Daily Archives

February 23, 2020

ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର, ଖସିଗଲେ କ୍ୟାଡର ମାଓବାଦୀ

କୋରାପୁଟ: ପଟାଙ୍ଗୀ ବ୍ଲକରେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ‌କୋରାପୁଟ ପୁଲିସ, ଏସଓଜି ଓ ବିଏସଏଫ ପକ୍ଷରୁ ମିଳିତ ଅପରେସନ ସମୟରେ ବନ୍ଧୁକ, ପିସ୍ତଲ ସହ ମାଓ ପୁସ୍ତିକା ଓ ବହୁ ବ୍ୟବହାର ସାମଗ୍ରୀ ମିଳିଛି।  ଏଥିନେଇ ଆଜି କୋରାପୁଟ ଏସପି ମୁକେଶ କୁମାର…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ ଟାଣିବାକୁ ଟଙ୍କା ନଥିବାରୁ ୩ଜଣ ଭିକାରୀ ଓ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କଲ‌ା ସ୍କୁଲ ଟପର୍

ସଲେମ୍: ୪ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜଣେ ସ୍କୁଲ ଟପରଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତର ବୟସ ମାତ୍ର ୨୦ବର୍ଷ ହୋଇଥିବା ବେଳେ ଗଞ୍ଜେଇ ଟାଣିବା ପାଇଁ ଟଙ୍କା ନଥିବାରୁ ସେ ଏଭଳି ଅପରାଧ କରିଥିବା ସାମ୍ନାକୁ ଆସିଛି। ଡିସେମ୍ବରରୁ ଫେବ୍ରୁଆରି ମଧ୍ୟରେ ଅଭିଯୁକ୍ତ ୪ଟି ହତ୍ୟା…
ଅଧିକ ଖବର ଦେଖନ୍ତୁ...

ପିପିଲିରେ ଦନ୍ତାର ଦୌରାତ୍ମ ଘଟଣା: ୪ ଜଣଙ୍କ ମୃତ୍ୟୁ ପରେ ସିଲ ହେଲା ୧୭ଟି ଗାଁ, ଅନ୍ଧାରରେ ହାତୀ ଘଉଡ଼ାଇବାକୁ ବନ…

ପିପିଲି: ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ଦନ୍ତା ହାତୀର ଉତ୍ପାତ ବଢ଼ିବା ପରେ ବନ ବିଭାଗ ଓ ପୁଲିସ ହାତୀ ଘଉଡ଼ାଇବାକୁ ଉଦ୍ୟମ ଆରମ୍ଭ କରିଛି। ଡିଏଫଓ ସୁଦୀପ ନାୟକ, ରେଞ୍ଜର ଜୟକୃଷ୍ଣ ଯଦୁମଣି, ଏସିଏଫ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ୱରେ ବନ ବିଭାଗର ପ୍ରାୟ ୩୦ ଜଣ କର୍ମଚାରୀ ଦନ୍ତାକୁ…
ଅଧିକ ଖବର ଦେଖନ୍ତୁ...

ଆଲିଗଡ଼ରେ ସିଏଏ ବିରୋଧୀ ଆନ୍ଦୋଳନରେ ପୁଲିସ୍‌ ସହ ଆନ୍ଦୋଳନକାରୀ ମୁହାମୁହିଁ, ଇଣ୍ଟର୍‌ନେଟ୍‌ ସେବା ବନ୍ଦ ହେଲା

ଆଲିଗଡ଼: ଉତ୍ତରପ୍ରଦେଶର ଆଲିଗଡ଼ସ୍ଥିିତ ଉପରକୋଟ କୋଟୱାଲି ଅଞ୍ଚଳରେ ରବିବାର ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ବିରୋଧ ପ୍ରଦର୍ଶନକାରୀ ଓ ପୁଲିସ୍‌ ଭିତରେ ମୁହାଁମୁହିଁ ଘଟିଛି। ଜାଣିବାକୁ ମିଳିଛି ଯେ ପୁଲିସ୍‌ ଓ ବିରୋଧ ପ୍ରଦର୍ଶଦକାରୀଙ୍କ ମଧ୍ୟରେ ଉପୁଜିଥିବା ଏହି ହିଂସାରେ ଟେକା ମାଡ଼…
ଅଧିକ ଖବର ଦେଖନ୍ତୁ...

