Daily Archives

March 6, 2020

ଭବାନୀପାଟଣା ବସଷ୍ଟାଣ୍ଡରୁ ୨୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଟାଉନ ଥାନା ପୁଲିସ ସ୍ଥାନୀୟ ବସଷ୍ଟାଣ୍ଡରୁ ଆଜି ୨୦ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୁଲିସ ନବରଙ୍ଗପୁର ଜିଲ୍ଲାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସସପିନ ଗରଡ଼ା (୧୯) ଓ…
ଅଧିକ ଖବର ଦେଖନ୍ତୁ...

କାର୍‌କୁ ଧକ୍କା ଦେଲା ଟ୍ରେନ୍‌: କାର୍‌ ଭାଙ୍ଗିରୁଜି ଚୁର୍‌ମାର୍‌, ଅଳ୍ପକେ ବର୍ତ୍ତିଲେ ଚାଳକ

ଲସ୍‌ ଆଞ୍ଜେଲ୍‌ସ: ସାହସ ଭଲ, ମାତ୍ର ଦୁଃସାହସ ବେଳେ ବେଳେ ଅସୁବିଧାରେ ପକାଇଥାଏ। ଲସ୍ ଆଞ୍ଜେଲ୍‌ସର ଜଣେ ବିଏମ୍‌ଡବ୍ଲୁ ଚାଳକ ଦୁଃସାହସ କରିବା ସତ୍ତ୍ବେ ବି ଯଦିଓ ତାଙ୍କର ବିଶେଷ କ୍ଷତି ଘଟିନାହିଁ, ମାତ୍ର ଏପରି ସବୁବେଳେ ହୋଇ ନଥାଏ। ଚାଳକ ଜଣକ ଗାଡ଼ି ଚଳାଇ ରେଳ ଧାରଣା ସମ୍ମୁଖ‌କୁ ପଳାଇ…
ଅଧିକ ଖବର ଦେଖନ୍ତୁ...

କେଶ ଝଡ଼ା ସମସ୍ୟା ପାଇଁ ଏହି ସବୁ ଖାଦ୍ୟ ଅବ୍ୟର୍ଥ ଔଷଧ ପରି କାମ ଦିଏ

ଆଜିକାଲି କେଶ ଝଡ଼ିବା ଏକ ସାଧାରଣ ସମସ୍ୟା। ମୁଖ୍ୟତଃ ଅତ୍ୟାଧିକ ପ୍ରଦୂଷଣ, ହର୍‌ମୋନ୍‌ ପରିବର୍ତ୍ତନ, କିମ୍ବା ଭିଟାମିନ୍‌ ଅଭାବରୁ କେଶ ଝଡ଼ିଥାଏ। ଶରୀରର ଆଉ କିଛି ସମସ୍ୟା ହେଲେ ଯେତିକି ଚିନ୍ତା ହୋଇ ନଥାଏ କେଶ ଝଡ଼ିଥିଲେ କିନ୍ତୁ ଗଭୀର ମାତ୍ରାରେ ଦୁଃଖ ଲାଗିଥାଏ। କିପରି ଭାବେ ଏହି ସମସ୍ୟାକୁ…
ଅଧିକ ଖବର ଦେଖନ୍ତୁ...

‌ଜାଣନ୍ତୁ କେଉଁ ଖାଦ୍ୟକୁ କେତେ ପରିମାଣରେ ଖାଇବେ

ଆଜିକାଲି ବିଭିନ୍ନ ପ୍ରକାରର ରୋଗବୈରାଗ ଓ ମୋଟାପଣ ଏକ ସାଧାରଣ ସମସ୍ୟା ହୋଇଥିବାରୁ ଲୋକେ ଦିନକୁ ଦିନ ବେଶି ବେଶି ଖାଦ୍ୟକୁ ନେଇ ସ‌େଚତନତା ଅବଲମ୍ବନ କରୁଛନ୍ତି। ଏମିତି ଅନେକ ଖାଦ୍ୟ ରହିଛି ଯାହାକୁ ଆମେ ଦେହ ପାଇଁ ସୁସ୍ଥକର ଭାବି ଅଧିକାଂଶ ସମୟରେ ଭକ୍ଷଣ କରିଥାଉ ତାହା କିନ୍ତୁ ଅସୁସ୍ଥକର…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କୁ କୁହନ୍ତୁନି ଦରମା, ପିଲାଙ୍କୁ ସାମର୍ଥ୍ୟ ଓ ବନ୍ଧୁଙ୍କୁ ଅପମାନ; ଜାଣନ୍ତୁ ଆଉ କାହାକୁ କ’ଣ ସବୁ କହିବେ ନାହିଁ

ସଂସାରରେ ବିିଭିନ୍ନ ପ୍ରକାରର ଲୋକ ଅଛନ୍ତି। କେହି କେହି ଖୁବ୍‌ ଗପୁରା ସ୍ୱଭାବର ହୋଇଥାନ୍ତି। ସେମାନେ ଗପରେ ଗପରେ ନିଜର ଗୋପନ କଥାକୁ ବି କହିପକାନ୍ତି। ଆଉ ଏକ ଶ୍ରେଣୀର ଲୋକ ଥାଆନ୍ତି, ଯେଉଁମାନେ କି ବିଶେଷ ଗପିବା ପାଇଁ ପସନ୍ଦ କରନ୍ତି ନାହିଁ। ଅନ୍ୟ ଏକ ଶ୍ରେଣୀର ଲୋକ ବହୁତ ଗପି ମଧ୍ୟ ନିଜର…
ଅଧିକ ଖବର ଦେଖନ୍ତୁ...

