Daily Archives

March 19, 2020

କ‌ରୋନା ପ୍ରଭାବ: ପର୍ଯ୍ୟଟନ ଶିଳ୍ପ ଉପରେ ମାଡ, ବନ୍ଦ ହେବାକୁ ବସିଲାଣି ହୋଟେଲ, ରେଷ୍ଟୁରାଣ୍ଟ

କୋରାପୁଟ: ବିଦେଶୀ ପର୍ଯ୍ୟଟକ ନାହାନ୍ତି। ଦେଶୀ ପର୍ଯ୍ୟଟକ ବି ଆସୁ ନାହାନ୍ତି। ବୁଲାବୁଲି କରିବା ଦୂରର କଥା, ଜରୁରୀ କାମ ନ ଥିଲେ କେହି ଘରୁ ବାହାରୁ ନାହାନ୍ତି। ଫଳରେ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପ ଗଭୀର ଭାବେ ପ୍ରଭାବିତ ‌ହୋଇଛି। ବିଭିନ୍ନ ଟ୍ରାଭେଲ୍ସରେ ଗାଡି ଦିନ ସାରା ଗ୍ରାହକଙ୍କୁ…
ଅଧିକ ଖବର ଦେଖନ୍ତୁ...

କଟକ ଚୌଧୁରୀ ବଜାର ଠାରେ ଥିବା ସୋଚ ଗାର୍ମେଣ୍ଟରେ ଅଗ୍ନିକାଣ୍ଡ

କଟକ: କଟକ ସହରର ଚୌଧୁରୀ ବଜାର ଗୌରୀଶଙ୍କର ପାର୍କ ସମ୍ମୁଖରେ ଥିବା ସୋଚ ଗାର୍ମେଣ୍ଟରେ ଅଗ୍ନିକାଣ୍ଡ । କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଲା ତାହା ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା…
ଅଧିକ ଖବର ଦେଖନ୍ତୁ...

କରୋନା ଦ୍ବାରା ଆକ୍ରାନ୍ତ ହେଲେ ‘ଗେମ୍ ଅଫ୍ ଥ୍ରୋନ୍ସ’ର ଅଭିନେତ୍ରୀ ଇନ୍ଦିରା ବର୍ମା

ନୂଆଦିଲ୍ଲୀ: ୨୦୧୪-୧୭ ପର୍ଯ୍ୟନ୍ତ ‌ହଲିଉଡ୍ ୱେବ୍ ସିରିଜ୍ 'ଗେମ୍ ଅଫ୍ ଥ୍ରୋନ୍ସ'ରେ ନଜର ଆସିଥିବା ଅଭିନେତ୍ରୀ ଇନ୍ଦିରା ବର୍ମା ଏବେ ମାରାତ୍ମକ କରୋନାଭାଇରସ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି। ଅଭିନେତ୍ରୀ ଇନ୍ଦିରା ଏ ନେଇ ନିଜର ଇନଷ୍ଟାଗ୍ରାମ ଜରିଆରେ ସୂଚନା ଦେଇଛନ୍ତି। ଏହା…
ଅଧିକ ଖବର ଦେଖନ୍ତୁ...

ଥକାପଣ ଦେଇଥାଏ ଏହି ଶାରୀରିକ ସମସ୍ୟାର ଲକ୍ଷଣ

ବ୍ୟସ୍ତବହୁଳ ଜୀବନରେ କାମର ଚାପ ରହୁଥିବାରୁ ଥକାପଣ ଅନୁଭବ ହେବା ଏକ ସାଧାରଣ କଥା । କିନ୍ତୁ ଯଦି ଏହି ଥକାପଣ ଶୋଇବା ପରେ, ଚା’ପିିବା ପରେ ମଧ୍ୟ ଯାଉ ନାହିଁ ତେବେ ଏହା କ୍ରୋନିକ୍‌ ଫାଟିଗ୍ୟୁ ସିନ୍‌ଡ଼୍ରମର ଲକ୍ଷଣ ବୋଲି ଜାଣି ନିଅନ୍ତୁ । ଯଦି ଶରୀରରେ ଏହି ସମସ୍ୟାର ସୃଷ୍ଟି ହୋଇଥାଏ ତେବେ…
ଅଧିକ ଖବର ଦେଖନ୍ତୁ...

କରୋନା ପାଇଁ ଜିମ୍ ବନ୍ଦ ହେବା ପରେ ରାସ୍ତାରେ ବ୍ୟାୟାମ କଲେ ଲୋକ

ନାଗପୁର: ଭାରତରେ କରୋନାଭାଇରସ୍ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଥିବାରୁ ନାଗପୁର ଜିଲ୍ଲାପାଳ ବୁଧବାର ଦିନ କରୋନାଭାଇରସ୍ ସଂକ୍ରମଣକୁୁ ରୋକିବା ପାଇଁ ମଦ ଦୋକାନ, ରେସ୍ତୋରାଁଁ ଏବଂ ପାନ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ନାଗପୁର ମହାନଗର…
ଅଧିକ ଖବର ଦେଖନ୍ତୁ...

