Daily Archives

March 18, 2020

ପୁଲିସ, ସିଡିପିଓଙ୍କୁ ଅଟକ ରଖି ନାବାଳିକାଙ୍କୁ ବିବାହ ଦେଲେ ଗ୍ରାମବାସୀ

ବାଲେଶ୍ବର: ଜଣେ ନାବାଳିକାଙ୍କୁ ବିବାହ କରାଯାଉଥିବା ଶୁଣି ଅଟକାଇବାକୁ ଯାଇଥିଲେ ସିଡିପିଓ। ହେଲେ ପ୍ରଭାବଶାଳୀ ଗୋଷ୍ଠୀଙ୍କ ଚାପରେ ଫେରିଆସିଲେ କିନ୍ତୁ ବାହାଘରକୁ ଅଟକାଇ ପାରିଲେ ନାହିଁ । ଶେଷରେ ଏନେଇ ଥାନାରେ ଅଭିଯୋଗ କରାଯାଇଥିଲା କିନ୍ତୁ  ଅଭିଯୁକ୍ତଙ୍କ ବିରୋଧରେ କୌଣସି…
ଅଧିକ ଖବର ଦେଖନ୍ତୁ...

ଘାରିଛି କରୋନା ଭୟ: ଜନଗହଳିପୂର୍ଣ୍ଣ ଷ୍ଟେସନ ଛକ ଖାଁ ଖାଁ, ହୋଟେଲ ଶିଳ୍ପ ପ୍ରଭାବିତ

ଝାରସୁଗୁଡ଼ା: ସାରା ବିଶ୍ୱକୁ କବଳିତ କରିଥିବା କରୋନା ଭୂତାଣୁ ଯୋଗୁଁ ଏବେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇ ପଡ଼ିଥିବା ବେଳେ ଏହାର ସିଧାସଳଖ ପ୍ରଭାବ ଅର୍ଥନୀତି ଉପରେ ପଡ଼ିଛି। ଆଗକୁ ଏହି ପରିସ୍ଥିତି ଆହୁରି ଜଟିଳ ହେବ ବୋଲି ଆଶଙ୍କା ହେବାର ଆଶା ଦେଖା ଦେଇଛି। ଝାରସୁଗୁଡ଼ା ସହରରେ ବିମାନବନ୍ଦର…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର : ଚିକିଲି ନଦୀରେ ବୁଡି ଜଣେ ଯୁବକ ମୃତ

ନବରଙ୍ଗପୁର : ନବରଙ୍ଗପୁର ଥାନା ଚିକିଲି ନଦୀରେ ବୁଡି ଜଣେ ଯୁବକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଧାରନାବେଡା ଗାଁର ଜଣେ ଯୁବକ ରାତି ପ୍ରାୟ ୯ଟା ବେ‌ଳେ ନଦୀ ଘାଟ ନିକଟରେ ପାଟି କରିବାରୁ ମକା ବାଡରେ ଜଗିଥିବା କିଛି ବ୍ୟକ୍ତି ଘଟଣ‌ାସ୍ଥଳକୁ ଦୌଡିଯାଇଥିଲେ। ତେବେ ସେହି ସମୟରେ ଉକ୍ତ ଯୁବକ…
ଅଧିକ ଖବର ଦେଖନ୍ତୁ...

ହଠାତ୍ ଅଣ୍ଟା ବିନ୍ଧା ଭଳି ସମସ୍ୟା ଦେଖା ଦେଉଛି କି? ଉପଶମ ପାଇଁ ଆପଣାନ୍ତୁ ଏହି ଉପାୟ

ଲୋକମାନଙ୍କ ମନରେ ଗୋଟେ ଭୁଲ ଧାରଣା ରହିଛି କି ବୟସ ବଢ଼ିବା ସଙ୍ଗେ ସଙ୍ଗେ ଅଣ୍ଟା ବିନ୍ଧା ସମସ୍ୟା ଆପେ ଆପେ ଦେଖା ଯାଇଥାଏ । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ । ବେଳେ ବେଳେ ଠିକ୍‌ ଭାବରେ ବସା ଉଠା ନ କରିବା, ଅଧିକ ଓଜନର ଜିନିଷ ଉଠାଇବା, ଆଘାତ ଲାଗିବା, ଗର୍ଭବସ୍ଥା ଇତ୍ୟାଦି କାରଣରୁ ଅଣ୍ଟା…
ଅଧିକ ଖବର ଦେଖନ୍ତୁ...

