Daily Archives

March 16, 2020

ମାଲକାନଗିରି ଜିଲ୍ଲାବାସୀଙ୍କ ସହଯୋଗ ଲୋଡିଲା ପ୍ରଶାସନ: କରୋନା ଯୋଗୁଁ ସୀମା ସିଲ, ସାପ୍ତାହିକ ହାଟ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମଧ୍ୟ କରୋନା ଆତଙ୍କ ନେଇ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି। ଆଜି ଡିଆରଡିଏ ସଭାଗୃହରେ ଜିଲ୍ଲାପାଳ ମନିଷ ଅଗ୍ରୱାଲ ସିଡିଏମଓ ଶ୍ରୀ ମହାରଣା, ଉପଜିଲ୍ଲାପାଳ ରାମେଶ୍ବର ପ୍ରଧାନ ଏବଂ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଦିଲୀପ ସାମନ୍ତରାୟ ଉପସ୍ଥିତ ରହି…
ଅଧିକ ଖବର ଦେଖନ୍ତୁ...

କରୋନା ମୁକାବିଲା ପାଇଁ ପ୍ରଶାସନର ତତ୍ପରତା, ବନ୍ଦ ହେଲା ପାର୍କ, ସପିଂ ମଲ

କୋରାପୁଟ:  କୋରାପୁଟ ଜିଲ୍ଲା ପ୍ରଶାସନ ଆଜିଠାରୁ ଜିଲ୍ଲାର ସମସ୍ତ ସପିଂ ମଲ ଓ ପାର୍କଗୁଡିକୁ ବନ୍ଦ କରିବା ପାଇଁ ନିର୍ଦେଶ ଦେଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏସବୁ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଠି କରାଯାଇଛି। ଆଜି ଜିଲ୍ଲାର ସିଡିପିଓ ଓ ସୁପରଭାଇଜରଙ୍କୁ ପ୍ରଶାସନ…
ଅଧିକ ଖବର ଦେଖନ୍ତୁ...

ପାଚନକ୍ରିୟା ଖରାପ ଥିଲେ ଶରୀର ଦେଇଥାଏ ଏହି ୪ଟି ସଙ୍କେତ

ପାଚନ ତନ୍ତ୍ର ସୁସ୍ଥ ରହିଲେ ଶରୀର ସୁସ୍ଥ ରହିଥାଏ । ଆମେ ପ୍ରତିଦିନ ଖାଉଥିବା ଖାଦ୍ୟ ଶରୀରକୁ ଯାଇ ଭଲ ଭାବରେ ହଜମ ହେବା ପରେ ହିଁ ଶରୀର ସୁସ୍ଥ ରହିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ପାଚନକ୍ରିୟା ଖରାପ ହେବା ଦ୍ୱାରା ଆପଣଙ୍କ ଖାଦ୍ୟ ଠିକ୍‌ ଭାବରେ ହଜମ ନ ହେବା ସହ ଶରୀରକୁ ପୋଷଣ ମିଳି…
ଅଧିକ ଖବର ଦେଖନ୍ତୁ...

ରାସ୍ତା କଡ଼କୁ ପରିଶ୍ରା କରିବାକୁ ଯାଇଥିବା ବେଳେ ବିଏମଡବ୍ଲ୍ୟୁ କାର ନେଇଗଲେ ଚୋର

ନୋଏଡ଼ା: ଉତ୍ତରପ୍ରଦେଶର ନୋଏଡ଼ାରେ ଜଣେ ଯୁବକଙ୍କ ବିଏମଡବ୍ଲ୍ୟୁ କାର ଚୋରି ହୋଇଥିବା ଜଣାପଡ଼ିଛି। ଯୁବକଜଣଙ୍କ କ‌ାରରୁ ବାହାରି ରାସ୍ତା କଡ଼କୁ ପରିଶ୍ରା କରିବାକୁ ଯାଇଥିବା ବେଳେ ତାଙ୍କ ସହ ଏଭଳି ଘଟଣା ଘଟିଥିଲା। କିଛି ଦୁର୍ବୃତ୍ତ ଆସି ତାଙ୍କ କାର୍ ଚୋରି କରି ନେଇଥିଲେ। ଘଟଣା ପରେ ପୀଡ଼ିତ…
ଅଧିକ ଖବର ଦେଖନ୍ତୁ...

ପରିବହନ ବିଭାଗର ମିଳିତ ଚଢାଉ, ହାଇଦ୍ରାବାଦ ଯାଉଥିବା ବସ୍‌କୁ ଜରିମାନା

ମାଲକାନଗିରି: ମାଲକାନଗିରି ପ୍ରଶାସନ, ପୁଲିସ ଏବଂ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ମିଳିତ ଭାବେ ଚଢ଼ାଉ କରି ଦୁଇ ଅନ୍ତଃରାଜ୍ୟ ବସକୁ ଅଟକ  ରଖିଛନ୍ତି। ଜିଲ୍ଲା ବାହାରକୁ ଅନ୍ୟ ରାଜ୍ୟକୁ କୌଣସି ବସ ଯିବା ନେଇ କଟକଣା କରାଯାଇଥିବା ବେଳେ ସଂଗୀତା ଓ ଗୀତା ନାମକ ଘରୋଇ ବସ ହାଇଦ୍ରାବାଦକୁ…
ଅଧିକ ଖବର ଦେଖନ୍ତୁ...