‘ଖୁବ୍ ଶୀଘ୍ର ଦେଖା ହେବା’; ସ୍ବାମୀଙ୍କ ମୃତ୍ୟୁ ପରେ ବିଦାୟ ଚିଠିରେ ଏଭଳି ଲେଖିଲେ ଅଭିନେତ୍ରୀ

ମୁମ୍ବାଇ: ଧାରାବାହିକ ଅଭିନେତ୍ରୀ କୃତିକା ଦେଶାଇଙ୍କ ସ୍ବାମୀ ତଥା ଅଭିନେତା ଇମତିଆଜ୍ ଖାନଙ୍କର ଗତ ମାର୍ଚ୍ଚ ୧୫ରେ ଦେହାନ୍ତ ହୋଇଥିଲା। ଏହି ଦୁଃଖଦ ଘଟଣା କୃତିକାଙ୍କ ସହ ଘଟିବା ପରେ ସେ ଭାଙ୍ଗିପଡ଼ିଥିବା ଜଣା ପଡ଼ିଛି। ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କୁ ବିଦାୟ ଦେଇ ସେ ଯେଉଁ ବିଦାୟ ଚିଠି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ଚିହ୍ନଟ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁରୁବାର ଏ ନେଇ ଟୁଇଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆକ୍ରାନ୍ତ ଜଣକ କରୋନା ପ୍ରଭାବିତ ଦେଶ ଭ୍ରମଣରେ ଯାଇ ଓଡ଼ିଶା ଫେରିଥିବା ଜଣାପଡ଼ିଛି। ପୂର୍ବରୁ ଜଣେ ଇଟାଲି ଫେରନ୍ତା ଯୁବକ କରୋନାର…
ଅଧିକ ଖବର ଦେଖନ୍ତୁ...

ଇଟାଲୀ ଭ୍ରମଣ କାଳ ହେଲା, କରୋନା ଭାଇରସ୍ ଧରି ଘରକୁ ଫେରିଲେ

ନୂଆଦିଲ୍ଲୀ: ଏବେ କରୋନା ଭଳି ମାରାତ୍ମକ ଭୂତାଣୁ ସହ ସାରା ବିଶ୍ବ ଲଢ଼େଇ କରୁଛି। ସତର୍କ ରହି ଲୋକ ସଂକ୍ରମଣକୁ ରୋକିବାରେ ଲାଗିପଡ଼ିଛନ୍ତି। ତେବେ ଏହି ଭାଇରସ ପାଇଁ ଜଣେ ଯୁବକ ନିଜ ପତ୍ନୀଙ୍କୁ ଲୁଚାଉଥିବା କଥା ସାମ୍ନାକୁ ଆସିଯାଇଛି। ନିଜ ପତ୍ନୀଙ୍କୁ ନକହି ପ୍ରେମିକାଙ୍କୁ ଧରି ଇଟାଲୀ…
ଅଧିକ ଖବର ଦେଖନ୍ତୁ...

ହାଇଦ୍ରାବାଦରେ କରୋନା ଭାଇରସକୁ ନେଇ ଟ୍ରାଫିକ ସିଗନାଲରେ ଲୋକଙ୍କୁ ସତର୍କ କରାଇଲେ ଟ୍ରାଫିକ ପୁଲିସ

ହାଇଦ୍ରାବାଦ୍: କରୋନାଭାଇରସର ସଂକ୍ରମଣକୁ ରୋକିବା ପାଇଁ ଏବେ ହାଇଦ୍ରାବାଦର ରଚକୋଣ୍ଡା ଟ୍ରାଫିକ ପୁଲିସ ଏକ ଅଭିନବ ଉପାୟ ଆପଣାଇଛନ୍ତି। ସଂକ୍ରମଣକୁ ନେଇ ଲୋକମାନଙ୍କୁ ଟ୍ରାଫିକ୍ ସିଗନାଲରେ ସଚେତନ କରାଉଛନ୍ତି ଟ୍ରାଫିକ ପୁଲିସ। ଗୁରୁବାର କୋଠାପେଟଠାରେ ରଚକୋଣ୍ଡା କମିସନରେଟର ଏଲବି ନଗର…
ଅଧିକ ଖବର ଦେଖନ୍ତୁ...

କରୋନା ପାଇଁ କାଲିଠାରୁ ଆଖଣ୍ଡଳମଣିଙ୍କ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ଆରଡି: ମହାମାରୀ କରୋନା ସାରା ବିଶ୍ବରେ ତାର କାୟା ବିସ୍ତାର କରି ଚାଲିଛି। ଯାହାକୁ ନେଇ ଏବେ ସମସ୍ତେ ଚିନ୍ତିତ। ଏପରିସ୍ଥଳେ ସମସ୍ତ ମଠ, ମନ୍ଦିରକୁ ଯିବା ପାଇଁ ଭକ୍ତଙ୍କୁ ବାରଣ କରିଛି ପ୍ରଶାସନ, ଏପରିକି ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ଆଖଣ୍ଡଳମଣିଙ୍କ ମନ୍ଦିରରେ…
ଅଧିକ ଖବର ଦେଖନ୍ତୁ...