Daily Archives

February 25, 2020

ବିହାର ବିଧାନସଭାରେ ଏନଆରସି ବିରୋଧରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ, ଏପରି କରିବାରେ ପ୍ରଥମ ଏନ୍‌ଡିିଏ ଶାସିତ ରାଜ୍ୟ

ପାଟନା: ମଙ୍ଗଳବାର ବିହାର ବିଧାନସଭାରେ ଜାତୀୟ ନାଗରିକତା ପଞ୍ଜିକା (ଏନଆରସି ) ବିରୋଧରେ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି। ବିହାରରେ ଏନଆରସି ଲାଗୁ ହେବ ନାହିଁ ବୋଲି ଏହି ପ୍ରସ୍ତାବ ଜରିଆରେ ନିଷ୍ପତ୍ତି ହୋଇଛି। ଏଭଳି ପ୍ରସ୍ତାବ ଗ୍ରହଣ  କରିବାରେ ଏନ୍‌ଡିିଏ ଶାସିତ ରାଜ୍ୟଗୁଡ଼ିକ…
ଅଧିକ ଖବର ଦେଖନ୍ତୁ...

ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ହୋଇଥିଲା ବିବାହ; ସ୍ୱାମୀ ଅଟୋ ଚଳାଇ ପତ୍ନୀଙ୍କୁ କରିଛନ୍ତି ଡାକ୍ତର

ରାଜସ୍ଥାନ: ନିଜର ଇଚ୍ଛା ଓ ଆତ୍ମବିଶ୍ୱାସ ବଳରେ ଅନେକ ଅସମ୍ଭବ କାମ ସମ୍ଭବ ହୋଇଥିବାର ଅନେକ ଉଦାହରଣ ଆମେ ପୂର୍ବରୁ ଦେଖିଛେ। ଏମିତି ଆଉ ଏକ ଘଟଣା ରାଜସ୍ଥାନର ଚୋମୁରୁ ସାମ୍ନାକୁ ଆସିଛି। ଆଠବର୍ଷ ବୟସରେ ବିବାହ ହୋଇଯାଇଥିବା ରୁପା ଯାଦବ ପିଲାଟି ବେଳରୁ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ ଏବଂ…
ଅଧିକ ଖବର ଦେଖନ୍ତୁ...

ଚାଇଲଡ୍‌ ଲାଇନ୍‌ର ହସ୍ତକ୍ଷେପ ପରେ ଅଟକିଲା ବାଲ୍ୟ ବିବାହ, ଆଜି ରାତି ୮ଟାରେ ଥିଲା ବିବାହ

ନବରଙ୍ଗପୁର: ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡା ଗାଁରେ ଜଣେ ୧୫ ବର୍ଷୀୟା ନାବାଳିକାର ବିବାହ ଅଟକିଛି। ଆଜି ରାତି ୮ଟାରେ ବିବାହ ହୋଇଥାନ୍ତା। କିନ୍ତୁ ଏହା ପୂର୍ବରୁ ଖବର ପାଇ ଶିଶୁ ସୁରକ୍ଷା ବିଭାଗ ଓ ମହିଳା ଓ ଶିଶୁ ବିକାଶ ବିଭାଗର କର୍ମଚାରୀମାନେ ସଂଧ୍ୟା ସମୟରେ ପହଞ୍ଚି ନାବାଳିକାର ପରିବାର…
ଅଧିକ ଖବର ଦେଖନ୍ତୁ...

ସିଏଏ ହିଂସା ନେଇ ଦିଲ୍ଲୀରେ ପରିସ୍ଥିତି ସଂଗୀନ, ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ : ମୃତ୍ୟୁ ସଂଖ୍ୟା ୧୩ ଛୁଇଁଲା

ନୂଆଦିଲ୍ଲୀ : ସିଏଏ ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ କ୍ରମଶଃ ଭୟଙ୍କର ରୂପ ନେଉଛି। ବିଶେଷ କରି ଉତ୍ତର-ପୂର୍ବ ଦିଲ୍ଲୀରେ ଏହି ହିଂସା ଭୀଷଣ ଆକାର ଧାରଣ କରୁଛି । ଏହି ହିଂସାରେ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଛି । ଏହା ସହିତ ୧୩୫ରୁ ଅଧିକ ଲୋକ ଆହତ ହୋଇଥିବା ଜଣାଯାଇଛି । ଏହାକୁ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସଭା ରେସ୍ : ଓଡ଼ିଶାର ୪ରୁ ୩ ଆସନ ବିଜେଡି ଖାତାକୁ ଯିବା ନିଶ୍ଚିତ, ଚତୁର୍ଥ ଆସନ ପାଇଁ ଛକାପଞ୍ଝା

