Daily Archives

March 11, 2020

ଭାରତକୁ ଖୁସି କରିବାକୁ ମାଲେସିଆର ଉଦ୍ୟମ, ଭାରତରୁୁ ଚିନି ଆମଦାନି ତିନିଗୁଣ ବଢାଇଲା

ନୂଆଦିଲ୍ଲୀ : ଭାରତ ସହ କୂଟନୈତିକ ତିକ୍ତତାକୁ ହ୍ରାସ କରିବାକୁ ମାଲେସିଆ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଭାରତ ସହ ବାଣିଜ୍ୟ କାରବାର ବୃଦ୍ଧି କରିବାକୁ ମାଲେସିଆ ଏବେ ଭାରତଠାରୁ ଅଧିକ ପରିମାଣରେ ଚିନି କିଣୁଛି । ଗତ ୨୦୧୯ରେ ମାଲେସିଆ ଭାରତଠାରୁ ଯେତିକି ଚିନି କିଣିଥିଲା ଚଳିତ ୨୦୨୦ ମାତ୍ର…
ଅଧିକ ଖବର ଦେଖନ୍ତୁ...

ଧୋନୀଙ୍କୁ ପଡିଆରେ ପଶି ସାଷ୍ଟାଙ୍ଗ ପ୍ରଣାମ କଲେ ପ୍ରଶଂସକ

ଚେନ୍ନାଇ: ଦୀର୍ଘ ସମୟ ଧରି ପଡିଆରୁ ଦୂରେଇ ରହିଥିଲେ ମଧ୍ୟ କମିନାହିଁ ମହେନ୍ଦ୍ର ସିଂ ଧୋନୀଙ୍କ କ୍ରେଜ । ଆଇପିଏଲ ଆରମ୍ଭ ହେବାକୁ ଥିବା ବେଳେ ଅଭ୍ୟାସ ପାଇଁ ପଡିଆକୁ ଓହ୍ଳାଇଛନ୍ତି ଧୋନୀ । ସାରା ବିଶ୍ୱରେ ଧୋନୀଙ୍କ ଫ୍ୟାନ ଥିବା ବେଳେ ସେ ଚେନ୍ନାଇ ସୁପର କିଙ୍ଗସର କ୍ୟାପେଟନ ଥିବା ଯୋଗୁଁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନୂଆ କିଛି କରିବା ପାଇଁ ଚିନ୍ତାକରିବେ। ଜୀବନସାଥୀଙ୍କ ଠାରୁ ଖୁସି ମିଳିବ। ବ୍ୟାବସାୟିକ ପରିସର ବୃଦ୍ଧି। କଳା ଓ ସଙ୍ଗୀତ କ୍ଷେତ୍ରରେ ସଫଳତା। ବୃଷ: ଲକ୍ଷ୍ୟ ସ୍ଥିର ପାଇଁ ଯୋଜନା କରିବେ। କର୍ତ୍ତୃପକ୍ଷଙ୍କଠାରୁ ସକରାତ୍ମକ ଉତ୍ତର ମିଳିପାରେ। ବ୍ୟବସାୟ ବଢ଼ାଇବା ଲାଗି ନୂଆ ଅଂଶୀଦାର…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ହିଂସାରେ ସଂପୃକ୍ତ ୧୧୦୦ ଜଣଙ୍କୁ ଚିହ୍ନଟ କରାଯାଇଛି : ଶାହା

ନୂଆଦିଲ୍ଲୀ : ଦିଲ୍ଲୀ ହିଂସା ସଂପର୍କରେ ଆଜି ସଂସଦରେ ନିଜର ବୟାନ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ କହିଛନ୍ତି ଯେ ଏହି ଦଙ୍ଗା ବେଶ ପୂର୍ବପ୍ରସ୍ତୁତି ଅନୁସାରେ ହୋଇଥିଲା । କିନ୍ତୁ ଦିଲ୍ଲୀ ପୁଲିସ ମାତ୍ର ୩୬ ଘଣ୍ଟାରେ ଏହାକୁ ନିୟନ୍ତ୍ରଣ କରିନେଇଥିଲା । ସେ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ଦ୍ଵିତୀୟ ବିବାହ ପୂର୍ବରୁ ବରଙ୍କୁ ଉଠାଇନେଲା ପୁଲିସ

ବୋଲଗଡ଼: ବିବାହ କରିବାକୁ ଆସି ହଟହଟା ହେଲେ ବର | ହାତଗଣ୍ଠି ପଡ଼ିବା ପୂର୍ବରୁ ବରକୁ ଉଠାଇନେଲା ପୁଲିସ | ମିଳିଥିବା ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଧିନସ୍ଥ ମାଗୁରା ଗାଁର ଶିବପ୍ରସାଦ ମଙ୍ଗରାଜ ଆଜି ଫତେଗଡ ଅଂଚଳର ଜଣେ କନ୍ୟାଙ୍କୁ ଦ୍ଵିତୀୟ ବିବାହ କରୁଥିଲେ | ଫତେଗଡର…
ଅଧିକ ଖବର ଦେଖନ୍ତୁ...

