Daily Archives

March 9, 2020

ବୌଦ୍ଧ ଧନୁଯାତ୍ରାରେ ଅଘଟଣ, ୫୦ ହଜାର ଟଙ୍କାର ସାମଗ୍ରୀ କ୍ଷତି

ବୌଦ୍ଧ: ଧନୁଯାତ୍ରା ପଡ଼ିଆରେ ଅଘଟଣ, ଅଳ୍ପକେ ବର୍ତିଲେ ରାମ ଦୋଳିରେ ଥିବା ଲୋକେ। ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାର ସଦର ବ୍ଲକ ଅଁଳାପାଳିରେ ଚାଲିଥିବା ଧନୁଯାତ୍ରା ମହୋତ୍ସବରେ ମୀନାବଜାର ପାଇଁ ଆସିଥିବା ରାମ ଦୋଳି ପାଖରେ ରୋଷେଇ କରୁଥିବା ସମୟରେ ହଠାତ ଗ୍ୟାସରେ ନିଆଁ ଲାଗିଯାଇ ଷ୍ଟଲ ପୋଡ଼ି…
ଅଧିକ ଖବର ଦେଖନ୍ତୁ...

ରୋକି ପାରିଲାନି ସମାଜ: ପକ୍ଷାଘାତର ଶିକାର ଥିବା ଯୁବକଙ୍କୁ ବିବାହ କ‌ରି ଉଦାହରଣ ସାଜିଲେ ମହିଳା

ତିରୁବନନ୍ତପୁରମ୍: ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରତି ସମ୍ମାନ ଓ ଭଲ ପାଇବା ଜଣାଇବା ପାଇଁ ଗତକାଲି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା। ଗତକାଲି ମହିଳାମାନଙ୍କୁ ସମ୍ମାନ ଜଣାଇବା ପାଇଁ ସେମାନଙ୍କର ତ୍ୟାଗ, ପରିଶ୍ରମ ଏବଂ ସମାଜ ସହ ଲଢ଼ିବାର ସାହାସକୁ ସ୍ୱୀକୃତି ଓ ସମ୍ବର୍ଦ୍ଧନା…
ଅଧିକ ଖବର ଦେଖନ୍ତୁ...

୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୮ ବର୍ଷ ନାବାଳକ ଗୁରୁତର

ବୌଦ୍ଧ: ୧୧ କେଭି ବିଦ୍ୟୁତ୍ ତାର ଲାଗି ଜଣେ ୮ ବର୍ଷ ନାବାଳକ ଗୁରୁତର ହୋଇଛି। ଶିଶୁଟି ବୌଦ୍ଧ ଜିଲ୍ଲା ଗୋଛାପଡା ପଞ୍ଚାୟତ ଅନ୍ତର୍ଗତ ତ୍ରିବେଣିପୁର ଗାଁର ସମିର୍ ଗାଇଗରିଆ । ସେ ନିଜ ଘର ଛାତ ଉପରେ ଖେଳୁଥିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂଶ୍ପର୍ସରେ ଆସିଥିଲେ । ଫଳରେ ଗୁରୁତର ହୋଇଯାଇଥିଲେ…
ଅଧିକ ଖବର ଦେଖନ୍ତୁ...

ହୃତପିଣ୍ଡରେ ବ୍ଲକେଜ୍‌ ହୋଇଛି କି? ଆଜିଠାରୁ ଖାଦ୍ୟରେ ସାମିଲ କରନ୍ତୁ ଏହି ୪ଟି ଜିନିଷ

ଏମିତି କିଛି ଫଳ ଓ ପନିପରିବା ରହିଛି ଯାହାକୁ ପ୍ରତିଦିନର ଖାଦ୍ୟରେ ସାମିଲ କଲେ ହୃତପିଣ୍ଡ ବ୍ଲକେଜ୍‌ ଭଳି ସମସ୍ୟାରୁ ଆପଣ ନିଜକୁ ରକ୍ଷା କରିପାରିବେ। ଯାହା ରକ୍ତ ସଞ୍ଚାଳନ ସ୍ୱାଭାବିକ କରିବା ସହ କୋଲେଷ୍ଟ୍ରଲ୍‌କୁ ଜମା ହେବାକୁ ଦେଇ ନ ଥାଏ। ଆସନ୍ତୁ ଜାଣିବା ସେହି ୪ଟି ଜିନିଷ ବିଷୟରେ..…
ଅଧିକ ଖବର ଦେଖନ୍ତୁ...

ଘରେ ଛାଡ଼ିଦେବାକୁ କହି ଦୁଷ୍କର୍ମ କଲା କ୍ୟାବ୍ ଚାଳକ

ହାଇଦ୍ରାବାଦ: ରଙ୍ଗରାଡେ ଜିଲ୍ଲାର ଚନ୍ଦନଭେଲି ଗ୍ରାମରେ କାର ଭିତରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଶନିବାର ପୁଲିସ ୩୨ବର୍ଷୀୟ ଟ୍ୟାକ୍ସି ଚାଳକକୁ ଗିରଫ କରିଛି। ପୀଡ଼ିତା ମହିଳା ଏବଂ ଅଭିଯୁକ୍ତ ସମାନ ଗାଁର ବାସିନ୍ଦା ବୋଲି ଜଣା ପଡ଼ିଛି। ଅଭିଯୁକ୍ତଜଣକ ଉକ୍ତ ମହିଳାଙ୍କୁ…
ଅଧିକ ଖବର ଦେଖନ୍ତୁ...

