Daily Archives

March 26, 2020

କରୋନା ଯୋଗୁଁ ବିପନ୍ନରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ, ଅଧାରେ ରହିଗଲା ଯୁକ୍ତଦୁଇର ପରୀକ୍ଷା

ଜୟପୁର: କରୋନା ଯୋଗୁଁ ସାରା ବିଶ୍ୱରେ ହାହାକାର ଦେଖାଦେଇଛି। ପ୍ରତିଟି ମହାଦେଶରେ ଦେଖାଦେଇଛି ଦୁର୍ଦ୍ଦିନର ଚିତ୍ର। ତେବେ ଏଥିରୁ ବାଦ ପଡିନି କୋରାପୁଟ ଜିଲ୍ଲା। ଏହି କଷ୍ଟଠାରୁ ଅଧିକ ଯନ୍ତ୍ରଣା ଭୋଗୁଛନ୍ତି ଛାତ୍ରଛାତ୍ରୀ। ଅଧା ପରୀକ୍ଷା ଦେଇ ଆସନ୍ତା ଭବିଷ୍ୟତ ପାଇଁ ଗଭୀର ମାନସିକ ଚିନ୍ତାରେ…
ଅଧିକ ଖବର ଦେଖନ୍ତୁ...

ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ପରିବାର ଲୋକେ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ଡଙ୍ଗରିଗୁଡ଼ା ଠାରେ ଜଣେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ମୃତ ମହିଳାଙ୍କ ପରିବାର ଲୋକେ ଏହା ଏକ ହତ୍ୟା କାଣ୍ଡ ବୋଲି ଡାବୁଗାଁ ଥାନାରେ ଆଜି ଅଭିଯୋଗ କରିଛନ୍ତି। ପୁଲିସ ଶବ ଜବତ କରିବା ସହ ଏକ…
ଅଧିକ ଖବର ଦେଖନ୍ତୁ...

୨୧ଦିନ ଘରେ ଲକ ଡାଉନ ରହିବା ବିଷୟରେ ଭାବି ଚିନ୍ତିତ କି? ମାନନ୍ତୁ ଡାକ୍ତରଙ୍କ ଏ ସବୁ ପରାମର୍ଶ

ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ଦିନିଆ ଦେଶବ୍ୟାପୀ ଲକ ଡାଉନ କରିବାକୁ ଘୋଷଣା କରିଥିଲେ। ଦେଶରେ ନୋଭେଲ କରୋନାଭାଇରସର କ୍ରମାଗତ ଭାବରେ ସଂକ୍ରମଣ ବଢୁଥିବା ଦେଖି ଏହାକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ତେବେ ମୋଦିଜୀଙ୍କ ଏଭଳି…
ଅଧିକ ଖବର ଦେଖନ୍ତୁ...

ଲକ ଡାଉନ ପାଇଁ ପୁଣି ଥରେ ରାମାୟଣ ଓ ମହାଭାରତ ପ୍ରସାରିତ କରିବ ଦୂରଦର୍ଶନ

ମୁମ୍ବାଇ: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ୍ କରାଯାଇଛି। ଏଭଳି ପରିସ୍ଥିତିରେ ଲୋକମାନେ ଘରେ ରହି ବିଭିନ୍ନ ଉପାୟରେ ସମୟ ବିତାଉଛନ୍ତି। ମନୋରଞ୍ଜନ ଶିଳ୍ପ କରୋନା ଭୂତାଣୁ ଦ୍ୱାରା ପ୍ରଭାବିତ ହେବା ସହ ବର୍ତ୍ତମାନ କୌଣସି ନୂଆ ଚଳଚ୍ଚିତ୍ର ରିଲିଜ୍ ହେଉନାହିଁ କି…
ଅଧିକ ଖବର ଦେଖନ୍ତୁ...

ସଙ୍ଗରୋଧରେ ରହିବା ପାଇଁ କହିବାରୁ ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ୪ ଅଭିଯୁକ୍ତ

ଡାଲଟୋଗଞ୍ଜ: କରୋନା ଭୂତାଣୁକୁ ନେଇ ଲୋକଙ୍କୁ ସତର୍କ କରାଇବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି | ବାହାର ରାଜ୍ୟରୁ ୪ଜଣ ଯୁବକ ଆସିଥିବାରୁ ସେମାନଙ୍କୁ ନିଜ ଘରେ ସଙ୍ଗରୋଧରେ ରହିବାକୁ କହିଥିଲେ ପୀଡିତ | କିନ୍ତୁ ତାଙ୍କର ଏହି ପରାମର୍ଶ ତାଙ୍କର ଜୀବନ ନେଇଯିବ ବୋଲି ତାଙ୍କୁ ଜଣା ନଥିଲା | ତାଗିଦ…
ଅଧିକ ଖବର ଦେଖନ୍ତୁ...

କନିକାଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଛନ୍ତି କି ବ୍ରିଟେନର ଯୁବରାଜ ଚାର୍ଲସ?

ଲଣ୍ଡନ : ବ୍ରିଟେନର ଯୁବରାଜ ଚାର୍ଲସଙ୍କୁ କରୋନା ସଂକ୍ରମଣ ହୋଇଥିବା ନେଇ ବୁଧବାର ଚର୍ଚ୍ଚା ଜୋର ଧରିଥିଲା । ଡ୍ୟୁକ ଅଫ କର୍ନଓ୍ୱାଲ ଭାବାରେ ପରିଚିତ ପ୍ରିନ୍ସ ଚାର୍ଲସଙ୍କ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ ବାହାରି ଥିଲେ ମଧ୍ୟ ତାଙ୍କ ଶରୀରରେ କରୋନାର ସାମାନ୍ୟ ଲକ୍ଷଣ ରହିଛି ଓ ସେ ନିଜର…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ ସରକାରଙ୍କ ଅଭିନବ ପ୍ରୟାସ: ଅଭାବକୁ ଦୂର କରିବ ପାଇଁ ମଦ କାରଖାନାରେ ତିଆରି ହେବ ସାନିଟାଇଜର

ଜୟପୁର: ରାଜ୍ୟ ଏବେ ମାରାତ୍ମକ ରୋଗ କରୋନା ଭାଇରସ ସହ ଲଢେଇ କରୁଥିବାରୁ ରାଜସ୍ଥାନରେ ଥିବା ସାତଟି ଜିଲ୍ଲାର ନଅଟି ମଦ କାରଖାନାକୁ ସାନିଟାଇଜର ଉତ୍ପାଦନ ପାଇଁ ବ୍ୟବହୃତ କରାଯିବ ବୋଲି ଜଣା ପଡିଛି | ପରିସ୍ଥିତିର ମୁକାବିଲା ପାଇଁ ରାଜସ୍ଥାନ ସରକାର ଏଭଳି ନିଆରା ପଦକ୍ଷେପ ନେଇଛନ୍ତି, ଯାହାକୁ…
ଅଧିକ ଖବର ଦେଖନ୍ତୁ...

କରୋନା ବିଗାଡୁଛି ସାମାଜିକ ସନ୍ତୁଳନ, ବାହାରୁ ଆସିଥିବା ଲୋକଙ୍କୁ ସନ୍ଦେହୀ ନଜର

କୋରାପୁଟ: କରୋନାକୁ ନେଇ ଏବେ ସବୁଠି ଭୟର ବାତାବରଣ। ବାହାରୁ ଯିଏ ଆସୁଛି,ଏଇ ମାରାତ୍ମକ କରୋନା ଭାଇରସ ନେଇ ଆସୁଛି ବୋଲି ଏବେ ସବୁଆଡେ ପ୍ରଚାର। ଫଳରେ ବାହାରୁ ଆସୁଥିବା ଲୋକଙ୍କୁ ଲୋକେ ଭିନ୍ନ ନଜରରେ ଦେଖୁଛନ୍ତି। ବିଶେଷକରି କୋରାପୁଟ ପରି ପଛୁଆ ଜିଲ୍ଲାରେ ଲୋକେ କିଛି ବୁଝିବା ଆଗରୁ…
ଅଧିକ ଖବର ଦେଖନ୍ତୁ...

ସାମାଜିକ ଦୂରତ୍ୱ କେମିତି ରଖିବା ରାସ୍ତାରେ ବୃତ୍ତ ଆଙ୍କି ଦେଖାଇଲେ ମମତା

କୋଲକାତା: ଦେଶରେ କରୋନା ସଂକ୍ରମଣ କ୍ଷେତ୍ରରେ କ୍ରମାଗତ ବୃଦ୍ଧି ଘଟିଛି। ଦେଶରେ ୨୧ ଦିନିଆ ଲକଡାଉନ ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଗୁରୁବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୋନା ବିରୋଧରେ ଲୋକଙ୍କୁ ସଚେତନ କରୁଥିବା ଦେଖାଯାଇଥିଲା। ସେ ସାମାଜିକ ଦୂରତା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ୩ୟ କରୋନା ପଜିଟିଭ୍‌ ଚିହ୍ନଟ: ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଓଡ଼ିଶାରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗୁରୁବାର ସନ୍ଧ୍ୟାରେ ସ୍ବାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି। କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ଭୁବନେଶ୍ୱରର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍‌ ଯୋଗେ ସୂଚନା ଦେଇଛି। One…
ଅଧିକ ଖବର ଦେଖନ୍ତୁ...