Daily Archives

February 25, 2020

ଆପଣଙ୍କ କେଶ ଝଡୁଛି କି? ଆପଣାନ୍ତୁ ‌ଏହି ସବୁ ସରଳ ଉପାୟ

କେଶ ଝଡ଼ିବା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ବାୟୁମଣ୍ଡଳ ପ୍ରଦୂଷଣ ଏହାର ଏକମାତ୍ର ପ୍ରମୁଖ କାରଣ। ଆଜିକାଲି ଅଧିକାଂଶ ପୁରୁଷ ଚନ୍ଦାପଣର ଶିକାର ହେଉଛନ୍ତି। ମହିଳାମାନଙ୍କ କ୍ଷେତ୍ରରେ ବି କେଶ ଝଡ଼ିବା ଏକ ବିରାଟ ମୁଣ୍ଡବିନ୍ଧାର କାରଣ ପାଲଟିଛି। ତେବେ, ଚାଲନ୍ତୁ ଜାଣିବା କିପରି ଏହି…
ଅଧିକ ଖବର ଦେଖନ୍ତୁ...

ସେଲ୍‌ଫି ନେବାକୁ ସ୍ବାମୀଙ୍କୁ କହିଲେ କାଜଲ୍‌, ଅଜୟ ଦେବଗନ୍‌ କଲେ ଏପରି କାମ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଜଲ୍‌ ଓ ତାଙ୍କ ସ୍ବାମୀ ଅଜୟ ଦେବଗନଙ୍କ ଘନିଷ୍ଠତା ବିଷୟରେ କାହାକୁ ବା ଅଛପା! ଇଣ୍ଡଷ୍ଟ୍ରିର କେତେ ଜଣ ବଛା ବଛା ସୁଖୀ ଦମ୍ପତିଙ୍କ ମଧ୍ୟରୁ କାଜଲ ଓ ଅଜୟ ଅନ୍ୟତମ। ସେମାନେ ଅନେକ ସମୟରେ ପରସ୍ପରଙ୍କୁ ନେଇ ମିଠା ମିଠା ବୟାନ ଦେଇ ସୋସିଆଲ୍‌ ମିଡିଆରେ…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତି ଭବନରେ ରାତ୍ରି ଭୋଜନ କଲେ ଟ୍ରମ୍ପ୍‌ ଦମ୍ପତି, ଏହି ସବୁ ଖାଦ୍ୟ ଖାଇଲେ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ୍‌ ଭାରତ ଗସ୍ତର ଆଜି ଦ୍ବିତୀୟ ଦିନରେ ରାଜଧାନୀ ଦିଲ୍ଲୀର ଅନେକ ସ୍ଥାନ ବୁଲି ଦେଖିଛନ୍ତି। ଶେଷରେ ସଂଧ୍ୟାରେ ରା‌ଷ୍ଟ୍ରପତି ରାମନାଥ କୋବିନ୍ଦ ଆୟୋଜନ କରିିଥିବା ରାତ୍ର ଭୋଜନ ପାଇଁ ଟ୍ରମ୍ପ୍‌ ଓ…
ଅଧିକ ଖବର ଦେଖନ୍ତୁ...

୪ ବର୍ଷୀୟା ଝିଅକୁ ଧରି ୨ ମହଲା ଉପରୁ ତଳକୁ ଡେଇଁଲେ ବାପା

ଚେନ୍ନାଇ: ଚେନ୍ନାଇର ମାଧବରାମ ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ନିଜର ୪ ବର୍ଷୀୟା କନ୍ୟାକୁ ଧରି ଏକ ଦୁଇ ମହଲା କୋଠା ଉପରୁ ତଳକୁ ଡେଇଁ ପଡ଼ିଛନ୍ତି। ରବିବାର ଅପରାହ୍ନରେ ବ୍ୟକ୍ତି ଜଣକ ନିଜ ଝିଅକୁ ଧରି ଆପାର୍ଟମେଣ୍ଟ୍‌ ଉପରୁ ତଳକୁ ଡେଇଁ ପଡ଼ିବା ଘଟଣା ସମସ୍ତଙ୍କୁ ଚକିତ…
ଅଧିକ ଖବର ଦେଖନ୍ତୁ...

