Daily Archives

March 5, 2020

ବିନା ସ୍ୱୀକୃତିରେ କଲେଜ ଖୋଲିବା ଘଟଣା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା

ସମ୍ବଲପୁର: ଧନୁପାଲି ଥାନା ଚାରଭାଟି ଅଞ୍ଚଳରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବିନା ସ୍ୱୀକୃତିରେ ୨୦୧୭ ମସିହାରୁ ଏକ ଭଡ଼ା ଘରେ ଚାଲିଥିବା ଯମୁନାଦେବୀ ଯୁକ୍ତ ୨(କଳା) କଲେଜରୁ ଛାତ୍ରଛାତ୍ରୀ ଠକେଇର ଶିକାର ହୋଇଥିବା ଘଟଣା ଜଣାପଡ଼ିବା ପରେ ବୁଧବାର ସେମାନେ ଧନୁପାଲି ଥାନା ଘେରାଉ କରି ତୁରନ୍ତ…
ଅଧିକ ଖବର ଦେଖନ୍ତୁ...

୭ ବର୍ଷର ଶିଶୁ ହାତରେ କାଠ ଭାର, ପାଠରେ ଦେଖାଉନି ଆଗ୍ରହ

ଡାବୁଗାଁ: ଯେଉଁ ବୟସରେ ପାଠ ପଢ଼ିିବା କଥା, ଶିଶୁମାନଙ୍କ ସହ ଖେଳକୁଦ କରି ହସଖୁସିରେ ସମୟ ବିତାଇବା କଥା, ସେହି ବୟସରେ ଜଣେ ୭ ବର୍ଷର ଶିଶୁ କାନ୍ଧରେ କାଠ ବୋଝେଇ କାଉଡ଼ି (ଭାର) ଦେଖିବାକୁ ମିଳିଛି। ରାଜ୍ୟ ସରକାର ପିଲାଙ୍କୁ ସ୍କୁଲ୍‌ ମୁହାଁ କରିବାକୁ ଅନେକ ଯୋଜନ ପ୍ରଣୟନ କରିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ଶାରୀରିକ ସମସ୍ୟାରୁ ଦୂରେଇ ରହିବାକୁ ଚାହୁଁଛନ୍ତି କି? ଶୋଇବା ପୂର୍ବରୁ ତକିଆ ତଳେ ରଖନ୍ତୁ ଏହି ଗୋଟିଏ ଜିନିଷ

ଲେମ୍ବୁରେ ଅନେକ ପ୍ରକାରର ଔଷଧୀୟ ଗୁଣ ରହିଛି ତାହା ତ ଆପଣମାନେ ଜାଣିଥିବେ। ଏହାର ରସକୁ ଖାଦ୍ୟରେ ମିଶାଇ ବା ପାଣିରେ ମିଶାଇ ପିଇବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ଦୂର ହୋଇଥାଏ। ତେବେ କେବଳ ଲେମ୍ବୁର ରସ ନୁହେଁ, ଏହାର ବାସ୍ନା ମଧ୍ୟ ଶରୀର ପାଇଁ ଅତ୍ୟନ୍ତ ଉପକାରୀ । ମସ୍ତିଷ୍କ ଉପରେ ଏହାର…
ଅଧିକ ଖବର ଦେଖନ୍ତୁ...

ଜବତ ହୋଇଥିବା ଗାଡ଼ିକୁ ପୁଲିସକର୍ମୀ ବ୍ୟବହାର କରୁଥିବା ଜାଣି ଜିପିଏସ୍ ସାହାଯ୍ୟରେ ଗାଡ଼ି ଲକ୍ କରିଦେଲେ ମାଲିକ,…

ଲକ୍ଷ୍ନୌ: ସରକାରୀ ଅଧିକାରୀଙ୍କ ଦ୍ବାରା ବିଶେଷ କରି ପୁଲିସକର୍ମୀମାନେ ସରକାରୀ ସମ୍ପତ୍ତିର ଅପବ୍ୟବହାର କରିବା କିଛି  ନୂଆ ନୁହେଁ। ଏବଂ ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କ ଏଭଳି ଅବୈଧ କାର୍ଯ୍ୟ ପାଇଁ କୌଣସି ଯାଞ୍ଚର ସାମ୍ନା ମଧ୍ୟ କରିବାକୁ ପଡ଼େ ନାହିଁ। ସେହିଭଳି ଲକ୍ଷ୍ନୌର ଜଣେ…
ଅଧିକ ଖବର ଦେଖନ୍ତୁ...

ସଲମାନଙ୍କୁ କରୋନା ଭୟ: ଥାଇଲାଣ୍ଡରେ ହେବାକୁ ଥିବା ଫିଲ୍ମ ‘ରାଧେ’ର ସୁଟିଂ ବାତିଲ କଲେ ଭାଇଜାନ୍‌..

