Daily Archives

March 12, 2020

ଇନଷ୍ଟାରୁ ନିିଜର ସମସ୍ତ ପୋଷ୍ଟ ହଟାଇବା ସହ ‘ଏବେ ମୁଁ ଆଉ ସହି ପାରିବି ନାହିଁ’ ବୋଲି ଲେଖି ପୋଷ୍ଟ୍…

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଅରମାନ ମଲିକଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସବୁବେଳେ ନିଜର ରୋମାଣ୍ଟିକ୍ ଗୀତ ପାଇଁ ଚର୍ଚ୍ଚାରେ ରହୁଥିବା ଅରମାନ ମଲିକ୍ ଏବେ ନିଜର ଇନଷ୍ଟା ପୋଷ୍ଟକୁ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ କରିଥିବା ଶେଷ ପୋଷ୍ଟକୁ…
ଅଧିକ ଖବର ଦେଖନ୍ତୁ...

ପୁଲିସ ହେପାଜତରେ ରହି ମଧ୍ୟ ୪ ଜଣ ବନ୍ଧୁଙ୍କ ସହ ଟିକ୍-ଟକ୍ ଭିଡିଓ ବନାଇଲେ ଅଭିଯୁକ୍ତ, ସତର୍କତା ଉପରେ ପ୍ରଶ୍ନ ଉଠାଇଲେ…

ଅହମଦାବାଦ୍:  ଟିକ୍-ଟକ୍ ମ୍ୟୁଜିକାଲ ଆପକୁ ନେଇ ପୂର୍ବରୁ ‌ଅନେକ ବିବାଦ ହୋଇସାରିଛି। କିଛି ଲୋକ ଏହି ଭିଡିଓ ପାଇଁ ନିଜର ଜୀବନ ହରାଇଛନ୍ତି ତ କିଛି ଲୋକ ନିଜର ଚାକିରି ହରାଇଛନ୍ତି। ପୂର୍ବରୁ କିଛି ପୁଲିସକର୍ମୀ ଏବଂ ନର୍ସଙ୍କୁ ଡିୟୁଟି ସମୟରେ ଟିକ୍-ଟକ୍ କରୁଥିବା ନେଇ ଚାକିରିରୁ ବାହାର…
ଅଧିକ ଖବର ଦେଖନ୍ତୁ...

କରୋନା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ତତ୍ପର, ଭୋଇମଡା, ପାଟିକୁପା, କାଟିକଣାରେ ଡାକ୍ତରୀ ଟିମ

ରାୟଗଡ଼ା: କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି ରାୟଗଡ଼ା ଜିଲ୍ଲା ପ୍ରଶାସନ। କେରଳ, ବେଙ୍ଗାଲୁରୁ, ତାମିଲନାଡୁ ସମେତ ଅନ୍ୟ ରାଜ୍ୟରୁ ବର୍ତମାନ ଭିଟାମାଟିକୁ ଫେରୁଥିବା ଶ୍ରମିକଙ୍କ ଉପରେ ତୀକ୍ଷଣ୍ ନଜର ରଖିଛି ସ୍ବାସ୍ଥ୍ୟ ବିଭାଗ। ଆଜି କୋଲନରା ବ୍ଲକର ଭୋଇମଡ଼ା, କାଟିକଣା, ପାଟିକୁପା ଗାଁକୁ…
ଅଧିକ ଖବର ଦେଖନ୍ତୁ...

ଭାରତରେ ପ୍ରଥମ କରୋନା ମୃତ୍ୟୁ, ସାଉଦୀ ଆରବରୁ ଫେରିଥିଲେ କର୍ଣ୍ଣାଟକର ୭୬ ବର୍ଷିଅ ବୃଦ୍ଧ

ବେଙ୍ଗାଲୁରୁ: ଭାରତରେ ପ୍ରଥମ ଥର ପାଇଁ ଜଣେ ବ୍ୟକ୍ତିଙ୍କ କରୋନା ଭାଇରସ ଯୋଗୁଁ ମୃତ୍ୟୁ ହୋଇଛି। କର୍ଣ୍ଣାଟକର କୁଲବର୍ଗୀର ଅଞ୍ଚଳର ୭୬ ବର୍ଷିଅ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି। ସେ ସାଉଦୀ ଆରବରୁ ଫେରିଥିଲେ। ତାଙ୍କୁ ସ୍ୱତନ୍ତ୍ର ଆଇସୋଲେସନ୍‌…
ଅଧିକ ଖବର ଦେଖନ୍ତୁ...

ଯୁବତୀମାନେ ଏକା ସାଙ୍ଗରେ ୫ଜଣ ପ୍ରେମିକ ରଖି ପାରିବେ ! ନେହାଙ୍କ ଏଭଳି ବୟାନକୁ ନେଇ ସୋସିଆଲ ମିଡିଆ‌ରେ ଆରମ୍ଭ ହେଲା…

ମୁମ୍ବାଇ: ନିଜ ବୟାନ ପାଇଁ ଏବେ ବିବାଦରେ ଅଭିନେତ୍ରୀ ନେହା ଧୁପିଆ। ଏକ ରିୟାଲିଟି ସୋ’ରେ ସେ ଯେଉଁ ବୟାନ ଦେଇଥିଲେ, ତାକୁ ନେଇ ଏବେ ଲୋକେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି। ତାଙ୍କ ବୟାନକୁ ନେଇ କିଛି ଲୋକ ତାଙ୍କୁ ସୋସିଆଲ ମିଡିଆରେ ଅନଫଲୋ କରିଥିବା ଜଣାପଡ଼ିଛି। ସୂଚନା…
ଅଧିକ ଖବର ଦେଖନ୍ତୁ...

