Daily Archives

February 24, 2020

ପ୍ରତିଦିନ ନିଜ ମେକଅପ୍ ପାଇଁ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ମେଲାନିଆ ଟ୍ରମ୍ପ

ନୂଆଦିଲ୍ଲୀ: ଆଜି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ପରିବାରକୁ ଧରି ଭାରତରେ ପହଞ୍ଚିଛନ୍ତି । ପ୍ରଥମେ ସେ ବିିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମର ଉଦଘାଟନ କରିବା ସହ ପରେ ଆଗ୍ରା ଯାଇ ତାଜମହଲ ବୁଲିଥିଲେ। ତେବେ ଟ୍ରମ୍ପ ଦମ୍ପତ୍ତିଙ୍କ ଆଗମନକୁ ନେଇ ଅନେକ ଖବର ସାମ୍ନାକୁ ଆସି…
ଅଧିକ ଖବର ଦେଖନ୍ତୁ...

ଗଣଦୁଷ୍କର୍ମ ମାମଲାରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା ପଦିଆ ସାହୁ ଚିକିତ୍ସାଧୀନ ଅବସ୍ଥାରେ ମୃତ

ଭୁବନେଶ୍ୱର : ବହୁଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲଦଣ୍ଡ ଭୋଗୁଥିବା ପଦିଆ ସାହୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ସେ ଅସୁସ୍ଥଥିବାରୁ ତାକୁ ଗତ ୨୧ ତାରିଖରେ ଝାଡ଼ପଡ଼ା ଜେଲ କତ୍ତ୍‌ୃର୍ପକ୍ଷ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ୧୯୯୯ ମସିହା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂଜା-ପାଠରେ ମନ ଲାଗିବ। ଶୁଭ ଖବର ପାଇବେ। ଅଫିସ କାମରେ ସହର ବାହାରକୁ ଯାତ୍ରା‌। ବୈବାହିକ ଜୀବନରେ ଖୁସି। ବୃଷ: ଉପରିସ୍ଥ ଅଧିକାରୀଙ୍କ ସହ ଉତ୍ତମ ବ୍ୟବହାର କରନ୍ତୁ। ରାଜନୈତିକ ପ୍ରଭାବ ବୃଦ୍ଧି। ବ୍ୟବସାୟ ବାବଦରେ ବରିଷ୍ଠଙ୍କ ପରାମର୍ଶ ନେବେ। ମିଥୁନ: ଠିକ୍‌ ସମୟରେ ଉଚିତ…
ଅଧିକ ଖବର ଦେଖନ୍ତୁ...

୧୩ ବର୍ଷ ତଳେ ରୋଗୀ ସେବା କରିବାକୁ ଚେନ୍ନାଇ ଛାଡ଼ି ଆସାମ ଆସିଥିବା ଡାକ୍ତରଙ୍କୁ ପଦ୍ମଶ୍ରୀ, ଖୁସିରେ ଆତ୍ମହରା ହେଲେ…

ଚେନ୍ନାଇ: କୁହାଯାଏ ଡାକ୍ତର ହେଉଛନ୍ତି ଦ୍ବିତୀୟ ଭଗବାନ। ବେଳେ ବେଳେ ଏହି କଥାଟି ଶତ ପ୍ରତିଶତ ସତ ମଧ୍ୟ ଲାଗିଥାଏ। ଡକ୍ଟର ରବି କାନନ ହେଉଛନ୍ତି ସେହିପରି ଜଣେ ଡାକ୍ତର, ଯିଏକି ରୋଗାମାନଙ୍କ ସେବା କରିବାକୁ ଚେନ୍ନାଇ ଛାଡ଼ି ଆସାମ ପଳାଇ ଆସିଛନ୍ତି। ଗତ କିଛି ବର୍ଷ ହେବ ଆସାମର ବାରାକ…
ଅଧିକ ଖବର ଦେଖନ୍ତୁ...

ରାଉରକେଲାକୁ ମିଳିଲା ଓଡିଏଫ୍‌ ++ ସହରର ମାନ୍ୟତା

ରାଉରକେଲା: ରାଉରକେଲାକୁ ଓଡିଏଫ୍‌ ++ ସହରର ମାନ୍ୟତା ମିଳିଛି। ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ କ୍ୟୁ.ସି.ଆଇ ସଂସ୍ଥା ତୃତୀୟ ପକ୍ଷ ଅନୁସନ୍ଧାନକାରୀ ସଂସ୍ଥା ଭାବେ କିଛି ଦିନ ତଳେ ଏହି ସର୍ବେକ୍ଷଣ କରିଥିଲେ। ସର୍ବେକ୍ଷଣ ପରେ ଏବେ ଫଳାଫଳ ପ୍ରକାଶିତ ହୋଇଛି। ସାଧାରଣ ଶୌଚାଳୟ, ଗୋଷ୍ଠୀ…
ଅଧିକ ଖବର ଦେଖନ୍ତୁ...

