Daily Archives

February 24, 2020

ଫୋନରେ ମହିଳାଙ୍କ ସ୍ବରରେ କଥା ହୋଇ ୩୫୦ ଯୁବକଙ୍କଠାରୁ ଟଙ୍କା ହଡ଼ପ କରିସାରିଥିଲା ଅଭିଯୁକ୍ତ, ଏଭଳି ହେଲା ପର୍ଦ୍ଦାଫାଶ

ଚେନ୍ନାଇ: ମହିଳାଙ୍କ ସ୍ବରରେ କଥା ହେବା କଳାକୁ ଜଣେ ଯୁବକ ଯେଉଁଭଳି ଭାବରେ ଟଙ୍କା ଆୟ କରିବାରେ ବ୍ୟବହାର କରୁଥିଲେ, ତାହା ଏବେ ସମସ୍ତଙ୍କୁ ଚମକାଇ ଦେଇଛି। ପ୍ରାୟ ୩୫୦ଜଣ ଯୁବକଙ୍କୁ ନିଜ ମାୟାଜାଲରେ ଫସାଇ ସେମାନଙ୍କୁ ବ୍ଲାକମେଲ କରିବା ସହ ଟଙ୍କା ହଡ଼ପ କରୁଥିଲା ଅଭିଯୁକ୍ତ। ହେଲେ ଏବେ ତା’ର…
ଅଧିକ ଖବର ଦେଖନ୍ତୁ...

ମହିଳା ଟି୨୦ ବିଶ୍ୱକପ : ବାଂଲାଦେଶକୁ ୧୮ ରନରେ ହରାଇଲା ଭାରତ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆଠାରେ ଚାଲିଥିବା ମହିଳା ଟି୨୦ ବିଶ୍ୱକପରେ ଭାରତୀୟ ଦଳ ଲଗାତାର ୨ୟ ବିଜୟ ହାସଲ କରିଛି । ଆଜି ପର୍ଥଠାରେ ଅନୁଷ୍ଠିତ ମ୍ୟାଚରେ ଭାରତ ବାଂଲାଦେଶକୁ ୧୮ ରନରେ ପରାସ୍ତ କରିଛି । ପୂର୍ବ ମ୍ୟାଚରେ ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ବାଂଲାଦେଶ ଦଳ…
ଅଧିକ ଖବର ଦେଖନ୍ତୁ...

ଦିନର ଆରମ୍ଭ ଏପରି କଲେ ରୋଗ ଆପଣଙ୍କ ପିଛା ଛାଡ଼ିବ ନାହିଁ

ସୁସ୍ଥ ରହିବା ପାଇଁ ସବୁବେଳେ ଠିକ୍‌ ସମୟରେ ଖାଇବା ନିହାତି ଆବଶ୍ୟକ । ସାଧାରଣ ଭାବେ ଲୋକେ ସକାଳୁ ଉଠିବା ପରେ କିଛି ଏପରି ଭୁଲ କରି ବସିଥାନ୍ତି ଯାହାଦ୍ୱାରା ସେମାନେ ଅନେକ ରୋଗର ଶିକାର ହୋଇଥାନ୍ତି । ପୂର୍ବରୁ ଲୋକମାନେ ଠିକ୍‌ ସମୟରେ ଖାଇବା ପିଇବା କରୁଥିବାରୁ ଖୁବ୍‌ କମ ରୋଗଗ୍ରସ୍ତ…
ଅଧିକ ଖବର ଦେଖନ୍ତୁ...

ଏପିଜେ ଅବଦୁଲ୍ କଲାମଙ୍କୁ ଶ୍ରଦ୍ଧ‌ାଞ୍ଜଳି ଜଣାଇବା ପାଇଁ ତିଆରି ହେଲା ୨,୦୨୦କିଲୋର କେକ୍

ଚେନ୍ନାଇ: ରବିବାର ଦିବଂଗତ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କଲାମଙ୍କୁ ଏକ ଭିନ୍ନ ଉପାୟରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ୩୦ଟି ବେକରୀର ବିଶେଷଜ୍ଞମାନେ ମିଶି କଲାମଙ୍କ ଫଟୋ ଥିବା କେକ୍ ତିଆରି କରିଥିଲେ, ଯାହାର ଓଜନ ୨,୦୨୦କିଲୋ ଥିବା ବେଳେ ଏବେ କେ‌କକୁ ଏସିଆ ବୁକ୍ ଅଫ୍ ରେକର୍ଡରେ…
ଅଧିକ ଖବର ଦେଖନ୍ତୁ...

ହିନ୍ଦୁ ଆତଙ୍କବାଦୀ ବୋଲି ଲେଖି ଟୁଇଟ୍ କରିଥିଲେ ‘ତଖ୍ତ’ର ଲେଖକ, ଏବେ ଫିଲ୍ମକୁ ବଏକଟ୍ କରିବା ନେଇ…

ମୁମ୍ବାଇ: ଫିଲ୍ମ 'ତଖ୍ତ' ରିଲିଜ୍ ନ ହେଉଣୁ ବିବାଦରେ ଛନ୍ଦି ହୋଇ ସାରିଲାଣି। ବିବାଦରେ ରହିବା ପଛରେ ଫିଲ୍ମର କୌଣସି ଅଭିନେତା ବା ଅଭିନେତ୍ରୀଙ୍କର ନୁହଁ ବରଂ ଫିଲ୍ମର ଲେଖକଙ୍କର ହାତ ରହିଥିବା ଜଣାପଡ଼ିଛି। ଫିଲ୍ମର ଲେଖକ ହୁସେନ ହାଇଦରୀ କରିିଥିବା ଟୁଇଟକୁ ନେଇ ଏବେ ଫିଲ୍ମକୁ ବଏକଟ କରିବା…
ଅଧିକ ଖବର ଦେଖନ୍ତୁ...

