Daily Archives

March 17, 2020

ଗଜପତିଙ୍କ ପରେ ବିଦେଶରୁ ଫେରି ସ୍ବେଚ୍ଛାକୃତ ପଞ୍ଜୀକରଣ ସହ ଘରେ କ୍ୱାରେଣ୍ଟାଇନରେ ରହିଲେ ଆଇଏଏସ୍ ଭିନିଲ କ୍ରିଷ୍ଣା,…

ଭୁବନେଶ୍ବର: ବିଦେଶ ଫେରନ୍ତାଙ୍କ ପଞ୍ଜିକରଣକୁ ବାଧ୍ୟତାମୂଳକ କରାଯିବା ପରେ ରବିବାର ଆମେରିକାରୁ ଫେରି ସ୍ବେଚ୍ଛାକୃତ ଭାବେ ନିଜର ପଞ୍ଜୀକରଣ କରାଇ ୧୪ ଦିନ ଲାଗି ଘରେ କ୍ବାରେଣ୍ଟାଇନରେ ରହି ଏକ ଉଦାହରଣ ସୃଷ୍ଟି କରିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ତାଙ୍କ ପରେ ଠିକ ସେଭଳି ଉଦାହରଣ…
ଅଧିକ ଖବର ଦେଖନ୍ତୁ...

‘ଦେଢ଼ ବର୍ଷ ଶିଶୁ ପାଇଁ ବଡ଼ ଲୋକଙ୍କ ଔଷଧ ଲେଖିଲେ ଡାକ୍ତର! ଭଗବାନ ସାହା ହେଲେ ବୋଲି ଜୀବନ ରହିଲା’

ଜଗତସିଂହପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତରଙ୍କ ଦାୟିତ୍ୱହୀନତା ପାଇଁ ଦେଢ଼ ବର୍ଷ ଶିଶୁର ଜୀବନ ଯାଉ ଯାଉ ରହି ଯାଇଛି। ଦେଢ଼ ବର୍ଷ ଛୁଆ ପାଇଁ ଔଷଧ ଲେଖିବା ପରିବର୍ତ୍ତେ ଡାକ୍ତର ବାକୁ ଛୁଆର ମା’ ପାଇଁ ଔଷଧ ଲେଖିଥିଲେ । ହେଲେ ଅରକ୍ଷିତକୁ ଦଇବ ସାହା ହେଲା ଭଳି ନିରାମୟରେ ଔଷଧ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ସରକାରୀ କର୍ମଚାରୀଙ୍କ ଲାଗି ଖୁସି ଖବର: ୫ ପ୍ରତିଶତ ମହଙ୍ଗା ଭତ୍ତା ବଢ଼ିଲା

ଭୁବନେଶ୍ୱର: ରାଜ୍ୟ ସରକାର ନିଜର କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି। ସରକାର ମହଙ୍ଗା ଭତ୍ତା ୫ ପ୍ରତିଶତ ବଢ଼ାଇଛନ୍ତି। ଏହା ଏବେ ୧୨ ପ୍ରତିଶତରୁ ବଢ଼ି ୧୭ ପ୍ରତିଶତ ହୋଇଛି। ଏହି ବର୍ଦ୍ଧିତ ୫ ପ୍ରତିଶତ ମହଙ୍ଗା ଭତ୍ତା ଜୁଲାଇ ୨୦୧୯ରୁ ପିଛିଲା ଭାବେ ଲାଗୁ ହେବ। ମଙ୍ଗଳବାର ଅର୍ଥ ବିଭାଗ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ସରକାରଙ୍କ ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ଓଡ଼ିଶାର କୋଣାର୍କ ମନ୍ଦିର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଓଡ଼ିଶାର ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିରକୁ ଦେଶର ୧୯ଟି ଆଇକନିକ ବା ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି । ଏ ସଂପର୍କରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ ରାଜ୍ୟସଭାରେ ସୂଚନା ଦେଇଛନ୍ତି ।  ବିଜେଡ଼ି ସାଂସଦ ସସ୍ମିତ…
ଅଧିକ ଖବର ଦେଖନ୍ତୁ...

