Daily Archives

February 27, 2020

ଦିଲ୍ଲୀ ହିଂସା: ୬ ଜଣ ମୁସଲିମ୍ ପଡ଼ୋଶୀଙ୍କ ଜୀବନ ବଞ୍ଚାଇ ଏବେ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି ହିନ୍ଦୁ ଯୁବକ

ନୂଆଦିଲ୍ଲୀ: ଦିଲ୍ଲୀରେ ଆରମ୍ଭ ହୋଇଥିବା ହିଂସା ଏବେ ଥମିବ‌ାରେ ଲାଗିଛି। ପ୍ରଥମେ ଏହି ଲଢ଼େଇ ନାଗରିକତା ସଂଶୋଧନ ଆଇନର ବିରୋଧୀ ଏବଂ ସପକ୍ଷବାଦୀଙ୍କ ମଧ୍ୟରେ ଥିବା ବେଳେ ଏବେ ଏହା ସାମ୍ପ୍ରଦାୟିକ ମୋଡ଼ ନେଇଥିଲା ।  ଗତ ୪ଦିନ ମଧ୍ୟରେ ୩୪ଜଣଙ୍କର ଜୀବନ ଚାଲିଯାଇଥିବା ବେ‌ଳେ ଜଣେ ହିନ୍ଦୁ…
ଅଧିକ ଖବର ଦେଖନ୍ତୁ...

ଆଉ ୩ଟି ସ୍ୱର୍ଣ୍ଣ ପଦକ ସହ ଶୀର୍ଷରେ ପୁନେ ୟୁନିଭର୍ସିଟି

ଭୁବନେଶ୍ୱର : ଆଜି ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୦ରେ ମହେଶ ଦତ ଅସାୱାଲେ ଓ ପ୍ରାଜକ୍ତା ରବିନ୍ଦ୍ର ଖାଲ୍କର୍ଙ୍କ ମାଧ୍ୟମରେ ଭାରୋତଳନରେ ୨ଟି ଏବଂ ଜ୍ୟୋତିବା ବଜରଙ୍ଗ ଅଟ୍କାଲେଙ୍କ ମାଧ୍ୟମରେ କୁସ୍ତିରେ ଗୋଟିଏ ସ୍ୱର୍ଣ୍ଣ ପଦକ ଜିତି ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟି ପଦକ…
ଅଧିକ ଖବର ଦେଖନ୍ତୁ...

କଣ୍ଟାକ୍ଟ ଲେନ୍‌ସ ଲଗାଇବା ଦ୍ୱାରା ଏହି ସବୁ ଅସୁବିଧା ଦେଖାଯାଇଥାଏ

ଆଜିକାଲି ଲୋକମାନଙ୍କର ଦୃଷ୍ଟିଶକ୍ତି ଦୁର୍ବଳ ହେବାରେ ଲାଗିଛି । ଯାହାଦ୍ୱାରା ଲୋକମାନେ ମୋଟା ମୋଟା ଫ୍ରେମ୍‌ର ଚଷମା ପିନ୍ଧିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ବଜାରକୁ କଣ୍ଟାକ୍ଟ ଲେନ୍‌ସ ଆସିବା ପରେ ଏବେ ଲୋକମାନେ ଚଷମା ବଦଳରେ ଏହାକୁ ଲଗାଇବା ଆରମ୍ଭ କରିଛନ୍ତି । ଏହା ଦ୍ୱାରା ସେମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ହ୍ବାଟସ୍ଆପରେ ପତ୍ନୀଙ୍କୁ ଶୁଭ ସକାଳ ମେସେଜ ପଠାଇବାରୁ ଯୁବକଙ୍କୁ ହତ୍ୟା କଲା ସ୍ବାମୀ

ହଜାରିବାଗ୍: ହ୍ବାଟସଆପ୍ ବ୍ୟବହାର କରୁଥିବା ଲୋକେ ସକାଳୁ ସକାଳୁ ନିଜ ବନ୍ଧୁ ପରିଜନମାନଙ୍କୁ ଶୁଭ ସକାଳ ଲେଖି ମେସେଜ ପଠାଇଥାନ୍ତି, ଯାହା ଅତି ସାଧାରଣ। ଆଜି କାଲି ଏଭଳି ସମସ୍ତେ କରୁଥିବା ବେଳେ ଝାଡ଼ଖଣ୍ଡର ହଜାରିବାଗରେ ସାମାନ୍ୟ ଶୁଭ ସକାଳ ମେସେଜ ପାଇଁ ଜଣଙ୍କ ଜୀବନ ଚାଲିଯାଇଛି।…
ଅଧିକ ଖବର ଦେଖନ୍ତୁ...

