Daily Archives

March 1, 2020

ବୀରମହାରାଜପୁର ଉପଖଣ୍ଡରେ ବର୍ଷା ଯୋଗୁଁ କ୍ଷତିରେ ତରଭୁଜ ଚାଷୀ

ବୀରମହାରାଜପୁର/ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡରେ ଚଳିତ ବର୍ଷ ପ୍ରାୟ ୧୦୦ ହେକ୍ଟର ଜମିରେ ତରଭୁଜ ଚାଷ କରାଯାଇଛି। ହେଲେ ଅଦିନିଆ ବର୍ଷା ଯୋଗୁଁ ତରଭୁଜ ଗଛ ସବୁ ପଚିଝାଉଁଳି ଗଲାଣି। ତରଭୁଜ ସବୁ ଫାଟି କ୍ଷତି ହେବାରେ ଲାଗିଛି। ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଶାସନ ତରଫରୁ…
ଅଧିକ ଖବର ଦେଖନ୍ତୁ...

ଫେବ୍ରୁଆରିରେ ୧ ଲକ୍ଷ ୫ ହଜାର କୋଟିର ଜିଏସଟି ରାଜସ୍ୱ ସଂଗ୍ରହ, ଓଡ଼ିଶାରୁ ୨୭୯୦ କୋଟି ଆଦାୟ

ନୂଆଦିଲ୍ଲୀ : ନିକଟରେ ସମାପ୍ତ ଫେବ୍ରୁଆରି ମାସରେ ଦେଶର ଜିଏସଟି ରାଜସ୍ୱ ୧ ଲକ୍ଷ ୫ ହଜାର ୩୬୬ କୋଟି ଟଙ୍କାରେ ପହଞ୍ଚିଛି । ଏହା ଫେବ୍ରୁଆରି ୨୦୧୯ ତୁଳନାରେ ୮ ପ୍ରତିଶତ ଅଧିକ । କିନ୍ତୁ ଜାନୁଆରି ୨୦୨୦ ତୁଳନାରେ ୫ ପ୍ରତିଶତ କମ । କେନ୍ଦ୍ର ଅର୍ଥମନ୍ତ୍ରାଳୟର ତଥ୍ୟ ଅନୁସାରେ ଡିସେମ୍ବର…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ଶରୀରରେ ଏହି ସବୁ ପରିବର୍ତ୍ତନ ଦେଖା ଦେଉଛି କି? ହୋଇପାରେ ରକ୍ତ କର୍କଟର ଲକ୍ଷଣ

ଠିକ୍‌ ସମୟରେ ନ ଖାଇବା ଏବଂ କାର୍ଯ୍ୟବ୍ୟସ୍ତତା ହେତୁ ଲୋକମାନେ ଅନେକ ରୋଗର ଶିକାର ହୋଇଥାନ୍ତି। ଏହା ମଧ୍ୟରୁ ଗୋଟେ ହେଉଛି ରକ୍ତ କର୍କଟ ବା ଲିକ୍ୟୁମିୟା । ଆଜିକାଲି ଦେଶରେ ରକ୍ତ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ପ୍ରତିବର୍ଷ ଅନେକ ଲୋକ ଏହି ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ…
ଅଧିକ ଖବର ଦେଖନ୍ତୁ...

ପରକୀୟା ସଂପର୍କ ବିଷୟରେ ପଚାରିବାରୁ ରାଗରେ ସ୍ତ୍ରୀକୁ ଗୁଳି କଲା ସ୍ବାମୀ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରେ ଥିବା ପାରମଲ ଗ୍ରାମରେ ରହୁଥିବା ଜଣେ ବ୍ୟକ୍ତି ରାଗରେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି। କିନ୍ତୁ ଗିରଫ ହେବା ଡ଼ରରେ ପୁଲିସକୁ ଅଭିଯୁକ୍ତ ମିଛ କାହାଣୀ କହିବାକୁୁ ଚେଷ୍ଟା କରିଥିବା ସାମ୍ନାକୁ ଆସିଛି। ନିଜ ପତ୍ନୀକୁ ହତ୍ୟା କରିବା ପରେ ନେତ୍ରପାଲ ସିଂହ…
ଅଧିକ ଖବର ଦେଖନ୍ତୁ...

ଇନଷ୍ଟାଗ୍ରାମରେ ୩କୋଟି ଛୁଇଁଲା ଦବଙ୍ଗ ଖାନଙ୍କ ଫଲୋୱର୍ସ ସଂଖ୍ୟା

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ଅନେକ ସମୟରେ ନିଜ ଫିଲ୍ମ ସହ ନିଜ ବିବାହକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏବେ ସେ ନିଜର ସୋସିଆଲ ମିଡିଆ ସାଇଟ୍ ଇନଷ୍ଟାଗ୍ରାମକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସେମିତିରେ ତାଙ୍କ ଲୋକପ୍ରିୟତା କ‌େତେ ତାହା ସମସ୍ତଙ୍କୁ ଜଣାଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