ଟ୍ରମ୍ପ୍‌ଙ୍କ ସମ୍ମାନର୍ଥେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଉଥିବା ରାତ୍ର ଭୋଜନରେ ଅନୁପସ୍ଥିିତ ରହିବେ ଡ.ମନମୋହନ…

ନୂଆଦିଲ୍ଳୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମ୍ମାନର୍ଥେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତାକାଲି ଦେଉଥିବା ରାତ୍ର ଭୋଜନରେ ଅନୁପସ୍ଥିତ ରହିବେ ପୂର୍ବତନ ପ୍ରଧାନମନ୍ତ୍ରୀ  ଡ.ମନମୋହନ ସିଂହ। ପୂର୍ବରୁ ମନମୋହନ ସିଂହ ନିମନ୍ତ୍ରଣ ଗ୍ରହଣ କରିଥିଲେ। ମାତ୍ର ସୋମବାର ସେ…
ଅଧିକ ଖବର ଦେଖନ୍ତୁ...

ପ୍ଲାନ୍‌ ମଞ୍ଜୁରି ପାଇଁ ୧୫ ହଜାର ଟଙ୍କା ନେଉଥିଲା ବେଳେ ଭିଜିଲାନ୍‌ସ ଜାଲରେ ପଡ଼ିଗଲେ ଏସ୍‌ଏମ୍‌ସି କର୍ମଚାରୀ

ସମ୍ବଲପୁର: ୱେବ୍‌ ମିଡିଆର ଜଣେ ସାମ୍ବାଦିକାଙ୍କଠାରୁ ସମ୍ବଲପୁର ମହାନଗର ନିଗମର କର୍ମଚାରୀ ଲାଞ୍ଚ ନେଲା ବେଳେ ଭିଜିଲାନ୍‌ସ ହାତରେ ଧରା ପଡ଼ିଛନ୍ତି । ଏସ୍‌ଏମ୍‌ସିରେ ଅମିନ୍‌ଭାବେ କାର୍ଯ୍ୟରତ ପ୍ରସନ୍ନ ପରିଡ଼ା ସାମ୍ବାଦିକା ତୃପ୍ତି ପଣ୍ଡାଙ୍କଠାରୁ ଘର ପ୍ଲାନ୍‌ ପାସ୍‌ କରିବା ପାଇଁ ୧୫…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ମାନବାଧିକାର କମିସନ୍‌ଙ୍କୁ ଅନୁପ ସାଏଙ୍କ ଭିନ୍ନକ୍ଷମ ଝିଅଙ୍କ ଫେରାଦ : ଆମ ପରିବାରର ମାନବିକ ଅଧିକାର ହନନ…

ଝାରସୁଗୁଡ଼ା: ଆମ ପରିବାରର ମାନବିକ ଅଧିକାର ହନନ ହୋଇଛି। ମୋ ବାପାଙ୍କୁ ଜଣେ ଅପରାଧୀ ଭାବରେ ରାୟଗଡ଼ ଏସ୍ପି ସନ୍ତୋଷ ସିଂହ ଚିତ୍ରଣ କରି ସର୍ବ ସମ୍ମୁଖରେ ନିନ୍ଦିତ କରିବା ପାଇଁ ତାଙ୍କୁ ଗିରଫ କରିବା ପରେ ମୁହଁକୁ ଖୋଲାରଖି ଗଣମାଧ୍ୟମ ଆଗରେ ହାଜର କରିବା ଏବଂ ଆମକୁ ନଜଣାଇ ତାଙ୍କୁ ଉଠାଇ…
ଅଧିକ ଖବର ଦେଖନ୍ତୁ...

ସାବାସ ପୁଲିସ: ଚଳନ୍ତା ବସରେ ଅସଦାଚରଣ କରୁଥିବାବେଳେ ଟ୍ୱିଟ କଲେ ଯୁବତୀ, ମାଡିବସିଲା ପୁଲିସ

ଲକ୍ଷ୍ନୌ : ବସରେ ଯାତ୍ରା କରୁଥିବା ବେଳେ ଯୁବତୀଙ୍କୁ ଏକୁଟିଆ ଦେଖି ଅସଦାଚରଣ ଆରମ୍ଭ କରିଦେଇଥିଲେ କିଛି ଯୁବକ | ଅଶ୍ଳୀଳ କମେଣ୍ଟ ମାରିବା ସହ ମୋବାଇଲ ନମ୍ବର ମାଗୁଥିଲେ | ଏଭଳି ମାନସିକ ନିର୍ଯାତନାର ଶିକାର ହେବା ପରେ ତୁରନ୍ତ ପୁଲିସକୁ ଟ୍ୱିଟ କରିଥିଲେ ଯୁବତୀ | ଟ୍ୱିଟ ପରେ ପୁଲିସ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ସାବରମତୀ ଆଶ୍ରମରେ ଟ୍ରମ୍ପ୍‌ଙ୍କୁ ଗାନ୍ଧିଜୀଙ୍କ ତିନି ମାଙ୍କଡ଼ ମୂର୍ତ୍ତି ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ଅହମ୍ମଦାବାଦ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ କାଳରେ ତାଙ୍କୁ ଗାନ୍ଧୀଜୀଙ୍କ ପ୍ରିୟ ତିନି ମାଙ୍କଡ଼ ମୂର୍ତ୍ତି ଉପହାର ଆକାରରେ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦୁଇ ହାତରେ ମୁହଁ, ଆଖି ଓ କାନ ବନ୍ଦ କରି ‘ଖରାପ କଥା କହିବୁନି, ଖରାପ କଥା ଦେଖିବୁନି…
ଅଧିକ ଖବର ଦେଖନ୍ତୁ...