Daily Archives

February 27, 2020

ଆପଣଙ୍କ ଅଞ୍ଚଳର ଧର୍ମାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ୨୩ କୋଟି ଟଙ୍କା 

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ଧର୍ମାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨୩ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି | ମନ୍ଦିର, ଗୀର୍ଜା, ମସଜିଦ ଓ ଗୁରୁଦ୍ୱାରର ଉନ୍ନତିକରଣ ପାଇଁ ଏହି ଅର୍ଥ ବ୍ୟୟ ହେବ | ପ୍ରତିଟି ଧର୍ମାନୁଷ୍ଠାନକୁ ୧ କୋଟି ଟଙ୍କା ଲେଖାଏଁ ଯୋଗାଇଦିଆଯିବ |…
ଅଧିକ ଖବର ଦେଖନ୍ତୁ...

ବୋଉ ପିନ୍ଧୁଥିବା ଶାଢ଼ୀ କେମିତି ତିଆରି ହୁଏ ଦେଖି ଆଶ୍ଚର୍ଯ୍ୟ ହୋଇଗଲା କାଇଁଚ

ଧୂଳିଖେଳ ସରିନଥିଲେ ବି କାଇଁଚକୁ ନୂଆ ନୂଆ ଅଙ୍ଗନୱାଡି ଯିବାକୁ ପଡୁଛି | ସକାଳୁ ଆସି ଦିଦି ଘରୁ ଡ଼ାକିନେଉଛନ୍ତି, ତା ବୟସର କିଛି ସହପାଠୀଙ୍କ ସହ ଗୀତ ସାଙ୍ଗକୁ ଅ ଆ ବି ଶିଖୁଛି | ଏହା ପରେ ମଧ୍ୟାହ୍ନ ଭୋଜନ ଖାଇ ଘରକୁ ଫେରୁଛି | ଆମେ କହୁଛୁ ସୋନପୁରର କାଇଁଚର କଥା | ବୟସ ୩ ପୁରି ୪ ଚାଲୁଛି…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ ସିଏଏ ଓ ଏନ୍‌ଆରସି ବିରୋଧୀ ଶୋଭାଯାତ୍ରା ଉପରେ କଟକଣା ଲଗାଇଲା ପୁଲିସ୍

ଭଦ୍ରକ: ଭଦ୍ରକ ମଦିନା ମୈଦାନଠାରେ ଦୀର୍ଘ ଏକ ମାସ ଧରି ସିଏଏ ଓ ଏନ୍‌ଆରସିକୁ ବରୋଧ କରି ସତ୍ୟାଗ୍ରହ ଚଳାଇ ଆସୁଥିବା ଆମେ ଭାରତବାସୀ ଓ ଅନ୍ୟ ସଂଗଠନ ପକ୍ଷରୁ ଆଜି ହେବାକୁ ଥିବା ପ୍ରତିବାଦ ଶୋଭାଯାତ୍ରାକୁ ପ୍ରଶାସନ ଅନୁମତି ଦେଇ ନାହିଁ। ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବାର ସୂଚନା ପାଇବା…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ହିଂସା ମୃତ୍ୟୁସଂଖ୍ୟା ୩୮କୁ ବୃଦ୍ଧି, ଆପ୍‌ ନେତା ତାହିର ହୁସେନ ବିରୁଦ୍ଧରେ ହତ୍ୟା ମାମଲା

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗାରେ ସଂପୃକ୍ତି ଥିବା ଅଭିଯୋଗରେ ଆମ ଆଦମି ପାର୍ଟି (ଆପ) କର୍ପୋରେଟର ତାହିର ହୁସେନଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଏଫଆଇଆର ରୁଜ୍ଜୁ କରିଛି । ଦିଲ୍ଲୀର ଦୟାଲପୁର ପୁଲିସ ଷ୍ଟେସନରେ ଏହି ମାମଲା ରୁଜ୍ଜୁ କରାଯାଇଛି । ଏହା ସହିତ ତାକୁ ଧରିବା ପାଇଁ ତଲାସି ଅଭିଯାନ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ପଞ୍ଚଭୂତରେ ଲୀନ ହୋଇ ବି ସୁଚିତ୍ରା ଅମର : ଜୁଇକୁ ଯିବା ପୂର୍ବରୁ ତାଙ୍କ କିଡନି ଲଗାଇ ନୂଆ ଜୀବନ ପାଇଲେ ଜଗନ୍ନାଥ ଓ…

