Daily Archives

March 25, 2020

ଲକଡାଉନ ପ୍ରଭାବ : ଦେଶରେ ପ୍ରଦୂଷଣ ମାତ୍ରା ହ୍ରାସ

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାଯୋଗୁଁ ଭାରତ ସରକାର ଆସନ୍ତା ୨୧ ଦିନ ପାଇଁ ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ଏହାର ଅର୍ଥ ହେଉଛି ଆସନ୍ତା ୨୧ ଦିନ ପର୍ଯ୍ୟନ୍ତ ଲୋକମାନେ ଘରେ ରହିବେ, ଗାଡ଼ି ଚାଲିବ ନାହିଁ, କୌଣସି କଳକାରଖାନା, ସପିଂ ମଲ,…
ଅଧିକ ଖବର ଦେଖନ୍ତୁ...

ଟ୍ରେନ ବାତିଲ ହୋଇଥିଲେ ବି ଭୁଲରେ କ୍ୟାନସେଲ କରନ୍ତୁନି ଟିକେଟ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: କରୋନା ଭାଇରସ୍ ହେତୁ ସମସ୍ତ ଟ୍ରେନ୍ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବାତିଲ୍ ହୋଇଛି | ଯଦି ଆପଣଙ୍କର ଟ୍ରେନ୍ ମଧ୍ୟ ବାତିଲ୍ ହୋଇଛି ଏବଂ ସେଠାରେ ଅନଲାଇନ୍ ଟିକେଟ୍ ଅଛି ତେବେ ଫେରସ୍ତ ପାଇଁ ଭୟଭୀତ ହେବାର ଆବଶ୍ୟକତା ନାହିଁ | ସମ୍ପୂର୍ଣ୍ଣ ଫେରସ୍ତ ଟଙ୍କା ଆକାଉଣ୍ଟକୁ ଆସିବ | କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜ ଜ୍ୟୋତିପୁର ସଂରକ୍ଷିତ ଶାଳ ଜଙ୍ଗଲରେ ନିଆଁ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅନ୍ତର୍ଗତ ବାରିପଦା ରେଞ୍ଜ ଅଧିନସ୍ଥ  ଜ୍ୟୋତିପୁର ସଂରକ୍ଷିତ ଶାଳ ଜଙ୍ଗଲରେ ଗତକାଲି ରାତିରେ ନିଆଁ ଲାଗିଯାଇଥିଲା। ଗ୍ରାମବାସୀଙ୍କ ନିକଟରୁ ଖବର ପାଇ ବାରିପଦା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କେହି ଏହି…
ଅଧିକ ଖବର ଦେଖନ୍ତୁ...

ଘରକୁ ଫେରୁଛନ୍ତି ଆନ୍ଧ୍ରରେ ଅଟକିଥିବା ଓଡ଼ିଶା ଛାତ୍ରଛାତ୍ରୀ; ‘ସମ୍ବାଦ’କୁ ଧନ୍ୟବାଦ ଜଣାଇଲେ

ବାଲେଶ୍ବର/ବାରିପଦା: ପରୀକ୍ଷା ଦେବାକୁ ଯାଇ ଆନ୍ଧ୍ରପ୍ରଦେଶରେ ଫସିଥିବା ଓଡ଼ିଶା ଛାତ୍ରଛାତ୍ରୀ ଘରକୁ ଆସିବା ପାଇଁ ସହାୟତା ମାଗୁଥିଲେ। ହେଲେ କରୋନା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଥିବାରୁ କେହି ସେମାନଙ୍କ କଥା ଶୁଣୁ ନଥିଲେ। ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଓଡ଼ିଶା ସରକାର ଓ…
ଅଧିକ ଖବର ଦେଖନ୍ତୁ...

ଲକଡାଉନ୍ ପରେ ସେବାଶ୍ରମ ବନ୍ଦ : ୧୩ କିମି ଚାଲି ଘରକୁ ଗଲେ ଅନ୍ତେବାସୀ, ଫସି ରହିଛନ୍ତି ହଜାର ହଜାର ଛାତ୍ରଛାତ୍ରୀ

ରାୟଗଡ଼ା: ଗତକାଲି ମଧ୍ୟରାତ୍ରିରୁ ଭାରତ ଲକଡାଉନ୍ ନିଷ୍ପତ୍ତି ପରେ ଆଜି ରାୟଗଡ଼ା ଜିଲ୍ଲାରେ ସମାଜ ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ସେବାଶ୍ରମଗୁଡ଼ିକୁ ଛୁଟି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଲକଡାଉନ୍ ଯୋଗୁ ଗାଡ଼ି ଚଳାଚଳ ବନ୍ଦ ରହିବା ସହିତ ଅତି ଆବଶ୍ୟକ ନଥିଲେ ବାହାରକୁ ଆସିବା ଉପରେ…
ଅଧିକ ଖବର ଦେଖନ୍ତୁ...