ବିବାହ ପରେ ଝିଅକୁ ଛାଡ଼ିଦେବାରୁ ଜ୍ବାଇଁର ଅଧା ନିଶ କାଟିବା ସହ ଚପଲ ମାଳ ପକାଇ ଭିଡିଓ ଉତ୍ତୋଳନ କଲେ ଶଶୁର ଘର ଲୋକ

ରାଜସମନ୍ଦ(ରାଜସ୍ଥାନ): ରାଜସ୍ଥାନ‌ରେ ରାଜସମନ୍ଦରେ ଘଟିଥିବାର ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଯୁବକଙ୍କର ଅଧା ନିଶ କଟାଯାଇଥିବା ବେଳେ ତାଙ୍କୁ ଲଣ୍ଡା କରାଯାଇ ଚପଲ ମାଳ ପିନ୍ଧାଯାଇଥିବା ଦେଖାଯାଇଛି। ଯୁବକଙ୍କ ସହ ଏଭଳି ଅତ୍ୟାଚାର କରାଯାଉଥିବାର…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମଣ ଭୟରେ ସ୍ଥଗିତ ରହିଲା ‘ଦ କପିଲ ଶର୍ମା ସୋ’ର ସୁଟିଂ, ପବ୍-ବାର୍ ହେଲା ବନ୍ଦ

ମୁମ୍ବାଇ: ସାରା ବିଶ୍ବରେ ଏବେ କରୋନାଭାଇରସ୍ ୧୬୭ଟି ଦେଶ ଆକ୍ରାନ୍ତ ହୋଇଥିବା ବେଳେ ଭାରତରେ ପ୍ରାୟ ୧୪୭ଜଣ ଏହି ଭାଇରସର ଶିକାର ହୋଇ ସାରିଛନ୍ତି। ଦିନକୁ ଦିନ ଏହି ଭାଇରସ ନିଜର କାୟା ବିସ୍ତାର କରୁଥିବା ସହ ବିଭିନ୍ନ ଦେଶର ସରକାର ଲୋକଙ୍କୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ସତର୍କ କରାଇବାରେ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲିଠାରୁ ୩୧ ଯାଏଁ ସିବିଏସ୍‌ଇ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: ଆସନ୍ତାକାଲି (ଗୁରୁବାର)ଠାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ସମସ୍ତ ପରୀକ୍ଷା ସ୍ଥଗିତ କରି ଦିଆଯାଇଛି। ଫଳରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆସନ୍ତା ୩୧ ତାରିଖ ଯାଏଁ ହୋଇପାରିବ ନାହିଁ। କରୋନା ସତର୍କତା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ…
ଅଧିକ ଖବର ଦେଖନ୍ତୁ...

କରୋନାର ମୁକାବିଲା ପାଇଁ ସରକାରଙ୍କୁ ଟୁଇଟ୍ କରି ଏଭଳି ଅନୁରୋଧ କଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଭାରତରେ ନୋଭେଲ କରୋନାଭାଇରସ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ୧୫୦ରୁ ଅଧିକ ହୋଇ ସାରିଛି। ଏ ପର୍ଯ୍ୟନ୍ତ ଏ ନେଇ କ‌ୌଣସି ଟୀକା ବାହାର କରାଯାଇ ନଥିବ‌ା ବେଳେ ପରିସ୍ଥିତିର ମୁକାବିଲା ପାଇଁ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ବୁଧବାର ଦିନ ସରକାରଙ୍କୁ ଏକ ଅନୁରୋଧ କରିଛନ୍ତି। ଟୁଇଟ୍…
ଅଧିକ ଖବର ଦେଖନ୍ତୁ...

ବ୍ୟବହାର ହୋଇସାରିଥିବା ପ୍ଲାଷ୍ଟିକ୍ ବୋତଲରୁ କର୍ମଚାରୀଙ୍କ ପାଇଁ ୟୁନିଫର୍ମ ତିଆରି କରୁଛି ପାଣି ବୋତଲ କମ୍ପାନି

ନୂଆଦିଲ୍ଲୀ: ଏବେ ପ୍ଲାଷ୍ଟିକ୍ ପଲିଥିନ୍ ଟେରେଫଥାଲେଟ(ପେଟ୍)କୁ ନେଇ ତିଆରି ହେଉଥିବା ପାଣି ବୋତଲ ପୁନଃ ବ୍ୟବହାର କରାଯାଇ ପାରିବ। ପୂର୍ବରୁ ଲୋକେ ପାଣି ପିଇସାରିବା ପରେ ବୋତଲକୁ ଫିଙ୍ଗି ଦେଉଥିଲେ, ଯାହା ପ୍ରଦୂଷଣର ମୁଖ୍ୟ କାରଣ ପାଲଟୁଥିଲା। କିନ୍ତୁୁ ଏବେ ଏହାକୁ ଏକ ପାଣି ବୋତଲ…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କ ଉପରେ କରୋନା କଟକଣାର ପ୍ରଭାବ: ସନ୍ଧ୍ୟାରେ ପହୁଡ, ୭.୪୫ରେ ଶ୍ରୀମନ୍ଦିର ବନ୍ଦ

ପୁରୀ: କରୋନା କଟକଣାର ପ୍ରଭାବ ଶେଷରେ ମହାପ୍ରଭୁଙ୍କ ଉପରେ ପଡିଛି। ଶ୍ରୀମନ୍ଦିର ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବାରୁ ମଙ୍ଗଳବାରଠାରୁ ପୁରୀକୁ ଭକ୍ତଙ୍କ ଆଗମନ କମିଛି। ଭକ୍ତ ବିନା ଶ୍ରୀମନ୍ଦିର ଖାଁ ଖାଁ ହୋଇପଡିଛି। ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ନଥିବାରୁ ଆଜି ସନ୍ଧ୍ୟାରେ…
ଅଧିକ ଖବର ଦେଖନ୍ତୁ...