Daily Archives

March 1, 2020

୧୨ ଫୁଟ୍ ଦବି ଯାଇଛି କୋଣାର୍କ ଜଗମୋହନରେ ଥିବା ୧୧୭ ବର୍ଷ ତଳର ବାଲି, ବାଲି କାଢ଼ି ସ୍ଥାପତ୍ୟର ସୁରକ୍ଷା ଦେବାକୁ ଯୋଜନା…

ଭୁବନେଶ୍ୱର/କୋଣାର୍କ: ସାରା ବିଶ୍ୱକୁ ଐତିହ୍ୟ ଓ ସ୍ଥାପତ୍ୟ କୀର୍ତିରାଜିର ଝଲକ ଦେଖାଇ ଆସୁଥିବା ଏହି ୮୦୦ ବର୍ଷ ପୁରୁଣା କୋଣାର୍କ ସୂର୍ଯ୍ୟ ମନ୍ଦିରର ସ୍ଥାୟିତ୍ୱ ଉପରେ ବିପଦର ବାଦଲ ଛାଇ ରହିଛି । ୧୧୭ ବର୍ଷ ତଳୁ ବାଲିର ଆଧାର ଉପରେ ଛିଡ଼ା ହୋଇଛି ଏହି ମନ୍ଦିରର ଜଗମୋହନ । ଆଉ ଏହି ବାଲି ଏବେ…
ଅଧିକ ଖବର ଦେଖନ୍ତୁ...

ତରଭୁଜ ଖାଇ ଖାଉଟି ପାଏ ଆନନ୍ଦ, ଚାଷୀ ପାଉଛି କଷ୍ଟ

ମାଲକାନଗିରି: ସାରା ରାଜ୍ୟରେ ଏବେ ପାରଦ ୩୦ ଡେଇଁ ଥିବାବେଳେ ମାଲକାନଗିରି ଜିଲ୍ଲାରେ ଏବେ ତାପମାତ୍ରା ୪୦ ପାଖେଇଛି । ଆଉ ପ୍ରଚଣ୍ଡ ରୌଦ୍ରତାପରୁ ଟିକିଏ ନିସ୍ତାର ପାଇବା ଲାଗି ତରଭୁଜ ଏବେ ଭରସା ପାଲଟିଛି । ଜିଲ୍ଲାର କାଲିମେଳା ଠାରୁ ଆରମ୍ଭ କରି ବାଲିମେଳା ଯାଏଁ ଜାତୀୟ ରାଜପଥ ଓ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ମାନବିକତା ଦେଖାଇଲେ ନବରଙ୍ଗପୁର ସାଂସଦ, ବାଇକ୍‌ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ଉଦ୍ଧାର କରି ପଠାଇଲେ ଡାକ୍ତରଖାନା

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଚାଟିଗୁଡ଼ା ଛକ ନିକଟରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଉକ୍ତ ବାଇକ୍‌ରେ ବସିଥିବା ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ଉକ୍ତ ରାସ୍ତା ଦେଇ ଯାଉଥିବା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମାନବିକତା ଦେଖାଇ…
ଅଧିକ ଖବର ଦେଖନ୍ତୁ...

ନେତାଙ୍କ ଅନନ୍ତ ଶୟନ, ପାଦ ମାଲିସ କଲେ କର୍ମୀ

ପାଟନା: କର୍ମୀଙ୍କ ଦ୍ୱାରା ଗୋଡ଼ ମାଲିସ କରାଇଲେ ନେତା | ଗଣତନ୍ତ୍ରରେ ସମସ୍ତଙ୍କର ସମାନ ଅଧିକାର ଥିବାବେଳେ ବିହାରର ପାଟନାରେ କିନ୍ତୁ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି | ଏଠାରେ ଜଣେ ବିଧାୟକ ଶୋଇଥିବାବେଳେ କର୍ମୀ ତାଙ୍କର ଗୋଡ଼ ମାଲିସ କରୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରଲ…
ଅଧିକ ଖବର ଦେଖନ୍ତୁ...

ସୁନାପୁର ବେଳାଭୂମିରୁ ବିଶାଳ ମୃତ ସାର୍କ ଉଦ୍ଧାର

ଚିକିଟି: ଗଞ୍ଜାମ ଜିଲ୍ଲା ସୁନାପୁର ବେଳାଭୂମିରେ ଆଜି ଅପରାହ୍ନରେ ଏକ ବିଶାଳକାୟ ମୃତ ସାର୍କ ଉଦ୍ଧାର ହୋଇଛି। ଉକ୍ତ ସାର୍କଟି ମୁମୂର୍ଷୁ ଅବସ୍ଥାରେ ରହିଥିଲା। ସ୍ଥାନୀୟ ମତ୍ସଜୀବୀମାନେ ତାହାକୁ କାତ ସାହାଯ୍ୟରେ ଠେଲି ଠେଲି ଗଭୀର ସମୁଦ୍ରରେ ଛାଡ଼ିଥିଲେ। ପୁଣି ରାତିରେ ଉକ୍ତ ହେ୍ଵଲ ସାର୍କଟି…
ଅଧିକ ଖବର ଦେଖନ୍ତୁ...

