Daily Archives

March 21, 2020

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜଙ୍ଗଲରେ ପିଏଲ୍‌ଏଫ୍‌ଆଇ-ପୁଲିସ ଗୁଳି ବିନିମୟ, ବନ୍ଧୁକ, ଅଫୁଟା ଗୁଳି ସହ ଅନ୍ୟାନ୍ୟ ସାମଗ୍ରୀ…

ରାଉରକେଲା : ଆଜି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସିମ୍‌ଡେଗା ବାନୋ ଖରବା ଗଢ଼ା ଜଙ୍ଗଲରେ ପିଏଲ୍‌ଏଫଆଇ-ପୁଲିସ ଗୁଳି ବିନିୟମ ହୋଇଛି। ପ୍ରାୟ ଅଧଘଣ୍ଟା ଧରି ଉଭୟ ପଟୁ ଗୁଳି ବିନିୟମ ହୋଇଥିଲା। ଘଟଣାସ୍ଥଳରୁ ପୁଲିସ ବନ୍ଧୁକ, ବିପୁଳ ପରିମାଣରେ ଅଫୁଟା ଗୁଳି, ମୋବାଇଲ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ…
ଅଧିକ ଖବର ଦେଖନ୍ତୁ...

ଦାୟିତ୍ବହୀନତା: ଫ୍ରାନ୍ସରୁ ଫେରିବା ପରେ କ୍ବାରେଣ୍ଟାଇନରେ ନ ରହି ବିବାହ କ‌ଲେ ଯୁବକ, ୧,୦୦୦ ଅତିଥିଙ୍କୁ ଡାକିଲେ

ହାଇଦ୍ରାବାଦ୍: ଭାରତ ସମେତ ବିଶ୍ବର ଏକାଧିକ ଦେଶରେ ଏବେ କରୋନାକୁ ନେଇ ଆଶଙ୍କିତ ବାତାବରଣ ସୃଷ୍ଟି ହୋଇଛି। ଦେଶବାସୀ ସରକାରଙ୍କ କଥା ମାନି ଏବେ ସତର୍କ ରହୁଥିବା ସହ ସଂକ୍ରମଣକୁ ରୋକିବା ପାଇଁ ମାସ୍କ ପିନ୍ଧି ଘରୁ ବାହାରୁଥିବା ଦେଖାଯାଉଛି। ଅନ୍ୟ ପକ୍ଷରେ ବିଦେଶରୁ ଫେରୁଥିବା ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

କରୋନାଠାରୁ ନିଜକୁ ଦୂରରେ ରଖିବା ପାଇଁ ଚାହୁଥିଲେ କରନ୍ତୁ ନାହିଁ ଏସବୁ କାମ

କରୋନାଭାଇରସ ଦିନକୁ ଦିନ ବିଭିନ୍ନ ଦେଶକୁ ବ୍ୟାପୁଥିବା ବେ‌ଳେ ଏହାର ସଂକ୍ରମଣରୁ ମୁକ୍ତ ରହିବା ପାଇଁ ଲୋକେ ସତର୍କ ରହିବା ଆରମ୍ଭ କରିଛନ୍ତି। ଘରୁ ମାସ୍କ ପିନ୍ଧି ବାହାରିବା ସହ ସାନିଟାଇଜରର ବ୍ୟବହାର କରୁଛନ୍ତି। ଏହା ସହ ସଂକ୍ରମଣକୁ ଏଡ଼ାଇବା ପାଇଁ ବିଭିନ୍ନ ଜନସମାଗମସ୍ଥଳୀକୁ ବନ୍ଦ…
ଅଧିକ ଖବର ଦେଖନ୍ତୁ...

କମାଲ କଲେ ଭାରତୀୟ ଛାତ୍ର : ତିଆରି କଲେ ରୋବୋଟିକ୍ ହ୍ୟାଣ୍ଡ ସାନିଟାଇଜର

ନୂଆଦିଲ୍ଲୀ: କ‌ରୋନାଭାଇରସର ସଂକ୍ରମଣରୁ ବଞ୍ଚିବା ପାଇଁ ଲୋକେ ସାନିଟାଇଜର ବ୍ୟବହାର କରୁଥିଲେ ମଧ୍ୟ ସାନିଟାଇଜର ବୋତଲକୁ ସ୍ପର୍ଶ କରି କିଛି ଲୋକ ଏହି ଭାଇରସ ଦ୍ବାରା ଆକ୍ରାନ୍ତ ହେଉଥିବା ଦେଖାଯାଇଛି। ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ଦୁବାଇରେ ପଢ଼ୁଥିବା ଗ୍ରେଡ୍ ୭ର ଭାରତୀୟ ଛାତ୍ର…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସକୁ ନେଇ ବିଏମସି ଭୁଲ ସୂଚନା ଦେଇଥିବାରୁ ଟୁଇଟ୍ କରି ବର୍ଷିଲେ ଜନ, କ୍ଷମା ମାଗିବା ସହ ଭୁଲ ସୁଧାରିଲା…

