Daily Archives

March 3, 2020

ସମ୍ପର୍କୀୟ ବାହାଘର ପାଇଁ ବାହାରିଥିଲେ, ଟିପର ଚକ ତଳେ ଚାପି ହୋଇ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

କୋଇଡା: ସମ୍ପର୍କୀୟ ବାହାଘରେ ଯୋଗଦେବା ପାଇଁ କିଛିଦିନ ଆଗରୁ ଉତ୍ସାହିତ ଥିଲେ। ଆଜି ଅପରାହ୍ନରେ ଖଣି ଅଂଚଳ ଦେଇ ଯାଉଥିବା ବେଳେ ସ୍ୱାମୀ ଓ ସ୍ତ୍ରୀ ଟିପର ଚକ ତଳେ ଚାପି ହୋଇଯାଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର କୋଇଡା ବ୍ଲକର ଟେନସା ଫାଣ୍ଡି ଅନ୍ତର୍ଗତ ଜିରୋ ପଏଣ୍ଟ ନିକଟରେ ଏକ ଟିପର (ଓଆର ୦୯…
ଅଧିକ ଖବର ଦେଖନ୍ତୁ...

ନିଜ ପତ୍ନୀ ଓ ଦୁଇ ପିଲାଙ୍କ ହତ୍ୟା ପରେ ସୁଇସାଇଡ୍‌ ନୋଟ୍‌ରେ ଏପରି ଲେଖି ଜୀବନ ହାରିଲେ ଇଞ୍ଜିନିୟର

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ର ଏଲ୍‌ବି ନଗରରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ନିଜର ପତ୍ନୀ ଓ ପିଲାଙ୍କ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଲ୍‌ବି ନଗରର ହସ୍ତିନାପୁର ଅଞ୍ଚଳରେ ଥିବା ନିଜ ବାସଭବନରେ ବ୍ୟକ୍ତି ଜଣକ ଏପରି କରିଥିବା ସୂଚନା ରହିଛି।…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱରରେ ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ଼, ରେମୁଣାରେ ପବନ ଉଜାଡ଼ିଦେଲା ପନିପରିବା ଚାଷ

ବାଲେଶ୍ୱର: ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ବାଲେଶ୍ୱରରେ ମଙ୍ଗଳବାର ଅପରାହ୍‌ଣ ପବନ ସାଙ୍ଗକୁ ବର୍ଷା ଓ କୁଆପଥର ମାଡ଼ ହୋଇଥିଲା। ଫଳରେ କିଛି କିଛି ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ବେଳେ ପନିପରିବା ଚାଷ ପ୍ରଭାବିତ ହୋଇଥିବା ଖବର ମିଳିଛିଯ ଅପରାହ୍‌ଣ ପ୍ରାୟ ୪ଟା ବେଳେ ପ୍ରବଳ ବେଗରେ ପବନ…
ଅଧିକ ଖବର ଦେଖନ୍ତୁ...

କରୋନାଭାଇରସ୍‌ ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ କ’ଣ କରିବେ ଓ କ’ଣ କରିବେ ନାହିଁ ଜାଣନ୍ତୁ

ନୂଆଦିଲ୍ଲୀ: ଚୀନର ଉହାନ୍‌ରେ ପ୍ରକଟ ହୋଇଥିବା ମାରାତ୍ମକ କରୋନାଭାଇରସ୍‌ ଏବେ ବିଶ୍ୱର ୬୦ଟି ରାଷ୍ଟ୍ରକୁ ବ୍ୟାପିଯିବା ସହ ୯୦ହଜାରରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିବା ସହ ୩୦୦୦ରୁ ଅଧିକ ଜୀବନ ନେଇ ସାରିଲାଣି। କରୋନାଭାଇରସ୍‌ର ଅଧିକ ପ୍ରଭାବ ଚୀନରେ ଥିବା ବେଳେ ଦକ୍ଷିଣ କୋରିଆ, ଇଟାଲୀ, ଜାପାନ…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ୍‌: ଚୀନରେ ଆରମ୍ଭ ହେଲା ‘ହ୍ୟାଣ୍ଡ୍‌ ସେକ୍‌’ ବଦଳରେ ‘ଲେଗ୍‌ ସେକ୍‌’ ଟ୍ରେଣ୍ଡ୍‌

ବେଜିଂ: ଯେତେବେଳେ କେହିି ବନ୍ଧୁ କିମ୍ବା ପ୍ରିୟ ଲୋକ ଦେଖା ହୋଇଥାନ୍ତି ଆମେ ସାଧାରଣତଃ ‘ହ୍ୟାଣ୍ଡ୍‌ ସେକ୍‌’ କରିଥାନ୍ତି। ମାତ୍ର ନିକଟରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା  ଭିଡିଓରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। କରୋନା ଭାଇରସ୍‌ ଭୟରେ ଚୀନର ଲୋକେ ‘ହ୍ୟାଣ୍ଡ୍‌…
ଅଧିକ ଖବର ଦେଖନ୍ତୁ...