ଭୁବନେଶ୍ବର: ଜୀବନ ଚାଲିଗଲା, ହେଲେ ଯିବା ପୂର୍ବରୁ ଆଉ ଦୁଇ ଜଣଙ୍କୁ ନୂଆ ଜୀବନ ଦେଇ ଯାଇଛନ୍ତି। ଅଙ୍ଗଦାନ କରି ସବୁ ଦିନ ପାଇଁ ଅମର ହୋଇଯାଇଛନ୍ତି ଭୁବନେଶ୍ୱରର ସୁଚିତ୍ରା ଦାଶ। ସୁଚିତ୍ରାଙ୍କ ଦୁଇଟି କିଡନି ଅନ୍ୟ ଦୁଇ ରୋଗୀଙ୍କ ଶରୀରରେ ସଫଳତାର ସହ ପ୍ରତିରୋପଣ ହୋଇଛି। ୫୪ବର୍ଷିୟ ଜଗନ୍ନାଥ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ମନୋବଳ ଦୃଢ଼ ରହିବ। କୌଣସି କାମରେ ବାଧା ଆସିବ ନାହିଁ। ଆର୍ଥିକ ସ୍ଥିତି ମଜଭୁତ ରହିବ। ପରିବାର ସହ ଉତ୍ତମ ବୁଝାମଣା ରହିବ। ବୃଷ: ନିଜ ଉପରେ ଭରସା ରଖନ୍ତୁ, ସଫଳ ହେବେ। ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଭଲ ଚୁକ୍ତି କରିବେ। ମିଥୁନ: ବ୍ୟବସାୟରେ…
ଅଧିକ ଖବର ଦେଖନ୍ତୁ...

ମାର୍ଚ୍ଚ-ଅପ୍ରେଲ-ମଇ ମାସରେ ଦେଶରେ ତାପମାତ୍ରା ସାଧାରଣ ଠାରୁ ଅଧିକ ରହିବ: ସତର୍କ କରାଇଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁ ଆରମ୍ଭ ହୋଇନାହିଁ। ପାଖାପାଖି ଆହୁରି ଦେଢ଼ ମାସ ସମୟ ବାକି ରହିଛି। ସେହିପରି ଶୀତ ବି ସଂପୂର୍ଣ୍ଣ ଛାଡ଼ି ନାହିଁ। ପାହାନ୍ତି ପହରକୁ ପଡ଼ୁଛି ଘନ କୁହୁଡ଼ି। ଜୋରରେ ପଙ୍ଖା ବୁଲୁଥିଲେ ଦରକାର ପଡ଼ୁଛି ଘୋଡ଼େଇ ହେବାକୁ। ବର୍ତ୍ତମାନର ସ୍ଥିତିକୁ ଦେଖି ଲୋକେ ଆକଳନ କରୁଛନ୍ତି…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ବୈଜ୍ଞାନିକଙ୍କ ନେତୃତ୍ୱରେ ଆବିଷ୍କାର ହେଲା ନୂଆ ପୃଥିବୀ ଭଳି ଗ୍ରହ

ନୂଆଦିଲ୍ଲୀ: ଭାରତୀୟ ବୈଜ୍ଞାନିକଙ୍କ ନେତୃତ୍ୱରେ ଏକ ମହାକାଶ ଅନୁସନ୍ଧାନକାରୀ ଦଳ ନୂଆ ଗ୍ରହକୁ ଠାବ କରିଛନ୍ତି | ଏହି ଗ୍ରହରେ ପୃଥିବୀ ଭଳି ଲୋକ କେବଳ ରହିପାରିବେ ନାହିଁ ବରଂ ଏହାର ଆକାର ପୃଥିବୀ ତୁଳନାରେ ଦୁଇଗୁଣ ବୋଲି ଜଣାପଡିଛି | କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ ଦଳ ଏହି…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ହିଂସାରେ ଗୁରୁତର ଆହତଙ୍କୁ କୌଣସି ପରିସ୍ଥିତରେ ରକ୍ତର ଅଭାବ ନପଡ଼ୁ, ସେଥିପାଇଁ ହସ୍‌ପିଟାଲ୍‌ରେ ୩୪ଜଣ ଯବାନ କଲେ…

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଏବଂ ସମର୍ଥକଙ୍କ ମଧ୍ୟରେ ଚାଲିଥିବା ହିଂସା ଯୋଗୁ ଉତ୍ତର-ପୂର୍ବ ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକ ଏଥିରେ ଗୁରୁତର ହୋଇଥିବା ଜଣାଯାଇଛି। ପ୍ରଶାସନ ପକ୍ଷରୁ ଗୁରୁତରଙ୍କୁ…
ଅଧିକ ଖବର ଦେଖନ୍ତୁ...

ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ଵାଲ ବିଶ୍ୱର ୨ୟ ସର୍ବକନିଷ୍ଠ ବିଲିୟନେର

ଭୁବନେଶ୍ୱର : ଓଡ଼ିଶା ଜନ୍ମିତ ଓୟୋ ରୁମ ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ଵାଲ ଭାରତର ସର୍ବକନିଷ୍ଠ ଓ ବିଶ୍ୱର ୨ୟ ସର୍ବକନିଷ୍ଠ ଡଲାର ବିଲିୟନେର ( ୧ ବିଲିୟନ ୧୦୦ କୋଟି) ଘୋଷିତ ହୋଇଛନ୍ତି । ହୁରୁନ ଗ୍ଲୋବାଲ ଧନୀ ତାଲିକାରେ ତାଙ୍କୁ ଏହି ମାନ୍ୟତା ପ୍ରଦାନ କରାଯାଇଛି । ତାଙ୍କ ଉପରେ କେବଳ କାଇଲ…
ଅଧିକ ଖବର ଦେଖନ୍ତୁ...