କରୋନା ପ୍ରଭାବ: ପୂର୍ବତଟ ରେଳର ୧ଲକ୍ଷରୁ ଅଧିକ ଟିକେଟ ବାତିଲ୍ ; ୫ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ ବାତିଲ

ଭୁବନେଶ୍ୱର: ସଂପ୍ରତି କରୋନା ଭାଇରସ୍‌କୁ କେନ୍ଦ୍ର କରି ଦେଶ ଓ ରାଜ୍ୟରେ ଏକ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଛି। କରୋନାକୁ ନେଇ ଆତଙ୍କିତ ଜନତା ନିଜର ସୁରକ୍ଷାକୁ ଦୃଷ୍ଟିରେ ରଖି ଏବେ ସେମାନଙ୍କର ଯାତ୍ରାକୁ ସ୍ଥଗିତ ରଖିବା ପାଇଁ ଅଧିକ ନିରାପଦ ମଣୁଛନ୍ତି। ଫଳରେ ଏହାର ସିଧାସଳଖ ପ୍ରଭାବ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା: ମୁକୁନ୍ଦପୁର ପୋଖରୀରେ ଡଙ୍ଗା ବୁଡ଼ି ୨ ମୃତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମଙ୍ଗଳବାର ମୁକୁନ୍ଦପୁର ପୋଖରୀରେ ଡଙ୍ଗା ବୁଡ଼ି ଯାଇ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇଜଣଙ୍କ ନାମ ମନୁ କୁମାର ସାହୁ (୨୧) ଓ ଶିବାନୀ ନାୟକ (୧୦) ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଗାଁ ନିକଟସ୍ଥ ଫାର୍ମ ହାଉସରେ ମନୁ କୁମାର ସାହୁ ଓ ଶିବାନୀ ନାୟକ କାମ କରୁଥିବା…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ମୋବାଇଲ୍ ହୋଇପାରେ ଭୂତାଣୁ ବାହକ ! ବ୍ୟବହାର ବେଳେ ଏହି ସବୁ ସତର୍କତା ଅବଲମ୍ବନ କରନ୍ତୁ

ଭୁବନେଶ୍ୱର: କରୋନାଭାଇରସ ଏବେ ବିଶ୍ୱର ୧୬୨ଟି  ଦେଶକୁ ବ୍ୟାପି ଯାଇଥିବା ବେଳେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି  ରାଜ୍ୟବାସୀଙ୍କୁ ବିଭିନ୍ନ ସତର୍କତା ଅବଲମ୍ବନ କରିବାକୁ…
ଅଧିକ ଖବର ଦେଖନ୍ତୁ...

କରୋନା ସତର୍କତା : ରେଳ ଷ୍ଟେସନରେ ଭିଡ଼ କମାଇବାକୁ ପ୍ଲାଟଫର୍ମ ଟିକେଟ ମୂଲ୍ୟ ୫୦ଟଙ୍କାକୁ ବୃଦ୍ଧି କଲା ଭାରତୀୟ ରେଳ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଦୃଷ୍ଟିରୁ ଭାରତୀୟ ରେଳ ଏକ ଅଭିନବ ପଦକ୍ଷେପ ନେଇଛି । ରେଳ ଷ୍ଟେସନରେ ଭିଡ଼ କମାଇବାକୁ ପ୍ଲାଟଫର୍ମ ଟିକେଟର ମୂଲ୍ୟ ୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଦେଶର ୨୫୦ଟି ପ୍ରମୁଖ ପ୍ଲାଟଫର୍ମରେ ଏହି ବର୍ଦ୍ଧିତ ଦର ସୀମିତ ସମୟ ପାଇଁ ଲାଗୁ ହେବ । କରୋନା ସଂକଟ ଟଳିବା…
ଅଧିକ ଖବର ଦେଖନ୍ତୁ...

ଆରପାରିରେ ବିଶିଷ୍ଟ ଶ୍ରମିକ ନେତା ନିରଞ୍ଜନ ପଢ଼ିଆରୀ

ବାଲେଶ୍ୱର: ବିଶିଷ୍ଟ ଶ୍ରମିକ ନେତା ନିରଞ୍ଜନ ପଢ଼ିଆରୀ(୭୨)ଙ୍କର ଆଜି ସକାଳେ ବାଲେଶ୍ୱର ସହର ବାଲିଆ ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। କିଛିଦିନ ଧରି ସେ ଯକୃତ ରୋଗରେ ଆକ୍ରାନ୍ତ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଘଟ ହେବା ପରେ ବିଭିନ୍ନ ମହଲରେ ଶୋକପ୍ରକାଶ କରାଯିବା ସହ ସ୍ୱର୍ଗତ…
ଅଧିକ ଖବର ଦେଖନ୍ତୁ...