Daily Archives

March 14, 2020

କର୍ଲାପାଟ ଅଭୟାରଣ୍ୟରୁ ଉଦ୍ଧାର ହେଲେ ମାନସିକ ବିକୃତ ଅସହାୟ ମହିଳା, ଉଦ୍ଧାର କଲେ ଦୁଇ ଯୁବ ସାମ୍ବାଦିକ ଓ ଦୁଇ ବନ…

କଳାହାଣ୍ଡି : ପରିବର୍ତ୍ତନ ଦୁନିଆର ବ୍ୟସ୍ତବହୁଳ ଜୀବନରେ ମଧ୍ୟ ବଞ୍ଚି ରହିଛି ମାନବିକତା । ଏକ ମାନସିକ ବିକୃତ ଅସହାୟ ମହିଳାକୁ କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରୁ ଉଦ୍ଧାର କଲେ ଜଣେ ଯୁବ ବନ କର୍ମଚାରୀ ଓ ଦୁଇ ଜଣ ଯୁବ ସାମ୍ବାଦିକ। କଳାହାଣ୍ଡି ଜିଲ୍ଲା ଭଵାନୀପାଟଣା ଠାରୁ ୧୮ କିଲୋମିଟର ଗଲେ…
ଅଧିକ ଖବର ଦେଖନ୍ତୁ...

ଚାଇଲ୍‌ଡ ଲାଇନ ଓ ଜିଆରପି ଦ୍ୱାରା ଷ୍ଟେସନରୁ ୧୪ ଦାଦନ ଶ୍ରମିକ ଉଦ୍ଧାର

ରାୟଗଡ଼ା: ଚାଇଲ୍‌ଡ ଲାଇନ ଓ ସରକାରୀ ରେଳବାଇ ପୁଲିସ (ଜିଆରପିଏସ)ର ମିଳିତ ଯାଂଚ ସମୟରେ ରାୟଗଡ଼ା ରେଳ ଷ୍ଟେସନରୁ ୧୪ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସମସ୍ତ ଶ୍ରମିକମାନେ କୋଲନରା ଓ ରାୟଗଡ଼ା ବ୍ଳକର ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୩ ଜଣ ନାବାଳକ ଓ ୨ଜଣ ନାବାଳିକା ମୋଟ ୫ଜଣ ଶିଶୁ…
ଅଧିକ ଖବର ଦେଖନ୍ତୁ...

କୋରାପୁଟରେ କରୋନା ଛନକା: ଆତଙ୍କ ନୁହେଁ ସତର୍କତା ଉପରେ ଗୁରୁତ୍ବ, ବନ୍ଦ ହେଲା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ

କୋରାପୁଟ: କରୋନା ଭୁତାଣୁ ସାରା ବିଶ୍ବରେ ଆତଙ୍କ ଖେଳାଇଥିଲା ବେଳେ ଭାରତରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଓଡ଼ିଶାରେ କରୋନା ଆକ୍ରାନ୍ତ ନେଇ ରାଜ୍ୟରେ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ରାଜ୍ୟ ସରକାର ବିପର୍ଯ୍ୟୟ ଘୋଷଣା କରିଛନ୍ତି। ଆଉ ଏହାର ପ୍ରଭାବ…
ଅଧିକ ଖବର ଦେଖନ୍ତୁ...

ସକାଳୁ ଦାନ୍ତ ନ ଘଷି ପାଣି ପିଇବା ଶରୀର ପାଇଁ ଖୁବ ଉପକାରୀ

ଜଣେ ବ୍ୟକ୍ତି ପାଞ୍ଚ ଦିନ ଖାଦ୍ୟ ନ ଖାଇ ବଞ୍ଚିପାରିବ କିନ୍ତୁ ପାଣି ବିନା ଗୋଟିଏ ଦିନ ବଞ୍ଚିବା ଅସମ୍ଭବ। ମନୁଷ୍ୟ ଶରୀରରେ ୭୦ ପ୍ରତିଶତ କେବଳ ଜଳ ରହିଥାଏ । ଏଣୁ ଜଳ ବିନା ଜୀବନ ଅସମ୍ଭବ କୁହାଯାଇଥାଏ । ତେବେ କିଛି ଲୋକ ସକାଳୁ ଉଠିବା ମାତ୍ରେ ଅଘଷା ପାଟିରେ ଚା’ କିମ୍ବା କଫି ପିଇବା ପାଇଁ…
ଅଧିକ ଖବର ଦେଖନ୍ତୁ...

କରୋନା ଭୟ: ରାୟଗଡ଼ାରେ ବନ୍ଦ ହେଲା ସିନେମା ହଲ୍

ରାୟଗଡ଼ା: କରୋନା ବିଶ୍ବବ୍ୟାପୀ ମହାମାରୀ ରୂପେ ଘୋଷିତ ହେବା ପରେ ସର୍ତକତା ଅବଲମ୍ବନ କରିଛନ୍ତି ସରକାର। ଗତକାଲି ରାଜ୍ୟର ସମସ୍ତ ସ୍କୁଲ୍, କଲେଜ, ସପିଂ ମଲ୍, ଜିମ୍ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦେଶ ଦେବା ପରେ ଏହାର ପ୍ରଭାବ ରାୟଗଡ଼ାରେ ଦେଖିବାକୁ ମିଳିଛି। ଆଜି ସହରର…
ଅଧିକ ଖବର ଦେଖନ୍ତୁ...