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ମାସରେ ଖାଲି ହେବାକୁ ଥିବା ୪ଟି ରାଜ୍ୟସଭା ଆସନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ଏଥିପାଇଁ ମାର୍ଚ୍ଚ ୬ ତାରିଖରୁ ୧୩ ତାରିଖ ଯାଏଁ ନାମାଙ୍କନ ଦାଖଲ ହେବ । ଆରମ୍ଭ ହୋଇଛି ରାଜ୍ୟସଭା ରେସ୍‌…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଧିକ ପରିଶ୍ରମ ଦ୍ବାରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ବୈଦେଶିକ ବ୍ୟାପାରରେ ଭଲ ଖବର ପାଇବେ। ଖର୍ଚ୍ଚ ବଢ଼ିବ। ବୃଷ: ଆପଣଙ୍କ ରଚନାତ୍ମକ କାର୍ଯ୍ୟ ସଫଳ ହେବ। ଭଲ ଚାକିରିର ସୁଯୋଗ ଆସିପାରେ। ବନ୍ଧୁଙ୍କ ସହ ଘନିଷ୍ଠତା ବଢ଼ିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ମିଥୁନ: ଉଚ୍ଚ…
ଅଧିକ ଖବର ଦେଖନ୍ତୁ...

ଅଧାରେ ରହିଗଲା ସହିଦ ରତନଲାଲ ପିଲା ଓ ସ୍ତ୍ରୀଙ୍କୁ ଦେଇଯାଇଥିବା ଏହି କଥା

ନୂଆଦିଲ୍ଲୀ : ଗତ ସୋମବାର ଉତ୍ତର-ପୂର୍ବ ଦିଲ୍ଲୀରେ ନାଗରିକତା ଆଇନ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ହୋଇଥିବା ଦଙ୍ଗାରେ ଏଯାବତ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ହିଂସାରେ ଦିଲ୍ଲୀ ପୁଲିସର ହେଡ କନେଷ୍ଟବଳ ରତନ ଲାଲ ସହିଦ ହୋଇଥିବା ବେଳେ ଡିସିପି ଅମିତ ଶର୍ମା ବି ଗୁରୁତର…
ଅଧିକ ଖବର ଦେଖନ୍ତୁ...

ବୁର୍ଲା ବଡ଼ ଡାକ୍ତରଖାନାରେ ସଂଦିଗ୍ଧ କରୋନା ସଂକ୍ରମିତ ରୋଗୀ

ସମ୍ବଲପୁର: କରୋନା ଭାଇରସ ସନ୍ଦେହରେ ଆଜି ଜଣେ ଯୁବକ ସୁନ୍ଦରଗଡ଼ ଜିଲ୍ଲାରୁ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ସେ ଏଠାରେ ସ୍ଥାପନ କରାଯାଇଥିବା କରୋନା ଭାଇରସ୍‌ ଓ୍ଵାର୍ଡରେ ୭ ଦିନ ଯାଏ ରହିବେ ବୋଲି ଭିମ୍‌ସାରର ଯକ୍ଷ୍ମା ଓ ଛାତିରୋଗ ଡାକ୍ତର…
ଅଧିକ ଖବର ଦେଖନ୍ତୁ...

ଆଉ ଜଣେ ଭାରତୀୟଙ୍କୁ ବ୍ରିଟେନରେ ଗୁରୁ ଦାୟିତ୍ୱ, ସେଲା ବ୍ରାଭରମନ ହେଲେ ଆଟର୍ଣ୍ଣି ଜେନେରାଲ

ଲଣ୍ଡନ : ଋଷି ସୁନକ ଓ ପ୍ରୀତି ପଟେଲଙ୍କ ପରେ ବ୍ରିଟିସ କ୍ୟାବିନେଟରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ସ୍ଥାନ ପାଇଛନ୍ତି । ସେ ହେଉଛନ୍ତି ସେଲା ବ୍ରାଭରମନ । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଙ୍କୁ ବ୍ରିଟେନର ଆଟର୍ଣ୍ଣି ଜେନେରାଲ ନିଯୁକ୍ତ କରିଛନ୍ତି । ସୋମବାରଦିନ ତାଙ୍କୁ ଲଣ୍ଡନର ରୟାଲ…
ଅଧିକ ଖବର ଦେଖନ୍ତୁ...

ଚାକିରି ଓ ଭାଇର ସ୍କୁଲ ଫି ଛାଡ଼ ଲୋଭ ଦେଖାଇ ଯୁବତୀଙ୍କୁ ଘରୋଇ ସ୍କୁଲର ଶିକ୍ଷକଙ୍କ ଦୁଷ୍କର୍ମ

ରାଉରକେଲା: ବନ୍ଧମୁଣ୍ଡା ଅନ୍ତର୍ଗତ ଶୀତଲନଗର ଅଞ୍ଚଳର ଜଣେ ଯୁବତୀ ସ୍ଥାନୀୟ ଏକ ହିନ୍ଦି ମାଧ୍ୟମ ସ୍କୁଲର ମାଲିକ ତଥା ଶିକ୍ଷକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ବନ୍ଧମୁଣ୍ଡା ସେକ୍ଟର-୧ସ୍ଥିତ ସ୍କୁଲରେ ସାନ ଭାଇର ୬ ମାସର ବକେୟା ଟ୍ୟୁସନ ଫି ଛାଡ଼ କରିବା ଏବଂ…
ଅଧିକ ଖବର ଦେଖନ୍ତୁ...