ପାଳଗଦାରେ ନିଆଁ ଲାଗିବା ଘଟଣା: ଆଉ ଜଣେ ଶିଶୁ ଏସ୍‌ସିବିରେ ମୃତ, ମୃତ୍ୟୁ ସଂଖ୍ୟା ୪

କଟକ/ପୋଲସରା: ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ ଖରିଛଟା ଗାଁରେ ପାଳଗଦାରେ ନିଆଁ ଲାଗିବା ଘଟଣାରେ ଆଉ ଜଣେ ଶିଶୁର ମୃତ୍ୟୁ ହୋଇଛି। ବ୍ରହ୍ମପୁରସ୍ଥିତ ଏମ୍‌କେସିଜିରୁ ସ୍ଥାନାନ୍ତରିତ କରାଯାଇଥିବା ଆଲୋକ ଜେନା (୫ବର୍ଷ)କୁ କଟକସ୍ଥିତ ଏସ୍‌ସିବିର ଡାକ୍ତର ମୃତ ଘୋଷଣା କରିଥିବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ରାଜନୀତିରେ ଅର୍ଥ ଲାଭର ସୁଯୋଗ। ବ୍ୟବସାୟରେ ନୂଆ ଯୋଜନା କରିପାରନ୍ତି। ପ୍ରେମ ସମ୍ପର୍କରେ ମଧୁରତା ବଢ଼ିବ। ବୃଷ: ଆତ୍ମବିଶ୍ବାସ ବୃଦ୍ଧିି। ବନ୍ଧୁଙ୍କ ଠାରୁ ସହଯୋଗ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ବେରୋଜଗାରଙ୍କୁ ନିଯୁକ୍ତି ସୁଯୋଗ। ମିଥୁନ: ପୂଜାପାଠରେ ଅଧିକ ସମୟ ବିତିବ।…
ଅଧିକ ଖବର ଦେଖନ୍ତୁ...

ଟ୍ରମ୍ପଙ୍କ ଆଗମନକୁ ନେଇ ଆଡଭାଇଜରି ଜାରି କଲା ବିମାନ କମ୍ପାନି, ନିର୍ଦ୍ଧାରିତ ସମୟ ପୂର୍ବରୁ ବିମାନବନ୍ଦରରେ ପହଞ୍ଚିବା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କ ସହ ଆସୁଛନ୍ତି ତାଙ୍କ ପତ୍ନୀ ମେଲାନିଆ। ଟ୍ରମ୍ପ ଦମ୍ପତ୍ତିଙ୍କ ଆସିବା ନେଇ ଭାରତ ବ୍ୟାପକ ବ୍ୟବସ୍ଥା କରିଥିବା ବେଳେ ବିଭିନ୍ନ ବିମାନ କମ୍ପାନିମାନେ ମଧ୍ୟ ନିଜକୁ ପ୍ରସ୍ତୁତ କରିନେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଏହି ବଲିଉଡ୍‌ ସିନେମାକୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌

ମୁମ୍ବାଇ: ପରଦାକୁ ଆସିଛି ବହୁପ୍ରତୀକ୍ଷିତ ସିନେମା ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ । ୨୦୧୭ରେ ରିଲିଜ ‘ଶୁଭମଙ୍ଗଲ ସାବଧାନ’ର ସିକ୍ୱେଲ ଭାବେ ନିର୍ମାଣ ହୋଇଛି ଏହି ସିନେମା । ମୁଖ୍ୟ ଭୂମିକାରେ ରହିଛି ଭର୍ସାଟାଇଲ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଅଭିନୟ । ତେବେ ଖାସ୍ କଥା ହେଉଛି ବଲିଉଡ ଫିଲ୍ମ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ ଆନ୍ଦୋଳନ: ସୋମବାର ଠାରୁ ସ୍ୱାଭାବିକ ହେବ ସମସ୍ତ କୋର୍ଟ କାର୍ଯ୍ୟ

ସମ୍ବଲପୁର: ସୁପ୍ରିମ୍‌ କୋର୍ଟଙ୍କ ଆଦେଶକୁ ସମ୍ମାନ ଜଣାଇ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ କୋହଳ କରା ଯାଇଥିବା ନେଇ ଏହାର ଆବାହକ ଅଶୋକ ଦାଶ ଘୋଷଣା କରିଛନ୍ତି। ରବିବାର ଏଠାରେ ଅନୁଷ୍ଠିତ ସିଏସି ବୈଠକ ପରେ…
ଅଧିକ ଖବର ଦେଖନ୍ତୁ...

କଂ‌ଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନିମନ୍ତ୍ରଣ କରା ନଯିବାରୁ ଟ୍ରମ୍ପଙ୍କ ପାଇଁ ଆୟୋଜିତ ହୋଇଥିବା…

ନୂଆଦିଲ୍ଲୀ: ଆସନ୍ତାକାଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆସୁଥିବା ବେଳେ ତାଙ୍କର ଆଗମନକୁ ଆଖି ଆଗରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି। ରହିବା, ଖାଇବାଠାରୁ ଆରମ୍ଭ କରି ବୁଲିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରିଛନ୍ତି ଭାରତ ସରକାର। ଏମିତି କି ଭାରତର ରାଷ୍ଟ୍ରପତି…
ଅଧିକ ଖବର ଦେଖନ୍ତୁ...