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଶହ ଟପିଲା, ମହାରାଷ୍ଟ୍ରରେ ସର୍ବାଧିକ ୧୨୫ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦୦ ଟପିଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ସଂଧ୍ୟାବେଳେ ଜାରି ତଥ୍ୟ ଅନୁସାରେ ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦୬ ରେ ପହଞ୍ଚିଛି । ଏହା ମଧ୍ୟରୁ ୫୬୩ ଜଣ ଭାରତୀୟ ହୋଇଥିବାବେଳେ ୪୩ ଜଣ…
ଅଧିକ ଖବର ଦେଖନ୍ତୁ...

ଜନତା କର୍ଫ୍ୟୁର ସୁଫଳ ? ମଙ୍ଗଳବାର ଦିନ ଭାରତରେ ନୂଆ ସଂକ୍ରମଣ ମାମଲା ୫୫% ହ୍ରାସ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତ ବୃଦ୍ଧିହାରରେ ସାମାନ୍ୟ ଶିଥିଳତା ଦେଖାଦେଇଛି । ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୫୫ ପ୍ରତିଶତ ହ୍ରାସ ପାଇଛି । ଗତ ରବିବାରଠାରୁ ଭାରତରେ ପ୍ରଥମେ ଜନତା କର୍ଫ୍ୟୁ ଓ ପରେ ଲକଡାଉନ ଆରମ୍ଭ ହୋଇଥିବାରୁ ଅଧିକାଂଶ ଲୋକ ଘରେ ରହୁଥିବା…
ଅଧିକ ଖବର ଦେଖନ୍ତୁ...

କରୋନା ମାଡ: ୧୦ ଟଙ୍କାରେ ବାଇଗଣ ୨ କିଲୋକୁ, କାକୁଡି ୩ କିଲୋ

ଜଳେଶ୍ଵର: ଲାଗୁ ହୋଇଥିବା ସରକାରୀ କଟକଣାର ପ୍ରଭାବ ପଡିଛି ଜଳେଶ୍ଵର ଅଞ୍ଚଳର ପରିବା ଚାଷୀଙ୍କ ଉପରେ। ଦୁରଦୁରାନ୍ତକୁ ପନିପରିବା ପଠାଇ ଦୁଇ ଟଙ୍କା ରୋଜଗାର କରୁଥିବା ଏଅଞ୍ଚଳର ଚାଷୀ ଏବେ କରୋନା ପାଇଁ ଲାଗୁ ହୋଇଥିବା ସରକାରୀ କଟକଣାରେ ଛନ୍ଦି ହୋଇପଡିଛି। ପରିବା ଉତ୍ପାଦନ ସମୟରେ ବାହାରକୁ…
ଅଧିକ ଖବର ଦେଖନ୍ତୁ...

କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା‌: ଅରୁଣ ଦେଲେ ତିନିମାସର ଦରମା, ନିରଞ୍ଜନ ପଟ୍ଟନାୟକ ଦେଲେ…

ଭୁବନେଶ୍ୱର/ନୟାଗଡ଼:  ଦେଶବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା କରୋନା ମୁକାବିଲା ନିମନ୍ତେ ବହୁ ରାଜନେତା ସହାୟତା କରିଛନ୍ତି। ବରିଷ୍ଠ ରାଜନେତା ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏଥିସହ ନୟାଗଡ଼ ଜିଲ୍ରଲାର…
ଅଧିକ ଖବର ଦେଖନ୍ତୁ...

ଆଜି ସନ୍ଧ୍ୟା ୬ଟା ସୁଦ୍ଧା ବିଶ୍ୱବ୍ୟାପୀ ୧୯,୬୨୫ ଜୀବନ ନେଇ ସାରିଲାଣି କୋଭିଡ୍‌-୧୯

ନୂଆଦିଲ୍ଲୀ: ସଂପ୍ରତି କରୋନା ଭାଇରସ୍‌ କୋଭିଡ୍‌-୧୯ ବିଶ୍ୱବ୍ୟାପୀ ମହାମାରୀର ରୂପ ନେଇ ଆଜି (୨୫ ମାର୍ଚ୍ଚ,୨୦୨୦, ସନ୍ଧ୍ୟା ୬ଟା) ସୁଦ୍ଧା ୧୯,୬୨୫ ଜଣଙ୍କର ଜୀବନ ନେଇ ସାରିଲାଣି। ଆଜି ସନ୍ଧ୍ୟାରେ ଏହି ତଥ୍ୟ ପ୍ରକାଶ କରିଛି ଜନସ୍‌ ହପ୍‌କିନସ୍‌ ୟୁନିଭରସିଟିର ଏକ ରିପୋର୍ଟ। ଜନସ୍‌…
ଅଧିକ ଖବର ଦେଖନ୍ତୁ...