Daily Archives

March 2, 2020

ସାମ୍ପ୍ରଦାୟିକ ସଦଭାବନାର ଭିନ୍ନ ଉଦାହରଣ: ନିଜ ପଗଡ଼ି ପିନ୍ଧାଇ ୭୦ଜଣ ମୁସଲମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଥିଲେ ଶିଖ୍…

ନୂଆଦିଲ୍ଲୀ: ଫେବ୍ରୁଆରି ୨୩ରେ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା। ଏହି ହିଂସାରେ  ୩ଦିନ ମଧ୍ୟରେ ପ୍ରାୟ ୪୨ଜଣ ପ୍ରାଣ ହରାଇଥିଲେ। ତେବେ ସିଏଏକୁ ନେଇ ଆରମ୍ଭ ହୋଇଥିବା ହିଂସା ଧିରେ ଧିରେ ଧାର୍ମିକ କଳହରେ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଓ ବେଙ୍ଗାଲୁରୁରେ କରୋନା ରୋଗୀ ଚିହ୍ନଟ ହେବା ପରେ ୨୪ ଘଣ୍ଟିଆ ହେଲ୍ପଲାଇନ୍ ନମ୍ବର ଜାରି କଲା ସ୍ବାସ୍ଥ୍ୟ…

ନୂଆଦିଲ୍ଲୀ: ଚୀନରୁ ସୃଷ୍ଟି ହୋଇଥିବା ଭୟଙ୍କର ଭାଇରସ୍‌ କରୋନା ତା’ର ବଂଶ ବିସ୍ତାର କରିବାରେ ଲାଗିଛି। ନାନା ପ୍ରକାରର ପଦକ୍ଷେପ ପରେ ବି ଥମିବାର ନା ଧରୁନି ଏହି ଭୟଙ୍କର ଭାଇରସ୍‌। ଆଜି ଭାରତରୁ ପୁଣି ୨ ଜଣଙ୍କ ଭିତରେ ଏହି ଭାଇରସ୍‌ ଚିହ୍ନଟ ହୋଇଥିଲା। ଜଣେ ନୂଆଦିଲ୍ଲୀର ବାସିନ୍ଦା…
ଅଧିକ ଖବର ଦେଖନ୍ତୁ...

ଉଡ଼ିବାର ସବୁ ଆଶା ହରାଇ ବସିଥିବା ଶୁଆକୁ କୃତ୍ରିମ ଡ଼େଣା ଦେଇ ଚର୍ଚ୍ଚାରେ ଅଷ୍ଟ୍ରେଲୀୟ ପ୍ରାଣୀ ଚିକିତ୍ସକ

ନୂଆଦିଲ୍ଲୀ: ଉଡ଼ିବାର ସବୁ ଆଶା ହରାଇ ବସିଥିବା ଏକ ଶୁଆକୁ ପୁଣି ଥରେ ଉଡ଼ିବାରେ ସାହାଯ୍ୟ କରିଛନ୍ତି ଜଣେ ଅଷ୍ଟ୍ରେଲୀୟ ପ୍ରାଣୀ ଚିକିତ୍ସକ। ମଣିଷ ପାଇଁ କ‌ୌଣସି ସ୍ଥାନକୁ ଯିବା ପାଇଁ  ହାତ-ଗୋଡ଼ର ଆବଶ୍ୟକତା ରହୁଥିବା ବେଳେ ଗୋଟେ ପକ୍ଷୀ ପାଇଁ ତା’ର ଡ଼େଣା ସବୁକିଛି ହୋଇଥାଏ। ଗୋଟିଏ ଶୁଆର…
ଅଧିକ ଖବର ଦେଖନ୍ତୁ...

ବରଯାତ୍ରୀରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ନାଚୁଥିବାରୁ ଦେଖିବା ପରେ ମଣ୍ଡପ ପଛପଟକୁ ଟାଣି ନେଇ ଦୁଷ୍କର୍ମ କଲା ଅଭିଯୁକ୍ତ

ହମୀରପୁର: ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବାରେ ଦେଶର ଆଇନ ବିଫଳ ହେଉଥିବାରୁ ଦିନକୁ ଦିନ ଦୁଷ୍କର୍ମ ଭଳି ଅପରାଧ ବଢ଼ି ବଢ଼ି ଚାଲିଛି। ଅଭିଯୁକ୍ତମାନେ ଆଇନକୁ ନ ଡ଼ରି ଅପରାଧ କରିବାରେ ଲାଗିଛନ୍ତି। ଉତ୍ତରପ୍ରଦେଶର ହମୀରପୁରରେ ଜଣେ ଅଭିଯୁକ୍ତ ପୁଲିସ ଷ୍ଟେସନ ପାଖରେ ହିଁ ଦୁଷ୍କର୍ମ ଭଳି ଅପରାଧ…
ଅଧିକ ଖବର ଦେଖନ୍ତୁ...

ଏକା ସାଙ୍ଗରେ ଦୁଇଟି ଗୁରୁତ୍ବପୂର୍ଣ୍ଣ କାମ କରି ପ୍ରେରଣା ପାଲଟିଲେ ମହିଳା କନଷ୍ଟେବଳ

ନୋଏଡା: ସୋମବାର ଦିନ ନୋଏଡାଠାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେଇଥିବା ଏକ କାର୍ଯ୍ୟକ୍ରମରେ ଶହ ଶହ ପୁଲିସ କର୍ମଚାରୀ ସୁରକ୍ଷା ଦାୟିତ୍ବରେ ରହିଥିଲେ। ହେଲେ ଶିଶୁପୁତ୍ରକୁ କୋଳରେ ଧରିଥିବା ଜଣେ ମହିଳା କନଷ୍ଟେବଳଙ୍କ ଉପରେ ରହିଥିଲା ସମସ୍ତଙ୍କ ନଜର। କାର୍ଯ୍ୟକ୍ରମରେ…
ଅଧିକ ଖବର ଦେଖନ୍ତୁ...

