Daily Archives

March 4, 2020

‘ଏସ୍‌ଟିଏଫ୍‌’ର ଚଢ଼ାଉ: ୬୪ ଦିନରେ କୋଟିଏ ୬୪ ଲକ୍ଷ ୯୦ ହଜାର ଟଙ୍କାର ବ୍ରାଉନ୍‌ ସୁଗାର ଜବତ

ଭୁବନେଶ୍ୱର: ଏସ୍‌ଟିଏଫ୍‌ ବିଗତ ଦୁଇ ମାସ ୪ ଦିନ (୨୦୨୦ ଜାନୁଆରି ୧ ଠାରୁ ମାର୍ଚ୍ଚ ୪ ତାରିଖ) ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ କରି ୧କିଲୋ ୬୫୯ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ କରିଛି। ଭୁବନେଶ୍ୱର, କଟକ ପୁରୀ, ବାଲେଶ୍ୱର, ଅନୁଗୁଳ, ଖୋର୍ଦ୍ଧା, ପିପିଲି, ଢେଙ୍କାନାଳ,…
ଅଧିକ ଖବର ଦେଖନ୍ତୁ...

‘ମୋ ସରକାର’ରେ ପୁଣି ସାମିଲ ହେଲା ୫ଟି ବିଭାଗ

ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବୁଧବାର ‘ମୋ ସରକାର’ରେ ରାଜ୍ୟର ଆଉ ୫ଟି ବିଭାଗ ସାମିଲ ହୋଇଛି। ସେଗୁଡ଼ିକ ହେଲା ଶକ୍ତି, ସ୍କୁଲ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଗ୍ରାମ୍ୟ ଉନ୍ନୟନ ଓ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗ। ଏହା ପୂର୍ବରୁ ସୋମବାର ସମବାୟ, ହସ୍ତତନ୍ତ,…
ଅଧିକ ଖବର ଦେଖନ୍ତୁ...

ବିବାହ ପାଇଁ ଅପେକ୍ଷା କରିବାକୁ କହିବାରୁ ପ୍ରେମିକକୁ ନିର୍ମମ ଭାବେ ହତ୍ୟା କଲା ‌ବିବାହିତା ପ୍ରେମିକା

ବରେଲି: ସୋମବାର ଉତ୍ତରପ୍ରଦେଶର ବରେଲିରେ ଥିବା କୁମାର ସିନେମା ହଲ ନିକଟରେ ଜଣେ ୨୮ବର୍ଷୀୟ ଯୁବକଙ୍କ ମୃତଦେହ ମିଳିଥିଲା।  ହତ୍ୟା ପଛରେ ଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବରେଲିର ବରିଷ୍ଠ ପୁଲିସ ଅଧୀକ୍ଷକ ଶୈଲେଶ ପାଣ୍ଡେ ୨୪ଘଣ୍ଟା ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ଇଣ୍ଡଷ୍ଟ୍ରିରେ କରୋନା ଭୟ, ମାସ୍କ ପିନ୍ଧି ନଜର ଆସିଲେ ସାଉଥ୍ ସୁପରଷ୍ଟାର ପ୍ରଭାସ

ମୁମ୍ବାଇ: ସାରା ବିଶ୍ବରେ ଏବେ କରୋନା ଭାଇରସର ଆତଙ୍କ ଖେଳି ଯାଇଛି। କରୋନା ଭାଇରସ୍‌ ଏବେ ଏହାର କାୟା ବିସ୍ତାର କରି ଚୀନ୍‌ ପରେ ମୋଟ ୭୫ଟି ରାଷ୍ଟ୍ରରେ ପହଞ୍ଚି ସାରିଛି। ଭାଇରସ୍‌ ୩୧୦୦ରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଛି। ୯୦,୦୦୦ରୁ ଅଧିକ ଲୋକ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ସଡକ ଦୁର୍ଘଟଣାରେ ଜିଆରଏସଙ୍କ ମୃତ୍ୟୁ

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ମଞ୍ଚାଗାଁ ପଞ୍ଚାୟତରେ କାର୍ଯ୍ୟରତ ଜିଆରଏସ ବିଶ୍ୱନାଥ ବେହେରା(୩୫)ଙ୍କ ଆଜି ରାତିରେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ବିଶ୍ୱନାଥ ମଞ୍ଚାଗାଁ ଓ ବାରିଙ୍ଗିପଦର ପଞ୍ଚାୟତର ଦାୟିତ୍ୱରେ ଥିଲେ। ସେ ସର୍ଭେ…
ଅଧିକ ଖବର ଦେଖନ୍ତୁ...

