Daily Archives

February 26, 2020

କୋଟିଆରେ ଜିଲ୍ଲା ପ୍ରଶାସନ: ସାମଗ୍ରିକ ବିକାଶ ନେଇ ପ୍ରଶାସନର ପ୍ରତିଶ୍ରୁତି, ଭତ୍ତା ବଣ୍ଟନ ଓ ମାଗଣା ସ୍ବାସ୍ଥ୍ୟ…

କୋରାପୁଟ: କୋଟିଆବାସୀଙ୍କୁ ପ୍ରଭାବିତ କରି ନିଜ ସପକ୍ଷରେ ରଖିବାକୁ ପୁଣି ଥରେ ପ୍ରୟାସ କରିଛି ଜିଲ୍ଲା ପ୍ରଶାସନ। ଆଜି କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଟିଆଠାରେ ଜିଲ୍ଲାସ୍ତରୀୟ ଉନ୍ନୟନ ପ୍ରଦର୍ଶନୀ କରାଯାଇ ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ବୁଝାଯାଇଛି। ଏହା ସହିତ…
ଅଧିକ ଖବର ଦେଖନ୍ତୁ...

ନିଜର ଅଭାବ, ଦୁର୍ବଳତା ସହିତ ଆହୁରି ଏହି ସବୁ କଥା ଗୋପନ ରଖିବା ଉଚିତ

କ’ଣ ଆପଣ ବୁଦ୍ଧିମାନ ଓ ମୂର୍ଖ ବ୍ୟକ୍ତି ମଧ୍ୟରେ ଥିବା ଅନ୍ତର ବିଷୟରେ ଜାଣିଛନ୍ତି? ସାଧାରଣତଃ ବୁଦ୍ଧିମାନ ବ୍ୟକ୍ତି ତାଙ୍କର ବୁଦ୍ଧି ବଳରେ ପ୍ରତ୍ୟେକ କାର୍ଯ୍ୟ କରୁଥିବାବେଳେ ମୂର୍ଖ ବ୍ୟକ୍ତି କିନ୍ତୁ ନିଜର ବାହୁବଳ ସାହାଯ୍ୟରେ ପ୍ରତ୍ୟେକ କାର୍ଯ୍ୟକୁ ଜୋର ଜବରଦସ୍ତି ଓ ଶୀଘ୍ର କରିବାକୁ…
ଅଧିକ ଖବର ଦେଖନ୍ତୁ...

ଶୈଳଶ୍ରୀବିହାରର ସାହୁ କଲୋନୀରେ ବାପାକୁ ପିିଟି ପିଟି ମାରିଲା ପୁଅ

ଭୁବନେଶ୍ୱର : ବାପାକୁ ପିଟି ପିଟି ମାରିଲା ପୁଅ। ଏଭଳି ଏକ ହୃଦୟବିଦାକର ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର ଶୈଳଶ୍ରୀବିହାର ଅଞ୍ଚଳରେ। ପାରିପାରିକ କଳହରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ବାପାକୁ ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତ ପୁଅକୁ ଗିରଫ କରିଛି…
ଅଧିକ ଖବର ଦେଖନ୍ତୁ...

ଏହି ବିବାହ ଋତୁରେ ‌ଏମିତି ନିଅନ୍ତୁ ନିଜ ଶରୀରର ଯତ୍ନ

ଏବେ ବିବାହ ଋତୁ ଚାଲିଛି। ବିବାହ ପୂର୍ବରୁ ସୁନ୍ଦର ଦିଶିବା ପାଇଁ କିଏ ବା ନ ଚାହେଁ। ମାତ୍ର ବିଶେଷ କରି ଏହି ସମୟରେ କାର୍ଯ୍ୟବ୍ୟସ୍ତତା ଓ ଚିନ୍ତା ହେତୁ ମୁଖମଣ୍ଡଳ ସୁଖିଲିଆ ଦିଶିଥାଏ। ତେବେ, ଚାଲନ୍ତୁ ଜାଣିବା ଏପରି ଏକ ସମସ୍ୟାକୁ କିପରି ଚୁଟ୍‌କିରେ ଉଡ଼ାଇବା। : କାର୍ଯ୍ୟବ୍ୟସ୍ତତା ହେତୁ…
ଅଧିକ ଖବର ଦେଖନ୍ତୁ...