ଉଚ୍ଚ ରକ୍ତଚାପ, ମଧୁମେହ ଥିଲେ କରୋନା ଭାଇରସରେ ମୃତ୍ୟୁ ଆଶଙ୍କା ଅଧିକ : ଗବେଷଣା ରିପୋର୍ଟ

ନୂଆଦିଲ୍ଲୀ : କରୋନା ଭାଇରସ ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଗବେଷକମାନେ ଜାଣିପାରିଛନ୍ତି । କରୋନା ଭାଇରସ ( କୋଭିଡ୍‌-୧୯) ସଂକ୍ରମିତ ଲୋକମାନଙ୍କଠାରେ ପୂର୍ବରୁ ଉଚ୍ଚ ରକ୍ତଚାପ, ମଧୁମେହ ଆଦି ରୋଗ ଥିଲେ କିମ୍ବା ବୟସ ଅଧିକ ହୋଇଥିଲେ ସେମାନଙ୍କ ମୃତ୍ୟୁ ଆଶଙ୍କା ବଢିଯାଏ ବୋଲି ଚୀନର…
ଅଧିକ ଖବର ଦେଖନ୍ତୁ...

ଆଦର୍ଶ ଶିକ୍ଷକ: ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ତଟକା ପରିବା ଦେବାକୁ ସ୍କୁଲ ପରିସରରେ କଲେ ପରିବା ବଗିଚା

ଭୁବନେଶ୍ୱର: ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ତଟକା ପନିପରିବା ଦେବା ପାଇଁ ଜଣେ ସରକାରୀ ସ୍କୁଲ ଶିକ୍ଷକ ସ୍କୁଲ ପରିସରରେ କରିଛନ୍ତି ଏକ ବାରି ବଗିଚା (କିଚେନ ଗାର୍ଡେନ)। ଏହି କିଚେନ୍‌ ଗାର୍ଡେନ୍‌ରେ କେବଳ ପନିପରିବା ନୁହେଁ, ବିଭିନ୍ନ ପ୍ରକାରର ଫୁଲ ଓ ଔଷଧିୟ ଗଛ ଲଗାଇଛନ୍ତି ସୁବର୍ଣ୍ଣପୁରର…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ କିଭଳି ଅଛି କରୋନା ସ୍ଥିତି ସୂଚନା ଦେଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: ଓଡ଼ିଶାରେ କରୋନା ସ୍ଥିତି କିଭଳି ରହିଛି ତାହାକୁ ନେଇ ଆଜି ବିସ୍ତୃତ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ | ଶ୍ରୀ ଧଳ କହିଛନ୍ତି ଯେ ୧୬ ନମୂନାରୁ ୧୪ଟି ନମୂନା ନେଗେଟିଭ ରହିଛି | ସେହିପରି କରୋନା ୧୧୦ରୁ ଉର୍ଦ୍ଧ୍ବ ଦେଶକୁ ବ୍ୟାପିଛି | ସମୁଦାୟ ୧ ଲକ୍ଷ ୨୧ ହଜାର ଲୋକ…
ଅଧିକ ଖବର ଦେଖନ୍ତୁ...

ଋଣ ସୁଧହାର କମାଇଲା ଷ୍ଟେଟ ବ୍ୟାଙ୍କ ; ଗୃହ, ଯାନବାହାନ ଋଣ ଶସ୍ତା ହେବା ସମ୍ଭାବନା

ମୁମ୍ବାଇ : ଦେଶର ବୃହତ୍ତମ ବାଣିଜ୍ୟିକ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜର ଋଣ ସୁଧହାର ୧୫ ବେସିସ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ କରିଛି । ଏହା ଫଳରେ ଗୃହ ଓ ଯାନବାହାନ ଋଣ ଶସ୍ତା ହେବାର ସମ୍ଭାବନା ରହିଛି । ତେବେ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସବୁ ସଂଚୟ ଜମା ଖାତାରେ ଦିଆଯାଉଥିବା ସୁଧହାରକୁ ୩…
ଅଧିକ ଖବର ଦେଖନ୍ତୁ...

ମଧ୍ୟପ୍ରଦେଶରୁ ରାଜ୍ୟସଭା ପାଇଁ ବିଜେପିର ଦଳୀୟ ପ୍ରାର୍ଥୀ ହେବେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ଭୋପାଳ/ ନୂଆଦିଲ୍ଲୀ: କଂଗ୍ରେସ ସହ ନିଜର ୧୮ ବର୍ଷର ପୁରୁଣା ସଂପର୍କକୁ ଛିନ୍ନ କରି ଆଜି ଅପରାହ୍ଣରେ ବିଜେପିରେ ଆନୁଷ୍ଠାନକ ଭାବେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବିଜେପି ନିଜର ରାଜ୍ୟସଭା ପ୍ରାର୍ଥୀଭାବେ ଆଜି ସନ୍ଧ୍ୟାରେ ଘୋଷଣା କରିଛି। ମଧ୍ୟପ୍ରଦେଶର ପୂର୍ବତନ ବିଜେପି…
ଅଧିକ ଖବର ଦେଖନ୍ତୁ...