Daily Archives

March 22, 2020

ଜନତା କର୍ଫ୍ୟୁ ସମର୍ଥନ ଜଣାଇ ତାଳି-ଥାଳି, ଘଣ୍ଟ-ଘଣ୍ଟା ବଜାଇଲେ ନାଲକୋ ନଗରବାସୀ

ନାଲକୋ ନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନରେ ଆଜି ସମଗ୍ର ଦେଶରେ ପାଳନ ହୋଇଥିବା ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇଛନ୍ତି ନାଲକୋ ନଗରବାସୀ। ସ୍ଥାନୀୟ ଲୋକେ ସନ୍ଧ୍ୟା ୫ଟାରେ ୫ ମିନିଟ୍‌ ପାଇଁ ତାଳି-ଥାଳି, ଘଣ୍ଟ-ଘଣ୍ଟା ଓ ଶଙ୍ଖ ବଜାଇଛନ୍ତି। ସୂଚନାଯୋଗ୍ୟ ସମଗ୍ର ଦେଶ ସହିତ…
ଅଧିକ ଖବର ଦେଖନ୍ତୁ...

ଭାରତରେ କରୋନା ଦୃଶ୍ୟପଟ୍ଟ: ୩୬୦ ଆକ୍ରାନ୍ତ, ୭ ମୃତ୍ୟୁ; ଦେଶର ୮୦ଟି ଜିଲ୍ଲାକୁ ଲକ୍‌-ଡାଉନ୍‌ ଘୋଷଣା

ନୂଆଦିଲ୍ଲୀ: କରୋନାଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି। ରବିବାର ଗୁଜୁରାଟର ସୁରତ ହସ୍‌ପିଟାଲ୍‌ରେ କରୋନାରେ ସଂକ୍ରମିତ ହୋଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଭାରତରେ କରୋନା ମୃତ୍ୟୁ ସଂଖ୍ୟାରେ ୭ରେ ପହଞ୍ଚି ଯାଇଛି। ଏଯାବତ ଏହି ମାରାତ୍ମକ…
ଅଧିକ ଖବର ଦେଖନ୍ତୁ...

ସ୍ୱାସ୍ଥ୍ୟ ପରୀକ୍ଷା ପରେ ୧୧ ଶ୍ରମିକଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ୧୧ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସ୍ୱାସ୍ଥ୍ୟ ପରୀକ୍ଷା ପରେ ସମସ୍ତଙ୍କୁ ଛାଡ଼ି ଦିଆଯିବା ସହ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ଉଦ୍ଧାର ଦାଦନ ଶ୍ରମିକଙ୍କ ଘର କୋଲନରା ବ୍ଲକରେ ବୋଲି ଜଣାପଡ଼ିଛି। ୧୧ ଦାଦନ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ଟାସ୍କଫୋର୍ସ ବୈଠକରେ ନିଷ୍ପତ୍ତି : ନବରଙ୍ଗପୁର ଓ ଉମରକୋଟ ସହର ଲକ୍-ଡାଉନ୍

ନବରଙ୍ଗପୁର: ଆଜି ଜିଲ୍ଲା ଟାସ୍କଫୋର୍ସ ବୈଠକରେ ନବରଙ୍ଗପୁର ଜିଲ୍ଲାର ଦୁଇଟି ସହର ନବରଙ୍ଗପୁର ଓ ଉମରକୋଟକୁ ଲକ୍-ଡାଉନ୍ କରିବାକୁ ନିଷ୍ପତ୍ତି ହୋଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ଏହି ବୈଠକରେ ପ୍ରଥମେ ଜିଲ୍ଲାର ଏହି ଦୁଇ ସହରକୁ ଲକ୍-ଡାଉନ୍ କରିବା ନିଷ୍ପତ୍ତି ହୋଇଛି। ଏହି…
ଅଧିକ ଖବର ଦେଖନ୍ତୁ...

କରୋନା ସତର୍କତା : ନୋଏଡାରେ ତିନି ପୁଲିସକର୍ମଚାରୀ ଆଇସୋଲେସନ୍‌ରେ ଭର୍ତ୍ତି

ନୂଆଦିଲ୍ଲୀ: ନୋଏଡାରେ ତିନିଜଣ ପୁଲିସକର୍ମଚାରୀଙ୍କ ଶରୀରରେ କରୋନାଭାଇରସ୍‌ ସଂକ୍ରମଣ ଲକ୍ଷଣ ଦେଖା ଦେଇଛି। ତିନିଜଣ ପୁଲିସକର୍ମଚାରୀଙ୍କ ମଧ୍ୟରେ ଜଣେ ଇନ୍ସପେକ୍ଟର ଓ ଦୁଇଜଣ କନେଷ୍ଟବଳ ରହିଛନ୍ତି। ଏହି ସମସ୍ତ ପୁଲିସ କର୍ମଚାରୀଙ୍କୁ ଆଇସୋଲେସନ୍‌ରେ ଭର୍ତ୍ତି କରାଯାଇଛି। କରୋନାଭାଇରସ୍‌…
ଅଧିକ ଖବର ଦେଖନ୍ତୁ...

