Daily Archives

March 17, 2020

ଗଞ୍ଜାମର କୁକୁଡା ଚାଷୀଙ୍କୁ କରୋନା ମାଡ, ଜିଲ୍ଲା ଗଚ୍ଛିତ ଅଛି ୭୦ ଲକ୍ଷ ଅଣ୍ଡା

ବ୍ରହ୍ମପୁର: କୁକୁଡ଼ା ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ରାଜ୍ୟରେ ଗଞ୍ଜାମ ଅଗ୍ରଣୀ ଲାଭ କରିଛି। ଜିଲ୍ଲାରେ ଦୈନିକ ୧୭ଲକ୍ଷ ୧୦ହଜାର ଅଣ୍ଡା ଉତ୍ପାଦନ ହେଉଛି। ଓଡ଼ିଶାର ମୋଟ କୁକୁଡ଼ା ମାଂସ (ଚିକେନ୍‌) ଚାହିଦାର ପ୍ରାୟ ୨୫ ପ୍ରତିଶତ ଉତ୍ପାଦନ ଏହି ଜିଲ୍ଲାରେ ହେଉଛି। କିନ୍ତୁ କୁକୁଡ଼ା ଚାଷ ଉପରେ କରୋନା…
ଅଧିକ ଖବର ଦେଖନ୍ତୁ...

କରୋନା ମୁକାବିଲା ପାଇଁ ପ୍ରସ୍ତୁତି: ନୟାଗଡ଼ ଜିଲ୍ଲାରେ ପରିସ୍ଥିତି ଦେଖି ଲାଗୁ ହେବ ୧୪୪ ଧାରା, ବନ୍ଦ ରହିବ ମନ୍ଦିର,…

ନୟାଗଡ଼: କରୋନା ରୋଗର ମୁକାବିଲା ପାଇଁ ନୟାଗଡ଼ ଜିଲ୍ଲା‌ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ‌ହୋଇଛି। ଆଜି ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ‌ରେ ଜିଲ୍ଲାପାଳ ଡ. ପୋମା ଟୁଡୁ ସୂଚନା ପ୍ରଦାନ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟ‌ରେ…
ଅଧିକ ଖବର ଦେଖନ୍ତୁ...

ସରକାରଙ୍କ ନିର୍ଦ୍ଦେଶ ନ ମାନି ଜିମ୍‌ ଗଲେ ସାହିଦ ଓ ମୀରା !

ମୁମ୍ବାଇ: କରୋନାଭାଇରସ୍‌ ଭୟରେ ବିଶ୍ୱ ଯଥାସମ୍ଭବ ସଚେତନତା ଅବଲମ୍ବନ କରୁଛି। ୧୬୦ରୁ ଊର୍ଧ୍ୱ ଦେଶକୁ ଏହି ଭାଇରସ୍‌ ବ୍ୟାପି ଗଲାଣି। କରୋନା ମୁକାବିଲା ପାଇଁ ଅନ୍ୟ ଦେଶ ସମେତ ମୁମ୍ବାଇର ସ୍କୁଲ, କଲେଜ, ମଲ, ପର୍ଯ୍ୟଟନସ୍ଥଳୀ ଓ ଜିମ୍‌ ଆଦିକୁ ମାର୍ଚ୍ଚ ୩୧ ତାରିଖ ଯାଏଁ ବନ୍ଦ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ବଜାରରେ ନୂଆ ହ୍ୟୁଣ୍ଡାଇ କ୍ରେଟା

ଭୁବନେଶ୍ବର : ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ପକ୍ଷରୁ କାର୍  ଅଲ୍ ନିୟୁ କ୍ରେଟାର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହି କାର୍ର ଷ୍ଟାଇଲିସ୍ ଲୁକ୍ ଏବଂ ଅନନ୍ୟ ଡିଜାଇନିଂ ତଥା ଆଇ ଟେକ୍ ବୈଶିଷ୍ଟ୍ୟ ଗୁଡିକ  ଭାରତୀୟ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହେବ । ଏଥିରେ ଟ୍ରିଓବିମ୍…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ ଜିଲ୍ଲାର ୬୫ ଡିଲର ବିଦା

ବ୍ରହ୍ମପୁର: ସାଧାରଣ ବଣ୍ଟନ ବ୍ୟବସ୍ଥା(ପିଡିଏସ୍‌)ରେ ଆସୁଥିବା ସାମଗ୍ରୀ କାରବାର ଅନ୍ଲାଇନ୍‌ରେ ନ କରି ହରଡ଼ଘଣାରେ ପଡିଛନ୍ତି ଗଞ୍ଜାମ ଜିଲ୍ଲାର ୬୫ ଡିଲର୍‌। ବାରମ୍ବାର ତାଗିଦ୍‌ ସତ୍ତ୍ୱେ ଖିଲାପ କରିବାରୁ ଏମାନଙ୍କ ଲାଇସେନ୍‌ସ ନବୀକରଣ ନ କରିବା ଲାଗି ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ…
ଅଧିକ ଖବର ଦେଖନ୍ତୁ...