ସଲ୍‌ମାନ ଖାନ ହେଲେ ରିୟଲ୍‌ମି ସ୍ମାର୍ଟଫୋନ୍‌ର ବ୍ରାଣ୍ଡ୍‌ ଆମ୍ବାସଡର୍‌

ମୁମ୍ବାଇ: ବଲିଉଡ୍‌ ‌ଷ୍ଟାର୍‌ ସଲମାନ ଖାନଙ୍କୁ ନିଜର ବ୍ରାଣ୍ଡ୍‌ ଆମ୍ବାସଡର ଭାବେ ନିଯୁକ୍ତି ଦେଇଛି ସ୍ମାର୍ଟଫୋନ୍‌ ବ୍ରାଣ୍ଡ ରିୟଲ୍ ମି। ସଲମାନ ଆଗକୁ ରିୟଲ୍‌ମି୬ ଓ ରିୟଲ୍‌ମି ୬ ପ୍ରୋ ଫୋନ୍‌କୁ ସମର୍ଥନ କରିବେ ବୋଲି ସୂଚନା ରହିଛି। ସଲମାନଙ୍କୁ ନିଜର ବ୍ରାଣ୍ଡ୍‌ ଆମ୍ବାସଡର ଭାବେ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ସିଏଏ ହିଂସା: ମୃତ୍ୟୁ ସଂଖ୍ୟା ୨୭, କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ ଅରବିନ୍ଦ କେଜ୍ରିଓ୍ଵାଲ

ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବ୍ୟାପିଥିବା ହିଂସାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି। ବିଭିନ୍ନ ହସ୍ପିଟାଲରେ ୧୮୦ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ସୋମବାର ଠାରୁ ଆରମ୍ଭ ହୋଇଥିବା ଉପଦ୍ରବ ବୁଧବାର ମଧ୍ୟ ଜାରି…
ଅଧିକ ଖବର ଦେଖନ୍ତୁ...

୨ ଘଣ୍ଟା ମଧ୍ୟରେ ପୃଥକ ଭାବେ ୩ ଥର ଦୁଷ୍କର୍ମର ଶିକାର ହେଲେ ମହିଳା

ମୁମ୍ବାଇ: ନବି ମୁମ୍ବାଇରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ୧୯ ବର୍ଷୀୟା ମହିଳା ୩ ଜଣ ପୁରୁଷଙ୍କ ଦ୍ବ‌ାରା ପୃଥକ ଭାବେ ୨ ଘଣ୍ଟା ମଧ୍ୟରେ ତିନି ଥର ଦୁଷ୍କର୍ମର ଶିକାର ହୋଇଥିବା ଜାଣିବାକୁ ମିଳିଛି। ଫେବ୍ରୁଆରି ୧୯ ତାରିଖ ରାତିରେ ଏପରି ଘଟିଥିବା ଜାଣିବାକୁ ମିଳିଛି। ପୁଲିସ୍‌ ବୁଧବାର ଏ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ୯୦ଟି ବିଦ୍ୟାଳୟରେ କଳାପଟା ନାହିଁ, ବିଧାନସଭାରେ କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର:  ରାଜ୍ୟର ସରକାରୀ ସ୍କୁଲର ଦୟନୀୟ ଚିତ୍ର ସାମ୍ନାକୁ ଆସିଛି । କେଉଁଠି ସ୍କୁଲରେ ବିଜୁଳି ବ୍ୟବସ୍ଥା ନାହିଁ ତ ପୁଣି କେଉଁଠି କଳାପଟା ନାହିଁ । ଯାହା ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ପଦାରେ ପକାଇଛି । ରାଜ୍ୟରେ ଥିବା ସ୍କୁଲ ଗୁଡିକର ସ୍ଥିତି କେମିତି ରହିଛି ତାହାର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବଡ଼ ଭାଇ ଭଉଣୀଙ୍କ ସହଯୋଗ ପାଇବେ। ଚିନ୍ତାରୁ ମୁକ୍ତି ମିଳିବ। ଦମ୍ପତ୍ତିଙ୍କ ମଧ୍ୟରେ ବୁଝାମଣା ଠିକ୍‌ ରହିବ। ବୃଷ: ନିଷ୍ପତ୍ତି ନେବାରେ ଦ୍ବନ୍ଦ୍ବ ଉପୁଜିପାରେ। ଦୂରସ୍ଥାନକୁ ଯାତ୍ରା କରିବେ। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ମିଥୁନ: ରାଜନୈତିକ ବ୍ୟକ୍ତିଙ୍କ ଖ୍ୟାତି ବଢ଼ିବ।…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ହିଂସା: ରତନ ଲାଲଙ୍କୁ ସହିଦ୍‌ ବୋଲି ଘୋଷଣା କରିବା ସହ କ୍ଷତିପୂରଣ ଆକାରରେ ୧ କୋଟି ଓ ବିଧବା ପତ୍ନୀଙ୍କୁ…

ନୂଆଦିଲ୍ଲୀ: ଉତ୍ତରପୂର୍ବ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରୁଥିବା ବିରୋଧୀ ବିପକ୍ଷବାଦୀ ଓ ଏହାକୁ ସମର୍ଥନ କରୁଥିବା ସପକ୍ଷବାଦୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଦଙ୍ଗାରେ ଗୁଳିମାଡ଼ର ଶିକାର ହୋଇ ଗତ ସୋମବାର ଦିନ ପ୍ରାଣ ହରାଇଥିବା ଦିଲ୍ଲୀ ପୁଲିସ୍‌ର ହେଡ୍‌ କନେଷ୍ଟବଲ ରତନ…
ଅଧିକ ଖବର ଦେଖନ୍ତୁ...