ସାହାଯ୍ୟ ଆଳରେ ଦୁଷ୍କର୍ମ : ୨ ଘଣ୍ଟାରେ ୨ ଥର ଗଣଦୁଷ୍କର୍ମର ଶିକାର ହେଲେ ପୀଡ଼ିତା

ଥାଣେ: ଦୁଷ୍କର୍ମ ଭଳି ଅପରାଧ ଭାରତରେ ଏବେ ଅତି ସାଧାରଣ ପାଲଟି ସାରିଛି। ବିଭିନ୍ନ ଆଇନ ପ୍ରଣୟନ ହେଉଥିଲେ ମଧ୍ୟ ପ୍ରତିଦିନ ଦେଶର ପ୍ରତିକୋଣରେ କୌଣସି ନା କୌଣସି ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ଏବେ ଥାନେରେ ଜଣେ ୧୯ବର୍ଷୀୟା ପୀଡ଼ିତା ଗଣଦୁଷ୍କର୍ମର ଶିକାର ହୋଇଥିବା ଖବର ସାମ୍ନାକୁ…
ଅଧିକ ଖବର ଦେଖନ୍ତୁ...

ଧାରୁଆ ଅସ୍ତ୍ରରେ ଯୁବତୀଙ୍କ ଗଳାକାଟି ହତ୍ୟା, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କାକିରିଗୁମା ଥାନା ଅନ୍ତର୍ଗତ ଡମପଞ୍ଚଡା ଗାଁରେ ବୁଧବାର ସଂଧ୍ୟାରେ ରବିନା ଖୋସ୍ଲା ନାମ୍ନୀ ଜଣେ ଯୁବତୀଙ୍କୁ ଗଳାକାଟି ନିର୍ମମ ଭାବେ ହତ୍ୟା କରାଯାଇଛିା ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଲକ୍ଷ୍ମୀପୁର…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଦଙ୍ଗା : ତାହିର ହୁସେନକୁ ନିଲମ୍ବିତ କଲା ଆପ୍‌

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗାରେ ସଂପୃକ୍ତି ଥିବା ଅଭିଯୋଗରେ ତାହିର ହୁସେନ ନାଁରେ ମାମଲା ରୁଜ୍ଜୁ ହେବା ପରେ ତାଙ୍କୁ ଦଳରୁ ନିଲମ୍ବିତ କରିଛି ଆମ ଆଦମି ପାର୍ଟି (ଆପ) । ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଏହି ନିଲମ୍ବନ ବଳବତ୍ତର ରହିବ ବୋଲି ଦଳ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି । କିଛି ସମୟ…
ଅଧିକ ଖବର ଦେଖନ୍ତୁ...

ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ସାନ୍ତାଳୀ ଗୀତ ଗାଇଲେ ଆଇପିଏସ୍ ଅଧିକାରୀ ସାରା ଶର୍ମା, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ପୁଣି ଥରେ କଣ୍ଠଶିଳ୍ପୀ ଅବତାରରେ ସାମ୍ନାକୁ ଆସିଛନ୍ତି  ଆଇପିଏସ୍ ଅଧିକାରୀ ତଥା ଗଜପତି ଜିଲ୍ଲାର ପୁଲିସ ଏସପି ସାରା ଶର୍ମା। ଅନେକ ସମୟରେ ତାଙ୍କୁ ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରାଉଥିବାର ଦେଖାଯାଇଥାଏ। ଯାହା ପାଇଁ ସେ ଅନେକ ଥର ଚର୍ଚ୍ଚାକୁ ମଧ୍ୟ ଆସି ସାରିଛନ୍ତି। ଏବେ…
ଅଧିକ ଖବର ଦେଖନ୍ତୁ...

ଅଧାରେ ରହିଗଲା ସବୁ ସପନ: ବିବାହର ୧୧ଦିନ ପରେ ଦିଲ୍ଲୀ ହିଂସାର ଶିକାର ହୋଇ ଚାଲିଗଲା ନବବିବାହିତ ଯୁବକଙ୍କ ଜୀବନ

ନୂଆଦିଲ୍ଲୀ: ଗତ ୪ ଦିନ ହେଲାଣି ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ହିଂସା ଲାଗି ରହିଥିଲା । ଏହି ହିଂସାରେ ୩୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକଙ୍କ ସଂସାର ଉଜୁଡ଼ି ଯାଇଛି। କାହାର ପୁଅ ସବୁଦିନ ପାଇଁ ଆର ପାରିକୁ ଚାଲିଯାଇଛି ତ କାହା ମଥାରୁ ସିନ୍ଦୂର ଲିଭି ଯାଇଛି।…
ଅଧିକ ଖବର ଦେଖନ୍ତୁ...

ବୁର୍ଲା ଭିମସାର୍ କରୋନା ଓ୍ଵାର୍ଡରେ ଭର୍ତ୍ତି ହୋଇଥିବା କୋରିଆ ଫେରନ୍ତା ଯୁବକଙ୍କ ରକ୍ତ ନମୁନା ନେଗେଟିଭ୍‌ ଆସିଲା

ସମ୍ବଲପୁର: କରୋନା ଭାଇରସ ସନ୍ଦେହରେ ଗତକାଲି ଜଣେ ଯୁବକଙ୍କୁ ସମ୍ବଲପୁର ଜିଲ୍ଲାର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ହସ୍ପିଟାଲ୍ (ଭିମସାର)ରେ ସ୍ଥାପନ କରାଯାଇଥିବା କରୋନା ଭାଇରସ୍‌ ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ରକ୍ତ ଓ ସ୍ୱାବର ନମୁନା ନଗେଟିଭ୍‌…
ଅଧିକ ଖବର ଦେଖନ୍ତୁ...