ଧୋନି ଆରମ୍ଭ କଲେ ନୂଆ ବ୍ୟବସାୟ, କ୍ଷୁଦ୍ର ବ୍ୟବସାୟୀଙ୍କୁ ମିଳିବ ଲାଭ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏକ ନୂଆ ରୋଜଗାର ଜଗତରେ ପାଦ ଦେଇଛନ୍ତି। ଏପର୍ଯ୍ୟନ୍ତ କ୍ରିକେଟ୍ ଏବଂ ବିଜ୍ଞାପନରୁ ରୋଜଗାର କରୁଥିବା ଏହି ଖେଳାଳି ରୋଜଗାରର ଏକ ନୂଆ ଉପାୟ ଆପଣାଇଛନ୍ତି | ମହେନ୍ଦ୍ର ସିଂ ଧୋନି ଷ୍ଟାର୍ଟଅପରେ ନିବେଶ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମଣରୁ ମୁକ୍ତି ମିଳିବ ବୋଲି କହି ନକଲି ଔଷଧ ତିଆରି କରି ବିକୁଥିବା ଦୋକାନୀକୁ ଗିରଫ କଲା ପୁଲିସ

ତିରୁଅନନ୍ତପୁରମ: ନିୟମ ଉଲ୍ଲଂଘନ କରୁଥିବା ତଥା ନୋବେଲ କରୋନାଭାଇରସ୍ ବିଷୟରେ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କେରଳ ପୁଲିସ ରାଜ୍ୟରେ ଅନେକ ଲୋକଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ବ୍ୟକ୍ତି ନକଲି ଔଷଧ ବିକ୍ରି କରୁଥିଲେ ବୋଲି ଜଣା…
ଅଧିକ ଖବର ଦେଖନ୍ତୁ...

ପୁଣି ବିଦେଶରୁ ବାଲେଶ୍ବରକୁ ଫେରିଲେ ୫ ଜଣ, ସ୍ବାସ୍ଥ୍ୟ ପରୀକ୍ଷା ପରେ ସଙ୍ଗରୋଧରେ ରହିବାକୁ ନିର୍ଦେଶ

ବାଲେଶ୍ବର: ଜିଲ୍ଲାକୁ ପୁଣି ବିଦେଶରୁ ଫେରିଥିବା ୫ ଜଣ ବ୍ୟକ୍ତିଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ଛାଡ଼ି ଦିଆଯିବା ସହ ସମସ୍ତଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ।…
ଅଧିକ ଖବର ଦେଖନ୍ତୁ...

ଅକ୍ଷୟ କୁମାର ଘର ପାଚେରୀ ଉପରେ ଚଢ଼ି କରୋନା ବିପକ୍ଷରେ ଲଢୁଥିବା ହିରୋଙ୍କୁ ଏପରି ଜଣାଇଲେ ଧନ୍ୟବାଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ନିର୍ଦ୍ଦେଶର ପାଳନ କରି ୨୦୨୦ ମାର୍ଚ୍ଚ ୨୨ ସନ୍ଧ୍ୟା ୫ଟାରେ ପୂରା ଦେଶ କରୋନା ବିପକ୍ଷରେ ଲଢୁଥିବା ହିରୋଙ୍କୁ ଘଣ୍ଟ-ଘଣ୍ଟି, ତାଳି ଓ ଥାଳି ବଜାଇ ଧନ୍ୟବାଦ ଜଣାଇଥିଲା। ଆଉ ଏହି ଧନ୍ୟବାଦର ମହାପର୍ବରେ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ନୂଆ ବସ୍‌ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ବସ୍‌ରେ ନିଆଁ ଲାଗିଲା

ରାଉରକେଲା: ନୂଆ ବସଷ୍ଟାଣ୍ଡରେ ଛିଡା ହୋଇଥିବା ଏକ ବସ୍‌ରେ ନିଆଁ ଲାଗି ୪୦% ଜଳିଯାଇଛି। ସିଟ୍‌ଗୁଡ଼ିକ ଜଳି ଯାଇଥିବା ବେଳେ ସମ୍ମୁଖ ପାଖ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିବାରୁ ବସଷ୍ଟାଣ୍ଡର ଏକ ବଡଧରଣର ଅଘଟଣକୁ ରୋକା ଯାଇପାରିଛି। କେହି ଦୁର୍ବୃତ୍ତ…
ଅଧିକ ଖବର ଦେଖନ୍ତୁ...