ଡିଏମୟୁ ଟ୍ରେନ୍‌ ଧକ୍କାରେ ଯୁବକ ମୃତ, ଥାନା ଘେରିଲେ ଗ୍ରାମବାସୀ

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବଣକାଟି ଫଚାୟତ ଦଶରାପଦା ଗ୍ରାମ ନିକଟରେ ଆଜି ସନ୍ଧ୍ୟାରେ ରୂପସା-ବାଙ୍ଗିରିପୋଷି ଡିଏମୟୁ ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ବାଙ୍ଗିରିପୋଷି ଥାନା ଅଧିନସ୍ଥ ଅଂଳାଗୁଞା ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ଏଚଆଇଭିର ଶିକାର ହୋଇ ସୁସ୍ଥ ହୋଇଥିବା ବିଶ୍ବର ଦ୍ବିତୀୟ ବ୍ୟକ୍ତି ଲୋକଲୋଚନକୁ ଆଣିଲେ ନିଜର ପରିଚୟ

ନୂଆଦିଲ୍ଲୀ: ମାର୍ଚ୍ଚ ୨୦୧୯ରେ ଲଣ୍ଡନର ଜଣେ  ରୋଗୀଙ୍କୁ ଏଚ୍.ଆଇ.ଭି ଜୀବାଣୁମୁକ୍ତ ଘୋଷଣା କରାଯାଇଥିଲା। ପୂର୍ବରୁ ତାଙ୍କ ପରିଚୟ ଲୋକଲୋଚନକୁ ଅଣାଯାଇ ନଥିବା ବେଳେ ଏବେ ସେ ନିଜେ ଆଗକୁ ଆସି ନିଜର ପରିଚୟ ପ୍ରକାଶ କରିଛନ୍ତି। ଗତବର୍ଷ ହାମରସ୍ମିଥ୍ ହସ୍ପିଟାଲରେ ତାଙ୍କର ଚିକିତ୍ସା…
ଅଧିକ ଖବର ଦେଖନ୍ତୁ...

କରୋନା ଭୟ ଦେଖାଇ ଗାଁ ଲୋକଙ୍କୁ ନକଲି ଟୀକା ଲଗାଇଥିଲେ ୩ ମହିଳା, ଗିରଫ କଲା ପୁଲିସ୍

ଜାଲନା: ଚୀନର ଉହାନ ସହରରୁ ବ୍ୟାପିବା ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ଭାରତକୁ ପ୍ରବେଶ କରିଛି। ଭାରତର ପ୍ରାୟ ୧୨ଟି ରାଜ୍ୟରେ କରୋନା ପ୍ରବେଶ କରିସାରିଥିବା ବେଳେ ୭୦ରୁ ଅଧିକ ଲୋକ ଏହାର ଶିକାର ହୋଇସାରିଛନ୍ତି। ଏବେ ସାରାଦେଶବାସୀଙ୍କ ମନରେ ଏହି ଭାଇରସକୁ ନେଇ ଭୟ ରହିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା: ୫ ନାବାଳକ ବାଇକ ଚାଳକଙ୍କୁ ୧ଲକ୍ଷ ୩୫ ହଜାର ଟଙ୍କା ଜରିମାନା

ଝାରସୁଗୁଡ଼ା: ପୁଲିସ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚ ସମୟରେ ମୋଟ ୧ ଲକ୍ଷ ୭୫ ହଜାର ଟଙ୍କା ଜରିମାନା କରାଯାଇଛି। ସହରରେ ବ୍ୟାପକ ଯାଞ୍ଚ ସତ୍ତ୍ୱେ ଅଳ୍ପ ବୟସର ପିଲାମାନେ ବାଇକ ଚଳାଉଥିବା ପୁଲିସ ନଜରକୁ ଆସୁଛି। ଆଜି ସହରର କକ୍ସ କଲୋନି ନିକଟରେ ପୁଲିସ ଯାଞ୍ଚ କରୁଥିବା ବେଳେ ୫…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଦିନରେ ପାଖାପାଖି ୩ ହଜାର ପଏଣ୍ଟ ଖସିଲା ସେନସେକ୍ସ, ନିବେଶକ ହରାଇଲେ ପ୍ରାୟ ୧୦ ଲକ୍ଷ କୋଟି

ଭୁବନେଶ୍ବର: କରୋନା ପ୍ରଭାବରେ ଭାରତର ସେୟାର ବଜାର ଦୋହଲି ଯାଇଛି । ଗୋଟିଏ ଦିନରେ ପାଖାପାଖି ୩ ହଜାର ପଏଂଟ ଖସିଛି ସେନସେକ୍ସ । ଏବଂ ଆଜି ଗୋଟିଏ ଦିନରେ ନିବେଶକ ହରାଇଛନ୍ତି ପ୍ରାୟ ୧୦ ଲକ୍ଷ କୋଟି । ଭାରତୀୟ ସେୟାର ବଜାରକୁ ଛାଡୁନି କରୋନା ଭୟ । ହୋଲି ଛୁଟିକୁ ବାଦ୍ ଦେଇ ସପ୍ତାହର ତୃତୀୟ…
ଅଧିକ ଖବର ଦେଖନ୍ତୁ...