Daily Archives

March 24, 2020

ମୋଦୀଙ୍କ ଚେତାବନୀ: ‘ଲକ୍ ଡାଉନ୍’କୁ ଗୁରୁତ୍ବର ସହ ନିଅନ୍ତୁ, ୨୧ ଦିନ ନିଜକୁ ନ ସମ୍ଭାଳିଲେ ୨୧ ବର୍ଷ ପଛକୁ ଫେରିଯିବାକୁ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେଇ ଆଜି ରାତି ୧୨ଟାରୁ ପୂରା ଦେଶକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ତିନି ସପ୍ତାହ ଅର୍ଥାତ ୨୧ ଦିନ ଧରି ଲକ୍ ଡାଉନ୍ ଜାରି ରହିବ ବୋଲି କହିବା ସହ ଏହାକୁ ହାଲକା ଭାବରେ ନିଅନ୍ତୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଦେଢ଼ମାସର ଶିଶୁ ସହ ପତ୍ନୀ ଓ ତିନିଜଣଙ୍କୁ ହତ୍ୟାକଲେ ଏଲଆଇସି ଏଜେଣ୍ଟ

ସିମଡେଗା: ଘରୋଇ କଳହ ଯୋଗୁଁ ନିଜର ଦେଢ଼ମାସର ଶିଶୁ ସହ ପତ୍ନୀ ଓ ତିନିଜଣଙ୍କୁ ହତ୍ୟା କଲେ ଦୃବୁର୍ତ୍ତ | ଝାଡ଼ଖଣ୍ଡର ଖିଜୁରଦିହ ଗ୍ରାମରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଏଲଆଇସି ଏଜେଣ୍ଟ ଭାବେ କାମ କରୁଥିବା ପିଙ୍ଗଳ ହେରୋ ନାମକ ବ୍ୟକ୍ତି ନିଜ ପରିବାରର ତିନିଜଣ…
ଅଧିକ ଖବର ଦେଖନ୍ତୁ...

‘ଲକ୍‌ଡାଉନ୍‌’କୁ ଗୁରୁତର ସହ ନିଅନ୍ତୁ, ନିଜର ଓ ପରିବାର କଥା ଚିନ୍ତା କରନ୍ତୁ: ସୁବ୍ରତ ବାଗ୍‌ଚୀ

ଭୁବନେଶ୍ୱର: ‘ଲକ୍‌ଡାଉନ’କୁ ଗୁରୁତର ସହ ନେବାକୁ ପଡିବ। ନିଜ କଥା ପ୍ରଥମେ ଭାବନ୍ତୁ। ଏଥି ସହ ପରିବାରରେ ଅନ୍ୟମାନେ ଠିକ୍‌ ଅଛନ୍ତି କି ନାହିଁ, ତାହା ଚିନ୍ତା କରନ୍ତୁ। ଆମେ ଯଦି ଠିକ ଭାବେ ପରିଚାଳିତ ନ ହେବା, ତା’ହେଲେ ଘରେ ଥିବା ବୟସ୍କ ବ୍ୟକ୍ତି ଅର୍ଥାତ ବାପା-ମା’, ଅଜା-ଆଇ ହିଁ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ବଡ଼ ଘୋଷଣା: ଆଜି ରାତି ୧୨ଟାଠାରୁ ୨୧ ଦିନ ଲାଗି ସାରା ଦେଶ ହେବ ‘ଲକ୍ ଡାଉନ୍’

ନୂଆଦିଲ୍ଲୀ: ବିଶ୍ୱବ୍ୟାପି ମହାମାରୀର ରୂପ ଧାରଣ କରିଥିବା କରୋନା ଭାଇରସ୍‌ କବଳରୁ ଦେଶ ଓ ଦେଶବାସୀଙ୍କୁ ରକ୍ଷା କରିବା ପାଇଁ ଆଜି ମଧ୍ୟରାତ୍ର ଠାରୁ ସମଗ୍ର ଦେଶରେ ଆଗାମୀ ୩ ସପ୍ତାହ ଅର୍ଥାତ ୨୧ ଦିନ ପାଇଁ ସଂପୂର୍ଣ୍ଣ ‘ଲକ୍‌ଡାଉନ୍‌’ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି…
ଅଧିକ ଖବର ଦେଖନ୍ତୁ...