କରୋନା ସତର୍କତା ପାଇଁ ୩୧ ଯାଏଁ ଡ୍ରାଇଭିଂ ଓ ଲର୍ଣ୍ଣିଂ ଲାଇସେନସ ଟେଷ୍ଟ ଉପରେ ଲାଗିଲା ରୋକ

ଭୁବନେଶ୍ୱର: ଡ୍ରାଇଭିଂ ଓ ଲର୍ଣ୍ଣିଂ ଲାଇସେନସ ଟେଷ୍ଟ ଉପରେ ଲାଗିଲା ରୋକ ଲାଗିଛି। ପରିବହନ କମିସନର ୧୮ ରୁ ୩୧ ତାରିଖ ଯାଏଁ ବନ୍ଦ ରଖିବାକୁ ଚିଠି ଲେଖିଛନ୍ତି। କରୋନା ଭାଇରସ ସତର୍କତା ପାଇଁ ପରିବହନ ବିଭାଗ ଆସନ୍ତା ୩୧ ତାରିଖ ଯାଏଁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ କରିଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

କରୋନା ସତର୍କତା ଭିତରେ ଆସନ୍ତାକାଲିଠାରୁ ୬୧ଟି କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ । ପରୀକ୍ଷା ନୀରିକ୍ଷକ ସମୁଦାୟ ୬୧ଟି କେନ୍ଦ୍ରରେ ଖାତା ଦେଖିବେ। ସମସ୍ତ ପରୀକ୍ଷା ନୀରିକ୍ଷକ ସକାଳ ୮ଟା୩୦ରୁ ୯.୩୦ ମଧ୍ୟରେ ନିଜ ନିଜ କେନ୍ଦ୍ରରେ ପହଁଞ୍ଚିବାକୁ କୁହାଯାଇଛି। ପ୍ରତ୍ୟେକ ବିଭାଗର…
ଅଧିକ ଖବର ଦେଖନ୍ତୁ...

କରୋନାସଂକ୍ରମଣ ଭୟରେ ଆଇସୋଲେସନ୍‌ରେ ରହିଲେ ଅଭିନେତା ଦିଲ୍ଲୀପ କୁମାର

ମୁମ୍ବାଇ: କରୋନାଭାଇରସ ଏବେ ବିଶ୍ୱର ୧୬୦ରୁ ଊର୍ଧ୍ୱ ଦେଶକୁ ବ୍ୟାପି ଯାଇଥିବା ବେଳେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହି ମାରାତ୍ମକ ଭାଇରସ୍‌ ସଂକ୍ରମଣରୁ ବର୍ତ୍ତିବା ପାଇଁ ବିଭିନ୍ନ ପ୍ରକାର ସଚେତନତାମୂଳକ ପଦକ୍ଷେପ ନିଆଯାଉଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଅଲିମ୍ପିକ୍ସ ନିର୍ଦ୍ଧାରିତ ସମୟରେ ହେବ : ଅନ୍ତର୍ଜାତୀୟ ଅଲିମ୍ପିକ କମିଟି

ଟୋକିଓ : ବିଶ୍ୱର ସର୍ବବୃହତ କ୍ରୀଡ଼ାପ୍ରତିଯୋଗିତା ଅଲିମ୍ପିକ୍ସ ନିର୍ଦ୍ଧାରିତ ସମୟରେ ହେବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଘୋଷଣା କରିଛି । କମିଟି ପକ୍ଷରୁ ଆଜି ଏକ ଜରୁରୀ ବୈଠକ ଡକାଯାଇ କରୋନା ଭାଇରସ ପରିସ୍ଥିତିର ସମୀକ୍ଷା କରାଯାଇଥିଲା । ତେବେ ଜାପାନର ଟୋକିଓରେ ହେବାକୁ…
ଅଧିକ ଖବର ଦେଖନ୍ତୁ...

କରୋନା ମୁକାବିଲା ପାଇଁ ସର୍କଲ ଜେଲରେ ସତର୍କତା: କଏଦୀଙ୍କୁ ଭେଟିପାରିବେ ନାହିଁ ସଂପର୍କୀୟ

କୋରାପୁଟ: ମହାମାରୀ କରୋନାର ପ୍ରଭାବ ଏବେ ସବୁଆଡେ ଦେଖିବାକୁ ମିଳୁଛି। ଏକାଠି ବେଶୀ ଲୋକ ଜମା ହେବା ଉପରେ କଟକଣା ଲଗାଯାଉଛି। ଏମିତି ପରିସ୍ଥିତିରେ ଜେଲ ଭିତରେ ଅନ୍ତେବାସୀଙ୍କ ସୁରକ୍ଷା ନେଇ ସୃଷ୍ଟି ହୋଇଛି ସନ୍ଦେହ। ଏକା ସାଙ୍ଗରେ ଶହ ଶହ ଅନ୍ତେବାସୀ ରହୁଥିବାରୁ ଏବଂ ଏକାଠି ବସବାସ…
ଅଧିକ ଖବର ଦେଖନ୍ତୁ...