Daily Archives

March 7, 2020

ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ମହିଳା, ଦନ୍ତା ହାତୀ ଆକ୍ରମଣରେ ଜୀବନ ଗଲା

ସମ୍ବଲପୁର/ରେଢ଼ାଖୋଲ: ହାତୀ ଓ ମଣିଷ ଲଢେଇ ଶେଷ ହେଉନି। ହାତୀମାନଙ୍କ ଉତ୍ପାତରେ ଜଙ୍ଗଲ ନିକଟରେ ରହୁଥିବା ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଅନେକ ମଧ୍ୟ ସେମାନଙ୍କ ମୂଲ୍ୟବାନ ଜୀବନ ହରାଉଛନ୍ତି। ଶନିବାର ରାତିରେ ଘଟିଛି ଏମିତି ଏକ ମର୍ମନ୍ତୁଦ ଘଟଣା। ଏକ ଦନ୍ତା ହାତୀ ଆକ୍ରମଣରେ…
ଅଧିକ ଖବର ଦେଖନ୍ତୁ...

ସୁରକ୍ଷା ଲୋଡିଲେ ବାୟୁସେନା ଯବାନଙ୍କ ପରିବାର

ଜୟପୁର: ଦେଶରେ ଶତ୍ରୁ କମ୍‌। କିନ୍ତୁ ଦେଶ ଭିତରେ ଶତ୍ରୁ ଅଧିକ। କାମ ଛାଡ଼ି ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟରେ ପହଞ୍ଚିଛନ୍ତି ବାୟୁସେନାର କାର୍ଯ୍ୟରତ ଜଣେ ଯବାନ ଓ ତାଙ୍କ ବାପା। ଗତ କିଛି ଦିନ ହେବ କିଛି ଲୋକ ତାଙ୍କ ପରିବାରବର୍ଗକୁ ଧମକଚମକ ଦେଉଥିବା ବେଳେ ଜମି ନେଇଯିବାକୁ ରାଜନୈତିକ ଚାପ…
ଅଧିକ ଖବର ଦେଖନ୍ତୁ...

କମ ବୟସରେ ଆପଣ ସବୁ ଜିନିଷ ଭୁଲି ଯାଉଛନ୍ତି କି? ହୋଇପାରେ ଏହି ୪ଟି କାରଣ

ଆଜିକାଲିକା ବ୍ୟସ୍ତବହୁଳ ଜୀବନ ଏବଂ କାର୍ଯ୍ୟବ୍ୟସ୍ତତା ପାଇଁ ଲୋକମାନେ କିଛି କିଛି ଜିନିଷ ଭୁଲି ଯାଉଛନ୍ତି । ସବୁ ଜିନିଷକୁ ମନେରଖିବା ସମସ୍ତଙ୍କ ପକ୍ଷେ ସମ୍ଭବ ହେଉ ନାହିଁ । ଆଗରୁ ଲୋକମାନଙ୍କ ପାଖରେ ଏଭଳି ସମସ୍ୟା ଅଧିକ ବୟସ ହେବା ପରେ ଦେଖାଯାଉଥିବା ବେଳେ ଏବେ ଏହା ପ୍ରାୟ ସମସ୍ତଙ୍କ…
ଅଧିକ ଖବର ଦେଖନ୍ତୁ...

ପ୍ରତିରୋପଣ ଅସ୍ତ୍ରପୋଚାର ପ‌ରେ ବଦଳିଗଲା ମହିଳାଙ୍କ ହାତର ରଙ୍ଗ, ‌ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ହେଲେ ଡାକ୍ତର

ନୂଆଦିଲ୍ଲୀ: ପୁଣେରେ ରହୁଥିବା ୨୧ବର୍ଷୀୟା ଶ୍ରେୟାଙ୍କ ଜୀବନ ଏବେ ସଂପୂର୍ଣ୍ଣ ଭାବେ ବଦଳିଯାଇଛି। ଏବେ ତାଙ୍କର ହାତ ପ୍ରତିରୋପଣ ଅସ୍ତ୍ରୋପଚାର ସଫଳ ହୋଇଥିବା ବେଳେ ଅସ୍ତ୍ରୋପଚାର ପରେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି। ତେବେ ଅସ୍ତ୍ରୋପଚାର ପରେ ତାଙ୍କ ଶରୀରରେ ଯେଉଁ ପରିବର୍ତ୍ତନ…
ଅଧିକ ଖବର ଦେଖନ୍ତୁ...

ଓଜନ ବଢ଼ିବାକୁ ନେଇ ଟ୍ରୋଲ ହେଲେ କପିଲଙ୍କ ପତ୍ନୀ ଗିନ୍ନୀ, ହାତୀ ସହ ତୁଳନା କଲେ ଲୋକେ

ମୁମ୍ବାଇ: ବଲଉଡ୍ କଳାକାରମାନେ ସୋସିଆଲ ମିଡିଆରେ ଟ୍ରୋଲ ହେବା ଘଟଣା କିଛି ନୂଆ ନୁହେଁ। ଅନେକ ସମୟରେ କଳାକାରମାନଙ୍କ ଦ୍ବାରା ସେୟାର କରାଯାଇଥିବା ଫଟୋକୁ ନେଇ ଲୋକେ ସେମାନଙ୍କୁ ଟ୍ରୋଲ କରିଥାନ୍ତି। ଏବେ ଏହି ସୂଚୀରେ ଭାରତର ଚର୍ଚ୍ଚିତ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ପତ୍ନୀ ଗିନ୍ନୀ…
ଅଧିକ ଖବର ଦେଖନ୍ତୁ...

