Daily Archives

March 8, 2020

ମହିଳା ଦିବସ: ରଶ୍ମିତାଙ୍କୁ ବରା ଦୋକାନ ଦେଇଛି ପରିଚୟ

ନାଲକୋ ନଗର(ସୁଜିତ କୁମାର ବେହେରା): ରୋଷେଇ ଠାରୁ ବହୁ ଦୁରରେ ରଶ୍ମିତା। ପିଲାଟି ଦନରୁ ତାଙ୍କ ବାପାଙ୍କ ବରା ଦୋକାନ ଦେଖିଆସିଥିଲେ। ହେଲେ ସେ ବରା ଦୋକାନକୁ ଦିନେ ନିଜେ ଚଳାଇବେ କେବେ ଚିନ୍ତା କରିନଥିଲେ। ଅନଗୁଳ ଦୈନିକ ପରିବା ହାଟ ସମୁଖରେ ଥିବା ଝୁପୁଡ଼ି ଜଳଖିଆ ଦୋକାନ। ପରିବାର ଗଢ଼ିବାର…
ଅଧିକ ଖବର ଦେଖନ୍ତୁ...

ଚାଉଳ ଓ ଗହମ ହେରଫେର ନେଇ ବିଡିଓଙ୍କ ଥାନାରେ ଏତଲା, ମୁଜାଗଡ ସରପଞ୍ଚକୁ ଜେଲ୍‌

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ମୁଜାଗଡ଼ ଗ୍ରାମ ପଞ୍ଚାୟତରେ ଚାଉଳ ଓ ଗହମ ହେରଫେର କରିଥିବା ନେଇ ଘଟଣା ସମ୍ମୁଖକୁ ଆସିଛି। ଏନେଇ ଭଞ୍ଜନଗର ବିଡିଓ ଅନୀଲ କୁମାର ସେଠୀ ଥାନାରେ ପିଇଓ, ସରପଞ୍ଚ ଓ ଯୋଗାଣ ସହାୟକ ନାମରେ ଲିଖିତ ଅଭିଯୋଗ ଦେଇଛନ୍ତି। ଅଭିଯୋଗକୁ ଭିତ୍ତି କରି…
ଅଧିକ ଖବର ଦେଖନ୍ତୁ...

ଋତୁସ୍ରାବ ହୋଇଥିବା ମହିଳାଙ୍କୁ ଶୌଚାଳୟ ବ୍ୟବହାର କରିିବାକୁ ମନା କଲେ ଶୌଚାଳୟକର୍ମୀ, ତା’ ପରେ…

କୋଲକାତା: ପଶ୍ଚିମବଙ୍ଗର କୋଲକାତାରେ ଜଣେ ମହିଳା ଦାବି କରିଛନ୍ତି ଯେ ଋତୁସ୍ରାବ ହେଉଥିବା ଜାଣି ମଧ୍ୟ ତାଙ୍କୁ ସହରର ଏକ ସିନେମା ହଲରେ ଶୌଚାଳୟ ବ୍ୟବହାର କରିବାକୁ ଦିଆଯାଇ ନଥିଲା। ଶୌଚାଳୟରେ ଉପସ୍ଥିତ ଶୌଚାଳୟ କର୍ମୀମାନେ ମହିଳାଙ୍କୁ କହିଥିଲେ ଯେ, ସଫା କାମ ଚାଲିଛି। ଏବେ ଭିତରକୁ ଗଲେ…
ଅଧିକ ଖବର ଦେଖନ୍ତୁ...

ସୁସ୍ଥ ହୋଇସାରିଥିବା କରୋନା ରୋଗୀଙ୍କ ରକ୍ତରୁ ଔଷଧ ତିଆରି କରୁଛନ୍ତି ବୈଜ୍ଞାନିକ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ବରେ କରୋନା ଭାଇରସକୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ଲାଗି ରହିଛି। ହଜାର ହଜାର ଲୋକ ଏହାର ଶିକାର ହୋଇ ସାରିଥିବା ବେଳେ ଅନେକଙ୍କ ମୃତ୍ୟୁ ମଧ୍ୟ ଘଟିଛି। ତେବେ କିଛି ଲୋକ ଏହି ଭାଇରସ୍ ଦ୍ବାରା ଶିକାର ହୋଇ ମଧ୍ୟ ଚିକିିତ୍ସା ପରେ ସୁସ୍ଥ ହୋଇ…
ଅଧିକ ଖବର ଦେଖନ୍ତୁ...

ଅନ୍ତର୍ଜାତୀୟ ମହିଳା ଦିବସରେ ଦିଲ୍ଲୀ ବିମାନବନ୍ଦରରେ ଆରମ୍ଭ ହେଲା ସ୍ବତନ୍ତ୍ର କ୍ୟାବ୍ ସେବା, ଡ୍ରାଇଭିଙ୍ଗ୍ ସିଟରେ…

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତର ରାଜଧାନୀ ଦିଲ୍ଲୀରେ ମହିଳାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ ପଦକ୍ଷେପ ନିଆଯାଇଛି। ଯେଉଁ ମହିଳାମାନେ ବିମାନରେ ଯାତ୍ରା କରୁଛନ୍ତି, ସେମାନଙ୍କୁ ଏବେ ନିଜ ଘରେ ପହଞ୍ଚିବାରେ କୌଣସି ସମସ୍ୟାର ସାମ୍ନା କରିବାକୁ ପଡ଼ିବ ନାହିଁ।…
ଅଧିକ ଖବର ଦେଖନ୍ତୁ...