ଦୁଇ ଦିନିଆ ଭାରତ ଗସ୍ତ ଶେଷ କରି ସ୍ୱଦେଶ ଫେରିଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତ ଶେଷ କରି ମଙ୍ଗଳବାର ରାତି ୧୦ଟାରେ ଆମେରିକା ଫେରିଯାଇଛନ୍ତି। ଏହା ପୂର୍ବରୁ ଦିଲ୍ଲୀରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଯୁଗ୍ମ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥି ସହ ଆମେରିକା ଦୂତାବାସରେ ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ଜୀବନରେ ବୁନ୍ଦେ ବି ମଦ ପିଇ ନ ଥିବା ମହିଳା କରୁଛନ୍ତି ମଦ ପରିସ୍ରା, ‘ୟୁରିନାରି-ଅଟୋ ବ୍ରିୱେରି ସିଣ୍ଡ୍ରମ’ର ଶିକାର

ପିଟସବର୍ଗ: ଆମେରିକାର ପିଟସବର୍ଗଠାରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଜଣେ ମହିଳା ଅଚାନକ ଭାବେ ମଦ ପରିସ୍ରା କରିବାକୁ ଲାଗିଛନ୍ତି, ଏପରି ଘଟଣା ପୂର୍ବରୁ କେବେ ଦେଖିବାକୁ ମିଳି ନଥିଲା। ଏହା ଏକ ବିରଳ ଘଟଣା। ପ୍ରଥମରୁ ଡାକ୍ତରମାନେ ଅନୁମାନ ଲଗାଇଥିଲେ ଯେ ସେ ପ୍ରଚୁର ପରିମାଣରେ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ସିଏଏ ହିଂସା: ୧୩ ଜଣଙ୍କ ମୃତ୍ୟୁ ପରେ ବଢ଼ିଲା ଉତ୍ତେଜନା, କାଲି ସ୍କୁଲ ଛୁଟି, ବୋର୍ଡ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ସମର୍ଥନ ଓ ବିରୋଧରେ ହୋଇଥିବା ରାଲିକୁ ନେଇ ଉତ୍ତର-ପୂର୍ବ ଦିଲ୍ଲୀ ଏବେ ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ଅଞ୍ଚଳରେ ମଙ୍ଗଳବାର ମଧ୍ୟ ତୀବ୍ର ହିଂତ୍ସାତ୍ମକ ଗତିବିଧି ଦେଖିବାକୁ ମିଳିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସୋମବାର ଠାରୁ…
ଅଧିକ ଖବର ଦେଖନ୍ତୁ...

ରାସ୍ତା ଅବରୋଧ ସମୟରେ ମହିଳାଙ୍କ ମୃତ୍ୟୁ ଘଟଣା: ୮ ଜଣଙ୍କ ନାଁରେ ଓ୍ଵାରେଣ୍ଟ ଜାରି

ଭୁବନେଶ୍ୱର: ୫ ନମ୍ବର ଜାତୀୟ ରାଜପଥ ଅବରୋଧ ସମୟରେ ୨୦୧୫ରେ କାର ଭିତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ ୮ ଜଣଙ୍କ ନାଁରେ ଓ୍ଵାରେଣ୍ଟ ଜାରି କରିଛନ୍ତି। ଓ୍ଵାରେଣ୍ଟ ଜାରି କରାଯାଇଥିବା ଅଭିଯୁକ୍ତମାନେ ହେଲେ ସୁବ୍ରତ କୁମାର ବେହେରା, ରାକେଶ ପାଣିଗ୍ରାହୀ ଓରଫ ରାକା,…
ଅଧିକ ଖବର ଦେଖନ୍ତୁ...

କୁକୁଡ଼ା ଓ କୁକୁରଙ୍କୁ ବିଷ ଦେଇ ଘରକୁ ପଶିଲେ, ବନ୍ଧୁକ ମୁନରେ ଲୁଟିଲେ ୭ ଲକ୍ଷ ଟଙ୍କା, ସିସିଟିଭି ଭାଙ୍ଗି ବାହାରିଗଲେ

ମୁମ୍ବାଇ: ମୁମ୍ବାଇରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ମୁମ୍ବାଇର ଏକ ବୟସ୍କ ଦମ୍ପତିଙ୍କଠାରୁ ୫ ଜଣ ଅଜଣା ବ୍ୟକ୍ତି  ୭ ଲକ୍ଷ ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଦହାନୁର ପାଲଘରଠାରେ ଥିବା ଏହି ପାର୍ସି ଦମ୍ପତିଙ୍କଠାରୁ ଲୁଟ୍‌ କରିବା ସକାଶେ ସେମାନଙ୍କ ଘର ଜଗିଥିବା…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ବିମାନବନ୍ଦରରୁ ସିଧା ପୁରୀ ଗଲେ ମମତା

ଓଡି଼ଶାରେ ଦିଦି । ଭୁବନେଶ୍ୱରରେ ମମତା ବାନାର୍ଜୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିଛି ସମୟ ତଳେ ଭୁବନେଶ୍ୱରରେ ପହଁଚିଛନ୍ତି । ବିମାନ ବନ୍ଦରରୁ ସିଧାସଳଖ ସେ ପୁରୀ ଯାଇଛନ୍ତି । ପୁରୀରେ ମମତାଙ୍କ ମହାପ୍ରଭୁଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । କିଛି ସମୟ ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...