ମୁମ୍ବାଇ: କରୋନା ଆତଙ୍କ ପାଇଁ ଏବେ ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ବଡ଼ ବଡ଼ କାର୍ଯ୍ୟକ୍ରମକୁ ବାତିଲ କରି ଦିଆଯାଇଛି। ଦିନକୁ ଦିନ ଏହା ବ୍ୟାପିବାରେ ଲାଗିଥିବା ବେଳେ ଏ ପର୍ଯ୍ୟନ୍ତ ଏହାର ନିରାକରଣ ପାଇଁ କୌଣସି ଔଷଧ ବାହାର କରାଯାଇ ପାରିନାହିଁ। ଦରକାର ନଥିଲେ ବାହାରକୁ ନଯିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ମହିଳା ଦିବସରେ ପୁଣେର ପୁରୁଷ ମାତା ଆଦିତ୍ୟଙ୍କୁ ମିଳିିବ ବିଶ୍ବର ସର୍ବଶ୍ରେଷ୍ଠ ମାତୃତ୍ବ ସମ୍ମାନ

ପୁଣେ: କେବଳ ଜଣେ ମହିଳା ହିଁ ଗୋଟେ ସନ୍ତାନର ମା’ ହୋଇ ପାରିବ କି? ଅନେକ ସମୟରେ ଏଭଳି ପ୍ରଶ୍ନ ମନକୁ ଆସିଥାଏ। ପୂର୍ବରୁ କେବଳ ଜଣେ ମହିଳା ଛୋଟ ପିଲାମାନଙ୍କୁ ସମ୍ଭାଳି ପାରିବେ ବୋଲି ଲୋକମାନଙ୍କ ଚିନ୍ତାଧାରା ରହିଥିବା ବେଳେ ସମୟ ସହ ଏଭଳି ଚିନ୍ତାଧାରା ବଦଳିଛି। ଏବେ ମହିଳାମାନଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ମନ୍ଦିର ବାହାରେ ଭାରସାମ୍ୟ ହରାଇଲା ସ୍କୁଟି; ସିଧାସଳଖ ଶିବଲିଙ୍ଗ ସାମ୍ନାରେ ଥିବା ନନ୍ଦି ପାଖରେ ପଡ଼ିଲେ ମହିଳା

ମୁମ୍ବାଇ: ମହାରାଷ୍ଟ୍ରର ପୁଣେ ସହରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ମହିଳା ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ଦର୍ଶନ ସାରି ଘରକୁ ଯିବା ପାଇଁ ବାହାରେ ରଖିଥିବା ସ୍କୁଟିକୁ ଷ୍ଟାଟ କରିଥିଲେ। ସ୍କୁଟି ଷ୍ଟାଟ କରୁଥିବା ସମୟରେ ମହିଳା ଜଣକ ସ୍କୁଟି ଉପରୁ ନିୟନ୍ତ୍ରଣ ହରାଇ…
ଅଧିକ ଖବର ଦେଖନ୍ତୁ...

କରୋନା ଭୟରେ ମାସ୍କ କିଣୁଥିବା ଲୋକଙ୍କୁ ଟୁଇଟ୍ କରି ଏଭଳି ଅପିଲ୍ କଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ୍ ଓବାମା

ନୂଆଦିଲ୍ଲୀ: ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ବରେ ତାଣ୍ଡବ ରଚିବା ଆରମ୍ଭ କରିଛି। ପ୍ରାୟ ସବୁ ଦେଶର କିଛି କିଛି ଲୋକେ ଏହି ଭାଇରସ ଦ୍ବାରା ସଂକ୍ରମିତ ହୋଇ ସାରିଥିବା ବେଳେ ଏନେଇ ଏ ପର୍ଯ୍ୟନ୍ତ କୌଣସି ଔଷଧ ବାହାରି ପାରି ନାହିଁ। ନିଜକୁ କରୋନା ମୁକ୍ତ…
ଅଧିକ ଖବର ଦେଖନ୍ତୁ...

ଛାତ୍ରଙ୍କ ପାଟିରୁ ବାହାରିଲ ବିଶ୍ବର ସବୁଠାରୁ ଲମ୍ବା ଦାନ୍ତ, ଆଶ୍ଚର୍ଯ୍ୟ ‌ହୋଇଗଲେ ଡାକ୍ତର

ଭୋପାଳ: ମଧ୍ୟପ୍ରଦେଶରେ ଇଞ୍ଜିନିୟରିଂ ପାଠ ପଢ଼ୁଥିବା ଜଣେ ଛାତ୍ରଙ୍କ ପାଟିରୁ ଏକ ଲମ୍ବା ଦାନ୍ତ ବାହାର କରିଛନ୍ତି ଡାକ୍ତର। ଦାନ୍ତର ଲମ୍ବ ୩୯ମିଲିମିଟର ଥିବା ବେଳେ ଏହା ବିଶ୍ବର ସବୁଠାରୁ ବଡ଼ ଦାନ୍ତ ବୋଲି ଡାକ୍ତର ଦାବି କରିଛନ୍ତି। ଘଟଣାଟି ମଧ୍ୟପ୍ରଦେଶର ଖରଗୋନରେ ଘଟିଥିବା ବେଳେ ଏହି…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ସହ ସଂସଦ ଭବନରେ ପ୍ରବେଶ ଉଦ୍ୟମ କରୁଥିବା ଯୁବକକୁ କାବୁ କଲା ପୁଲିସ

ନୂଆଦିଲ୍ଲୀ : ନୂଆଦିଲ୍ଲୀସ୍ଥିତ ସଂସଦ ଭବନକୁ ବନ୍ଧୁକ ଓ ଗୁଳି ସହ ପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ଜଣେ ଯୁବକକୁ ସୁରକ୍ଷା କର୍ମୀମାନେ କାବୁ କରି ପୁଲିସକୁ ଦେଇଛନ୍ତି । ତା ନାଁ ଅଖତାର ଖାଁ ଓ ତା ଘର ଉତ୍ତରପ୍ରଦେଶର ଗାଜିଆବାଦ ବୋଲି ଜଣାପଡ଼ିଛି । ତେବେ କିଛି ସମୟ ପଚରା ଉଚୁରା କରିବା…
ଅଧିକ ଖବର ଦେଖନ୍ତୁ...