Daily Archives

March 20, 2020

ବଜାର ଉପରେ କ‌ରୋନା ପ୍ରଭାବ‌: ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଲୋକଙ୍କ ଭିଡ, ବାର-ରେଷ୍ଟୁରାଣ୍ଟ ବନ୍ଦ

କୋରାପୁଟ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦେଖି ଆଉ କିଛି ନୂଆ କଟକଣା ଲାଗୁ କରାଯାଇଛି। ‌ବାର, ରେଷ୍ଟୁରାଣ୍ଟ, କଫି ସପିଂ ଆଦିକୁ ବନ୍ଦ କରିବାକୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି। ସେହିପରି ସର୍ବସାଧାରଣ ବ୍ୟବହାର କରୁଥିବା ଯାନବାହନ ଉପରେ କଟକଣା ଲଗା…
ଅଧିକ ଖବର ଦେଖନ୍ତୁ...

ଘରକୁ ଫେରିବେ ୪୨ ହଜାର ଅନ୍ତେବାସୀ, ଛାତ୍ରାବାସରେ ରହୁଥିବା ଅନ୍ତେବାସୀ ୩ ମାସର ଖର୍ଚ୍ଚ ସହିତ ଘରକୁ ଯିବେ

ନବରଙ୍ଗପୁର: ମଙ୍ଗଳ ବିଭାଗ ଅଧିନରେ ଛାତ୍ରାବାସରେ ରହୁଥିବା ଅନ୍ତେବାସୀମାନେ ସ୍କୁଲରେ ରିହିବା ପାଇଁ ପୂର୍ବରୁ ନିଷ୍ପତି ହୋଇଥିବା ବେଳେ ଏବେ କରୋନାକୁ ଦୃଷ୍ଟିରେ ରଖି ସରକାର ସମସ୍ତ ଅନ୍ତେବାସୀଙ୍କୁ ଘରକୁ ଛାଡିବା ପାଇଁ ନିଷ୍ପତି ହୋଇଛି` ସମସ୍ତ ଅନ୍ତେବାସୀ ଆସନ୍ତା ୨୫ ତାରିଖ ସୁଦ୍ଧା ୩…
ଅଧିକ ଖବର ଦେଖନ୍ତୁ...

ଏହି ବ୍ଲଡ୍‍ ଗ୍ରୁପ୍‌ର ଲୋକମାନଙ୍କ ପାଖରେ ହୃଦ୍‌ଘାତ ହେବାର ଆଶଙ୍କା ଅଧିକ ରହିଥାଏ

ପ୍ରତିଦିନ ବଦଳୁଥିବା ଜୀବନଶୈଳୀ ପାଇଁ ଅନେକ ନୂଆ ନୂଆ ରୋଗ ସୃଷ୍ଟି ହେଉଛି । ପରିବେଶ ପ୍ରଦୂଷଣ, କାମର ଚିନ୍ତା ଏବଂ ଖାଇବାରେ ଠିକଣା ରହୁ ନ ଥିବାରୁ ଲୋକମାନେ ଅନେକ ରୋଗର ଶିକାର ହେଉଛନ୍ତି । ଖାସ୍‌ କରି ହୃଦ୍‌ଘାତର ଶିକାର ହୋଇ ପ୍ରତିବର୍ଷ ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି । ଖରାଦିନ…
ଅଧିକ ଖବର ଦେଖନ୍ତୁ...

ସର୍ବସାଧାରଣରେ ଛିଙ୍କିବା ସହ ଛେପ ପକାଇବାରୁ ଯୁବକଙ୍କୁ ନିସ୍ତୁକ ପିଟିଲେ ଲୋକ, ସିସିଟିଭି‌ରେ କଏଦ ହେଲା ଦୃଶ୍ୟ

କୋହ୍ଲାପୁର: ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାରେ ଜଣେ ବ୍ୟକ୍ତି ଛିଙ୍କିବା ଏବଂ ଛେପ ପକାଇବା ପରେ ତାଙ୍କୁ କିଛି ଲୋକ ନିସ୍ତୁକ ପିଟିଥିବା ଜଣାପଡ଼ିଛି। ଏହି ଘଟଣାରୁ କରୋନାଭାଇରସକୁ ନେଇ ଲୋକମାନେ କେତେ ଭୟଭୀତ ତାହା ସ୍ପଷ୍ଟ ହୋଇଯାଇଛି। ମାର୍ଚ୍ଚ ୧୭ରେ ଏହି ଘଟଣା ଘଟିଥିଲା ଯେତେବେଳେ ଦୁଇ…
ଅଧିକ ଖବର ଦେଖନ୍ତୁ...