୪୦ ବର୍ଷ ହେବ ରାସ୍ତା ଉପରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର; ରାସ୍ତା କଡ଼ରେ ପିଲା ଖାଉଛନ୍ତି ମଧ୍ୟାହ୍ଣ ଭୋଜନ

କେନ୍ଦୁଝର:  ମାସେ କି ବର୍ଷେ ନୁହେଁ ଦୀର୍ଘ  ୪୦ ବର୍ଷ ହେବ ରାସ୍ତା ଉପରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର । ହେଲେ ଏଥିପ୍ରତି କାହାର କାହାର ନଜର ନାହିଁ । ସବୁଠାରୁ ବିଡମ୍ବନାର ବିଷୟ ହେଲା ଏମିତି ଖବର ଆସିଛି କେନ୍ଦୁଝର ଶୁଆକାଟୀସ୍ଥିତ ଗନ୍ଧମାର୍ଦ୍ଦନ ଓଏମସି ଖଣି ସଂଲଗ୍ନ ଅଂଚଳରୁ । ଖଣି ପାଇଁ…
ଅଧିକ ଖବର ଦେଖନ୍ତୁ...

ବସଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଦୁଇ ଘରୋଇ ଯାତ୍ରୀବାହୀ ବସ ଜଳିଗଲା

ରାଉରକେଲା: ନୂଆ ବସଷ୍ଟାଣ୍ଡରେ ଛିଡା ହୋଇଥିବା ଦୁଇ ଘରୋଇ ଯାତ୍ରୀବାହୀ ବସ୍‌ ଜଳିଯାଇଛି। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପୂର୍ବରୁ ଦୁଇଟି ବସ୍ର ପ୍ରାୟ ୬୦% ଜଳି ଯାଇଥିଲା। ଆଜି ଭୋର ୪ଟାରେ ବସ୍‌ ଦୁଇଟି ଜଳୁଥିବା ଦେଖି ସ୍ଥାନୀୟ ଦୋକାନୀ ଅଗ୍ନିଶମ ବିଭାଗକୁ ସୂଚନା…
ଅଧିକ ଖବର ଦେଖନ୍ତୁ...

ଗାଡ଼ି ଚଳାଉ ଚଳାଉ ଢୁଳେଇ ପଡ଼ିଲେ ଉବେର ଚାଳକ, ନିଜେ ଗାଡ଼ି ଚଳାଇ ଗନ୍ତବ୍ୟରେ ପହଞ୍ଚିଲେ ମହିଳା ଯାତ୍ରୀ

ମୁମ୍ବାଇ: ଆପଣ ଗାଡ଼ିରେ ଯାଉଥିବା ସମୟ‌ରେ ଅନେକ ଥର ଏପରି ସମସ୍ୟାର ସମ୍ମୁଖୀନ ହୋଇଥିବେ। ଗାଡ଼ି ଚାଳକ ଢୁଳେଇ ‌ଢୁଳେଇ ଗାଡ଼ି ଚଲାଉଥିବାର ଦୃଶ୍ୟ ଅନେକ ବାର ଦେଖିଥିବେ। ନିଦୁଆ ଚାଳକଙ୍କ ଗାଡ଼ି ଚଳାଇବା ବେଳେ ବେଳେ ବିପଦପୂର୍ଣ୍ଣ ବି ସାବ୍ୟସ୍ତ ହୋଇଥାଏ। ଏହି କାରଣରୁ ଅନେକ ଦୁର୍ଘଟଣା ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ପିଲା ବାହାରେ ଖେଳୁଥିଲେ, ଶିକ୍ଷୟିତ୍ରୀ ଗୋଦାମ ଘରେ ଶୋଇ ନିଲମ୍ବିତ ହେଲେ

ବ୍ରହ୍ମପୁର/କୁକୁଡାଖଣ୍ଡି: ପିଲାମାନେ ବାହାରେ ଖେଳୁଥିବା ବେଳେ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଗୋଦାମ ଘରେ ଶୋଇ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍‌ ଗୁରୁଣ୍ଠି ପଞ୍ଚାୟତ ଅର୍ନ୍ତଗତ ରଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟରେ ଏହି ଅଭବାନୀୟ ଦୃଶ୍ୟ ପଦାକୁ…
ଅଧିକ ଖବର ଦେଖନ୍ତୁ...

ରାଗ ମାଡୁଥିଲା, ଏଣୁ ପୁଲିସ ଉପରେ ଗୁଳି ଚଳେଇଦେଲି : ଜେରା ବେଳେ କହିଲା ହିଂସା ଅଭିଯୁକ୍ତ ଶାହରୁଖ ପଠାନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗାବେଳେ ପୁଲିସ ଉପରକୁ ଗୁଳି ଚଳାଇଥିବା ଶାହରୁଖ୍‌ ପଠାନକୁ ଆଜି ଉତ୍ତରପ୍ରଦେଶର ବରେଲିରୁ ଗିରଫ କରାଯାଇ ଦିଲ୍ଲୀ ଅଣାଯାଇଛି । ତାକୁ ଜେରା ବେଳେ କେତେକ ଗୁରୁତ୍ୱପୂର୍ଣ୍ଣ କଥା ଜଣାପଡ଼ିଛି । ସେ କହିଛି ଯେ ହିଂସା ବେଳେ ସେ ରାଗିଯାଇଥିଲା ଓ ଗୁଳି ଚଳାଇବା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...