ବିବାହ ପରେ ମାଡ଼ ମାରୁଥିଲା ସ୍ବାମୀ, ପ୍ରତିଶୋଧ ନେବାକୁ ଯାଇ ଗୁପ୍ତାଙ୍ଗ କାଟି କୁକୁରକୁ ଖାଇବାକୁ ଦେଲା ସ୍ତ୍ରୀ

ନୂଆଦିଲ୍ଲୀ: ଯୌତୁକ ପାଇଁ ସ୍ବାମୀ ମାଡ଼ ମାରୁଥିବାରୁ ସ୍ତ୍ରୀ କରିଥିବା କାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରତିଶୋଧ ନେବା ପାଇଁ ସ୍ବାମୀକୁ ହତ୍ୟା କରିବା ସହ ତା’ର ଗୁପ୍ତାଙ୍ଗକୁ କାଟି କୁକୁରକୁ ଖାଇବାକୁ ଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଲାଇ ଦେଇଛି। ଘଟଣାଟି…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ହିଂସା : ମୃତ୍ୟୁ ସଂଖ୍ୟା ୩ ଛୁଇଁଲା, ଡିସିପି ଆହତ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆଦିଲ୍ଲୀ ଗସ୍ତ ବେଳେ ଅଶାନ୍ତ ହୋଇଉଠିଛି ରାଜଧାନୀ । ନାଗରିକତା ଆଇନ ବିରୋଧୀ ଓ ସପକ୍ଷବାଦୀଙ୍କମଧ୍ୟ ଚାଲିଥିବା ହିଂସା ଗୁରୁତର ଆକାର ଧାରଣ କରିଛି । ଏହି ହିଂସାକାଣ୍ଡରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି । ହିଂସାରେ ଜଣେ ପୁଲିସ…
ଅଧିକ ଖବର ଦେଖନ୍ତୁ...

ସିଆରପିଏଫ୍ ଯବାନଙ୍କ ଆତ୍ମହତ୍ୟା ଉଦ୍ୟମ

ରାୟଗଡା: ରାୟଗଡ଼ା ୪ର୍ଥ ବାଟାଲିୟନର ଯବାନ ବିଜୟ ପାଲ ସିଂ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ରୋଷେଇ ଘରେ ଥିବା ଛୁରୀରେ ନିଜ ପେଟକୁ ଭୁଷିବା ସହ ତଣ୍ଟି କାଟି ଦେଇଥିବା ଜଣା ପଡିଛି। ଗୁରୁତର ଅବସ୍ଥାରେ ପ୍ରଥମେ ରାୟଗଡ଼ା ଓ ପରେ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ସୋସିଆଲ ମିଡିଆରେ ଜା‌ଲ୍ ପ୍ରମାଣପତ୍ର ସେୟାର କରି ବିବାଦରେ ବିଗ୍ ବସ୍ ପ୍ରତିଯୋଗୀ ମାହିରା ଶର୍ମା

ମୁମ୍ବାଇ: ପ୍ରତିଯୋଗୀ ପାରସ ଛାବ୍ରାଙ୍କ ସହ ଥିବା ନିଜ ସଂପର୍କକୁ ନେଇ ବିବାଦରେ ରହିଥିଲେ ପ୍ରତିଯୋଗୀ ମାହିରା ଶର୍ମା। ପାରସଙ୍କ ସାହାରାରେ ସେ ସୋ’ରେ ତିଷ୍ଠି ରହିଥିଲେ ବୋଲି ଚର୍ଚ୍ଚା ହେବା ସହ ଏବେ ତାଙ୍କ ଉପରେ ଆଉ ଏକ ଆରୋପ ଲାଗିଛି। ତାଙ୍କ ଉପରେ  ସୋସିଆଲ ମିଡିଆ ଆକାଉଣ୍ଟରେ…
ଅଧିକ ଖବର ଦେଖନ୍ତୁ...

ଆଇଏଏସ ସ୍ତରରେ ଅଦଳବଦଳ : ଗୁହା ପୁନମଙ୍କୁ ୪ ଦିନରେ ୨ୟ ବଦଳି

ଭୁବନେଶ୍ୱର : ଓଡ଼ିଶା ସରକାର ଆଇଏଏସ ସ୍ତରରେ କେତେକ ଅଦଳବଦଳ କରିଛନ୍ତି । ମାତ୍ର ୪ ଦିନ ତଳେ ପଞ୍ଚାୟତିରାଜ ବିଭାଗକୁ ବଦଳି ହୋଇଥିବା ଗୁହା ପୁନମ ତାପସ କୁମାରଙ୍କୁ ପୁଣି ଆଉ ଏକ ବିଭାଗକୁ ବଦଳି କରାଯାଇଛି । ତାଙ୍କୁ ଅନୁସୂଚୀତ ଜାତି ଓ ଜନଜାତି ବିଭାଗକୁ କରାଯାଇଛି ।  ଅନୁସୂଚିତ ଜାତି ଓ…
ଅଧିକ ଖବର ଦେଖନ୍ତୁ...