କରୋନା ଭୟରେ ଫ୍ରାନ୍ସ ହସ୍ପିଟାଲରୁ ଚୋରି ହେଲା ୨,୦୦୦ ସର୍ଜିକାଲ ମାସ୍କ

ନୂଆଦିଲ୍ଲୀ: କରୋନା ଭୟରେ ଏବେ ସାରା ବିଶ୍ବ ଥରହର। ଦିନକୁ ଦିନ ଏହା ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପୁଥିବା ‌ବେଳେ ଡ଼ରରେ ଲୋକେ ଘରୁ ବାହାରିବା ବନ୍ଦ କରିସାରିଲେଣି। ଏଭଳି ପରିସ୍ଥିତିରେ ଫ୍ରାନ୍ସର ଏକ ହସ୍ପିଟାଲରେ ୨,୦୦୦ଟି ସର୍ଜିକାଲ ମାସ୍କ ଚୋରି ହୋଇଥିବା ଜଣାପଡ଼ିଛି। କରୋନା…
ଅଧିକ ଖବର ଦେଖନ୍ତୁ...

କରୋନା ଭୟ: ଚଳିତ ବର୍ଷ ରାଷ୍ଟ୍ରପତି ଭବନରେ ପାଳନ ହେବ ନାହିଁ ହୋଲି, ଟୁଇଟ୍ କ‌ରି ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ବ ଚିନ୍ତାରେ ପଡ଼ିଥିବା ବେଳେ କୌଣସି ପ୍ରକାରରେ ଏକାଧିକ ବ୍ୟକ୍ତି ଏକଜୁଟ ହେବା ଭଳି କାମକୁ ବାତିଲ କରିବା ପାଇଁ ପରାମର୍ଶ ଦେଉଛନ୍ତି ବିଶେଷଜ୍ଞ। ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ କ୍ରୀଡ଼ା ପ୍ରତିଯୋଗିତା ବାତିଲ…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ୍‌: ଆଡଭାଇଜରି ଜାରି କଲା ରେଳ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଚୀନରୁ ବ୍ୟାପିଥିବା କରୋନା ଭାଇରସ୍‌ ଏବେ ବିଶ୍ୱର ପ୍ରମୁଖ ଦେଶଗୁଡ଼ିକରେ ପହଞ୍ଚିଛି। ଏଥିରୁ ଭାରତ ମଧ୍ୟ ବାଦ୍‌ ପଡ଼ିନାହିଁ। ଭାରତରେ କରୋନା ଭାଇରସ୍‌ ସଂକ୍ରମିତ ସଂଖ୍ୟା ୨୯ରେ ପହଞ୍ଚିବା ପରେ ରେଳ ମନ୍ତ୍ରାଳୟ ତରଫରୁ ଆଡଭାଇଜରି ଜାରି କରାଯାଇଛି। ରେଳ ମନ୍ତ୍ରାଳୟ ରେଳବାଇର…
ଅଧିକ ଖବର ଦେଖନ୍ତୁ...

କରୋନାରୁ ଆରୋଗ୍ୟ ଲାଭ ପରେ ନିଜର ୩୯ଦିନର ଅଭିଜ୍ଞତା ବଖାଣିଲେ ଭାରତର ପ୍ରଥମ କରୋନା ପୀଡ଼ିତା

ନୂଆଦିଲ୍ଲୀ: ଚୀନରେ କରୋନା ଭାଇରସର ସଂକ୍ରମଣ ବଢ଼ି ବଢ଼ି ଚାଲିଥିବା ବେଳେ ଭାରତର କେରଳରେ ରହୁଥିବା ଜଣେ ୨୦ବର୍ଷୀୟା ଯୁବତୀ ଏହାର ଶିକାର ହୋଇଥିଲେ। ଏହି ଖବର ସାମ୍ନାକୁ ଆସିବା ପରେ ସାରା ଭାରତବାସୀ ସଂକ୍ରମଣକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ। ତେବେ କରୋନାରେ ପୀଡ଼ିତ ହୋଇ ୩୯ଦିନର ଚିକିତ୍ସା…
ଅଧିକ ଖବର ଦେଖନ୍ତୁ...

ଅନେକ ଦିନର ଅପେକ୍ଷା ପରେ ବ୍ୟବହାରକାରୀଙ୍କୁ ‘ଡାର୍କମୋଡ’ର ସୁବିଧା ଉପଲବ୍ଧ କରାଇଲା ହ୍ବାଟସଆପ୍, ମିଳିବ…

ନୂଆଦିଲ୍ଲୀ: ବିଶ୍ବର ଅଗ୍ରଣୀ ମୋବାଇଲ୍‌ ମେସେଜିଂ ଆପ୍ ହ୍ୱାଟସ୍‌ଆପ୍ ଏହାର ବ୍ୟବହାରକାରୀଙ୍କୁ ଖୁବ୍‌ଶୀଘ୍ର ‘ଡାର୍କ ମୋଡ୍’ ସୁବିଧା ପ୍ରଦାନ କରିବ ବୋଲି ଘୋଷଣା କରିଥିଲା। ଏହାର ପରୀକ୍ଷଣ ଚାଲିଥିବା ସହ ଡାର୍କ ମୋଡ୍‌କୁ ଉଭୟ ଆଣ୍ଡ୍ରଏଡ୍‌ ଓ ଆଇଫୋନ୍ ବ୍ୟବହାରକାରୀଙ୍କ ଲାଗି ବିକଶିତ…
ଅଧିକ ଖବର ଦେଖନ୍ତୁ...