ଜନ୍ମମାଟିରେ ମାଷ୍ଟରସେଫ୍‌ ବିଜେତା ଅବିନାଶ

ଆସିକା: ମନୋରଞ୍ଜନ ଚାନେଲ୍‌ ‘ଷ୍ଟାର୍‌ ପ୍ଲସ୍‌’ରେ ପ୍ରସାରିତ ରିୟଲିଟି କୁକ୍‌ ସୋ ‘ମାଷ୍ଟର ସେଫ୍‌’ ସିଜନ୍‌-୬ର ବିଜେତା ଅବିନାଶ ନାୟକ ଆଜି ଜନ୍ମମାଟି ଗଞ୍ଜାମର ଆସିକା ନିକଟସ୍ଥ କାଳଷଣ୍ଢପୁରରେ ପହଞ୍ଚିଛନ୍ତି। ସେ ଗାଁରେ ପହଁଞ୍ଚିବା ପରେ ଆସିକା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।…
ଅଧିକ ଖବର ଦେଖନ୍ତୁ...

ଅରଡ଼ବଜାରରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ର ଚଢ଼ାଉ, ୪୦ ଲକ୍ଷ ଟଙ୍କାରୁ ଅଧିକ ବ୍ରାଉନସୁଗାର ଜବତ, ୨ ବେପାରୀ ଗିରଫ

ବାଲେଶ୍ୱର: କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ର ଏକ ଟିମ୍‌ ଆଜି ବାଲେଶ୍ୱର ସହର ଅରଡ଼ବଜାରରେ ଚଢ଼ାଉ କରି ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିବା ସହ ୨ ଜଣ ବେପାରୀଙ୍କୁ ଗିରଫ କରିଛନ୍ତି। ଗିରଫ ହୋଇଥିବା ଦୁଇ ବେପାରୀଙ୍କ ନାଁ ପ୍ରକାଶ କରାଯାଇନାହିଁ। ମିଳିଥିବା ଖବରରୁ ପ୍ରକାଶ ଯେ,…
ଅଧିକ ଖବର ଦେଖନ୍ତୁ...

ଫେସ୍‌ବୁକ୍‌ରେ ଭାଇରାଲ୍‌ ହେଲା କ୍ୟାବ୍‌ ଚାଳକଙ୍କ ଶାସ୍ତ୍ରୀୟ ସଂଗୀତ ଗାନ କରିବାର ଭିଡିଓ

କୋଲକାତା: ପୂର୍ବରୁ ଏକ ଭାଇରାଲ୍‌ ଭିିଡିଓରୁ ରାନୁ ମଣ୍ଡଲ ଚର୍ଚ୍ଚିତ ପାଲଟିଥିବା କଥା ଆପଣଙ୍କର ମନେ ଥିବ ନିଶ୍ଚୟ। ସେହିପରି ଜଣେ କ୍ୟାବ୍‌ ଚାଳକ ଶାସ୍ତ୍ରୀୟ ସଂଗୀତ ଗାଉଥିବା ବେଳର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌‌ ହୋଇଛି। ଚାଳକ ଜଣକ ଏକ ଶାସ୍ତ୍ରୀୟ ସଂଗୀତ ଗାଉଥିବା ବେଳର…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର ବଡ଼ ଡାକ୍ତରଖାନାରେ କରୋନା ସନ୍ଦିଗ୍ଧ, ଚୀନ ଫେରନ୍ତା ଯୁବକଙ୍କୁ ଫେରାଇଦେଲେ ମେଡିକାଲ କର୍ତ୍ତୃପକ୍ଷ

ବାଲେଶ୍ୱର: କରୋନା ମୁକାବିଲା ନେଇ ଘନଘନ ବୈଠକ ବସୁଛି। ବାରମ୍ବାର ସଜାଗ ରହିବାକୁ ପରାମର୍ଶ ଦିଆଯାଉଛି। ହେଲେ ସରକାରଙ୍କ ଏହି ପରାମର୍ଶକୁ ବାଲେଶ୍ୱର ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷ ହେୟ ମନେ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। କୁହାଯାଉଛି ଯେ, ବାଲେଶ୍ୱର ବଡ଼ ଡାକ୍ତରଖାନାକୁ ଜଣେ କରୋନା…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ: ଏଥର ରାଜ୍ୟପାଳ ଗଣେଶୀ ଲାଲ ଖେଳିବେନି ହୋଲି, ରଙ୍ଗ ବଜାର ଫିକା

ଭୁବନେଶ୍ୱର: କରୋନା ଭାଇରସ ଯୋଗୁଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ହୋଲି ଖେଳିବେନି। ରାଜ୍ୟପାଳ ହୋଲି ଖେଳିବେନି କି କୌଣସି ହୋଲି ମିଳନରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଜଣାପଡ଼ିଛି। ଏଥି ସହ ସେ କରୋନା ନେଇ ସଚେତନତା ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଛନ୍ତି। କରୋନା ପାଇଁ କମିଲା ରଙ୍ଗ…
ଅଧିକ ଖବର ଦେଖନ୍ତୁ...