କରୋନା ପାଇଁ ସୁଇଜରଲାଣ୍ଡରେ ଫସି ରହିଛନ୍ତି କଣ୍ଠଶିଳ୍ପୀ ମୋନାଲି ଠାକୁର

ମୁମ୍ବାଇ: ଏବେ ସୁଇଜରଲାଣ୍ଡରେ ଫସି ରହିଛନ୍ତି ବଲିଉଡ କଣ୍ଠଶିଳ୍ପୀ ମୋନାଲି ଠାକୁର। ସେଠାରେ ସେ ତାଙ୍କ ପ୍ରେମିକଙ୍କୁ ଭେଟିବାକୁ ଯାଇଥିବା ବେଳେ ଭାରତକୁ ସମସ୍ତ ବିମାନ ଉଡ଼ାଣ ବନ୍ଦ ହୋଇଯିବାରୁ ସେ ଭାରତ ଫେରିପାରି ନାହାନ୍ତି। ଭାରତରେ ଥିବା ତାଙ୍କ ମାତା-ପିତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଲୋକଲଜ୍ଜାକୁ ଡ଼ରି ୟୁଟ୍ୟୁବ ଦେଖି ପ୍ରେମିକାର ଗର୍ଭପାତ କରୁଥିଲା ପ୍ରେମିକ, ତା’ ପରେ….

ଚେନ୍ନାଇ: ୟୁଟ୍ୟୁବର ସହାୟତା ନେଇ ଜଣେ ଯୁବକ ନିଜ ପ୍ରେମିକାର ଗର୍ଭପାତ କରିବାକୁ ଚେଷ୍ଟା କରିଥିବ‌ାରୁ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତଜଣଙ୍କ ନିଜ ପ୍ରେମିକା ସହ ଶାରୀରିକ ସଂପର୍କ ରଖୁଥିବା ବେଳେ ସେ ଗର୍ଭବତୀ ହୋଇଯିବେ ବୋଲି ଭାବି ନଥିଲେ। ହଠାତ୍ ପ୍ରେମିକା ଗଭର୍ବତୀ…
ଅଧିକ ଖବର ଦେଖନ୍ତୁ...

ବାଂଲାଦେଶରୁ ଫେରିବା ପରେ ବିମାନବନ୍ଦରରେ କ୍ବାରେଣ୍ଟାଇନକୁ ଯିବା ପାଇଁ କୁହାଯିବାରୁ ଭଙ୍ଗାରୁଜା କଲେ ୧୬୦ ଛାତ୍ର

ନୂଆଦିଲ୍ଲୀ: ବର୍ତ୍ତମାନ କରୋନାଭାଇରସ ସହ ସାରା ବିଶ୍ବ ଲଢ଼ୁଛି। ଲୋକ ସଂକ୍ରମଣର ଶିକାର ନ ହେବା ପାଇଁ ଏବେ ସତର୍କ ହେଉଥିବା ବେଳେ ବିମାନବନ୍ଦରରେ ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା କରାଯିବା ସହ ବିଦେଶରୁ ଆସୁଥିବା ଲୋକଙ୍କୁ କ୍ବାରେଣ୍ଟାଇନରେ ରଖାଯାଉଛି। ତେବେ ଜମ୍ମୁ-କଶ୍ମୀରର ଶ୍ରୀନଗର…
ଅଧିକ ଖବର ଦେଖନ୍ତୁ...

ବସ୍‌ ସଫା କଲେ ରାୟଗଡ଼ା ଜିଲ୍ଲାପାଳ: ସତର୍କ ରହିବା ପାଇଁ ଯାତ୍ରୀଙ୍କୁ ଦେଲେ ପରାମର୍ଶ

ରାୟଗଡ଼ା: ବସ୍‌ ସଫା କଲେ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା। ହାତରେ ସାନିଟାଇଜ ଲିକ୍ୟୁଡ୍‌ ଓ ସ୍ପଞ୍ଜ ଧରି ବସ୍‌ ସିଟ୍‌, ରେଲିଂ, ହ୍ୟାଣ୍ଡେଲ୍‌ ଓ ପ୍ରବେଶ ପଥକୁ ସଫା କରିବା ସହ ପରିଷ୍କାର, ପରିଚ୍ଛନ୍ନ ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ଟ୍ରିପ୍‌ ପରେ ଏବଂ ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

କରୋନା ସହ ଲଢ଼େଇ କରି ଜିତିଲେ ୧୦୩ ବର୍ଷୀୟ ବୃଦ୍ଧା !

ନୂଆଦିଲ୍ଲୀ: ଇରାନରେ ଜଣେ ବୃଦ୍ଧା ମାରାତ୍ମକ କରୋନା ଭାଇରସକୁ ହରାଇବାରେ ସଫଳ ହୋଇଛନ୍ତି। ବୟସ ୧୦୩ ହୋଇଥିଲେ ମଧ୍ୟ ସେ ଏବେ କରୋନାଭାଇରସ ସହ ଲଢ଼େଇ କରି ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ବୟସରେ ସାଧାରଣତଃ ଲୋକମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ରହିଥିବାରୁ ଜୀବନ…
ଅଧିକ ଖବର ଦେଖନ୍ତୁ...