ମୁମ୍ବାଇ: ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭାଇରସକୁ ନେଇ ଲୋକେ ସତର୍କ ହୋଇଛନ୍ତି। ସମସ୍ତ ଦେଶର ସରକାର ସାଧାରଣ ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖିବା ପାଇଁ କହିଥିବା ବେଳେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୩୦୦ ହୋଇଛି । ସେଥିମଧ୍ୟରୁ ଦିଲ୍ଲୀ, କର୍ଣ୍ଣାଟକ, ପଞ୍ଜାବ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ସକାଳ ୪ଟା ପରେ ୧୮ ଘଣ୍ଟା ପର୍ଯ୍ୟନ୍ତ ଛାଡ଼ିବନି କୌଣସି ନୂଆ ଟ୍ରେନ୍‌, ପୂର୍ବତଟ ରେଳପଥ ବାତିଲ କଲା ୧୪୧ଟି…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନରେ ହେବାକୁ ଯାଉଥିବା ‘ଜନତା କର୍ଫ୍ୟୁ ’କୁ ଦୃଷ୍ଟିରେ ରଖି ରେଳବାଇ ତରଫରୁ ଗାଇଡଲାଇନ୍‌ ଜାରି କରାଯାଇଛି। ଏହା ଅନୁସାରେ ଆସନ୍ତାକାଲି ଭୋର ୪ଟା ପରେ କୌଣସି ଟ୍ରେନ୍‌ ମୂଳ ଟ୍ରେନ୍‌ ଛାଡ଼ିବ ନାହିଁ । ଦୀର୍ଘ ୧୮ ଘଣ୍ଟା ଅର୍ଥାତ ରାତି…
ଅଧିକ ଖବର ଦେଖନ୍ତୁ...

ସପ୍ତାହକ ମଧ୍ୟରେ ପରିବାରର ୪ ସଦସ୍ୟଙ୍କୁ ହରାଇଲେ ମହିଳା, କରୋନ ଦ୍ବାରା ଥିଲେ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନାଭାଇରସ ଏବେ ସାରା ବିଶ୍ବରେ ଲୋକଙ୍କୁ ଆତିଙ୍କିତ କରି ରଖିଛି। ହଜାର ହଜାର ଲୋକ ଏହି ଭାଇରସ ଦ୍ବାରା ଶିକାର ହୋଇ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏହାର ସଂକ୍ରମଣକୁ ରୋକିବା ପାଇଁ ସରକାର ଲୋକଙ୍କୁ ସତର୍କ କରାଇବା ସହ ଘରେ…
ଅଧିକ ଖବର ଦେଖନ୍ତୁ...

ଆଜି ୭ଟି ନମୁନା ରିପୋର୍ଟ ଆସିଲା ନେଗେଟିଭ୍‌

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ଫଳରେ କରୋନା ରୋଗ ରାଜ୍ୟରେ ନିୟନ୍ତ୍ରଣରେ ଅଛି। ଓଡ଼ିଶାରେ ଆଜି ପରୀକ୍ଷା ହୋଇଥିବା ୭ଟି ନମୁନା ନେଗେଟିଭ୍‌ ଆସିଛି। ସୂଚନାଯୋଗ୍ୟ, ପୂର୍ବରୁ ୭୦ଟି ସ୍ୱାବ୍‌ ନମୁନା ପରୀକ୍ଷା କରାଯାଇଥିଲା। ଏଥିରୁ ୬୮ଟି…
ଅଧିକ ଖବର ଦେଖନ୍ତୁ...

କରୋନାକୁୁ ନେଇ ଲୋକଙ୍କୁ ସତର୍କ କରାଇବା ପାଇଁ କାର୍ତ୍ତିକ କରିଥିବା ଭିଡିଓ ଦେଖିବା ପରେ ଏଭଳି ପ୍ରତିକ୍ରିୟା ରଖିଲେ ‌…

ମୁମ୍ବାଇ: ବର୍ତ୍ତମାନ କରୋନାଭାଇରସକୁ ନେଇ ଦେଶବାସୀ ସତର୍କ ହେବାରେ ଲାଗିଛନ୍ତି। ସରକାର ସଂକ୍ରମଣକୁ ରୋକିବା ପାଇଁ ସ୍କୁଲ-କଲେଜ ବନ୍ଦ କରିଦେଇଥିବା ବେଳେ ସମସ୍ତ ଜନସମ‌ାଗସ୍ଥଳୀକୁ ବନ୍ଦ ରଖାଯାଇଛି। ଲୋକେ ଅତି ଜରୁରୀ କାମ ଥିଲେ ମାସ୍କ ପିନ୍ଧି ବାହାରକୁ ବାହାରୁଛନ୍ତି। କିନ୍ତୁ କିଛି…
ଅଧିକ ଖବର ଦେଖନ୍ତୁ...

ମଦ ହୋମ୍ ଡେଲିଭରି କରିବା ପାଇଁ ହାଇକୋର୍ଟଙ୍କୁ ଆବେଦନ କରିଥିଲେ ଯୁବକ, ୫୦,୦୦୦ଟଙ୍କାର ଜରିମାନା ଲଗାଇ‌ଲେ ଅଦାଲତ

ନୂଆଦିଲ୍ଲୀ: କେରଳ ହାଇକୋର୍ଟ ଶୁକ୍ରବାର ଦିନ ଜଣେ ବ୍ୟକ୍ତିଙ୍କ ଉପରେ ୫୦,୦୦୦ଟଙ୍କା ଜରିମାନା ଲଗାଇଛନ୍ତି। ସରକାର ଏବେ କରୋନାଭାଇରସର ସଂକ୍ରମଣ ବିରୁଦ୍ଧରେ ପଦକ୍ଷେପ ନେବାରେ ବ୍ୟସ୍ତ ଥିବା ବେଳେ ଯୁବକଙ୍କ ଅଜବ ଦାବି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କିଛି ଦିନ ତଳେ ସଂକ୍ରମଣକୁ ରୋକିବା ପାଇଁ…
ଅଧିକ ଖବର ଦେଖନ୍ତୁ...