Monthly Archives

February 2020

ସ୍କୁଲରେ ଚାଷୀ ଆତ୍ମହତ୍ୟା ସଂପର୍କରେ କବିତା ଶୁଣାଉଥିବା ବେଳେ ଛାତ୍ରଙ୍କ ପିତା ଘରେ କଲେ ଆତ୍ମହତ୍ୟା

ମୁମ୍ବାଇ: ମହାରାଷ୍ଟ୍ରରେ ଫେବ୍ରୁଆରି ୨୭ରେ ମରାଠୀ ରାଜଭାଷା ଦିବସ ଥିଲା। ଏହି ଅବସରରେ ଅହମ୍ମଦନଗର ଜିଲ୍ଲାର ଭାରଜଓ୍ଵାଡ଼ି ଗ୍ରାମର ,କ ସ୍କୁଲରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ତୃତୀୟ ଶ୍ରେଣୀରେ ପାଠପଢ଼ୁଥିବା ଆଠବର୍ଷର ଛାତ୍ର ପ୍ରଶାନ୍ତ ସ୍ୱରଚିତ…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସର ଶିକାର ହେଲେ କି ଚୀନ୍ ସୁପରଷ୍ଟାର ଜାକି ଚାନ୍ ? ଜାଣନ୍ତୁ କ’ଣ କହିଲେ ଚାନ୍

ନୂଆଦିଲ୍ଲୀ: ଚୀନର ଉହାନ ସହରରୁ ନିଜର ପ୍ରକୋପ ଆରମ୍ଭ କରିଥିବା କରୋନା ଭାଇରସ ଏବେ ୨,୦୦୦ରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି। ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ବେ‌ଳେ ଏ ପର୍ଯ୍ୟନ୍ତ ଏହାର କୌଣସି ନିରାକରଣ ବାହାରି ପାରି ନାହିଁ। ତେବେ କିଛି ଦିନ ତଳେ ଚୀନର ସୁପରଷ୍ଟାର ଜାକି…
ଅଧିକ ଖବର ଦେଖନ୍ତୁ...

ଖେଲୋ ଇଣ୍ଡିଆ : ୧୦୦ ମିଟରରେ ଦୂତିଙ୍କୁ ସ୍ୱର୍ଣ୍ଣ ପଦକ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର ଓ କଟକରେ ଅନୁଷ୍ଠିତ ହେଉଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଶାର ଦୌଡ଼ରାଣୀ ଦୂତି ଚାନ୍ଦ ସ୍ୱର୍ଣ୍ଣ ଜିତିଛନ୍ତି । କିଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଂଶଗ୍ରହଣ କରିଥିବା ଦୂତି ୧୦୦ ମିଟର ବର୍ଗରେ ପ୍ରଥମ ହୋଇ ଏହି ସଫଳତା ହାସଲ କରିଛନ୍ତି । ସେ ମାତ୍ର…
ଅଧିକ ଖବର ଦେଖନ୍ତୁ...

ମିଥ୍ୟା ବିଲ୍‌ରେ ୫ ଲକ୍ଷ ଟଙ୍କା ଆତ୍ମସାତ ମାମଲା: ଭିଜିଲାନ୍‌ସ କୋର୍ଟରେ କନିଷ୍ଠଯନ୍ତ୍ରୀ ଓ ଠିକାଦାର ଦଣ୍ଡିତ

ଜୟପୁର: ମିଥ୍ୟା ବିଲ କରି ୫ ଲକ୍ଷ ଟଙ୍କା ଆତ୍ମସାତ କରିବା ଜଣେ କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କୁ ମହାଙ୍ଗା ପଡିଛି। କୋରାପୁଟ ଜିଲା ଜୟପୁରସ୍ଥିତ ଭିଜିଲାନ୍‌ସ କୋର୍ଟ ଶନିବାର ଏକ ମାମଲାର ଶୁଣାଣି କରି ତତ୍କାଳିନ କନିଷ୍ଠ ଯନ୍ତ୍ରୀ ଏବଂ ଠିକାଦାରଙ୍କୁ ଦଣ୍ଡିତ କରିଛନ୍ତି ସ୍ୱତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ନିଜର ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ବୁଧ ଓ ଗୁରୁବାର: ନୂଆ କାମ ଶିଖିବାକୁ ପାଇବେ। ଶୁକ୍ର ଓ ଶନିବାର: ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ। ରବି, ସୋମ ଓ ମଙ୍ଗଳବାର: ବୈବାହିକ ଜୀବନ ଖୁସିଭରା ରହିବ। ବୁଧ ଓ ଗୁରୁବାର: ଆର୍ଥିକ ସ୍ଥିତି ଭଲ ରହିବ। ଶୁକ୍ର ଓ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ହିଂସା : ସ୍ଥିତି ସ୍ୱାଭାବିକ ହେଉଛି, ରବିବାରଠାରୁ ସହାୟତା ରାଶି ବଣ୍ଟନ ଆରମ୍ଭ ହେବ : କେଜ୍ରିଓ୍ଵାଲ

