Daily Archives

March 16, 2020

୩୨୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨୦ ଫୁଟ ତଳକୁ ଖସିଲା ବୋଲେରୋ, ୨ ଗୁରୁତର

ରାୟଗଡ଼ା: ୩୨୬ ନଂ ଜାତୀୟ ରାଜପଥର ପୁଞ୍ଜାପାଇ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାଜପଥ ବ୍ରିଜ୍ ଉପରୁ ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଯାତ୍ରୀବାହୀ ବୋଲେରୋ ଖସି ପଡ଼ିବା ଯୋଗୁ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରାୟଗଡ଼ା…
ଅଧିକ ଖବର ଦେଖନ୍ତୁ...

ସାହସର ସହ ଲଢ଼ି କରୋନାକୁ ହରାଇଛନ୍ତି ଦିଲ୍ଲୀର ଏହି ବ୍ୟକ୍ତି, ସୁସ୍ଥ ହେବା ପରେ ଲୋକଙ୍କୁ ଦେଲେ ସକାରାତ୍ମକ ପରାମର୍ଶ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ରୋଗର ଶିକାର ହୋଇଥିବା ପ୍ରଥମ ରୋଗୀ ସୁସ୍ଥ ହେବା ପରେ ନିଜର ପୂରା ଅଭିଜ୍ଞତାକୁ ସେୟାର କରିଛନ୍ତି। କରୋନା ଦ୍ବାରା ଆକ୍ରାନ୍ତ ହୋଇ ଆଇସୋଲେସନରେ ରହିବା ଏବଂ ପରେ ସୁସ୍ଥ ହୋଇ ଘରକୁ ଆସିବା ମଧ୍ୟରେ ତାଙ୍କ ମନରେ କ’ଣ ସବୁ ଚାଲିଥିଲା ସେ ବିଷୟରେ…
ଅଧିକ ଖବର ଦେଖନ୍ତୁ...

ଇଚ୍ଛା ଆଗରେ ହାର ମାନିଛି ବୟସ, ୬୯ ବର୍ଷ ବୟସରେ ୨୦ରୁ ଅଧିକ ପ୍ରକାରର ଭାରୀ ଯାନ ଚଳାଉଛନ୍ତି ରାଧାମଣୀ

କୋଚି: ବୟସ କେବଳ ଏକ ସଂଖ୍ୟା, ତାହା  ଥୋପମ୍ପାଡିରେ ରହୁଥିବା ରାଧାମଣୀ ଟି.କେ ପ୍ରମାଣ କରି ଦେଖାଇଛନ୍ତି। ୬୯ବର୍ଷୀୟା ରାଧାମଣୀ ବୋଧହୁଏ ରାଜ୍ୟର ସବୁଠାରୁ ବୟସ୍କା ମହିଳା, ଯାହାଙ୍କ ପାଖରେ ୧୧ରୁ ଅଧିକ ଲାଇସେନ୍ସ ରହିଛି ଏବଂ ସେ ୨୦ରୁ ଅଧିକ ପ୍ରକାରର ଭାରୀ ଯାନ ଚଲାଇ ଜାଣିଥିବା ସାମ୍ନାକୁ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସଭା ଯିବେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇ, ମନୋନୀତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ପୂର୍ବତନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏ ସଂପର୍କରେ ସରକାରୀ ଗେଜେଟରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଜଷ୍ଟିସ ଗୋଗୋଇ ଗତ ନଭେମ୍ବର ୨୦୧୯ରେ ଅବସର ଗ୍ରହଣ କରିଥିଲେ । ନିଜର…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା: ବଜାରରୁ ମାସ୍କ୍ ଓ ସାନିଟାଇଜର ଉଭାନ୍, ୪ଟି ସ୍ଥାନରେ ଚଢାଉ କଲେ ଡ୍ରଗ୍ସ ଇନ୍ସପେକ୍ଟର

ଝାରସୁଗୁଡ଼ା: କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସାରା ବିଶ୍ବ ଚିନ୍ତିତ ଥିବା ବେଳେ ଝାରସୁଗୁଡ଼ାରେ କଳା ବେପାରୀ ମାନେ ଏହାକୁ ଏକ ମୁନାଫା ଆଦାୟର ମାଧ୍ୟମ ବୋଲି ଧରି ନେଇଛନ୍ତି। ସରାକାର ଏଡ଼ଭାଇଜରୀ ଜାରି କରିବା ପୂର୍ବରୁ ଏଠାକାର ବ୍ୟବସାୟୀ ମାନେ ବଜାରୁ ମାସ୍କ୍ ଓ ସାନିଟାଇଜରକୁ ଉଭାନ୍ କରି…
ଅଧିକ ଖବର ଦେଖନ୍ତୁ...