ସ୍ୱାସ୍ଥ୍ୟ ସଚିବଙ୍କ ଯାଜପୁର ମେଡିକାଲ ଗସ୍ତ

ଯାଜପୁର: ଓଡିଶା ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ସଚିବ ନିକୁଂଜ ବିହାରୀ ଧଳ ଆଜି ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ମେଡିକାଲରେ ଥିବା କରୋନା ଆଇସୋଲେସନ୍‌ ୱାର୍ଡକୁ ବୁଲି ଦେଖିବା ସହ କରୋନା ପରୀକ୍ଷା ପାଇଁ ବାହାରୁ ଆସୁଥିବା ଲୋକମାନଙ୍କ ପାଇଁ କି କି ବ୍ୟବସ୍ଥା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ କରୋନା: ୧୧୦ରୁ ୨ ଜଣ ପଜିଟିଭ୍‌

ଭୁବନେଶ୍ୱର: କରୋନା ଭାଇରସ୍‌ ସନ୍ଦେହରେ ଓଡ଼ିଶାରେ ଆଜି ଦିନ ୧୨ଟା ପର୍ଯ୍ୟନ୍ତ ୧୧୦ ଜଣଙ୍କ ସ୍ୱାବ୍‌ ନମୁନା ପରୀକ୍ଷା କରାଯାଇଛି। ସେଥି ମଧ୍ୟରୁ ୨ ଜଣ ପଜିଟିଭ୍‌ ଥିବା ଜଣାପଡ଼ିଛି। ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ମୃତ ନବଜାତକୁ ଝୁଣି ଖାଇଲା କୁକୁର

ରାୟଗଡ଼ା: ମୃତ ନବଜାତ ଶିଶୁର ଶରୀରକୁ ଆଜି ଝୁଣି ଖାଇଛି କୁକୁର। ରାୟଗଡା ସହରର ବ୍ରାହ୍ମଣସାହି ନିକଟସ୍ଥ ଝଞ୍ଜାବତୀ ନଦୀ କୂଳରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶିଶୁର ମୃତଦେହକୁ ଧରି କୁକୁର ବୁଲୁଥିବା ଦେଖି କିଛି ଲୋକ ଗଣମାଧ୍ୟମ ଓ ପ୍ରଶାସନକୁ ଖବର ଦେଇଥିଲେ। ଖବର ପାଇ ଲୋକମାନେ…
ଅଧିକ ଖବର ଦେଖନ୍ତୁ...

ସାନିଟାଇଜର, ହ୍ୟାଣ୍ଡଓ୍ଵାସ୍‌ ଓ ଭେଣ୍ଟିଲେଟରର ରପ୍ତାନି ଉପରେ କଟକଣା ଲଗାଇଲେ ସରକାର

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍‌ କୋଭିଡ୍‌-୧୯ର ଆତ୍ମପ୍ରକାଶ ପରେ ଏବେ ଦେଶରେ ହ୍ୟାଣ୍ଡଓ୍ଵାସ୍‌ ଓ ସାନିଟାଇଜରର ଚାହିଦା ବହୁ ମାତ୍ରରେ ବଢ଼ି ଯାଇଛି। କାରଣ, କୋଭିଡ୍‌-୧୯ରୁ ରକ୍ଷା ପାଇବା ପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ କେବଳ ମାତ୍ର ହ୍ୟାଣ୍ଡଓ୍ଵାସ୍‌ ଓ ସାନିଟାଇଜରରେ ପ୍ରତ୍ୟେକ…
ଅଧିକ ଖବର ଦେଖନ୍ତୁ...

କରୋନା ପାଇଁ ଗାଁ ସିଲ କଲେ ଯୁବଗୋଷ୍ଠୀ, ବଜାର ଫେରନ୍ତାଙ୍କ ହାତ ଧୋଇଲେ

ଚାନ୍ଦବାଲି: ଲକଡାଉନ କଟକଣାକୁ ନେଇ ସରକାର ରାଜ୍ୟବାସୀଙ୍କୁ ବାରମ୍ବାର କହୁଥିବାବେଳେ ଏବେ କିଛି ଯୁବପିଢ଼ି ନିଜ ଗାଁକୁ ପ୍ରବେଶ କରୁଥିବା ସମସ୍ତ ଲୋକଙ୍କୁ ଭିନ୍ନ ଢଙ୍ଗରେ ଗାଁ ଭିତରକୁ ଛାଡ଼ିଥିବାର ଦେଖିବାକୁ ମିଳିଛି | କରୋନାକୁ ମୁକାବିଲା କରିବା ପାଇଁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ…
ଅଧିକ ଖବର ଦେଖନ୍ତୁ...

ଜୀବନ ଶୈଳୀକୁ ପରିବର୍ତ୍ତନ କରି ମାନସିକ ଭାବେ ମଜବୁତ ରୁହନ୍ତୁ: ସୁବ୍ରତ ବାଗ୍‌ଚୀ

ଭୁବନେଶ୍ୱର: ପୃଥିବୀରେ ଏବେ ଏକ ଅଦ୍ଭୁତ ପରିସ୍ଥିତି ଉପୁଜିଛି। ତେଣୁ ଜୀବନଶୈଳୀକୁ ପରିବର୍ତ୍ତନ କରିବାର ସମୟ ଆସିଛି। ବର୍ତ୍ତମାନ ପରିସ୍ଥିତି ଏଭଳି ଗତି କରୁଛି ଯେ, ପ୍ରତି ବ୍ୟକ୍ତିଙ୍କ ଉପରେ ମାନସିକ ଚାପପଡୁଛି। ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷତା ବିକାଶ…
ଅଧିକ ଖବର ଦେଖନ୍ତୁ...