Daily Archives

March 8, 2020

ଇଣ୍ଡିଗୋ ବିମାନରେ ହରଭଜନ ସିଂହଙ୍କ ବ୍ୟାଟ ହେଲା ଚୋରି

ନୂଆଦିଲ୍ଲୀ: ଗତ ଶୁକ୍ରବାର ଭାରତୀୟ କ୍ରିକେଟ ଦଳର ସ୍ପିନର ହରଭଜନ ସିଂହଙ୍କ ବ୍ୟାଟ ଚୋରି ହୋଇଯିବା ପରେ ସେ ବିମାନ କମ୍ପାନି ଇଣ୍ଡିଗୋକୁ ନେଇ ଅସନ୍ତୋଷ ଥିବା କହିଛନ୍ତି। ହରଭଜନ ଟୁଇଟରରେ ଏହି ଘଟଣାକୁ ସାର୍ବଜନୀକ କରି କମ୍ପାନିକୁ ଶୀଘ୍ର ଏନେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଏହି ଟୁଇଟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୌଣସି ନୂଆ ଯୋଜନା କରିପାରନ୍ତି। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ସରକାରୀ ଚାକିରିଜୀବୀଙ୍କ ଆର୍ଥିକ ପକ୍ଷ ମଜଭୁତ ହେବ। ବୃଷ: କାମ ସ˚ପୂର୍ଣ୍ଣ ହେବା ଯୋଗୁଁ ଆରାମ ଅନୁଭବ କରିବେ। ଆର୍ଥିକ ସ୍ଥିତି ଠିକ୍‌ ରହିବ। କୌଣସି ନୂଆ ବ୍ୟକ୍ତିଙ୍କ ସହିତ ବନ୍ଧୁତା ହୋଇପାରେ।…
ଅଧିକ ଖବର ଦେଖନ୍ତୁ...

ଏଣିକି କଲର ଟ୍ୟୁନରେ ଶୁଭିବ କରୋନା ସମ୍ପର୍କିତ ସଚେତନତା ବାର୍ତ୍ତା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ନାଗରିକଙ୍କୁ ସଚେତନ କରିବା ପାଇଁ ଦୂରସଞ୍ଚାର ମନ୍ତ୍ରାଳୟ ଏବେ ନୂଆ ଉଦ୍ୟମ ଆରମ୍ଭ କରିଛି | ଟେଲିକମ ମନ୍ତ୍ରାଳୟ ଟେଲିକମ୍ ଅପରେଟରମାନଙ୍କୁ ଭାରତରେ ଏହି ରୋଗ ବିଷୟରେ ଅବଗତ କରାଇବା ପାଇଁ ନିୟମିତ ରିଙ୍ଗଟୋନ୍…
ଅଧିକ ଖବର ଦେଖନ୍ତୁ...

ଇନ୍‌ଷ୍ଟାଗ୍ରାମ୍‌ରେ କରୀନା ଓ ତୈମୁରଙ୍କ ଏହି ଫଟୋ ଦେଖି ଏଭଳି ପ୍ରତିକ୍ରିୟା ଦେଲେ କଳାକାର

ମୁମ୍ବାଇ: କରୀନା କପୁର ଖାନ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଡେବ୍ୟୁ କରିବା ପରେ ଚର୍ଚ୍ଚାରେ ରହିଛନ୍ତି। କରୀନା ପୂର୍ବରୁ ଇନ୍‌ଷ୍ଟାଗ୍ରାମ୍‌ରେ ସିକ୍ରେଟ ଆକାଉଣ୍ଟ ଚଲାଉ ଥିବା କଥା କହିଥିଲେ। କିନ୍ତୁ ପ୍ରଥମଥର ଅଧିକାରୀକ ଭାବେ କରୀନା ଇନ୍‌ଷ୍ଟାଗ୍ରାମ୍‌ରେ ଆସିଛନ୍ତି। କରୀନା ଏଯାବତ ତାଙ୍କର…
ଅଧିକ ଖବର ଦେଖନ୍ତୁ...

‘ଚାଇଲ୍‌ଡ ଲାଇନ୍‌’ର ହସ୍ତକ୍ଷେପ: ରାଉରକେଲାରେ ଅଟକିଲା ବାଲ୍ୟ ବିବାହ

ରାଉରକେଲା/ବଲାଙ୍ଗୀର: ରାଜ୍ୟ ସରକାରଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସଚେତନତା ସତ୍ତ୍ୱେ ରାଜ୍ୟରେ ଥମୁନାହିଁ ବାଲ୍ୟ ବିବାହ। ଆଜି ପୁଣି ଏକ ନାବାଳିକା ବିବାହକୁ ବନ୍ଦ କରିବା ସହ ନାବାଳିକାକୁ ଉଦ୍ଧାର କରିଛି ଚାଇଲ୍‌ଡ ଲାଇନ। ସୁନ୍ଦରଗଡ ଜିଲ୍ଲା କିଞ୍ଜିରକେଲାର ୧୪ ବର୍ଷର ନାବାଳିକାକୁ ଚାଇଲ୍‌ଡ…
ଅଧିକ ଖବର ଦେଖନ୍ତୁ...

ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତି ସନ୍ଦେହରେ ଦମ୍ପତିଙ୍କୁ ଗିରଫ କଲା ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଆଜି ଇସଲାମିକ୍ ଷ୍ଟେଟ୍ ଅଫ୍ ଇରାକ ଏବଂ ଲେଭେଣ୍ଟ୍ - ଖୋରାସାନ୍ ପ୍ରଦେଶର(ଆଇଏସକେପି) ଦୁଇ ସଦସ୍ୟଙ୍କୁ ଦିଲ୍ଲୀର ଓଖଲା ଅଞ୍ଚଳରୁ ଗିରଫ କରିଛି। ଗିରଫ ହୋଇଥିବା ଦୁଇ ଜଣ ସମ୍ପର୍କରେ ସ୍ୱାମୀ-ସ୍ତ୍ରୀ ବୋଲି ଜଣାପଡିଛି | ଦିଲ୍ଲୀ ପୁଲିସ ଜାହାନଜେବ…
ଅଧିକ ଖବର ଦେଖନ୍ତୁ...

ୟେସ୍‌ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ପ୍ରସଙ୍ଗ: କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ…

ଭୁବନେଶ୍ୱର: ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଜମା ଥିବା ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଚିଠି ଲେଖିଛନ୍ତି। ଚିଠିରେ ଶ୍ରୀ ପୂଜାରୀ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଏହି…
ଅଧିକ ଖବର ଦେଖନ୍ତୁ...

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଚାରି ‘ନିର୍ଭୟା’ ଦୋଷୀଙ୍କ ପୁତ୍ତଳିକାକୁ ଦିଆଗଲା ଫାଶୀ

ନୂଆଦିଲ୍ଲୀ: ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ମାମଲାର ଚାରିଜଣ ଦୋଷୀଙ୍କ ବିରୋଧରେ ଦିଲ୍ଲୀର ଏକ ଅଦାଲତ ନୂଆ ମୃତ୍ୟୁ ପରଓ୍ଵାନା ଜାରି କରି ଦେଇଛନ୍ତି। ସେମାନଙ୍କୁ ମାର୍ଚ୍ଚ ୨୦ ତାରିଖ ସକାଳ ୫.୩୦ରେ ଫାଶୀ ଦିଆଯିବ ବୋଲି କୁହାଯାଉଛି। ତେବେ, ଦୋଷୀମାନଙ୍କର ବାରମ୍ବାର ଫାଶୀ ତାରିଖ…
ଅଧିକ ଖବର ଦେଖନ୍ତୁ...

ଜ୍ୱାଇଁକୁ ହତ୍ୟା କରିବା ପାଇଁ ୧କୋଟି ଟଙ୍କାର ସୁପାରି ଦେଇ ଝିଅକୁ ବିଧବା ସଜାଇଥିବା ଖଳନାୟକ ପିତା କଲା ଆତ୍ମହତ୍ୟା

ନୂଆଦିଲ୍ଲୀ: ଦୁଇବର୍ଷ ତଳେ ପ୍ରଣୟ ଅନର କିଲିଂର ଏକ ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଥିବା ମାରୁତି ରାଓ୍ଵ ହାଇଦ୍ରାବାଦରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମାରୁତି ରାଓ୍ଵଙ୍କୁ କୋର୍ଟରୁ ଜାମିନ୍‌ ମିଳିବା ପରେ ସେ ବାହାରକୁ ଆସିଥିଲେ। ମାରୁତି ରାଓ୍ଵ ନିଜ…
ଅଧିକ ଖବର ଦେଖନ୍ତୁ...

ଖଣ୍ଡଗିରି ପରେ ପାହାଳରେ ମ୍ୟାଜିକ ପେନରେ ବ୍ୟବସାୟୀଙ୍କୁ ଚୁନା ଲଗାଇଲେ ଠକ

ଭୁବନେଶ୍ୱର: ମ୍ୟାଜିକ ପେନରେ ୭୬ ହଜାର ଟଙ୍କା ଠକେଇ ଅଭିଯୋଗ । ପାହାଳରେ ଥିବା ଟାୟାର ସୋରୁମ ମାଲିକଙ୍କୁ ମ୍ୟାଜିକ ପେନରେ ଚୁନା ଲଗାଇ ଫେରାର ହୋଇଯାଇଛି ଠକ । ଠକ ଜଣକ ନିଜକୁ ବ୍ୟାଙ୍କରୁ ଆସିଥିବା କହି ୧୦ ଲକ୍ଷର ଲୋନ କରାଇଦେବାକୁ କହିଥିଲା । ଆଉ ସେଥିପାଇଁ ସମସ୍ତ କାଗଜପତ୍ର ବି ନେଇଥିଲା ।…
ଅଧିକ ଖବର ଦେଖନ୍ତୁ...