Daily Archives

February 28, 2020

ଦୀର୍ଘ ୭ ବର୍ଷ ପରେ ନିିଉଜିଲାଣ୍ଡରୁ ମିଳିଲା ଜର୍ମାନ ଚିଠିର ଉତ୍ତର

ବନ୍‌ : ପୂର୍ବରୁ ବି ଅନେକ ଥର ଏପରି ଘଟିଛି, ଚିଠି ଥିବା ବୋତଲ୍‌ ଅନେକ ସମୟରେ ସମୁଦ୍ରକୂଳରୁ ମିଳିଛି। ଏଥର ଘଟଣାଟି ଟିକେ ନିଆରା, ଜର୍ମାନର ଏକ ଚିଠିକୁ ନିଉଜିଲାଣ୍ଡରୁ ଉତ୍ତର ମିଳିଛି। ଅନେକ ଲୋକ ସମୁଦ୍ରକୂଳକୁ ଗଲେ ଏପରି କାମ କରିଥାନ୍ତିି। ମାତ୍ର ଭାଗ୍ୟର କଥା ହେଉଛି ଯେତେବେଳେ ଚିଠିଟି…
ଅଧିକ ଖବର ଦେଖନ୍ତୁ...

ଟିକ୍‌ଟକ୍‌ରେ କମାଲ୍‌ କରୁଛନ୍ତି ୮୧ ବର୍ଷିୟ ବୃଦ୍ଧ, ଭିଡିଓ ଦେଖି ହସି ହସି ବେଦମ ହେଉଛନ୍ତି ଲୋକେ

ଟେକ୍ସାସ୍‌: ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସର୍ଟ-ଭିଡିଓ ଆପ୍‌ ଟିକ୍‌ଟକ୍‌ କାହାକୁ ବା କିମିଆ କରିନାହିଁ! କେହି କହେି ନିଜର ଅଭିନୟ ତ ପୁଣି କେହି ନିଜର ନୃତ୍ୟ ଦକ୍ଷତା ଦେଖାଇବା ପାଇଁ ଏହି ଲୋକପ୍ରିୟ ଆପ୍‌ ବ୍ୟବହାର କରିଥାନ୍ତି। ହେଲେ ନିକଟରେ ୮୧ ବର୍ଷିଅ ଜଣେ ବୃଦ୍ଧ ଏକ ରୋଷେଇ ଓ ମଜାଳିଆ…
ଅଧିକ ଖବର ଦେଖନ୍ତୁ...

‘ଏକ୍‌ ଭିଲିୟାନ୍‌୨’ରେ ନଜର ଆସିପାରନ୍ତି ଦିଶା ପଟାନୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ମଲଙ୍ଗ’ର ସଫଳତା ମନାଇବାରେ ଏବେ ଭାରି ବ୍ୟସ୍ତ। ଏହି ଚଳଚ୍ଚିତ୍ରରେ ତାଙ୍କ ବିପକ୍ଷରେ ନାୟକ ଥିଲେ ଆଦିତ୍ୟ ରୟ କପୁର। ଅନୀଲ କପୁର ଓ କୁନାଲ କେମୁଙ୍କୁ ବି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। ଏହାଛଡ଼ା ବଲିଉଡ୍‌ର ଏହି…
ଅଧିକ ଖବର ଦେଖନ୍ତୁ...

ଯେବେ ମାଆ ନଜରରେ ରହନ୍ତି ଛୁଆ! ବାଘ ବି ଶିଖିଯାନ୍ତି ଶୃଙ୍ଖଳାବୋଧ, ଭାଇରାଲ୍‌ ହେଲା ଫଟୋ

ନୂଆଦିଲ୍ଲୀ: ପୂର୍ବରୁ ସୋସିଆଲ୍‌ ମିଡିଆରେ ଅନେକ କୌତୂକିଆ ଫଟୋ-ଭିଡିଓ ଦେଖିବାକୁ ମିଳିଛି। ନିକଟରେ ବାଘମାନଙ୍କର ଏକ ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ବେଶ୍‌ ଚର୍ଚ୍ଚା ପାଲଟିଛି। ଫଟୋଟିରେ ଦେଖିବାକୁ ମିଳିଛି ଯେ ଦଳେ ବାଘ ଏକ ନାଳରୁ ସାଙ୍ଗ ହୋଇ ପାଣି ପିଉଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ପୂଜାର୍ଚ୍ଚନା କରିବେ ଅମିତ ଶାହା, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର ପୂର୍ବାହ୍ନ ୧୦ଟା ୪୫ରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ ବୋଲି ଜଣାଯାଇଛି। ସେ ପ୍ରାୟ ଅଧ ଘଣ୍ଟା ମନ୍ଦିର ପରିସର ବୁଲିବେ। ଶାହାଙ୍କ ଗସ୍ତ ନେଇ ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ଟ୍ରଷ୍ଟ…
ଅଧିକ ଖବର ଦେଖନ୍ତୁ...