ହୋଲି ଖେଳିବା ପରେ ସାର୍ଟରେ ଲାଗୁଥିବା ଦାଗକୁ ନେଇ ଚନ୍ତିତ କି? ଆପଣାନ୍ତୁ ଏହି ସହଜ ଉପାୟ

ରଙ୍ଗର ପର୍ବ ହୋଲି ବଡ଼ମାନଙ୍କଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଖୁସି କରିଥାଏ। ଏହି ଦିନ ଲୋକମାନେ ପରସ୍ପରକୁ ରଙ୍ଗ ଲଗାଇ ହୋଲି ପାଳନ କରି ଥାଆନ୍ତି । କିନ୍ତୁ କିଛି ଲୋକ ହୋଲି ଖେଳିବା ପାଇଁ ଅବିର/ଫଗୁର ବ୍ୟବହାର ନ କରି ଗାଢ଼ା ରଙ୍ଗ ବ୍ୟବହାର କରିଥାଆନ୍ତି । ବେଳେବେଳେ…
ଅଧିକ ଖବର ଦେଖନ୍ତୁ...

ସୋସିଆଲ ମିଡିଆରେ ଛାଇଲା କନଷ୍ଟେବଳଙ୍କ ରାପ୍, ଇଂରାଜୀ ଓ ହିନ୍ଦୀ ଭାଷାରେ ଗୀତ ଗାଇ ହେଲେ ଲୋକପ୍ରିୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ସମୟରେ ଭିନ୍ନ ଭିନ୍ନ ଭିଡିଓ ଭାଇରାଲ ହେଉଥିବା ଦେଖା ଯାଇଥାଏ। କିଛି ଭିଡିଓ ବିବାଦୀୟ ହୋଇଥାଏ ତ କିଛି ଭିଡିଓ ଲୋକଙ୍କୁ ଲୋକପ୍ରିୟତା ଆଣି ଦେଇଥାଏ। ପୂର୍ବରୁ ଏଭଳି ଅନେକ ଭିଡିଓ ଭାଇରାଲ ହୋଇଛି, ଯାହା ପାଇଁ ରାତାରାତି ଇଣ୍ଟରନେଟ୍ ସେ‌ନସେସନ ପାଲଟି…
ଅଧିକ ଖବର ଦେଖନ୍ତୁ...

ବ୍ୟବହାର ହୋଇସାରିଥିବା ସର୍ଜିକାଲ ମାସ୍କଙ୍କୁୁ ଧୋଇ ପୁଣି ବିକିବାର ଉଦ୍ଦେଶ୍ୟକୁ ପଣ୍ଡ କଲା ଭାଇରାଲ ଭିଡିଓ,…

ମୁମ୍ବାଇ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଏବେ ସର୍ଜିକାଲ ମାସ୍କର ଚାହିଦା ବଢ଼ିବାରେ ଲାଗିଛି। ଲୋକେ ମାସ୍କ ସହ ସାନିଟାଇଜର ବ୍ୟବହାର କରିବାରେ ଲାଗି ପଡ଼ିଛନ୍ତି। ଏବେ ବଜାରରେ ମାସ୍କର ଅଭାବ ଦେଖିବାକୁ ମିଳୁଥିବା ବେଳେ କିଛି ଲୋକ ବ୍ୟବହାର ହୋଇ ସାରିଥିବା ମାସ୍କକୁ…
ଅଧିକ ଖବର ଦେଖନ୍ତୁ...

ବସ୍ତିରେ ନାଳି ସମସ୍ୟାକୁ ନେଇ ଗଣ୍ଡଗୋଳ, ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ

ରାଉରକେଲା: ଉଦିତ ନଗର ଥାନା ଅନ୍ତର୍ଗତ ଶୀତଳପଡ଼ାର ବସ୍ତିରେ ନାଳି ସମସ୍ୟାକୁ ନେଇ ଦୁଇ ପଡୋଶୀ ମଧ୍ୟରେ ଆଜି ମାଡପିଟ ହୋଇଛି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ହେଲା ସୋନୁ ଲୋହାର। ହତ୍ୟାକାଣ୍ଡ ପରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମଣ ଭୟରେ ୭୦,୦୦୦ କଏଦୀଙ୍କୁ ମୁକ୍ତ କଲା ଇରାନ

ଦୁବାଇ: ଦେଶରେ କରୋନାଭାଇରସ୍ ସଂକ୍ରମଣ ଡ଼ରରେ ଇରାନ ପ୍ରାୟ ୭୦,୦୦୦କଏଦୀଙ୍କୁ ମୁକ୍ତ କରିଛି ବୋଲି ଇରାନର ନ୍ୟାୟପାଳିକା ମୁଖ୍ୟ ଇବ୍ରାହିମ ରାଇସି ସୋମବାର କହିଛନ୍ତି। ପ୍ରଥମେ ଇରାନ ୫୪,୦୦୦କଏଦୀଙ୍କୁ କରୋନା ସଂକ୍ରମଣ ଭୟରେ ମୁକ୍ତ କରିଥିବାର ଖବର ମିଳିଥିଲା। ଏବେ ଏହି ସଂଖ୍ୟା…
ଅଧିକ ଖବର ଦେଖନ୍ତୁ...