ନୂଆଦିଲ୍ଲୀ : ଧୀରେ ଧୀରେ ସ୍ୱାଭାବିକ ହେଉଛି ଦିଲ୍ଲୀ ପରିସ୍ଥିତି । ଶନିବାର ଦିନ ଆଉ କୌଣସି ହିଂସା ହୋଇନାହିଁ । ଦିଲ୍ଲୀ ସରକାର ରବିବାରଠାରୁ ଦଙ୍ଗା କ୍ଷତିଗ୍ରସ୍ତଙ୍କୁ ସହାୟତା ବଣ୍ଟନ ଆରମ୍ଭ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ । ସେ କହିଛନ୍ତି ଯେ ଦଙ୍ଗା…
ଅଧିକ ଖବର ଦେଖନ୍ତୁ...

‘ମୋ ସରକାର’ରେ ସାମିଲ୍ ହେଲା ଆଉ ୫ଟି ବିଭାଗ

ଭୁବନେଶ୍ବର: ଆଜି  ‘ମୋ ସରକାର’ ଅଧିନକୁ ଆସିଛି ଆଉ ୫ଟି ବିଭାଗ। ଜଙ୍ଗଲ ଏବଂ ପରିବେଶ, ସୂଚନା ଓ ଲୋକସମ୍ପର୍କ, ପର୍ଯ୍ୟଟନ, କ୍ରୀଡା ଓ ଯୁବ ସେବା ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଆଜି ମୋ ସରକାରରେ ସାମିଲ ହୋଇଛି  । ଏହା ଦ୍ବାରା ଲୋକଙ୍କୁ ସମ୍ମାନର ସହ ସେବା ଯୋଗାଇ…
ଅଧିକ ଖବର ଦେଖନ୍ତୁ...

ମୁମୁର୍ଷୁ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ଯୁବକଙ୍କୁ ଜାତୀୟ ସଙ୍ଗୀତ ଗାଇବାକୁ ବାଧ୍ୟ କଲା ଦିଲ୍ଲୀ ପୁଲିସ, ପରେ…

ନୂଆଦିଲ୍ଲୀ: ଉତ୍ତରପୂର୍ବ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ଚାଲିଥିବା ହିଂସା ସମୟରେ କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଘୁରି ବୁଲୁଛି। ଯେଉଁଥିରେ କିଛି ପୁଲିସ କର୍ମଚାରୀ ଜଣେ ୨୩ବର୍ଷୀୟ ଯୁବକଙ୍କ ସମେତ ୫ଜଣଙ୍କୁ ଜାତୀୟ ସଙ୍ଗୀତ ଗାଇବାକୁ ବାଧ୍ୟ କରୁଥିବା ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

କାଲିଠୁ ଟ୍ରାଫିକ୍‌ ନିୟମ କଡ଼ାକଡ଼ି: ଜିଲ୍ଲାପାଳ-ଏସ୍‌ପିଙ୍କୁ ଚିଠି ଲେଖିଲେ ପରିବହନ କମିନସର

ଭୁବନେଶ୍ୱର: ରାତି ପାହିଲେ ନୂଆ ସଂଶୋଧିତ ମୋଟରଯାନ ଆଇନ ଅନୁସାରେ ଉଲ୍ଲଂଘନକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ  ଆରମ୍ଭ ହୋଇଯିବ । ଏହା ପୂର୍ବରୁ ରାଜ୍ୟ ପରିବହନ କମିସନର ରାଜ୍ୟର ସମସ୍ତ ଜିଲ୍ଲାପାଳ ଏସ୍‌ପି ଓ ଡିଏସ୍‌ପିମାନଙ୍କୁ ଚିଠି ଲେଖିଛନ୍ତି। ସରକାର ଦେଇଥିବା ୬ମାସ ଟ୍ରାଫିକ ନିୟମ…
ଅଧିକ ଖବର ଦେଖନ୍ତୁ...

ବାସନ ମାଜୁଥିବା ବେଳେ କୁରାଢ଼ୀ ଚୋଟ ମାରିଲା ପୁଅ, ମା’ଙ୍କ ମୃତ୍ୟୁ

କ.ନୂଆଗାଁ/ତୁମୁଡିବନ୍ଧ: ଘରେ ଅଇଁଠା ବାସନ ମାଜୁଥିବା ବେଳେ ପୁଅ ପଛପଟରୁ ଆସି ଅତର୍କିତ ଆକ୍ରମଣ କରିଛି। ପୁଅର କୁରାଢ଼ୀ ଚୋଟରେ ମା’ଙ୍କ ମୃତ୍ୟୁ ହୋଇଛି। କନ୍ଧମାଳ ଜିଲ୍ଲାର ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ଗୁଞ୍ଜିବାଡ଼ି ପଞ୍ଚାୟତ ପାଡେଲକିଆ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ମା’ ପ୍ରମା ପ୍ରଧାନ…
ଅଧିକ ଖବର ଦେଖନ୍ତୁ...