ଭାଇରାଲ୍‌ ହେଲା ଜୋମାଟୋ ଡେଲିଭରି ବୟଙ୍କ ହସ ଭିଡିଓ, ଚର୍ଚ୍ଚା କଲେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ

ନୂଆଦିଲ୍ଲୀ: ଜୋମାଟୋର ଡେଲିଭରି ବୟଙ୍କୁ ନେଇ ପୂର୍ବରୁ ‌ଅନେକ ଘଟଣା ଘଟିଛି। ନିକଟରେ ଜୋମାଟୋର ଜଣେ ‘ହାପି ରାଇଡର୍‌’ଙ୍କ ହସ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ହୋଇଛି। ଡେଲିଭରି ବୟଙ୍କ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ତାହାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ଅମିତ ଶାହା, କାଲି ସକାଳୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ

ପୁରୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଭୁବନେଶ୍ୱରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ରାତି ସାଢ଼େ ୯ଟାରେ ଶ୍ରୀକ୍ଷେତ୍ର ପୁରୀ ପହଞ୍ଚିଛନ୍ତି। ପୁରୀରେ ପହଞ୍ଚିବା ପରେ ସେ ସିଧାସଳଖ ହୋଟେଲକୁ ଯାଇଥିଲେ। ସେ ଆଜି ରାତି ଏଠାରେ ଥିବା ମେ ଫେୟାର ହୋଟେଲରେ ରାତ୍ରିଯାପନ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଜରୁରୀ କାମରେ ମାତା ପିତାଙ୍କ ସହଯୋଗ ପାଇବେ। ନୂଆ ଉତ୍ସରୁ ଆପଣଙ୍କୁ ଧନପ୍ରାପ୍ତି ହେବ। ଛାତ୍ରଙ୍କୁ ପରିଶ୍ରମର ଯଥେଷ୍ଟ ସଫଳତା ମିଳିବ। ବୃଷ: ଆପଣଙ୍କର ମନ ଆଧୢାତ୍ମିକ ବିଷୟରେ ଲାଗି ରହିବ। ପରିଶ୍ରମ ଜାରି ରଖନ୍ତୁ। ଅନ୍ୟମାନଙ୍କ ସହିତ ଜରୁରୀ କଥା ଆଲୋଚନା କରନ୍ତୁ ନାହିଁ।…
ଅଧିକ ଖବର ଦେଖନ୍ତୁ...

ପ୍ରେମ ସଂପର୍କ ଛିନ୍ନ କରିବା ପରେ ରାଗରେ ଆସି ନିଜ ସହ ଥିବା ଅନ୍ତରଂଗ ମୁହୂର୍ତ୍ତର ଫଟୋ ସେୟାର୍‌ କଲେ ପ୍ରେମିକ

ବିଶାଖାପାଟଣମ୍‌: ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତି ତାଙ୍କ ପ୍ରେମିକା ସହ ଥିବା ଅନ୍ତରଂଗ ମୁହୂର୍ତ୍ତର ଫଟୋକୁ ଭାଇରାଲ୍‌ କରିଥିବା ଅଭି‌ଯୋଗ ହୋଇଛି। ଏହି ଅଭିଯୋଗରେ ଆନ୍ଧ୍ର ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିଛି। ଯୁବତୀ ଜଣକ ତାଙ୍କ ପ୍ରେମିକଙ୍କ ସହ ସଂପର୍କରେ ରହିବାକୁ ଅରାଜି ହେବାରୁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ସରକାରଙ୍କ ପକ୍ଷରୁ ୫୬୩ କୋଟି ଟଙ୍କାର ୨ଟିି ନୂତନ ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତି ସୁଯୋଗର ଅଭିବୃଦ୍ଧି କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ଆଜି ରାଜ୍ୟ ସରକାର ୫୬୩ କୋଟି ଟଙ୍କାର ୨ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପ ପ୍ରସ୍ତାବକୁ ୯୦ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ନୀତିଗତ ଅନୁମୋଦନ ଦେଇଛନ୍ତି…
ଅଧିକ ଖବର ଦେଖନ୍ତୁ...