୨୦୧୭-୧୯ମଧ୍ୟରେ ଚଳନ୍ତା ଟ୍ରେନରେ ୨୯ଟି ଏବଂ ରେଳବାଇ ପରିସରରେ ୧୩୬ଟି ଦୁଷ୍କର୍ମ ହୋଇଛି: ଆରଟିଆଇ ତଥ୍ୟ

ନୂଆଦିଲ୍ଲୀ:  ୨୦୧୭ ରୁ ୨୦୧୯ ମଧ୍ୟରେ ରେଳବାଇ ପରିସର ଏବଂ ଚଳନ୍ତା ଟ୍ରେନରେ ୧୬୦ ରୁ ଅଧିକ ଦୁଷ୍କର୍ମ ହୋଇଥିବା ନେଇ ସୂଚନା ଅଧିକାର ଆଇନ(ଆରଟିଆଇ) ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୭ରେ ୫୧ଟି, ୨୦୧୮ରେ ୭୦ଟି ଏବଂ ୨୦୧୯ରେ ୪୪ଟି ଦୁଷ୍କର୍ମ ରେଳବାଇ…
ଅଧିକ ଖବର ଦେଖନ୍ତୁ...

ବର ମଙ୍ଗଳସୂତ୍ର ପିନ୍ଧାଇବା ପୂର୍ବରୁ ପୂର୍ବ ପ୍ରେମିକକୁ ମଣ୍ଡପରେ ଦେଖି ବିବାହ କରିବାକୁ ମନା କରିଦେଲା କନ୍ୟା

ୱାନାପାର୍ଟି(ତେଲେଙ୍ଗାନା): ତେଲେଙ୍ଗାନାର ୱାନାପାର୍ଟିି ଜିଲ୍ଲାରେ ଏକ ବିବାହ ଅଧାରୁ ଭାଙ୍ଗି ଯାଇଛି। ବର ମଙ୍ଗଳସୂତ୍ର ପିନ୍ଧାଇବାକୁ ଯାଉଥିବା ବେଳେ କନ୍ୟା କିଛି ଏଭଳି ଦେଖିଥିଲା, ଯାହା ପରେ ସେ ତୁରନ୍ତ ବେଦିରୁ ଉଠିଯିବା ସହ ବିବାହ କରିବାକୁ ମନା କରି ଦେଇଥିଲା। ନିଜର ପୁରୁଣା ପ୍ରେମକୁ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୌଣସି ନାଗରିକତା ପ୍ରମାଣପତ୍ରର ଆବଶ୍ୟକତା ନାହିଁ: ପିଏମଓ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ୍ମରୁ ଭାରତର ନାଗରିକ ଏବଂ ତାଙ୍କର ନାଗରିକତା ପ୍ରମାଣପତ୍ର ଦେବାର ପ୍ରଶ୍ନ ଉଠୁନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଗରିକ ପ୍ରମାଣପତ୍ର ବିଷୟରେ ପଚାରି ସୂଚନା ଅଧିକାର…
ଅଧିକ ଖବର ଦେଖନ୍ତୁ...

ଆମେରିକାରେ ପ୍ରଥମ କରୋନା ରୋଗୀଙ୍କ ମୃତ୍ୟୁ, ୬୦ଆକ୍ରାନ୍ତ

ନୂଆଦିଲ୍ଲୀ: ଗତକାଲି ଆମେରିକାରେ କରୋନାଭାଇରସର ଶିକାର ହୋଇ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଆମେରିକାରେ କରୋନା ସଂକ୍ରମଣଜନିତ ଏହା ପ୍ରଥମ ମୃତ୍ୟୁ ହୋଇଥିବା ବେଳେ ୫୦ବର୍ଷର ଏହି ବ୍ୟକ୍ତି ଏକ କେୟାର ହାଉସରେ ମୃତ୍ୟୁ ବରଣ କରିଥିବା ସାମ୍ନାକୁ ଆସିଛି। ବର୍ତ୍ତମାନ ୬୦ଜଣ ବାସିନ୍ଦା…
ଅଧିକ ଖବର ଦେଖନ୍ତୁ...

ଉତ୍ତର କୋରିଆରେ କରୋନା ଭାଇରସ ରୋଗୀକୁ ଚିକିତ୍ସା ପରିବର୍ତ୍ତେ ଗୁଳି ମାରିଦିଆଯାଉଛି

ସିଓଲ : ସାରା ଦୁନିଆକୁ କବଳିତ କରିଚାଲିଛି କରୋନା ଭାଇରସ । ଚୀନରେ ଏହି ଭାଇରସ ସଂକ୍ରମଣରେ ଏବେ ସୁଦ୍ଧା ୨୭୮୦ ଲୋକ ପ୍ରାଣ ହରାଇଛନ୍ତି । ଦକ୍ଷିଣ କୋରିଆରେ ମଧ୍ୟ ଏହି ଭାଇରସ ସଂକ୍ରମଣରେ ପ୍ରାୟ ୨୦ ଜଣ ପ୍ରାଣ ହରାଇସାରିଲେଣି । ଏବେ ଉତ୍ତର କୋରିଆକୁ ମଧ୍ୟ ଡେଇଁଛି କରୋନା । ଉତ୍ତର କୋରିଆ ଜଣେ…
ଅଧିକ ଖବର ଦେଖନ୍ତୁ...