ଷ୍ଟେସନ୍ ଓ ଟ୍ରେନ୍ କୋଚରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଲା ପୂର୍ବତଟ ରେଳବାଇ

ନୂଆଦିଲ୍ଲୀ: ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏ ନେଇ ସତର୍କ ରହିବାକୁ ବାରମ୍ବାର ଲୋକଙ୍କୁ କହୁଛନ୍ତି ସରକାର। ଭାରତରେ ୧୧୬ଜଣ କରୋନା ଆକ୍ରାନ୍ତ ହୋଇସାରିଥିବା ବେଳେ ଓଡ଼ିଶାରେ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ପରିସ୍ଥିତିକୁ ଦେଖି ପୂର୍ବତଟ…
ଅଧିକ ଖବର ଦେଖନ୍ତୁ...

କରୋନା: ପୁରୀରେ ମେଡିକାଲ୍‌ ଷ୍ଟୋରରେ ଚଢ଼ାଉ, ବେଳାଭୂମିରେ ଧାରା ୧୪୪ ଜାରି

ପୁରୀ/ଅନୁଗୁଳ/ଝାରସୁଗୁଡ଼ା: ପୁରୀ ବେଳାଭୂମିରେ ଆଜି ଠାରୁ ଧାରା ୧୪୪ ଲାଗୁ କରି ଦିଆଯାଇଛି। ଫଳରେ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକମାନେ ବେଳାଭୂମିକୁ ଯାଇପାରିବେ ନାହିଁ। ପର୍ଯ୍ୟଟକମାନେ ବାଲିଆପଣ୍ଡା ଠାରୁ ପେଣ୍ଠକଟା ପର୍ଯ୍ୟନ୍ତ ବେଳାଭୂମିକୁ ଯାଇପାରିବେ ନାହିଁ। ସେହିଭଳି ଗାନ୍ଧିପାର୍କକୁ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

୨ ହଜାର ଟଙ୍କିଆ ନୋଟ ଛାପା ବନ୍ଦ ସଂପର୍କରେ କୌଣସି ନିଷ୍ପତ୍ତି ହୋଇନି : ଅର୍ଥ ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ ୨ହଜାର ଟଙ୍କିଆ ନୋଟର ଛାପା ବନ୍ଦ କରିବା ସଂପର୍କରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଦେଇଛନ୍ତି । ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ୨ ହଜାର ଟଙ୍କିଆ ନୋଟ ପ୍ରଚଳନ…
ଅଧିକ ଖବର ଦେଖନ୍ତୁ...

ଗୁଣି ଗାରେଡିକୁ ନେଇ ଦମ୍ପତିଙ୍କୁ ହତ୍ୟା, ଘଟଣାସ୍ଥଳକୁ ଯାଉଥିବା ବେଳେ ୩ ସଂପର୍କୀୟଙ୍କ ଦୁର୍ଘଟଣାରେ ମୃତ୍ୟୁ

ମୋହନା: ଗୁଣି ଗାରେଡ଼ି କିଭଳି ଗାଁଗହଳିର ଲୋକଙ୍କୁ ଗ୍ରାସ କରି ରଖିଛି ତା’ର ଏକ ଜ୍ୱଳନ୍ତ ନିଦର୍ଶନ ଗଜପତି ଜିଲ୍ଲା ମୋହନା ବ୍ଲକ କର୍ଚ୍ଚବାଡ଼ି ପଞ୍ଚାୟତରେ ଦେଖିବାକୁ ମିଳିଛି। ଏଠି ଗୁଣି ସନ୍ଦେହରେ କିଛି ଦୁର୍ବୃତ୍ତ ବଗଡ଼ରେ ଜଗିଥିବା ପତିପତ୍ନୀଙ୍କୁ ଆଖିରେ ଲଙ୍କାଗୁଣ୍ଡ ପକାଇ କବଳିତ କରିବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଧାର୍ମିକ କାର୍ଯ୍ୟରେ ମନୋନିବେଶ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ୍‌-ଆଲୋଚନା। ବୃତ୍ତିଗତ କାର୍ଯ୍ୟରେ ନୂଆ ସୁଯୋଗ। ବ୍ୟବସାୟରେ ଉନ୍ନତି। ବୃଷ: ଅନ୍ୟ ସହିତ ଦୀର୍ଘଦିନର ତିକ୍ତତାର ପୂର୍ଣ୍ଣଛେଦ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ଜୀବନସାଥୀଙ୍କୁ ଉପହାର ଦେବେ।…
ଅଧିକ ଖବର ଦେଖନ୍ତୁ...