Daily Archives

March 27, 2020

ଚାଷୀ ମୁଣ୍ତ ଉପରେ ‘କରୋନା’ ଚଡକ: ମିଳୁନି କୀଟନାଶକ ଓ ସାର, ଭୟରେ ଆସୁନାହାନ୍ତି ଶ୍ରମିକ, ଚାଷ କାମରେ ବାଧା

ଜୟପୁର (ଶ୍ରୀକାନ୍ତ ସାହୁ): ‘କରୋନା’ ତା’ର କାୟା ବିସ୍ତାରିଥିବାବେଳେ ଓଡ଼ିଶାକୁ ମଧ୍ୟ ପ୍ରବେଶ କରିସାରିଲାଣି। କେତେବେଳେ ଯେ ମାଳଭୂମି କୋରାପୁଟରେ ପ୍ରବେଶ କରିବ ତାହା କହିହେବ ନାହିଁ। କିନ୍ତୁ ପ୍ରଶାସନ ସଜାଗ ଥିଲେ ଏହାର ସିଧାସଳଖ ପ୍ରଭାବରେ ପ୍ରଭାବିତ ହୋଇଛି ଚାଷୀକୂଳ। ଗୋଟିଏ ପେଟେ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ କରୋନା ଲକଡାଉନ ଉଲଂଘନ କରି ଗିରଫ ହେଲେ ୫ ଜଣ

ଭଦ୍ରକ: ଜିଲ୍ଲାରେ କରୋନାକୁ ନେଇ ପ୍ରଶାସନ ଓ ପୁଲିସ ପକ୍ଷରୁ କଡ଼ା କଟକଣା ଥିବା ବେଳେ ଆଜି ରାତିରେ ୫ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଯୁବକମାନେ କୌଣସି କାରଣ ନ ଥାଇ ସହରର ବିଭିନ୍ନ ସ୍ଥାନରେ ବୁଲୁଥିଲେ । ଏମାନଙ୍କୁ ପୁଲିସ ଯାଞ୍ଚ ବେଳେ ଅଟକାଇ ପଚରାଉଚରା କରିଥିଲା । ପୁଲିସ…
ଅଧିକ ଖବର ଦେଖନ୍ତୁ...

ମନ୍ଦିର ପୂଜକଙ୍କ ନିବେଦନ: ସରକାର ଆମ କଥା ଏବେ ବୁଝ

ଜୟପୁର: କରୋନା ଭୁତାଣୁକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ୨୧ଦିନିଆ ଲକଡାଉନର ପ୍ରଭାବ ବେଶି ମାତ୍ରାରେ ସହରରେ ଥିବା ମନ୍ଦିର ପୂଜକ ମାନଙ୍କ ଉପରେ ପଡିଛି। ଯଦିଓ ପୁଜକମାନେ ପାରମ୍ପରିକ ଭାବେ ପୂଜା ବିଧି କରୁଛନ୍ତି, କିନ୍ତୁ ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ…
ଅଧିକ ଖବର ଦେଖନ୍ତୁ...

‘ଜିନ୍ଦଗୀ ମୋୖତ ନା ବନ ଯାଏ’… ଗୀତ ଗାଇ ଲୋକଙ୍କୁ ସତର୍କ କରାଇଲେ ପୁଲିସକର୍ମୀ, ଭାଇରାଲ ହେଲା…

ନାସିକ: ଲକ ଡାଉନ ସମୟରେ ଲୋକଙ୍କୁ ଘରେ ରହିବା ପାଇଁ ଉଭୟ ସରକାର ଏବଂ ପୁଲିସକର୍ମୀମାନେ କହୁଥିଲେ ମଧ୍ୟ କିଛି ଲୋକ ପରିସ୍ଥିତିର ଗମ୍ଭୀରତାକୁ ବୁଝୁ ନାହାନ୍ତି | ଅନେକ ଲୋକ ଲକ ଡାଉନ ସମୟରେ ବାହାରେ ବୁଲୁଥିବାର ଦେଖା ଯାଉଛି | ସଂକ୍ରମଣକୁ ଭୟ ନକରି ଲୋକ ଅଚିନ୍ତାରେ ବୁଲୁଥିବାର ଦେଖି ସାରା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀଙ୍କ ନିମନ୍ତେ ପର୍ଯ୍ୟାପ୍ତ ବ୍ୟବସ୍ଥା କରନ୍ତୁ…