ପୁଅର ନିର୍ବନ୍ଧ ଖବର ଦେବାକୁ ବନ୍ଧୁ ଘରକୁ ଯାଉଥିଲେ ବାଇକ୍‌ ଆରୋହୀ, ଅଜଣା ଗାଡ଼ି ଧକ୍କାରେ ମୃତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବଣେଇ ଉପଖଣ୍ଡ ଲହୁଣିପଡା ଥାନା ଅନ୍ତର୍ଗତ ସୁଖବନ୍ଧ ଗାଁରେ ଆଜି ଏକ ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହାତୀକୁଚା ଗାଁର ଭୁଲୁ ମହାନ୍ତ ବୋଲି ଜଣାପଡ଼ିଛି। ସେ ପୁଅର ନିର୍ବନ୍ଧ ଖବର ଦେବା ପାଇଁ ବନ୍ଧୁ ଘରକୁ ଯାଉଥିଲେ। ସୂଚନା…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର ସରକାରଙ୍କ ବଡ଼ ପଦକ୍ଷେପ: ଏନ୍-୯୫ ମାସ୍କ ପାଇବା ପାଇଁ ମାନିବାକୁ ହେବ ଏହି ସର୍ତ୍ତ

ମୁମ୍ବାଇ: ମହାରାଷ୍ଟ୍ରର ଖାଦ୍ୟ ଏବଂ ଔଷଧ ନିୟାମକ(ଏଫଡିଏ) ପ୍ରଶାସନ ଏବେ ଏନ୍-୯୫ ମାସ୍କ ବିକ୍ରି ଉପରେ ରୋକ୍ ଲଗାଇ ଦେଇଛନ୍ତି। ପୂର୍ବରୁ ଯେକୌଣସି ଲୋକ କରୋନାରେ ପୀଡ଼ିତ ନ ହୋଇ ମଧ୍ୟ ଏହି ମାସ୍କ କିଣିପାରୁଥିବା ବେଳେ ଏବେ ଏହା ଉପରେ ରୋକ୍ ଲଗାଇ ଦେଇଛନ୍ତି ମହାରାଷ୍ଟ୍ର ସରକାର।…
ଅଧିକ ଖବର ଦେଖନ୍ତୁ...

ମାର୍ଚ୍ଚ ୧୬ପୂର୍ବରୁ ପାଖରେ ଥିବା ଅବ୍ୟବହୃତ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡକୁ ବ୍ୟବହାର କରିନିଅନ୍ତୁ,…

ନୂଆଦିଲ୍ଲୀ: ଯଦି ଆପଣଙ୍କର ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ଅଛି ଏବଂ ଏହାକୁ ଆପଣ ଏପର୍ଯ୍ୟନ୍ତ ବ୍ୟବହାର କରିନାହାଁନ୍ତି, ତେବେ ଏହାକୁ ତୁରନ୍ତ ବ୍ୟବହାର କରନ୍ତୁ। ଯଦି ଆପଣ ଏଭଳି କରୁନାହାନ୍ତି, ତେବେ ଆପଣଙ୍କର କାର୍ଡ ମାର୍ଚ୍ଚ୧୬ରୁ ସବୁଦିନ ପାଇଁ ଅକାମି ହୋଇଯିବ। ଜାନୁଆରି ୧୫ରେ ରିଜର୍ଭ…
ଅଧିକ ଖବର ଦେଖନ୍ତୁ...

ଅଷ୍ଟ୍ରେଲୀୟ ବିଶ୍ବବିଦ୍ୟାଳୟର ଅନୁଧ୍ୟାନ: ବିଶ୍ବରେ କରୋନା ନେବ ଦେଢ଼ କୋଟି ଜୀବନ !

ନୂଆଦିଲ୍ଲୀ: କରୋନାଭାଇରସ ଦ୍ବାରା ସଂକ୍ରମଣର ଶିକାର ହୋଇ ସାରା ବିଶ୍ବରେ ପ୍ରାୟ ଦେଢ଼ କୋଟି ଲୋକ ମୃତ୍ୟୁବରଣ କରିବେ ବୋଲି ଏକ ନୂତନ ଅଧ୍ୟୟନରେ କୁହାଯାଇଛି। ଅଷ୍ଟ୍ରେଲିୟା ନ୍ୟାସନାଲ ୟୁନିଭରସିଟି ଦ୍ୱାରା କରାଯାଇଥିବା ଅନୁସନ୍ଧାନରୁ ଏହା ଜଣାପଡିଛି ଯେ, ବିଶ୍ବ  ଜିଡିପି ୨.୩ଟ୍ରିଲିୟନ…
ଅଧିକ ଖବର ଦେଖନ୍ତୁ...