ସାହାସକୁ ସଲାମ୍: ନିଜ ପିଲାମାନଙ୍କ ପେଟ ପୋଷିବା ପାଇଁ ୧୫ବର୍ଷ ହେଲାଣି ଟ୍ରକ୍ ଚଲାଉଛନ୍ତି ଏହି ମହିଳା

ଭୋପାଳ (ମୋନାଲିସା ପରିଡ଼ା): ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରତି ସମ୍ମାନ ଓ ଭଲ ପାଇବା ଜଣାଇବା ପାଇଁ ପାଳନ କରାଯାଇଥାଏ ଅନ୍ତର୍ଜାତୀୟ ମହିଳା ଦିବସ। ପ୍ରତି ବର୍ଷ ମାର୍ଚ୍ଚ ୮ତାରିଖକୁ ମହିଳା ଦିବସ ଭାବେ ପାଳନ କରାଯାଇଥାଏ। ଏହି ଦିନ ମହିଳାମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କର ତ୍ୟାଗ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ହଂସରାଜ ଭରଦ୍ୱାଜଙ୍କ ୮୨ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ: କର୍ଣ୍ଣାଟକ ଓ କେରଳର ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ଆଇନମନ୍ତ୍ରୀ ହଂସରାଜ ଭରଦ୍ୱାଜଙ୍କ ଆଜି ପରଲୋକ ହୋଇଯାଇଛି। ସେ ୮୨ ବର୍ଷ ବୟସରେ ଅନ୍ତିମ ଶ୍ୱାସକ୍ରିୟା ନେଇଛନ୍ତି। ହଂସରାଜ ଭରଦ୍ୱାଜ କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରୁ ଜଣେ ଥିଲେ। ଆସନ୍ତାକାଲି ଅର୍ଥାତ ସୋମବାର ତାଙ୍କର…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ସାମ୍ନାକୁ ଆସିଲା ୩,୫୦୦ଲୋକଙ୍କ ଜୀବନ ନେଇ ସାରିଥିବା କରୋନା ଭାଇରସର ଭୟାନକ ରୂପ, ଫଟୋ ଭାଇରାଲ

ନୂଆଦିଲ୍ଲୀ: ସାରା ବିଶ୍ବବାସୀଙ୍କ ମନରେ ଡ଼ର ସୃଷ୍ଟି କରିଥିବା ଏବଂ ଅଦ୍ୟାବଧି ୩,୫୦୦ରୁ ଅଧିକ ଲୋକଙ୍କ ଜୀବନ ନେଇସାରିଥିବା କରୋନା ଭାଇରସର ଅସଲ ରୂପ ଏବେ ସାମ୍ନାକୁ ଆସିଛି।୮୨ରୁ ଉର୍ଦ୍ଧ୍ବ ଦେଶରେ ମୃତ୍ୟୁର ତାଣ୍ଡବ ରଚିଥିବା କରୋନା ଭାଇରସର ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି। ମାସ ମାସ…
ଅଧିକ ଖବର ଦେଖନ୍ତୁ...

ନ୍ୟାୟ ପାଇଁ ବ୍ୟବସ୍ଥା ବିରୋଧରେ ବିଜୟରେ ବିଶ୍ୱାସୀ ବିଜୟିନୀ

ସମ୍ବଲପୁର (ଜ୍ଞାନରଂଜନ ମିଶ୍ର): ସାରା ଦେଶ ଏକ ହୋଇ ବି ନିର୍ଭୟାର ଦୋଷୀମାନଙ୍କୁ ଦଣ୍ଡିତ କରିବାରେ ଏ ଯାଏଁ ସମର୍ଥ ହୋଇ ପାରି ନାହିଁ। ନ୍ୟାୟ ବ୍ୟବସ୍ଥାର ଛିଦ୍ର ଗୁଡ଼ିକ ଦେଇ ସେମାନଙ୍କ ଦଣ୍ଡ ପାଇବାର ତାରିଖ ବାରମ୍ବାର ଘୁଞ୍ଚିଘୁଞ୍ଚି ଚାଲିଛି। ଏଭଳି ସ୍ଥିତିରେ ନିଜ ସ୍ୱର୍ଗତ ମା’କୁ ନ୍ୟାୟ…
ଅଧିକ ଖବର ଦେଖନ୍ତୁ...

ବିଦେଶକୁ ଛୁ ମାରିବା ଆଗରୁ ୟେସ୍‌ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ଝିଅକୁ ଅଟକାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ: ବଢ଼ିଲା ୟେସ୍‌ ବ୍ୟାଙ୍କର ପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ ରାଣା କପୁରଙ୍କ ପାଇଁ ଅଡୁଆ | ଆଜି ଭୋର ୪ଟା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିବାବେଳେ ରାଣାଙ୍କ ପରିବାର ବିରୋଧରେ ଲୁକ ଆଉଟ ସରକୁଲାର ଜାରି କରାଯାଇଥିଲା | ଆଜି ରାଣାଙ୍କ ଝିଅ ରୋଶନି କପୁର…
ଅଧିକ ଖବର ଦେଖନ୍ତୁ...