ନୂଆଦିଲ୍ଲୀ: କୋଭିଡ-୧୯ ଲକଡାଉନକୁ ଆଖି ଆଗରେ ରଖି ୨୧ ଦିନ ପର୍ଯ୍ୟନ୍ତ ରାଷ୍ଟ୍ରବ୍ୟାପୀ ଲକଡାଉନ କାଳରେ ପ୍ରବାସୀ କୃଷି ଶ୍ରମିକ, ଶିଳ୍ପ ଶ୍ରମିକ ଏବଂ ଅସଂଗଠିତ କ୍ଷେତ୍ରର ଅନ୍ୟ ଶ୍ରମିକମାନଙ୍କୁ ଖାଦ୍ୟ ଏବଂ ଆଶ୍ରୟ ସହିତ ପର୍ଯ୍ୟାପ୍ତ ସହାୟତା ଯୋଗାଇ ଦେବା ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୫ ହଜାର ଟପିଲା, ଇଟାଲିରେ ଦିନକରେ ୧୦୦୦ ମୃତ୍ୟୁ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୫୦ ହଜାର ଟପିଯାଇଥିବାବେଳେ ମୃତ୍ୟୁସଂଖ୍ୟା ୨୫୨୭୮ ରେ ପହଞ୍ଚିଛି । ତେବେ ଆଜି ଇଟାଲିରେ ପ୍ରା୍ୟ ୧୦୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ସୁଖର କଥା ହେଉଛି ବିଶ୍ୱରେ ମୋଟ…
ଅଧିକ ଖବର ଦେଖନ୍ତୁ...

ଲକଡାଉନ ପ୍ରଭାବ: ଗଙ୍ଗା ନଦୀ ସଫା କରିବାକୁ ଯାଇ ମଥୁରାରେ ଫସିଛନ୍ତି ୧୭ ଶ୍ରମିକ

ରାଉରକେଲା: ଉତ୍ତରପ୍ରଦେଶର ମଥୁରାରେ ଫସିଛନ୍ତି ରାଉରକେଲା ୧୭ ଶ୍ରମିକ| ଏହି ଶ୍ରମିକମାନେ ଗଙ୍ଗା କ୍ଲିନ ପ୍ରୋଜେକ୍ଟ ବା ଗଙ୍ଗା ନଦୀ ସଫେଇ ପ୍ରକଳ୍ପରେ କାମ କରୁଥିଲେ | ମିଳିଥିବା ସୂଚନା ମୁତାବକ ରାଉରକେଲା, ଲାଠିକଟା, ବନ୍ଧମୁଣ୍ଡା, ବେଦବ୍ୟାସ ବେଲଡ଼ିହିର ୩୦ଜଣ ଶ୍ରମିକ ଗତ ଅକ୍ଟୋବର ମାସରେ…
ଅଧିକ ଖବର ଦେଖନ୍ତୁ...

ବୌଦ୍ଧ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେଲେ ୩୦କିମି ଚାଲି ଚାଲି ଗଲେ

ବୌଦ୍ଧ: କୋଭିଡ-୧୯ ପ୍ରତିରୋଧ ପାଇଁ ଜାରି ରହିଛି ଲକ୍‌ଡାଉନ୍‌। ସ୍ଥିତିର ଗମ୍ଭିରତା ଦୃଷ୍ଟିରୁ ପୁଲିସ୍‌ ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କଡ଼ାକଡ଼ି ନିୟମ କରାଯାଇଛି। ସାରା ସହର ଶୂନଶାନ୍‌ ଥିବା ଭଳି ଘଡ଼ିସନ୍ଧି ମୁହୁର୍ତ୍ତରେ ଦୁଇ କଅଁଳ ଶିଶୁକୁ ନେଇ ଦୁଇ ମହିଳା ସମେତ…
ଅଧିକ ଖବର ଦେଖନ୍ତୁ...

ସୁଜୁକି ବଜାରକୁ ଆଣିଲା ୬୦୦ ସିସିର ନୂଆ ବାଇକ

ନୂଆଦିଲ୍ଲୀ: ଜଣାଶୁଣା ଅଟୋମୋବାଇଲ୍ କମ୍ପାନୀ ସୁଜୁକି ମୋଟରସାଇକେଲ୍ ୨୦୨୦ ସୁଜୁକି ଏସଭି ୬୫୦କୁ ଲଞ୍ଚ କରିଛି | ଏହି ବାଇକ ପ୍ରଥମେ ଜାପାନ ବଜାରରେ ବିକ୍ରି ପାଇଁ ହେବ ଏବଂ ପରେ ଏହା ଅନ୍ୟ ଦେଶରେ ବିକ୍ରି ହେବ | ଇଞ୍ଜିନ୍ ଏବଂ ପାୱାର୍ ଦୃଷ୍ଟିରୁ, ୨୦୨୦ ସୁଜୁକି ଏସଭି ୬୫୦ରେ ୬୪୫ସିସି…
ଅଧିକ ଖବର ଦେଖନ୍ତୁ...