ନିର୍ଦ୍ଦେଶ ଅମାନ୍ୟ କରି ମଲ୍‌ ଖୋଲିବା ଅଭିଯୋଗ, ଆନନ୍ଦ ସୁପର ବଜାରକୁ ୫୦ ହଜାର ଜରିମାନା

ସମ୍ବଲପୁର: ସୋମବାର ସକାଳେ ସମ୍ବଲପୁରର ସମସ୍ତ ମଲ୍ ବନ୍ଦ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରା ଯାଇଥିଲା। ମହାନଗର ନିଗମ ଓ ପୁଲିସ୍‌ର ଏକ ସ୍ବତନ୍ତ୍ର ଟିମ୍ ସହରରେ ବୁଲି ବୁଲି ବିଭିନ୍ନ ମଲ୍ ବନ୍ଦ କରାଇଥିଲେ। ତେବେ ସଂଧ୍ୟାରେ ପୁଣି କିଛି ମଲ୍ ଖୋଲିଥିବା ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ଏହି ଗୋଟେ ସର୍ତ୍ତରେ ବଲିଉଡରେ ପାଦ ଦେବେ ନେହା କକ୍କର

ମୁମ୍ବାଇ: ଇଣ୍ଡିଆନ ଆଇଡଲରୁ ନିଜର ସଙ୍ଗୀତ କ୍ୟାରିୟର ଆରମ୍ଭ କରିଥିବା ନେହା କକ୍କର ଆଜି ବଲିଉଡର ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ ଭାବେ ଉଭା ହୋଇଛନ୍ତି। ତାଙ୍କର ପ୍ରତିଟି ଗୀତ ବ୍ଲକବଷ୍ଟର ହେଉଥିବା ବେଳେ ସବୁବର୍ଗର ଲୋକଙ୍କୁ ତାଙ୍କ ଗୀତ ପସନ୍ଦ ଆସୁଥିବା ଦେଖାଯାଉଛି। ନିଜ ମ୍ୟୁଜିକ୍…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ବିଦେଶ ଫେରାନ୍ତା ଯୁବକଙ୍କୁ ପଠାଗଲା ମେଡିକାଲ

ଭଦ୍ରକ: ସମଗ୍ର ବିଶ୍ୱରେ କରୋନା ଭାଇରସ ଆତଙ୍କ ଖେଳାଇ ଦେଇଥିବାବେଳେ ଏହାକୁ ରୋକିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ଅଂଚଳର ଜଣେ ଯୁବକ ଆଫ୍ରିକା ମହାଦେଶର ମରତୋଷରେ ରହୁଥିବା ବେଳେ ଆଜି ଆସି ତାଙ୍କ ଘରେ ପହଞ୍ଚିଥିଲେ। ପରେ ଏନେଇ…
ଅଧିକ ଖବର ଦେଖନ୍ତୁ...

କରୋନା ଯୋଗୁଁ ଐତିହାସିକ ଗୁପ୍ତେଶ୍ବର ମେଳା ବନ୍ଦ

ରାଉରକେଲା/ବୀରମିତ୍ରପୁର: କରୋନା  ଯୋଗୁଁ ବନ୍ଦ ହୋଇଯାଇଛି ବୀରମିତ୍ରପୁରର ଐତିହାସିକ ଗୁପ୍ତେଶ୍ବର ମେଳା। ଗତକାଲି ଥିଲା ମେଳାର ପ୍ରଥମ ଦିନ। ମେଳା ପରିସରରେ ଥିଲା ହଜାର ହଜାରେ ଲୋକଙ୍କ ଭିଡ। ତେବେ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ପ୍ରଶାସନ ମେଳା ପରିଚାଳନା କମିଟିକୁ ତୁରନ୍ତ…
ଅଧିକ ଖବର ଦେଖନ୍ତୁ...

୧ ଲକ୍ଷ ଫେସ୍ ମାସ୍କ ଅର୍ଡର କରି ୪ ଲକ୍ଷ ଟଙ୍କାର ଠକାମୀର ଶିକାର ହେଲେ ରପ୍ତାନି କମ୍ପାନୀ ମାଲିକ

ମୁମ୍ବାଇ: ଚୀନର ଉହାନ ସହରରୁ ବ୍ୟାପିବା ଆରମ୍ଭ ହୋଇଥିବା କରୋନାଭାଇରସ୍ ଏବେ ଭାରତରେ ପହଞ୍ଚିଛି। ଏ ପର୍ଯ୍ୟନ୍ତ ଭାରତରେ ୧୦୦ରୁ ଅଧିକ ମାମଲା ନିଶ୍ଚିତ ହୋଇଛି। ରବିବାର ଦିନ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କୋଭିଡ୍-୧୯ ଜୀବାଣୁ ଦ୍ବାରା ସଂକ୍ରମିତ ୧୧୦ଟି ନୂତନ ମାମଲା…
ଅଧିକ ଖବର ଦେଖନ୍ତୁ...