ବିନା ପାଣିରେ ବି ଗାଡି ଧୋଇହେବ, ଭାରତୀୟ ଯୁବକ କଲେ ଚମତ୍କାର ଆବିଷ୍କାର

ଅହମ୍ମଦାବାଦ: ଆପଣ କେବେ ବାଇକ ବା କାର ଧୋଇବାବେଳେ ବାଲଟି ବାଲଟି ପାଣି ବ୍ୟବହାର କରିଥାନ୍ତି | ଏଥିପାଇଁ ବହୁ ମାତ୍ରାରେ ପାଣି ଖର୍ଚ୍ଚ ହେଉଥିଲେ ବି ଏଥିପ୍ରତି ଦୃଷ୍ଟି ଦେଇନଥାନ୍ତି | ଏବେ ଜଣେ ଭାରତୀୟ ଯୁବକ ଏମିତି ଏକ ଚମତ୍କାର ଆବିଷ୍କାର କରିଛନ୍ତି ଯାହାଦ୍ୱାରା ବିନା ପାଣି ଖର୍ଚ୍ଚରେ…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ ସଂପର୍କିତ ମିଛ ଖବର ସୋସିଆଲ ମିଡିଆରେ ଭାଇରାଲ କରି ଗିରଫ ହେଲେ ଶିକ୍ଷକ

ଭବାନୀପାଟଣା: କରୋନା ଭାଇରସ ସଂପର୍କିତ ମିଛ ଖବର ସୋସିଆଲ ମିଡିଆରେ ପ୍ରଚାର କରି କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଡୁଡୁକେଲ ଗାଁର ଜଣେ ଶିକ୍ଷକ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଘରୋଇ ବିଦ୍ୟାଳୟର ଶିକ୍ଷକଙ୍କ ନାମ ବିନ୍ଦୁ ମହାନନ୍ଦ। ସେ ଆଜି ସୋସିଆଲ ମିଡିଆରେ କରୋନା ଜନିତ…
ଅଧିକ ଖବର ଦେଖନ୍ତୁ...

ଅଧଘଣ୍ଟା ବର୍ଷାରେ ବେହାଲ ହେଲା ଦିଲ୍ଲୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୁଆପଥର ମାଡ ସାଙ୍ଗକୁ ପ୍ରବଳ ବର୍ଷା । ପାଖାପାଖି ଅଧଘଣ୍ଟା ବର୍ଷାରେ ଦିଲ୍ଲୀ ରାଜରାସ୍ତା ଉପରେ ଲହଡ଼ି ଭାଙ୍ଗିଲା ଆଣ୍ଠୁଏ ଉଚ୍ଚର ପାଣି । ଆଜି ଅପରାହ୍ନରେ ହଠାତ୍ ଦିଲ୍ଲୀର ଆକାଶକୁ କଳା ବାଦଲ ଢ଼ାଙ୍କି ଦେଇଥିଲା । ଦେଖୁ ଦେଖୁ ବଦଳି ଯାଇଥିବା ପାଣିପାଗର…
ଅଧିକ ଖବର ଦେଖନ୍ତୁ...

କରୋନା ପାଇଁ ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ କୋଚିଂ ସେଣ୍ଟର ବନ୍ଦ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଆସନ୍ତାକାଲି (ରବିବାର) ଠାରୁ ରାଜ୍ୟର ସମସ୍ତ କୋଟିଂ ସେଣ୍ଟର ଓ ଟ୍ୟୁସନ୍‌ଗୁଡ଼ିକ ବନ୍ଦ ରହିବ। କରୋନାର ଭୟଙ୍କର ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଆଡଭାଇଜରି ଜାରି କରିଛନ୍ତି। ଏହି କ୍ରମରେ ସରକାର ପରାମର୍ଶ ଦେଇଛନ୍ତି ଯେ,…
ଅଧିକ ଖବର ଦେଖନ୍ତୁ...

କରୋନା ପୂର୍ବରୁ ବି ଏହି ରୋଗ ନେଇଥିଲା ଲକ୍ଷାଧିକ ଲୋକଙ୍କ ଜୀବନ

ନୂଆଦିଲ୍ଲୀ: ବିଶ୍ଵବ୍ୟାପୀ କରୋନା ଏବେ ୫ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଥିବାବେଳେ ଭାରତରେ ଏହି ରୋଗରେ ୨ ଜଣଙ୍କ ଜୀବନ ଯାଇଛି | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କରୋନାକୁ ମହାମାରୀ ଘୋଷିତ କରାଯାଇଥିବା ବେଳେ କରୋନା ପୂର୍ବରୁ ବି ବିଶ୍ୱରେ ଏମିତି କିଛି ମହାମାରୀ ବ୍ୟାପିଥିଲା, ଯେଉଁଥିରେ…
ଅଧିକ ଖବର ଦେଖନ୍ତୁ...