‘ଗ୍ରନ୍ଥ ମନ୍ଦିର’ର ପ୍ରତିଷ୍ଠାତା ଅଭିରାମ ମହାପାତ୍ରଙ୍କ ପରଲୋକ

କଟକ: ଓଡ଼ିଶାର ଜଣାଶୁଣା ପୁସ୍ତକ ପ୍ରକାଶନ ସଂସ୍ଥା ‘ଗ୍ରନ୍ଥମନ୍ଦିର’ର ପ୍ରତିଷ୍ଠାତା ଅଭିରାମ ମହାପାତ୍ରଙ୍କ ଆଜି ଅପରାହ୍ନ ୧ଟା ୨୦ରେ ୮୭ ବର୍ଷ ବୟସରେ ପୂର୍ବାହ୍ନରେ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟ ଜନିତ କରଣରୁ ସେ କିଛି ଦିନ  ଧରି ଅସୁସ୍ଥ ଥିଲେ ବୋଲି ସ୍ୱର୍ଗତ ଅଭିରାମ ମହାପାତ୍ରଙ୍କ…
ଅଧିକ ଖବର ଦେଖନ୍ତୁ...

ଆମେରିକାରେ ଭାରତୀୟଙ୍କ ଗହଳିକୁ ପ୍ରଶଂସା କଲେ ଟ୍ରମ୍ପ

କାଲିଫର୍ଣ୍ଣିଆ: କିଛି ଦିନ ତଳେ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ତାଙ୍କ ପ୍ରତି ଭାରତୀୟଙ୍କ ଭଲ ପାଇବା ଦେଖି ଅତି ଖୁସି ହୋଇଯାଇଛନ୍ତି | ଆମେରିକାରେ ଶନିବାର ଦିନ ଆୟୋଜିତ ହୋଇଥିବା ଏକ ରାଲିରେ ଟ୍ରମ୍ପ ତାଙ୍କ ପ୍ରତି ଭାରତୀୟଙ୍କ ଭଲପାଇବାକୁ ଢେର ପ୍ରଶଂସା କରିଛନ୍ତି | ଟ୍ରମ୍ପ…
ଅଧିକ ଖବର ଦେଖନ୍ତୁ...

ଗଛ ପଡ଼ିବାରୁ ୨ ଯୁବକଙ୍କ ମୃତ୍ୟୁ

କଲ୍ୟାଣସିଂପୁର (ରାୟଗଡ଼ା): ଗଛ କାଟୁଥିବା ବେଳେ ଏହା ନିଜ ଉପରେ ଚାପି ହୋଇଯିବାରୁ ରବିବାର ଅପରାହ୍ନରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲ୍ଲାର କାଶୀପୁର ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ଗୋଡ଼ିବାଲି ପଂଚାୟତ ଅନ୍ତର୍ଗତ ଚିରିକୁଲି ଗାଁର ଲଛମନ ମାଝୀ ଓ…
ଅଧିକ ଖବର ଦେଖନ୍ତୁ...

କମିଲା ଅଣ-ସବସିଡି ଏଲପିଜି ସିଲିଣ୍ଡର ଦର, ଓଡ଼ିଶାରେ ଦର କେତେ ହେଲା ଜାଣନ୍ତୁ

ନୂଆଦିଲ୍ଲୀ : ଆଜି ଅଣ-ସବସିଡି ରନ୍ଧନ ଗ୍ୟାସ (ଏଲପିଜି) ସିଲିଣ୍ଡର ମୂଲ୍ୟ ୫୩ ଟଙ୍କାରୁ ୫୭ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ଦର ହ୍ରାସ ଫଳରେ ଏହି ଦର କମିଥିବା କୁହାଯାଉଛି । ଏହି ନୂଆ ଦର ରବିବାରଠାରୁ ଲାଗୁହୋଇଛି । ଏହି ହ୍ରାସ ପରେ ଭୁବନେଶ୍ୱରରେ ୧୪.୨ କିଲୋଗ୍ରାମ…
ଅଧିକ ଖବର ଦେଖନ୍ତୁ...

ବିଜେପି ସରକାର କରନ୍ତୁ, ସୁନାର ବଙ୍ଗଳା କରିଦେବୁ: ଶାହା

କୋଲକାତା: ନାଗରିକତା ସଂଶୋଧନ ଆଇନ ପାରିତ ହେବା ପରେ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ପ୍ରଥମ ଥର କୋଲକାତା ଗସ୍ତରେ ଯାଇଛନ୍ତି | କୋଲକାତାର ସହିଦ ମିନାରଠାରେ ସିଏଏ ସମର୍ଥନ ରାଲିରେ ଆଜି ସମ୍ବୋଧନ ଦେଇ ଶାହା କହିଛନ୍ତି ଯେ ମମତା ଦିଦିଙ୍କ ସରକାର ପଶ୍ଚିମବଙ୍ଗର ବିକାଶ ପାଇଁ ମୋଦି…
ଅଧିକ ଖବର ଦେଖନ୍ତୁ...