ନିଜ ଜୁଇରେ ନିଜେ ନିଆଁ ଲଗାଇ ତା’ଉପରେ ଶୋଇ ପଡ଼ିଲେ ନିଶାସକ୍ତ ଯୁବକ, ବଞ୍ଚାଇବା ପରିବର୍ତ୍ତେ ଭିଡିଓ-ଉତ୍ତୋଳନ କଲେ…

କୁଶୀନଗର: ସୋସିଆଲ ମିଡିଆ ଏବଂ ଇଣ୍ଟରନେଟର ଏହି ଯୁଗରେ ଲୋକ ନିଜ ଭିତରେ ଥିବା ମାନବିକତାକୁ ଭୁଲିଗଲେଣି। ପ୍ରାୟତଃ ଦେଖାଯାଏ ଯେ ଦୁର୍ଘଟଣା ସମୟରେ ଲୋକମାନେ ପରସ୍ପରକୁ ସାହାଯ୍ୟ କରିବା ପରିବର୍ତ୍ତେ ଘଟଣାର ଫଟୋ ଏବଂ ଭିଡିଓ ନେବାକୁ ପସନ୍ଦ କରନ୍ତି। ଏ ନେଇ ଅନେକ କାହାଣୀ ଆମେ ଶୁଣିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ସାମ୍ବାଦିକଙ୍କ ପ୍ରଶ୍ନ ଶୁଣି ରାଗିଗଲେ ବିରାଟ, ଖେଳ ପଡ଼ିଆରେ କରିଥିବା ଏହି କାମକୁ ନେଇ ପଚରା ଯାଇଥିଲା ପ୍ରଶ୍ନ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା  ଭାରତୀୟ ଅଧିନାୟକ ବିରାଟ କୋହଲି ଜଣେ ସାମ୍ବାଦିକଙ୍କ ପ୍ରଶ୍ନକୁ ଶୁଣିବା ପରେ ରାଗି ଯାଇଥିବା ଜଣା ପଡ଼ିଛି। ଖ୍ରୀଷ୍ଟଚର୍ଚ ଟେଷ୍ଟ୍‌ର ଦ୍ୱିତୀୟ ଦିନରେ ନ୍ୟୁଜିଲାଣ୍ଡ  ଅଧିନାୟକ କେନ୍ ୱିଲିୟମସନ ଆଉଟ୍ ହେବା ପରେ ତ‌ାଙ୍କୁ ଆକ୍ଷେପ କିଛି ଅପଶବ୍ଦ…
ଅଧିକ ଖବର ଦେଖନ୍ତୁ...

ସୋସିଆଲ ମିଡିଆ ନ ଛାଡ଼ି ଘୃଣାକୁ ଛାଡ଼, ମୋଦୀଙ୍କୁ ରାହୁଲଙ୍କ ଜବାବ

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଛାଡ଼ିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣାକୁ ନେଇ ସବୁଆଡ଼େ ଚର୍ଚ୍ଚା ଚାଲିଛି । ବିରୋଧୀ ଦଳମାନେ ମଧ୍ୟ ଏ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ଵିଟ କରି ଲେଖିଛନ୍ତି ଯେ ସୋସିଆଲ ମିଡିଆ ନ ଛାଡ଼ି ଘୃଣାକୁ ତ୍ୟାଗକର ।…
ଅଧିକ ଖବର ଦେଖନ୍ତୁ...

ସୋସିଆଲ ମିଡିଆ ଛାଡ଼ିବେ ପ୍ରଧାନମନ୍ତ୍ରୀ ମୋଦୀ !

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଯଥା ଫେସବୁକ,ଟ୍ଵିଟର, ଇନଷ୍ଟାଗ୍ରାମ,ୟୁଟ୍ୟୁବରୁ ବିଦାୟ ନେବାକୁ ବିଚାର କରୁଛନ୍ତି । ଆସନ୍ତା ରବିବାର ଦିନ ଏହି ପଦକ୍ଷେପ ନେବାକୁ ବିଚାର କରୁଛନ୍ତି ବୋଲି ସେ ଟ୍ଵିଟ କରି ଘୋଷଣା କରିଛନ୍ତି । This…
ଅଧିକ ଖବର ଦେଖନ୍ତୁ...

ବିଜେପି ବିଧାୟିକାଙ୍କ ଅଜବ ବୟାନ; ଗୋମୁତ୍ର ଓ ଗୋବରରେ ଭଲ ହେବ କରୋନା ଭାଇରସ୍‌

ଗୌହ୍ବାଟୀ: ମାରାତ୍ମକ କରୋନା ଭାଇରସ୍‌ ସହ ଲଢ଼ିବା ପାଇଁ ବଡ଼ ବଡ଼ ଗବେଷକମାନେ ହାର୍‌ ମାନି ଯାଇଥିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଆସାମର ବିଜେପି ବିଧାୟିକା ସୁମନ ହରିପ୍ରିୟା। ହଜୋ ବିଧାନସଭା ନିର୍ବାଚନ ମଣ୍ଡଳୀର ଏହି ବିଧାୟିକା କହିଛନ୍ତି, ‘କରୋନା ଭାଇରସ୍‌…
ଅଧିକ ଖବର ଦେଖନ୍ତୁ...