଭିନୟ ଆମେ ଅନେକ ମେଗା ଧାରାବାହିକରେ ଦେଖିବାକୁ ପାଇଛେ। ନିକଟରେ ତାଙ୍କର ବିବାହକୁ ୫ବର୍ଷ ପୂରିଛି। ଏହି ଅବସରରେ ସେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋ ପୋଷ୍ଟ ପରେ ଦ୍ରାଷ୍ଟି…
ଅଧିକ ଖବର ଦେଖନ୍ତୁ...

କରୋନାଭାଇରସ୍‌ ଭୟରେ ବିମାନ ଭିତରେ ପ୍ଲାଷ୍ଟିକ୍‌ ଢ଼ାଙ୍କି ଆସିଲେ ଦୁଇଯାତ୍ରୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦୁଇଜଣ ଯାତ୍ରୀ ବିମାନ ଭିତରେ କରୋନାଭାଇରସ୍‌ରେ ସଂକ୍ରମିତ ନହେବା ପାଇଁ ନିଜକୁ ପ୍ଲାଷ୍ଟିକ୍‌ରେ ଢ଼ାଙ୍କି ବସିଥିବା ଦେଖିବାକୁ ମିଳିଛି। ଡିସେମ୍ବର ମାସରେ ଚୀନର ମାରାତ୍ମକ କରୋନାଭାଇସ୍‌ ବ୍ୟାପିବା ଘଟଣା…
ଅଧିକ ଖବର ଦେଖନ୍ତୁ...

ପିପିଲିରେ ଦନ୍ତାର ଉତ୍ପାତ: ପୁଣି ଜଣକୁ ଦଳିଲା, ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର

ପିପିଲି: ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ଦନ୍ତା ହାତୀର ଉତ୍ପାତ ବଢ଼ି ଚାଲିଛି। ଆଜି ରାତିରେ ଦେବୀ ଗଳି ନିକଟରେ ପୁଣି ଜଣେ ଯୁବକଙ୍କୁ ଦନ୍ତା ଆକ୍ରମଣ କରିଛି। ଆକ୍ରମଣର ଶିକାର ହୋଇଛନ୍ତି ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ହସନ୍‌ପୁର ଗ୍ରାମର ସେକ୍‌ ଅଜୁ (୨୫)। ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

କନ୍ଦାଇବାକୁ ଚେଷ୍ଟା କରୁଥିବା ବେଳେ ଡାକ୍ତରଙ୍କୁ ରାଗରେ ଚାହିଁଲା ନବଜାତ !

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ନବଜାତ ଶିଶୁର ଫଟୋ ଭାଇରାଲ ହୋଇଛି। ଫଟୋ ଭାଇରାଲ ହେବାର କାରଣ ଶିଶୁ ମୁହଁର ଚାହାଣି। ଏହି ଘଟଣା ବ୍ରାଜିଲର ରିୟୋ ଡି ଜେନେରିୟୋର ଏକ ହସ୍‌ପିଟାଲ୍‌ରେ ଘଟିଛି। ଫେବ୍ରୁଆରି ୧୩ ତାରିଖରେ ଜଣେ ମହିଳା ଏକ ନବଜାତ ଶିଶୁକୁ ଜନ୍ମ ଦେଇଥିଲେ। ଡାକ୍ତର ନାଭି…
ଅଧିକ ଖବର ଦେଖନ୍ତୁ...

ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭଲ ବନ୍ଧୁ…

ଓ୍ୱାଶିଂଟନ୍: ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କଲେ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏ ନେଇ ଏକ ଭିଡିଓ ଟୁଇଟ୍ କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ଫ। ସେ ଲେଖିଛନ୍ତି- ମେଲାନିଆଙ୍କ ସହ ଭାରତ ବାହାରିଲି। ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଟ୍ରମ୍ପ । ଭାରତରେ ଟ୍ରମ୍ପଙ୍କ ପହଞ୍ଚିବା ନେଇ…
ଅଧିକ ଖବର ଦେଖନ୍ତୁ...

ଚାପ ମୁକ୍ତ ରହିବାକୁ ପୁଲିସ ଅଧିକାରୀ ବାହାର କଲେ ଏଭଳି ସ୍ୱତନ୍ତ୍ର ଉପାୟ

ବେଙ୍ଗାଲୁୁରୁ: ଅପରାଧୀକୁ ନିୟନ୍ତ୍ରଣ କରିବା ସହିତ ନାଗରିକଙ୍କ ସୁରକ୍ଷା ଏହି ଦୁଇଟି ପୁଲିସ ଅଧିକାରୀଙ୍କ ମୁଖ୍ୟ ଦାୟିତ୍ୱ ହୋଇଥାଏ। ପୁଲିସ ଚାକିରି କରିବା ଏକ ସହଜ କାମ ହୋଇ ନଥାଏ। ଡ୍ୟୁଟି କରୁଥିବା ସମୟରେ ପୁଲିସ କର୍ମଚାରୀଙ୍କ ପାଇଁ ପ୍ରତି ମୁହୂର୍ତ୍ତ ଚାପଗ୍ରସ୍ତ ରହିଥାଏ। ଅନେକ…
ଅଧିକ ଖବର ଦେଖନ୍ତୁ...

ଘରର ଅଳିଆ ବାହାରେ ପକାଇଥିଲେ, ସେହି ଅଳିଆକୁ ଉଠାଇ ଘରେ ଭର୍ତ୍ତି କଲେ ବିଏମସି କର୍ମଚାରୀ

ଭୁବନେଶ୍ବର: ଯେସାକୁ ତେସା । ପୁରୁଣା ଭୁବନେଶ୍ୱର ଅଂଚଳରେ ଜଣେ ବ୍ୟବସାୟୀ ଦୋକାନ ବାହାରେ ରାସ୍ତାରେ ଅଳିଆ ପକାଇବାରୁ , ସେହି ଅଳିଆକୁ ତାଙ୍କ ଘର ଭିତରକୁ ଫୋପାଡି ଦେଇଛନ୍ତି ବିଏମସିର କର୍ମଚାରୀ । ନୂଆକରି ତିଆରି ହୋଇଥିବା ଏହି ଦୋକାନ ଘରକୁ ସବୁ ଅଳିଆକୁ ଫୋପାଡି ଦେଇଛନ୍ତି ବିଏମସି ଅଧିକାରୀ…
ଅଧିକ ଖବର ଦେଖନ୍ତୁ...